ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୪୩୨୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗି ପାରୁନି ବ୍ରେକ୍
ନୂଆଦିଲ୍ଲୀ : ଦିନକୁ ଦିନ ଦ୍ରୁତ ହାରରେ ବଢ଼ିଚାଲିଛି ତେଲ ଦର । ମହାମାରୀ ସଙ୍କଟ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସାଧାରଣ ଲୋକଙ୍କ ମୁସ୍କିଲ ବଢ଼ାଇ ଦେଇଛି । ସରକାରୀ ତୈଳ କମ୍ପାନୀଗୁଡିକ ଆଜି ପୁଣି ଥରେ…
ନୂଆଦିଲ୍ଲୀ: ଗୁଜରାଟରେ ଲ୍ୟାଣ୍ଡ୍ଫଲ୍ ପରେ କ୍ରମଶ ଦୁର୍ବଳ ହୋଇଛି ବାତ୍ୟା ‘ତାଉତେ’। ଏକ୍ସିଟ୍ରିମଲି ସିଭିୟର ସାଇକ୍ଲୋନରୁ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ତାଉତେ। ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୧୫୫ରୁ…
ଭୁବନେଶ୍ୱର : ବିବାହ, ଅନ୍ତ୍ୟେଷ୍ଟି ପାଇଁ ଏଣିକି ଇ-ଲାଇସେନ୍ସ ବ୍ୟବସ୍ଥା । ଭୁବନେଶ୍ୱରରେ ବିବାହ, ଅନ୍ତ୍ୟେଷ୍ଟି ପାଇଁ ଜନସାଧାରଣଙ୍କୁ ଏଣିକି ଅନଲାଇନ ମିଳିବ ଅନୁମତି । କମିଶନରେଟ୍ ପୋଲିସ ପକ୍ଷରୁ ଏନେଇ ଆଜି ଆରମ୍ଭ କରାଯାଇଛି ଇ-ଲାଇସେନ୍ସ ବ୍ୟବସ୍ଥା । କମିଶନରେଟ…
କରୋନା ପାଇଁ ସିବିଏସଇ ସମେତ ଅନେକ ରାଜ୍ୟ ନିଜ ନିଜ ବୋର୍ଡ଼ ପରୀକ୍ଷା ସହ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁମଧ୍ୟ ସ୍ଥଗିତ ରଖିଛନ୍ତି। ଅନେକ ରାଜ୍ୟ ଦଶମ ଶ୍ରେଣୀର ପରୀକ୍ଷା ବାତିଲ ମଧ୍ୟ କରିଛନ୍ତି।
ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ରେସଲର୍ ସୁଶୀଲ କୁମାରଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପୂର୍ବତନ ଜୁନିଅର୍ ନ୍ୟାସ୍ନାଲ୍ ଚାମ୍ପିଅନ୍ ସାଗର ରାଣା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ସୁଶୀଲଙ୍କୁ ଏବେ ପୋଲିସ୍ ଖୋଜୁଛି। ସେ ଫେରାର ଥିବା ଜଣାପଡ଼ିଛି। ଯଦି କେହି…
୨୪ ଘଣ୍ଟାରେ ରାଜ୍ୟରେ ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ଓ ୨୨ ଜଣଙ୍କ ମୃତ୍ୟୁ ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଆକ୍ରାନ୍ତ ଚିହ୍ନଟ BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍ ଭୁବନେଶ୍ୱର: ଓଡ଼ିଶାରେ ଆଜି…
ରାଜ୍ୟରେ ଥମିବାରେ ନା ନେଉନାହିଁ କରୋନା ମୃତ୍ୟୁସଂଖ୍ୟା। ଗତ ୨୪ ଘଂଟାରେ ପୁଣି ଉପରମୁହାଁ ରହିଛି କରୋନା ମୃତ୍ୟୁଟ୍ରେଣ୍ଡ୍। ୨୪ ଘଂଟାରେ ୨୨ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଯାହାକୁ ନେଇ ଏବେ ଚିନ୍ତା ବଢିଛି।
ନୂଆଦିଲ୍ଲୀ : ଚାକିରି ଛାଡ଼ି ଡାଏରୀ ଫାର୍ମ କଲେ ଆଇଆଇଟି ଇଞ୍ଜିନିୟର । ଦେଶରେ କର୍ମନିଯୁକ୍ତିର ଅଭାବ ହେତୁ ଭାରତରୁ ଅନେକ ଯୁବକଯୁବତୀ ଭଲ ଆୟ ଆଶାରେ ବିଦେଶ ଯାଉଛନ୍ତି । ହେଲେ ଏପରି ସମୟରେ କର୍ଣ୍ଣାଟକ ଯୁବକ କିଶୋଇ ଇନ୍ଦୁକୁରୀ…
ଦେଶରେ ସଂକ୍ରମଣ କମିଛି ସତ କିନ୍ତୁ ଡ଼ର ଛାଡ଼ିନାହିଁ। ସଂକ୍ରମଣ କମିଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ଯାହାକୁ ନେଇ ଏବେ ଚିନ୍ତା ବଢିଯାଇଛି।
କରୋନା ଚିକିତ୍ସାରୁ ବାଦ୍ ପଡ଼ିଲା ପ୍ଲାଜ୍ମା ଥେରାପି କ୍ଲିନିକାଲ୍ ମ୍ୟାନେଜମେଣ୍ଟ ଗାଇଡଲାଇନ୍ରୁ ପ୍ଲାଜ୍ମା ଥେରାପି ଚିକିତ୍ସା ପଦ୍ଧତିକୁ ହଟା ଯାଇଛି କରୋନା ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍ମା ଥେରା ଫଳପ୍ରଦ ହେଉନଥିବା ଅନେକ ଗବେଷଣାରୁ ଜଣାପଡ଼ିଛି ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ପ୍ଲାଜ୍ମା ଥେରାପିକୁ…
ସହର ପରେ ଗାଁରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ତେବେ ଏ ନେଇ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁନି ସଚେତନତା।
ଲକଡାଉନ୍ କଟକଣା ଯୋଗୁଁ ରାଜଧାନୀ ଦିଲ୍ଲୀରେ ଖସୁଛି କରୋନା ସଂକ୍ରମଣ ଗ୍ରାଫ୍। ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୫ ହଜାର ତଳକୁ ଖସିଆସିଛି।
କରୋନା ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ରାଜ୍ୟର ଅଧିକାରୀ ଓ ଫିଲ୍ଡ ଅଫିସରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଅତିଭୀଷଣ ସାମୁଦ୍ରିକ ଝଡ଼ ତାଉତେର ଲ୍ୟାଣ୍ଡଫଲ୍ ପରେ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି
ଭୁବନେଶ୍ଵର: ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ମିଳିଲା BCCIର ନୂଆ ଦାୟିତ୍ୱ । ଶିବସୁନ୍ଦର ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଆଗାମୀ ଇଂଲଣ୍ଡ ଟୁର୍ ପାଇଁ ଶିବସୁନ୍ଦର ଦାସଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଟିମର…
ଭୁବନେଶ୍ୱର: ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ଭିଡିଓ କ୍ଲାସ । ମହାମାରୀ କରୋନା ଯୋଗୁଁ ପୂର୍ବବର୍ଷ ଭଳି ଏଥର ବି ଭିଡିଓ କ୍ଲାସ ଅନୁଷ୍ଠିତ ହେବ । ଏନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ…
ଭୁବନେଶ୍ୱର: ବିଏମସିର ଆଉ ଏକ ନୂଆ ପଦକ୍ଷେପ । ଏଣିକି ଗର୍ଭବତୀ ମହିଳାଙ୍କ ଘରକୁ ଯାଇ କରିବ କରୋନା ଟେଷ୍ଟିଂ । ପୂର୍ବରୁ ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ନେଇ ବିଏମସି ଘୋଷଣା…
ବ୍ରହ୍ମପୁର: କୋଭିଡ ରୋଗୀଙ୍କ ପାଇଁ ବେଡ ବ୍ୟବସ୍ଥାକୁ ନେଇ ବଲିଉଡ ଅଭିନେତା ସୋନୁ ସୁଦ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଟୁଇଟର ୱାର। ଗଞ୍ଜାମ ଜିଲ୍ଲାରେ ଜଣେ କୋଭିଡ ରୋଗୀଙ୍କ ପାଇଁ ସୋନୁ ସୁଦ ବେଡ୍ ସୁବିଧା କରିଥିବା ଟୁଇଟକୁ ନେଇ ମୁହାଁମୁହିଁ।…
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ପେଶିଆଲ୍ ପାରୋଲରେ ଜେଲରୁ ବାହାରିଲେ ଓଡ଼ିଶାର ୧୨୬ କଏଦୀ । ଏମାନଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଇଛି ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ପରେ…
କର୍ଣ୍ଣାଟକ: ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ୯ ଜଣ ମତ୍ସ୍ୟଜୀବୀ । ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଏହି ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଏବଂ ନୌସେନା ଟିମ୍ ଉଦ୍ଧାର କରି ସୁରକ୍ଷିତ ଭାବେ କୁଳକୁ ଆଣିଛନ୍ତି । ତାଉତେ ପ୍ରଭାବରେ…
ଭୁବନେଶ୍ଵର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୧ ହଜାର ୮୨୧ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…
ଭୁବନେଶ୍ୱର: ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଏଏନଏମ୍ କର୍ମୀ ଓ ଆଶାକର୍ମୀ । ଆସନ୍ତା ୩ ମାସ ପର୍ଯ୍ୟନ୍ତ ଏହି ସର୍ଭେ…
ରାୟଗଡ଼ା: ଆମେ ନିୟମ ରଜାଙ୍କୁ ପୂଜା କରୁଛୁ । ଆମର କିଛି ହେବ ନାହିଁ । କିଛି ଏମିତି ଢଙ୍ଗରେ କହି କରୋନା ଟେଷ୍ଟିଂକୁ ବିରୋଧ କରିଛନ୍ତି କନ୍ଧ ସମାଜର ଲୋକେ । ଏହା ତ ହେବା ସ୍ୱାଭାବିକ, କାହିଁକିନା କରୋନା…
ନୂଆଦିଲ୍ଲୀ: ଦେଶ ପାଇଁ ଆଉ ଏକ ଖୁସି ଖବର । ଏଣିକି ସ୍ପୁଟନିକ୍-ଭି ମଧ୍ୟ ଭାରତରେ ହେବ ଉତ୍ପାଦନ । ଏନେଇ ଡ. ରେଡ୍ଡୀ ଲ୍ୟାବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର…