• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

kedarnath
ଶୁଭମୁହୂର୍ତ୍ତରେ ଖୋଲିଲା କେଦାରନାଥଙ୍କ ମନ୍ଦିର ଦ୍ୱାର

ଖୋଲିଲା କେଦାରନାଥ ଧାମ । ଶୁଭମୁହୂର୍ତ୍ତରେ କେଦାରନାଥ ମନ୍ଦିରର ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଛି । କରୋନା ପ୍ରୋଟୋକଲ୍ ଅଧୀନରେ ତୀର୍ଥ ପୂଜକଙ୍କ ଉପସ୍ଥିତିରେ ମେଷ ଲଗ୍ନରେ ସକାଳ ପାଞ୍ଚଟା ସମୟରେ କେଦାରନାଥ ଧାମ ଖୋଲିଛି । ତେବେ ଏହି ସମୟରେ…

  • Monday, 17 May 2021
sahid jamil
କରୋନା ବିଶେଷଜ୍ଞ ପରାମର୍ଶଦାତା ଫୋରମରୁ ଇସ୍ତଫା ଦେଲେ ବରିଷ୍ଠ ଭାଇରୋଲଜିଷ୍ଟ ଶାହିଦ ଜମିଲ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଭାଇରୋଲଜିଷ୍ଟ (ବିଷାଣୁ ବିଜ୍ଞାନୀ) ଶାହିଦ ଜମିଲ କେରୋନା ବୈଜ୍ଞାନିକ ପରାମର୍ଶଦାତା ଫୋରମରୁ ଇସ୍ତଫା ଦେଇଛନ୍ତି। ଏହି ଫୋରମ କରୋନା ଭାଇରସର ବିଭିନ୍ନ ଭାରିଏଣ୍ଟ ବିଷୟରେ ଜାଣିବା ଓ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ନେଇ ଗଠିତ…

  • Monday, 17 May 2021
vaccine
୧୯୨୯କୁ ଫୋନ କଲେ ଟିକାକରଣରେ ମିଳିବ ବଡ଼ ସୁବିଧା

ସୁବିଧାରେ ହେବ ସିନିଅର ସିଟିଜେନଙ୍କ କରୋନା ଟେଷ୍ଟ ଏବଂ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଏଥିଲାଗି ବିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

lockdown
ଆଜି ବସୁଛି ସର୍ବଦଳୀୟ ବୈଠକ: ରାଜ୍ୟରେ ପୁଣି ବଢିବ କି ଲକଡାଉନ୍‌?

ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ଏହି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ। ରାଜ୍ୟରେ କରୋନା ସ୍ଥିତି ଏହାର ମୁକାବିଲା ଏବଂ ପରବର୍ତ୍ତୀ ପଦକ୍ଷେପ ଆଦି ସମ୍ପର୍କରେ ସମୀକ୍ଷା ହେବ।

ujajain
ଲକଡାଉନରେ ବିବାହ କଲେ ମିଳିବନି ବିବାହ ପ୍ରମାଣପତ୍ର

ଉଜ୍ଜୟନୀ : ଲକଡାଉନରେ ବିବାହ କଲେ ବିବାହ ପ୍ରମାଣପତ୍ର ମିଳିବ ନାହିଁ । ସଂକ୍ରମଣ ବଢ଼ୁଥିବା ବେଳେ ବିବାହ ଉତ୍ସବର ଆୟୋଜନ କରିବା ଅର୍ଥ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ କରିବା । ଲକଡାଉନ ସମୟରେ ମଧ୍ୟ କଟକଣା ନମାନି ବିବାହ ଉତ୍ସବର…

  • Monday, 17 May 2021
cyclone
ଗୁଜରାଟ ମୁହାଁ ବାତ୍ୟା ତାଉତେ; ଆଜି ସୌରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା

ସମୁଦ୍ରରେ ବଳ ଜୁଟାଉଛି ବାତ୍ୟା ତାଉତେ। ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ଭେରି ସିଭିୟର ଷ୍ଟୋମରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି।

  • Monday, 17 May 2021
Corona
ଆଜି ବଜାରକୁ ଆସିବ ଡିଆରଡିଓର ଆଣ୍ଟି କୋଭିଡ୍ ଔଷଧ 2-DG

କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଫଳପ୍ରଦ କୁହାଯାଉଥିବା ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-deoxy-D-glucose ଆଜିଠୁ ବଜାରରେ ଉପଲବ୍ଧ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିବେ।

  • Monday, 17 May 2021
covaxin
‘ୟୁକେ ଷ୍ଟ୍ରେନ୍ ଏବଂ ଭାରତର ଭ୍ୟାରିଆଣ୍ଟ ବିରୋଧରେ ଅଧିକ ପ୍ରଭାବୀ କୋଭାକ୍ସିନ’

ନୂଆଦିଲ୍ଲୀ: କରୋନା ମହାମାରୀର ୟୁକେ ଷ୍ଟ୍ରେନ୍ ଏବଂ ଭାରତରେ ଦେଖାଦେଇଥିବା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବୀ ହେଉଛି କୋଭାକ୍ସିନ । ଏହି କରୋନା କବଚର ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଦେଶରେ ଦେଖାଦେଇଥିବା B.1.617 ଷ୍ଟ୍ରେନ…

  • Sunday, 16 May 2021
Covid Hospital
ଏଣିକି ସବୁ ହସ୍ପିଟାଲରେ ରହିବ ହେଲ୍ପ ଡେସ୍କ, କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି..

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ହେଲ୍ପ ଡେସ୍କଗୁଡ଼ିକ ସପ୍ତାହ ସାରା…

  • Sunday, 16 May 2021
Dharmendra Pradhan
ପାନିପଥ ରିଫାଇନାରୀ ପକ୍ଷରୁ ଲୋକାର୍ପିତ ହେଲା ବୃହତ କୋଭିଡ୍ ହସ୍ପିଟାଲ

ହରିୟାଣା: ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ଲୋକାର୍ପିତ ହୋଇଛି ବୃହତ କୋଭିଡ୍ ହସ୍ପିଟାଲ । ପାନିପଥ ରିଫାଇନାରୀର ୫ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଳକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣା…

  • Sunday, 16 May 2021
Chid corona
କୋଭିଡ୍ ଆକ୍ରାନ୍ତ ଶିଶୁଙ୍କ ସୁରକ୍ଷା ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର: କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହେଲା କମିଟି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏହି କମିଟି । DMETଙ୍କ ଅଧ୍ୟକ୍ଷତାରେ ଏହି ୮ ଜଣିଆ କମିଟି ଗଠନ ହୋଇଛି…

  • Sunday, 16 May 2021
covid-cure
ପୁଣି କରୋନା ଆରୋଗ୍ୟରେ ରେକର୍ଡ : ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ହଜାର ଟପିଲା

ଭୁବନେଶ୍ୱର: ପୁଣି କରୋନା ଆରୋଗ୍ୟରେ ରେକର୍ଡ l କରୋନା ଆରୋଗ୍ୟରେ ୧୨ ହଜାର ଟପିଲା l ଆଜି ୧୨୦୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୫୧୪୫୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ…

  • Sunday, 16 May 2021
vlcsnap-error617
ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ କାହିଁକି ଅଧିକ ଘାତକ ହେଉଛି କରୋନା ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ..

ଭୁବନେଶ୍ୱର: ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ କାହିଁକି ଅଧିକ ଘାତକ ହେଉଛି କରୋନା ? ଗତ ଥର ଅପେକ୍ଷା ଏଥର କଣ ପାଇଁ ଅଧିକ ମୁଣ୍ଡ ନେଉଛି ମହାମାରୀ ? ଏପ୍ରିଲରେ ରାଜ୍ୟରେ ୧୨୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’…

  • Sunday, 16 May 2021
vlcsnap-error316
ନିଜେ ସେ ଗର୍ଭବତୀ, ତଥାପି କରୋନା କାଳରେ ମେଡିକାଲ ଆସି ନବଜାତକଙ୍କ ଯତ୍ନ ନେଉଛନ୍ତି

ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ହୃଦବୋଧ କରି କରୋନା କଷ୍ଟବେଳେ ମଣିଷଙ୍କ ସେବା କରିଚାଲିଛନ୍ତି ଅନେକ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ନାନା ଅନୁଷ୍ଠାନ । ସେମାନଙ୍କ ଭିତରୁ ଆଜି ଆମେ ଦୁଇ ଦମ୍ପତିଙ୍କ ସେବା…

  • Sunday, 16 May 2021
puri srimandir
ବଢ଼ିଲା ଶ୍ରୀମନ୍ଦିର କଟକଣା, ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ପ୍ରବେଶ ମନା

ପୁରୀ: ବଢ଼ିଲା ଶ୍ରୀମନ୍ଦିର କଟକଣା । ପୁଣି କାଳିଆ ଦର୍ଶନଠାରୁ ଦୂରରେ ରହିବେ ଭକ୍ତ । ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଅବଧି ବୃଦ୍ଧି କରାଯାଇଛି…

  • Sunday, 16 May 2021
corona
ରାଜଧାନୀରେ ବଢ଼ୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୩୫୩ ଜଣ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜଧାନୀରୁ ୧୩୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ । ୧୩୫୩ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ପଟିଆ ଅଞ୍ଚଳରୁ ସର୍ବାଧିକ…

  • Sunday, 16 May 2021
183509349_931140121056638_8731273384502048061_n
ବୃଦ୍ଧାଙ୍କ ମୃତ୍ୟୁ ପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ବୃଦ୍ଧାଙ୍କ ମୃତ୍ୟୁପରେ ଶେଷକୃତ୍ୟ କରିବାକୁ ମିଳିଲାନି ଚାରିକାନ୍ଧ  । ସାହି ପଡ଼ିଶା କେହି ଶବକୁ ନ ଛୁଇଁବାରୁ ପାଞ୍ଚ ଘଣ୍ଟା ଧରି ଘରେ ମୃତଦେହ ପଡିରହିବା ପରେ ମୁଜାଗଡ଼ ସରପଞ୍ଚ ଓ ତାଙ୍କ ସହଯୋଗୀମାନେ ମିଶି କଲେ…

  • Sunday, 16 May 2021
ପୃଥିବୀର ଅନ୍ତଃସ୍ଥଳରେ ରହିଛି ସୌର ପବନ!

ସୌରମଣ୍ଡଳର ଅନେକ ରହସ୍ୟ ଆମ ପୃଥିବୀରେ ଲୁଚି ରହିଛି। ପୃଥିବୀର ଗଭୀରତାରୁ ଏପରି କିଛି ପ୍ରମାଣ ମିଳୁଛି ଯାହା ଏହି ପୃଥିବୀ ନିର୍ମାଣ ହେଉଥିବା ସମୟର ଘଟଣା ବିଷୟରେ ସୂଚନା ପ୍ରଦାନ କରୁଛି। ଏବେ ଆମ ବୈଜ୍ଞାନିକମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟଜନକ…

  • Sunday, 16 May 2021
Tauktae in Kerala
ସ୍ଥଳଭାଗ ଛୁଇଁବା ପୂର୍ବରୁ ତାଣ୍ଡବ ରଚିଲାଣି ‘ତାଉତେ’, ଘରଦ୍ୱାର ଭାଙ୍ଗି ଚୁରମାର୍

ନୂଆଦିଲ୍ଲୀ:  ସ୍ଥଳଭାଗ ଛୁଇଁବାର ଢେର୍ ପୂର୍ବରୁ ବିପଯର୍ୟୟ ଘଟାଇଛି ସାମୁଦ୍ରିକ ଝ଼ଡ଼ ତାଉତେ । କେରଳର ଥିରୁଅନନ୍ତପୁରମରେ ସମୁଦ୍ରର ଉଚ୍ଚ ଜୁଆରରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଘର ଦ୍ୱାର । ଭାଲିଆଥୁରା ଅଞ୍ଚଳର ସମୁଦ୍ର ଜୁଆରରୁ ଘରକୁ…

  • Sunday, 16 May 2021
deadbody
ମୃତ ମଣିଷର ଦରପୋଡ଼ା ଶରୀରକୁ ଝୁଣି ଝୁଣି ଖାଉଛି କୁକୁର !

ବଲାଙ୍ଗିର: ଏଣେ ତେଣେ ପଡ଼ି ରହିଛି ମୃତଦେହର ଅବଶେଷ। କିଛି ଦରପୋଡ଼ା ହୋଇ ପଡ଼ିଛି। ତପୁଣି କିଛିକୁ ଝୁଣି ଖାଉଛନ୍ତି କୁକୁର। ଏଦୃଶ୍ୟ ଯେତେ ହୃଦୟ ବିଦାରକ ସେତେ ଅମାନବୀୟ। ଏହେଉଛି ବଲାଙ୍ଗିର ବିଜାଖମନ ନିକଟ ଶ୍ମଶାନର ଚିତ୍ର। ଓଟିଭିରେ ଖବର…

  • Sunday, 16 May 2021
Tauktae
ଖାଲି NDRF ନୁହେଁ ବାୟୁସେନା ବି ରଖିଛି ନଜର, ସମୁଦ୍ର ଉପରେ ହେଲିକପ୍ଟର ମାରୁଛି ପଇଁନ୍ତରା

ନୂଆଦିଲ୍ଲୀ: ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇସାରିଲାଣି ସାମୁଦ୍ରିକ ଝଡ଼ ତାଉତେ । ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଥିବା ବେଳେ ଯାତାୟତ ମଧ୍ୟ ବନ୍ଦ…

  • Sunday, 16 May 2021
bonda ghati
ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା

ମାଲକାନଗିରି: ବଣ୍ଡା ଘାଟିକୁ ଛୁଇଁଲା ମହାମାରୀ କରୋନା। ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାଲକାନଗିରି ବଣ୍ଡା ଘାଟିରେ ୧୨ ଜଣ କରୋନା ଆକ୍ରାନ୍ତ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢ଼ିଛି।…

  • Sunday, 16 May 2021
covid19
ଗ୍ରାମାଞ୍ଚଳରେ କରୋନା ମୁକାବିଲା ଲାଗି ନୂଆ ଏସ୍ଓପି ଜାରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଏବେ ବି ଉପରମୁହାଁ । ବିଗତ ତିନି ଦିନ ଧରି କରୋନା ସଂକ୍ରମଣ ସାମାନ୍ୟ କମିଥିବା ଦେଖିବାକୁ ମିଳୁଛି । ଜାତୀୟ ରାଜଧାନୀ ଦିଲ୍ଲୀ ଓ…

  • Sunday, 16 May 2021
sameer
ଗତବର୍ଷ ଟିଏମସିରେ ବ୍ୟବହୃତ ସାମଗ୍ରୀ ଗଲା କୁଆଡେ: ବିଜେପି

ଭୁବନେଶ୍ୱର: କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଦେଖାଦେଇଛି ଅଧିକ ପରିଚାଳନାଗତ ତ୍ରୁଟି। ରାଜ୍ୟ ସରକାର ଭୁବନେଶ୍ୱରକୁ ସାରା ଓଡ଼ିଶା ବୋଲି ଭାବୁଛନ୍ତି। ସେପଟେ ଜିଲ୍ଲା ସ୍ତରରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯସ୍ତ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା…

  • Sunday, 16 May 2021