• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Corona
କରୋନା କଟକଣା ସଠିକ୍‌ ଭାବରେ ମାନିଲେ ଆସିବ ନାହିଁ ତୃତୀୟ ଲହର?

ଦେଶର ଅଧିକାଂଶ ରାଜ୍ୟ ତାଲାବନ୍ଦ ସ୍ଥିତିରେ, ନହେଲେ ଅନ୍ୟ କଟକଣା ଭିତରେ। ତଥାପି ଦୁର୍ବଳ ହେବାର ନାଁ ଧରୁନି କରୋନା ସୁନାମୀ। ଜାରି ରହିଛି ୪ଲକ୍ଷ ପାର୍ ଦୈନିକ ସଂକ୍ରମଣର ଟ୍ରେଣ୍ଡ୍। ଏପଟେ ଦୈନିକ ମୃତ୍ୟୁ ସଂଖ୍ୟା ବି ୪ ହଜାର ମୁହାଁ ରହିଛି।

  • Friday, 07 May 2021
Twinkle Kalia
କରୋନା ରୋଗୀଙ୍କୁ ମାଗଣାରେ ହସ୍ପିଟାଲ ପହଞ୍ଚାଉଛନ୍ତି ‘ଆମ୍ବୁଲାନ୍ସ ଦିଦି’, ସବୁଆଡ଼ୁ ପ୍ରଶଂସା ସାଉଁଟୁଛନ୍ତି..

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଦେଶର ଅନେକ ସ୍ଥାନରେ ଅମ୍ଳଜାନ ଓ ଔଷଧର କଳାବଜାରୀ କରାଯାଉଥିବା ଭଳି ଖବର ସାମ୍ନାକୁ ଆସୁଛି । ଏଭଳି ଜଟିଳ ପରିସ୍ଥିତିରେ, ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଦିନରାତି ଲୋକଙ୍କ ସେବାରେ…

  • Friday, 07 May 2021
Corona
ସୁନାମୀ ପରି ମାଡ଼ିଚାଲିଛି ମହାମାରୀ

ରାଜ୍ୟରେ କରୋନା ଦ୍ୱିତୀୟ ଲହରିର ଭୟଙ୍କର ରୂପ ଦେଖିବାକୁ ମିଳିଛି। ବେକାବୁ ହେଲାଣି ମହାମାରୀ। ଆଜି ୧୯ ଜୀବନ ନେବା ସହ ଦୈନିକ ସଂକ୍ରମଣର ସବୁ ରେକର୍ଡ ଭାଙ୍ଗି ୧୨ ହଜାରରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଛି। ସେ ଭିତରୁ ୩୧ ଭାଗ ଅର୍ଥାତ୍ ୩ ହଜାର ୯ ଶହ କେବଳ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

  • Friday, 07 May 2021
TEAM INDIA
ଇଂଲଣ୍ଡ ଟେଷ୍ଟ ସିରିଜ୍‌ ପାଇଁ ଟିମ ଇଣ୍ଡିଆ ଘୋଷିତ, ବାଦ ପଡ଼ିଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଏବଂ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଟିମ ଚୟନ ହୋଇସାରିଛି । ଆଘାତ କାରଣରୁ ଦଳରୁ ବାଦ୍‌ ପଡ଼ିଥିବା ରବୀନ୍ଦ୍ର ଜାଡେଜା, ହନୁମା ବିହାରୀ,…

  • Friday, 07 May 2021
sourav ganguly
ଭାରତୀୟ ଖେଳାଳିଙ୍କୁ କେବଳ କୋଭିସିଲ୍ଡ ଟିକା ନେବାକୁ ପରାମର୍ଶ, ଜାଣନ୍ତୁ କାହିଁକି...

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ସମୟ ପୂର୍ବରୁ ଶେଷ ହୋଇଯାଇଛି । ଏବେ ଭାରତୀୟ ଖେଳାଳିଙ୍କୁ ଆସନ୍ତା ମାସରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବାକୁ ଇଂଲଣ୍ଡ ଯିବାକୁ ପଡିବ । ଏହାପୂର୍ବରୁ ଭାରତୀୟ…

  • Friday, 07 May 2021
Untitled-1
ଆସନ୍ତୁ ଜାଣିବା ବ୍ରେଡ୍ ଉପମା ପ୍ରସ୍ତୁତ ପ୍ରଣାଳୀ

ସମସ୍ତେ ବ୍ରେଡର ସ୍ୱାଦକୁ ପସନ୍ଦ କରନ୍ତି ଏବଂ ଏଥିରୁ ପ୍ରସ୍ତୁତ ଡିସ୍ ମଧ୍ୟ ସମସ୍ତଙ୍କର ପସନ୍ଦ। ସେ ବ୍ରେଡ୍ ପକୋଡା ହେଉ ବା ଶାହି ଟୋଷ୍ଟ ହେଉ ବା ଅନ୍ୟ କୌଣସି ଖାଦ୍ୟ ହେଉ। ଏହି ପରିପ୍ରେକ୍ଷୀରେ, ବ୍ରେଡ୍ ଉପମା ମଧ୍ୟ…

  • Friday, 07 May 2021
matric exam
ଏମିତି ହେବ ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନ

ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡ ଅନୁମୋଦନ କରିଛି। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ହେବ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନk

  • Friday, 07 May 2021
Untitled-1
ଧୂଳି ପୋଛି ପୋଛି ଥକିଗଲେଣି କି, ତେବେ ଆପଣାନ୍ତୁ…

କରୋନା ମହାମାରୀ ହେତୁ ଅଧିକାଂଶଙ୍କ ଘରୁ କାମବାଲୀ ଆଦିଙ୍କୁ ବାହାର କରିଦିଆ ଯାଇଛି। ଏନେଇ ଅଫିସ୍ କାର୍ଯ୍ୟ ସହିତ ସମସ୍ତେ ଘରୋଇ କାର୍ଯ୍ୟର ଭାର ମଧ୍ୟ ବହନ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ ଆସବାବପତ୍ର ସଫା କରି କରି…

  • Friday, 07 May 2021
1
ଶନି କାହିଁକି ସ୍ଵତନ୍ତ୍ର, ଜାଣନ୍ତୁ…

ଆମ ସୌରମଣ୍ଡଳରେ ଥିବା ଗ୍ରହମାନଙ୍କ ମଧ୍ୟରେ ଶନି ଏପରି ଏକ ଗ୍ରହ ଯାହା ଜ୍ୟୋତିର୍ବିଜ୍ଞାନୀଙ୍କ ସମେତ ସାଧାରଣଲୋକ ଭିତରେ ବି କୌତୁହଳ ସୃଷ୍ଟି କରୁଛି। ଏହି ଗ୍ରହର ବଳୟ ବ୍ୟତୀତ, ବହୁତ କିଛି ଅଛି ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ। ଏହାର…

  • Friday, 07 May 2021
lockdown
କରୋନା ଚେନ୍‌ ଭାଙ୍ଗିବାକୁ ସାରା ଦେଶରେ ଲକଡାଉନ୍‌ ଜାରି କରିବ କେନ୍ଦ୍ର ?

ଦେଶରେ ଭୟଙ୍କର ହେବାର ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ ଗୋଟିଏ ପ୍ରକାର ସ୍ଥିତି ହେଲାଣି ସଙ୍ଗୀନ। ଆଉ ଏହାରି ମଧ୍ୟରେ ପୂରା ଦେଶକୁ ଲକଡାଉନ୍‌ କରିବା  ପାଇଁ ଚିନ୍ତା କରୁଛନ୍ତି କି କେନ୍ଦ୍ର ସରକାର?

  • Friday, 07 May 2021
SC
ଜେଲରେ ସ୍ଥିତି ଗମ୍ଭୀର ! ଖୁବ୍‌ଶୀଘ୍ର ମୁକ୍ତି ପାଇବେ କଏଦୀ..

ନୂଆଦିଲ୍ଲୀ: ଜେଲରୁ ମୁକ୍ତି ପାଇବେ କଏଦୀ । କରୋନା କାଳରେ ଜେଲରେ ରହିଲେ କଏଦୀଙ୍କ ପାଇଁ ବିପଦ ରହିଛି। ତେଣୁ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯିବା ଉଚିତ୍‌ । ଏଭଳି  ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପୁଣି ଥରେ ଚର୍ଚ୍ଚା…

  • Friday, 07 May 2021
jayanta-panda
"ମନକୁ ଫାଭିପିରାଭିର୍ ଖାଇଲେ କ୍ଷତି ବେଶି"

କରୋନା ରୋଗୀଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ ପଣ୍ଡା। କହିଲେ, ମନକୁ ଫାଭିପିରାଭିର୍ ଖାଇଲେ ବେଶି କ୍ଷତି ହେବ।  ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କ ପାଇଁ ବି ଦେଇଛନ୍ତି ପରାମର୍ଶ।

  • Friday, 07 May 2021
Oximeter
ଅକ୍ସିଜେନ୍‌ କମ ରହିଲେ ଜାଣିବେ କେମିତି? ବିଶେଷଜ୍ଞ ଦେଲେ ଟିପ୍ସ

ଭୁବନେଶ୍ୱର: କରୋନାକୁ ନେଇ ବଡ଼ ସୂଚନା ଦେଲେ ଡାକ୍ତର। କହିଲେ, ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର। କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପର୍କରେ ବଡ଼ ସୂଚନା ଦେଲେ ବିଶେଷଜ୍ଞ । ସବୁ କରୋନା ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ନଥାଏ…

  • Friday, 07 May 2021
Untitled-1
ଠିକ୍ ସମୟରେ ଯଦି ଦ୍ଵିତୀୟ ଡୋଜ୍ ଟିକା ନେଇ ନାହାନ୍ତି ତେବେ କ’ଣ କରିବେ?

କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅନେକ ସମସ୍ୟା ଓ ଆହ୍ଵାନ ଆଣି ଠିଆ କରିଛି। ଏହା ଦ୍ଵାରା ଲୋକମାନଙ୍କୁ ଠିକ୍ ଚିକିତ୍ସା ଯୋଗାଇବା ପାଇଁ ଚାପ ପଡିବା ସହିତ ଯଥା ଶୀଘ୍ର ଟୀକାକରଣ ପାଇଁ ମଧ୍ୟ ଚାପ ବଢିବାରେ ଲାଗିଛି। କେବଳ…

  • Friday, 07 May 2021
Chota Rajan
କରୋନାରେ ଛୋଟା ରାଜନର ମୃତ୍ୟୁ ହୋଇଥିବା ସୂଚନା

ମୁମ୍ବାଇ: କରୋନାରେ ଛୋଟା ରାଜନର ମୃତ୍ୟୁ ହୋଇଥିବା ସୂଚନା। ମୁମ୍ବାଇ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ମୃତ୍ୟୁ ହୋଇଛି। କରୋନାରେ ଛୋଟା ରାଜନର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା…

  • Friday, 07 May 2021
lockdown 1
ଲକଡାଉନ୍‌ କମାଇବ କରୋନା: ଅମାନିଆଙ୍କ ଉପରେ ପୋଲିସର ସ୍ୱତନ୍ତ୍ର ନଜର

କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକଡାଉନ୍‌ର ଆଜି ତୃତୀୟ ଦିନ। କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଲକଡାଉନ୍‌କୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

  • Friday, 07 May 2021
pradipta nayak
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଏମ୍ସ ଦେଲା ବଡ଼ ସୂଚନା

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶିକା ବି.ଗୀତାଞ୍ଜଳି। ସେ କହିଛନ୍ତି ଯେ, ୪ ଜଣିଆ ଡାକ୍ତରୀ ଟିମ୍ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ଏହାସହ ଏମ୍ସର ୨ ଓ ରାଜ୍ୟ ସରକାରଙ୍କ ୨ ଡାକ୍ତର ପ୍ରଦୀପ୍ତଙ୍କ ତଦାରଖ କରୁଛନ୍ତି

  • Friday, 07 May 2021
marrage
କି ରୋଗ ହେଲା? ସକାଳୁ ଥିଲା ବାହାଘର ହେଲେ ପାଲିଙ୍କି ବଦଳରେ କୋକେଇରେ ଗଲା ପୁଅ

ରାତି ପାହିଥିଲେ ପାଲିଙ୍କିରେ ବସିଥାଆନ୍ତ ପୁଅ କିନ୍ତୁ କୋକେଇରେ ଶୋଇଲା ପୁଅ। କଥା ଅଛି ଦୈବ ଦେବ ଦୁଃଖ ତ କିଏ ବା କରିବ ଲାଘବ? ପୁଅର ବାହାଘର ପାଇଁ ପୂରା ଶେଷ ପର୍ଯ୍ୟାୟରେ ଥିଲା ପ୍ରସ୍ତୁତି। ଘର ସଜ୍ଜାଠାରୁ ଆରମ୍ଭ କରି ପାଲିଙ୍କି ସଜା ବି ସରିଥିଲା।

  • Friday, 07 May 2021
corona
୫-୬ ଦିନ ପରେ କମିଯିବ କରୋନା: ବିଶେଷଜ୍ଞ

ଭୁବନେଶ୍ୱର: କରୋନା ସ୍ଥିତି ଓ ଲକଡାଉନ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସଂକ୍ରମିତଙ୍କ ଟେଷ୍ଟିଂ ଅଧିକ ହେଉଛି, ତେଣୁ ୩-୪ ଦିନ ଏଭଳି ସ୍ଥିତି ରହିବ। ୫-୬ ଦିନ ପରେ କର୍ଭ ଫ୍ଲାଟ ହୋଇ…

  • Friday, 07 May 2021
Untitled-1
ତିନି ଦେଶକୁ ରବୀନ୍ଦ୍ର ନାଥ ଟାଗୋରଙ୍କ ମହାନ ଅବଦାନ

ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ଭାରତୀୟ ରାଜନୀତିରେ ଏପରି ଦୁଇଜଣ ରାଜନେତା ଆବିର୍ଭାବ ହୋଇଥିଲେ, ଯେଉଁମାନେ ମଧ୍ୟ ଅନନ୍ୟ ଚିନ୍ତକ ଥିଲେ। ସେମାନେ କେବଳ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସେମାନଙ୍କ ଛାପ ରଖିଦେଇ ଯାଇଛନ୍ତି। ଏହି ଦୁଇ ମହାପୁରଷ…

  • Friday, 07 May 2021
covischield
ଓଡ଼ିଶାରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ସୁରୁଖୁରୁରେ ଚାଲୁ ରଖିବା ପାଇଁ ଆହୁରି ଟିକା ଆସି ପହଞ୍ଚିଛି। ଆଜି ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ଏହି ଟିକା ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ ଦିଆଯିବା ଲାଗି ଆସିଛି। ତେବେ…

  • Friday, 07 May 2021
narayan singh
କରୋନାରେ ଆଖି ବୁଜିଲେ ଆଉ ଜଣେ ବରିଷ୍ଠ ସାମ୍ବାଦିକ ଶେଷ ନାରାୟଣ ସିଂହ

ନୂଆଦିଲ୍ଲୀ: ବରିଷ୍ଠ ପତ୍ରକାର ଶେଷ ନାରାୟଣ ସିଂହଙ୍କର ଆଜି ପରଲୋକ ହୋଇଯାଇଛି । ଏହା ପୂର୍ବରୁ ସେ କରୋନା ସଂକ୍ରମିତ ଥିଲେ । ବରିଷ୍ଠ ପତ୍ରକାରଙ୍କ ନିଧନ ପରେ ଦେଶରେ ନେତା, ପତ୍ରକାର ଏବଂ ସାମାଜିକ କାର୍ଯ୍ୟକର୍ତ୍ତାମାନେ ଶୋକ ପ୍ରକଟ କରିଛନ୍ତି…

  • Friday, 07 May 2021
death
ଭାରତରେ ରେକର୍ଡ ଭାଙ୍ଗୁଛି କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କରୋନା ମୃତକଙ୍କ ସଂଖ୍ୟା । ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଲୋକେ ଭୟରେ ଜୀବନ…

  • Friday, 07 May 2021