• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଉପସ୍ଥାପକ - ମୃଣ୍ମୟ କୁମାର ନାୟକ (ପୁପୁନ୍)
ସ୍ବାଦ ଆମ ଓଡିଶାର , ସ୍ବାଦ ଆମ ହାତ ରନ୍ଧାର । ଏଠି ଖାଦ୍ୟ କେବଳ ପେଟ ପୁରେଇବା ପାଇଁ ନୁହଁ ବରଂ ଏ ଖାଦ୍ୟ କେବେ ଆମ ପରିଚୟ ତ କେବେ ଆମ ସଂସ୍କୃତିର ଗୋଟେ ଅଭିନ୍ନ ଅଂଶ । କାରଣ ଏଠି ଜଗନ୍ନାଥଙ୍କର ୬୦ ପଉଟି ଭୋଗ । ଏଠି ଖାଦ୍ୟରେ ଶ୍ରଦ୍ଧାର ଛୁଙ୍କ ଥାଏ ... ଯେବେ ମାଆ, ମାଉସୀ, ଖୁଡି, ପିଉସୀ , ଭାଉଜ, ଭଉଣୀ ନିଜ ହାତର ଯାଦୁରେ ପରଷି ଥାନ୍ତି ... ମହୁଲଫୁଲ ଲଠା, କଳାବତୀ ଲଡୁ, ସନ୍ତରା ଚିଙ୍ଗୁଡି , ବିଛୁଆତି ପତ୍ର ପିଠଉ , କରଡି ବେସର , ମାଛ ଆମ୍ବିଳ ହଉ କି ପଦ୍ମନାଡ ଚୁଟଚୁଟା । ହଁ , ଏମିତି କିଛି ହଜି ହଜି ଯାଉଥିବା ସ୍ବାଦକୁ ପୁଣି ଥରେ ଚୁଲି ଯାଏଁ ଆଣିବା ଓ କିଛି ନୂଆ ନୂଆ ସ୍ବାଦକୁ ଖୋଜି ବାହାର କରିବାର ନାଁ ହେଇଚି ...ଟେଷ୍ଟ ଅଫ୍ ଓଡିଶା । ଓଟିଭିର ଏକ ସ୍ବାଦିଷ୍ଟ କାର୍ଯ୍ୟକ୍ରମ । ଓଡିଶାର ଗାଁ ଗାଁ ଓ ସହର ସହର ବୁଲି ଲୋକଙ୍କ ସହ ଯୋଡି ହେଇ କିଛି ନୂଆ ନୂଆ ଖାଦକୁ ଅନ୍ବେଷଣ କରିବାର ଏ ପ୍ରୟାସ ...ଦୀର୍ଘ ବର୍ଷର । ଏମିତି କିଛି ଖଟା ମିଠା ସ୍ବାଦ ଲୋକଙ୍କୁ ଶିଖେଇ କିଛି ମିଠା ମିଠା ସଂପର୍କ ଯୋଡିବାର କାର୍ଯ୍ୟକ୍ରମ ହେଉଚି ଟେଷ୍ଟ ଅଫ୍ ଓଡିଶା । ଯାହା ପ୍ରସାରଣ ହୋଇଥାଏ ପ୍ରତି ଶନିବାର ରାତି ୯ଟା ୩୦ରେ । Updates

ଚିକେନ ପିଆଜ କଷା | Chicken Piaja Kasa: How to Make - Odia Food & Recipes
ଚିକେନ ପିଆଜ କଷା | Chicken Piaja Kasa: How to Make - Odia Food & Recipes

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

ଜାଣନ୍ତୁ ଘରେ କେମିତି ପ୍ରସ୍ତୁତ କରିବେ ମାଛ ସାକରା | Signature Dish of Ganjam - ସମ୍ପୂର୍ଣ ଓଡ଼ିଆ ଖାଦ୍ୟ

ଦହି ଛୁଙ୍କ ରସଗୋଲା | Dahi Chunka Rasagola: How to Make - Odia Food & Recipes