• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Inkhabar
ବିଚକ୍ଷଣ ଦକ୍ଷତା ଓ ଅଦମ୍ୟ ସାହସର ପରିଚୟ ଦେଲେ ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନର ବିମାନ ଆକ୍ରମଣକୁ ପ୍ରତିହତ କରିବାରେ ଓ୍ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଦେଖାଇଥିବା ବୀରତ୍ୱକୁ ନେଇ ସାରା ଦେଶରେ ଚର୍ଚ୍ଚା। ମିଗ୍-୨୧ରେ ପାଟ୍ରୋଲିଂ କରୁଥିଲେ ମଧ୍ୟ ଅଭିନନ୍ଦନ ନିଜ ଅପୂର୍ବ ରଣ ଦକ୍ଷତା ପ୍ରଦର୍ଶନ କରିବା ସହ ପାକିସ୍ତାନର ଅତ୍ୟାଧୁନିକ F-16 ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିଲେ। ଫଳରେ ଭାରତୀୟ ସୀମାରେ ଆକ୍ରମଣ ଉଦ୍ୟମ କରୁଥିବା ଅନ୍ୟ ପାକିସ୍ତାନ ଜେଟ୍ ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ। F-16  ବନାମ ମିଗ୍-21 ବାଲାକୋଟ୍ ଆକ୍ରମଣରେ ବଦଲା […]

  • Tuesday, 20 July 2021
Capture--6-....
ଧାନ ଅମଳ କରି ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ, ମନୋଜ ସ୍ୱାଇଁ) : ଝାଳବୁହା ପରିଶ୍ରମ କରି ଧାନ ଅମଳ କରିଥିବା ଚାଷୀ ଏବେ ଚିନ୍ତାରେ। କାରଣ ଧାନ ବିକ୍ରି ହୋଇନପାରି ମଣ୍ଡିରେ ପଡ଼ିରହିଛି। ସମବାୟ ଅଫିସ୍ ଆଗରେ ଧାନ ଥୋଇ ମାସେ ହେଲାଣି ବସି ରହିଛନ୍ତି ଚାଷୀ। ଖୋଲା ଆକାଶ ତଳେ ପଡ଼ିଛି କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ। ନିଜର କଷ୍ଟ ଅର୍ଜିତ ଧାନକୁ ଶୀତ କାକରରେ ଜଗି ବସିଛି। ମାସେ ବିତିଲାଣି, କିନ୍ତୁ ମିଲର୍ କି ସୋସାଇଟି କର୍ତ୍ତୃପକ୍ଷଙ୍କ ଦେଖାନାହିଁ। ଫଳରେ […]

  • Tuesday, 20 July 2021
Capture--3-...
ଓଟିଭି ପ୍ରଭାବ: ଖବର ପ୍ରସାରଣ ପରେ ସୁଧୁରିଲା ରାସ୍ତା ଅବସ୍ଥା  

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲ୍ଲା ପୋଲଗାଠାରୁ କୁଳିପୋସ୍ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ବର୍ଷା ହେଲେ ରାସ୍ତା କାଦୁଅ ହୋଇଯାଉଥିବାରୁ ଦୀର୍ଘ ଦିନ ହେଲା ଲୋକେ ବହୁ ଅସୁବିଧା ଭୋଗୁଥିଲେ। ଏମିତି କି ପିଲାଏ ବି ସ୍କୁଲ୍ ଯିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧୀଙ୍କୁ ଜଣାଇଥିଲେ। ହେଲେ କିଛି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା। ମାତ୍ର ଏନେଇ […]

  • Tuesday, 20 July 2021
Capture-10-..........
ବିଜୁଳି ଥିଲେ ଚଳଚଞ୍ଚଳ,  ବିଜୁଳି ଗଲେ ଖାଁ ଖାଁ 

କଳାହାଣ୍ଡି: ସରକାର ପାଓ୍ୱାର କଟ୍ ବନ୍ଦ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ଘୋଷଣା କେବଳ କାଗଜ କଲମରେ ସୀମିତ ଥିବା  ଭଳି ଲାଗୁଛି । ଗତ ୬/୭ ମାସ ହେଲା କଳାହାଣ୍ଡିରେ ପାଓ୍ୱାରକଟ୍ ଚାଲିଥିବା ବେଳେ ଏବେ ତାତି ବଢିବା ସାଙ୍ଗକୁ ମୁଣ୍ଡରେ ବୋର୍ଡ ପରୀକ୍ଷାର ଚିନ୍ତ। ଏଥିରେ ଛାତ୍ରଛାତ୍ରୀ ସାଙ୍ଗକୁ ସାଧାରଣ ଲୋକ ବି ପ୍ରଭାବିତ ହେଉଛନ୍ତି। ବିଜୁଳି ଥିଲେ ଚଳଚଞ୍ଚଳ ଏବଂ ବିଜୁଳି ଗଲେ ଖାଁ ଖାଁ । […]

  • Tuesday, 20 July 2021
Capture-8-.....
ସଚେତନତା ସତ୍ତ୍ୱେ ସୁଧୁରୁନି ଟ୍ରାଫିକ ବ୍ୟବସ୍ଥା

ବ୍ରହ୍ମପୁର ( ଜଗନ୍ନାଥ ସାହୁ) :  ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଗିରିମାର୍କେଟ୍‌ଠାରୁ ବଡ଼ବଜାର ପର୍ଯ୍ୟନ୍ତ ଟ୍ରାଫିକ୍‌ରେ କୌଣସି ପରିବର୍ତ୍ତନ ଘଟିନାହିଁ। ବିଏମସି ଓ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସୁଧାରିବା ଲାଗି ପ୍ରୟାସ ଜାରି ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ଦକ୍ଷିଣ ଓଡ଼ିଶାର ସପିଂ ହବ୍ ବ୍ରହ୍ମପୁର। ଗଞ୍ଜାମ ଜିଲ୍ଲା ସହ ଏହାର ଆଖପାଖ ଅଞ୍ଚଳରୁ […]

  • Tuesday, 20 July 2021
Capture-7-...
ଗାଁ ବିକାଶରେ ବାଟ ଓଗାଳିଛି ନଦୀ

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା):  ଗାଁର ବିକାଶରେ ବାଟ ଓଗାଳିଛି ନଦୀ । ବ୍ରିଜ ନଥିବାରୁ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ବାସିନ୍ଦା। ସାଧାରଣ ସୁବିଧା ଟିକେ ପାଇଁ ମଧ୍ୟ ସେମାନଙ୍କୁ ୪୦ କିଲୋମିଟର ବୁଲିକି ଯିବାକୁ ପଡୁଛି । ବର୍ଷା ଦିନ କଥା ତ ନକହିବା ଭଲ । ନଦୀରେ ପାଣି ବଢ଼ିଲେ ସ୍କୁଲକୁ ନା ଶିକ୍ଷକ ଆସୁଛନ୍ତି ନା ପିଲା। ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ […]

  • Tuesday, 20 July 2021
Capture-6-...
ଚାଷୀର ପିଛା ଛାଡୁନି ସମସ୍ୟା

ଭୁବନେଶ୍ୱର: ଚାଷୀର ପିଛା ଛାଡୁନି ସମସ୍ୟା । କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ରୋଗପୋକ ଦାଉ। ଆଉ ଏବେ ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି। କଟକ ଜିଲ୍ଲା ବାଙ୍କୀ ଓ କେନ୍ଦୁଝର ଜିଲ୍ଲା ତେଲକୋଇରେ ଦେଖାଦେଇଛି ଏପରି ସମସ୍ୟା। ଚାଷୀର ବର୍ଷକର କଷ୍ଟ ପରେ ବିଲରେ ହୋଇଥିବା କୋବି, ବାଇଗଣ, କଲରା ସବୁ ନଷ୍ଟ ହୋଇଯାଇଛି। ମୁଗ, ବିରି ଗଛ ସବୁ ଧୋଇ ହେଇଯାଇଛି। ଏ ହେଉଛି କଟକ […]

  • Tuesday, 20 July 2021
Capture-5..........
ମଣ୍ଡିରେ ପଡ଼ିଛି ଧାନ, ମିଲରଙ୍କ ଦେଖା ନାହିଁ

ଉଦଳା (ମାନସ ପାଣି):  ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ଚାଷୀ ନିଜର ଧାନକୁ ମଣ୍ଡିରେ ପକାଇ ଦିନ ରାତି ଜଗି ରହିଥିବା ଦେଖିବାକୁ ମିଳିଛି। ଝାଳବୁହା ପରିଶ୍ରମ କରି ଧାନ ଅମଳ କରି ମଧ୍ୟ ତାହାକୁ ବିକ୍ରି କରିବାକୁ ସେମାନଙ୍କ ଚିନ୍ତା ବଢିବାରେ ଲାଗିଛି। ଧାନ  ମଣ୍ଡିରେ ପଡିଥିବା ବେଳେ  ମିଲରଙ୍କ ଦେଖାନାହିଁ । ଧାନ ମଣ୍ଡିରେ ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର ଜାମଡିହା ଲ୍ୟାମ୍ପସରେ ୨୦ରୁ […]

  • Tuesday, 20 July 2021
Capture 6........
ଦାନା ପାଇଁ ଦାଦନ ଖଟୁଛି ପୁଅ

ପୁରୀ (ସଞ୍ଜୟ ପତି )- ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜାରି ରଖିଛନ୍ତି ଜୀବନ ସଂଗ୍ରାମ । ଦୁର୍ଦ୍ଦିନରେ କାଳ କାଟୁଛନ୍ତି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର।  ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର କାହ୍ନୁଚରଣ ମଲ୍ଲିକଙ୍କ ମଝିଆ ପୁଅ ସର୍ବେଶ୍ୱରଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ । ପରିବାରକୁ ଆଜି ଯାଏ କୌଣସ ସରକାରୀ ସୁବିଧା ମିଳି ନାହିଁ।  ଭଙ୍ଗା ଦଦରା […]

  • Tuesday, 20 July 2021
Capture 5 ......
ଦିନେ ମହାପ୍ରଭୁଙ୍କ ସେବାରେ ଲାଗୁଥିଲା, ଆଜି ଅନୁପଯୋଗୀ

ଭଦ୍ରକ (ବାସୁଦେବ ଦାସ ) : କିଛି ଦିନ ପରେ ମହା ଶିବରାତ୍ରୀ । ଭଦ୍ରକର ପ୍ରସିଦ୍ଧ ବାବା ଆଖଣ୍ଡଳମଣି ପୀଠରେ ବି ଲାଗିବ ପ୍ରବଳ ଭିଡ଼ । ଶୈବପୀଠରେ ଜାଗର ଜାଳିବେ ହଜାର ହଜାର ଶ୍ରଦ୍ଧାଳୁ । ଖାଲି ମହା ଶିବରାତ୍ରୀ ନୁହେଁ ଅନ୍ୟ ଦିନରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ଭିଡ ଜମିଥାଏ । ଶୈବ ପୀଠର ବିକାଶ ପାଇଁ ଅର୍ଥ ଆସିଛି। ହେଲେ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ସ୍ଥାନୀୟ ବାସିନ୍ଦା […]

  • Tuesday, 20 July 2021
gt
‘କିଟନାଶକ ନାହିଁ,  ନିମ ତେଲ ପକାଅ’

ଗଞ୍ଜାମ  : ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଉପରେ ଦାଉ ସାଜିଛି ଜଉ ପୋକ । କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ମଧ୍ୟ ଏକଥାକୁ ସ୍ୱୀକାର କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ରୋଗ ପୋକ ଦାଉରୁ ରକ୍ଷା ଲାଗି କୃଷି ବିଭାଗ […]

  • Tuesday, 20 July 2021
Capture-1.........
ସୁରକ୍ଷା ଖୋଜୁଛି ସୁରକ୍ଷା ହେଲମେଟ୍

ମାଲକାନଗିରି : ମାଲକାନଗିରି ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଅତି ନିମ୍ନମାନର ଉପକରଣ ଯୋଗାଇ ଦିଆଯାଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ପାଇଁ ଆସିଥିବା କିଟ୍ ବ୍ୟାଗରେ ଶସ୍ତା ଉପକରଣ ଯୋଗାଇ ଦିଆଯାଉଛି। ୫ ହଜାର ଟଙ୍କା ମୂଲ୍ୟର ଏହି ଶସ୍ତା କିଟ୍ ବ୍ୟାଗକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଅପହଞ୍ଚ ଅଞ୍ଚଳର ଶ୍ରମିକ, ମିସ୍ତ୍ରୀ, ବଢେଇ ଓ କୁଶଳୀ କାରିଗରଙ୍କୁ ଆତ୍ମନିର୍ଭରଶୀଳ  କରିବା ପାଇଁ ଏହି କିଟ୍ ଦିଆଯାଇଛି। […]

  • Tuesday, 20 July 2021
airport
ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରର ହେବ ନବକଳେବର। ନୂଆ ଓ ପୁରୁଣା ଟର୍ମିନାଲ୍‌କୁ ସଂଯୋଗ କରିବ ଲିଙ୍କ୍ ବିଲ୍ଡିଂ। ଟି-ୱାନ୍ ଓ ଟି-ଟୁ ଟର୍ମିନାଲ ସହ ଟି-ଥ୍ରୀ ଟର୍ମିନାଲ୍ ନିର୍ମାଣ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। କଳାତ୍ମକ ସୌଧ ଭାବେ ପରିଚିତ ଘରୋଇ ଟର୍ମିନାଲ୍ ୱାନ୍, ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ୍ ପରେ ଏବେ ଦୁଇଟି ଟର୍ମିନାଲ୍‌କୁ ଯୋଡ଼ିବାର ପ୍ରୟାସ ଆରମ୍ଭ ହୋଇଛି। ଟର୍ମିନାଲ୍ ୱାନ୍ ଓ ଟର୍ମିନାଲ୍-ଟୁ କୁ ଯୋଡ଼ିବା […]

  • Tuesday, 20 July 2021
Capture--10.........
ରାସ୍ତାରେ ଟମାଟୋ ଫିଙ୍ଗିଲେ ଚାଷୀ

କେନ୍ଦୁଝର  :  ଟମାଟୋର ଅଭାବୀ ବିକ୍ରି ଜନିତ ସମସ୍ୟା ସହ ଯୁଝୁଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଚାଷୀ।  ବର୍ଷ ସାରା ଫସଲ ଉତ୍ପାଦନ ନିମନ୍ତେ ହେଉଥିବା ଶ୍ରମ ଓ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ମିଳୁନି । କିଲୋ ପ୍ରତି ୨ ଟଙ୍କାରେ ବି ବିକ୍ରି ହେଉନି ଟମାଟୋ । ନିଜ ଦୁଃଖ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଶେଷରେ ବିକ୍ଷୋଭ ରାସ୍ତା ଆପଣାଇଛନ୍ତି ସେମାନେ। ନିଜ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବାକୁ […]

  • Tuesday, 20 July 2021
Capture-6...........
ନିଜ ସେବା ଅପେକ୍ଷାରେ ଆମ୍ବୁଲାନ୍ସ

ନୂଆପଡା : ପ୍ରସୂତି, ରୋଗୀଙ୍କୁ ମେଡିକାଲରେ ପହଞ୍ଚାଇବା ସହ ସହ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ପ୍ରଣୟନ ହୋଇଛି ବହୁ ଯୋଜନା। ଏଥି ନିମନ୍ତେ ବହୁ ଟଙ୍କା ମଧ୍ୟ ମଞ୍ଜୁର ହେଉଛି।  ହେଲେ ନୂଆପଡା ଜିଲ୍ଲା କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସେବା ଅଚଳ ହୋଇ ପଡିଛି।  ପ୍ରାୟ ବର୍ଷେ ହେବ ମରାମତି ଅଭାବରୁ ୩ଟି ଆମ୍ବୁଲାନ୍ସ ଡାକ୍ତରଖାନାରେ ପଡିରିହିଛି । ବହୁ ଅଭିଯୋଗ ପରେ ଗୋଟିଏ ଆମ୍ବୁଲାନ୍ସର ମରାମତି ହୋଇଥିବା ବେଳେ ଅନ୍ୟ ୨ଟି ଏବେ ବି […]

  • Tuesday, 20 July 2021
Capture--5-...........
୪ ଦିନ ହେଲା ମଣ୍ଡିରୁ ଉଠୁନି ଧାନ

 କଟକ/ ମୟୂରଭଞ୍ଜ: ଖୋଲା ଆକାଶ ତଳେ ଧାନ ପଡ଼ିବାର ୪ଦିନ ବିତିଲାଣି । କିନ୍ତୁ ମିଲର୍‌ କି ସୋସାଇଟି କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଫଳରେ ମଣ୍ଡିରୁ ଉଠି ପାରୁନି ଧାନ । ଶୀତ କାକରରେ ମଣ୍ଡି ବାହାରେ ଗଦା ହୋଇଛି ଚାଷୀର କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ। ତେଣୁ ବାଧ୍ୟ ହୋଇ ଭୋକ ଉପାସରେ ପଡି ବର୍ଷକର ଫସଲକୁ ଜଗି ରହିଛି ଚାଷୀ । କଟକ ଜିଲ୍ଲା ବାଙ୍କୀ ବ୍ଲକ୍‌ ଅଧୀନରେ ଥିବା ଜଗନ୍ନାଥପୁର ସେବା ସମବାୟ ସମିତିରେ […]

  • Tuesday, 20 July 2021
Capture-5-.........
ଭୂତକୋଠି ପାଲଟିଲାଣି ଶୀତଳ ଭଣ୍ଡାର

ଗଞ୍ଜାମ : ରାଜ୍ୟରେ ଚାଷୀଙ୍କ ପାଇଁ ସରକାର ଯୋଜନା ପରେ ଯୋଜନାର ବର୍ଷା  କରି ଚାଲିଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀର ଗୋଳନ୍ଥରା ଓ ଆମ୍ବପୁଆରେ ରହିଥିବା ୨ଟି ଶୀତଳ ଭଣ୍ଡାର, ଏବେ ଚାଷୀଙ୍କର କାମରେ ଆସୁନି। ବର୍ଷ ସାରା ଚାଷ କରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଶସ୍ତାରେ ପନିପରିବା ବିକି କ୍ଷତି ସହୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ହେଉଛି ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆଅଠାରେ ତିଆରି ହୋଇଥିବା ସମବାୟ […]

  • Tuesday, 20 July 2021
Capture--1-...........
 କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ଲାଗି ତତ୍ପରତା

ବାଲେଶ୍ୱର: ଖୁବ୍ କମ ଦିନରେ ଅଧିକ ରୋଜଗାର ଆଶାରେ ବାଲେଶ୍ୱର ଜିଲ୍ଲାର ବହୁ ଲୋକ ନିଜ କଷ୍ଟ ଉପାର୍ଜ୍ଜିତ ଧନକୁ ଚିଟ୍‌ ଫଣ୍ଡ ସଂସ୍ଥାରେ ଲଗାଇଥିଲେ। ହେଲେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ଦିନର ଆନ୍ଦୋଳନ ପରେ କ୍ଷତିଗ୍ରସ୍ତଙ୍କୁ ସନ୍ତୁଷ୍ଟ କରି ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ  ରୋଜଭ୍ୟାଲି ଚିଟଫଣ୍ଡରେ ଟଙ୍କା ରଖି କ୍ଷତିଗ୍ରସ୍ତ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କୁ […]

  • Tuesday, 20 July 2021
Capture--5............
ଦୂର ହେଉନି ହଳଦୀ ଚାଷୀଙ୍କ ଦୁଃଖ

 କନ୍ଧମାଳ : କନ୍ଧମାଳ ହଳଦୀର ଚାହିଦା ରାଜ୍ୟ ସହ ଦେଶ ବିଦେଶରେ ମଧ୍ୟ ରହିଛି । ଏତେ ଚାହିଦା ସତ୍ତ୍ୱେ ଏହି  ଚାଷୀଙ୍କ ପ୍ରକୃତ ଦୁଃଖ କିନ୍ତୁ ଦୂର ହେଉନି । ଚାଷ ପାଇଁ ଚାଷୀଙ୍କୁ କେତେବେଳେ ପାଣିପାଗ ସୁହାଉନି ତ ଆଉ କେତେବେଳେ ସରକାରୀ ପ୍ରୋତ୍ସାହନ ମିଳୁନି।  ଅନୁପଯୋଗୀ ପାଣିପାଗ ଯୋଗୁଁ ଚଳିତବର୍ଷ ଜିଲ୍ଲାରେ ହଳଦୀ ଉତ୍ପାଦନ କମିବା ନେଇ ଚାଷୀ ଆଶଙ୍କା କରୁଛନ୍ତି । ସେପଟେ ଚଳିତବର୍ଷ ଜିଲ୍ଲାରୁ ପ୍ରାୟ ୨୬ ହଜାର ମେଟ୍ରିକ […]

  • Tuesday, 20 July 2021
Capture-3............
ରାସ୍ତା ତିଆରି ନାଁରେ ଚାଲିଛି ଗଛ କଟା

କେନ୍ଦୁଝର : ବିକାଶ ନାଁରେ ବିନାଶ । ରାସ୍ତା କରିବା ଆଳରେ ଲୋକଙ୍କ ଜମିରୁ ବେଆଇନ ମାଟି ଉଠାଣ ସହ ଅବାଧରେ ଗଛକଟା ଚାଲିଛି। କେନ୍ଦୁଝର ଜିଲ୍ଲାର ମୋଟୁଦା ଓ ଲହଣ୍ଡା ଅଞ୍ଚଳବାସୀ ଏପରି ଅଭିଯୋଗ ଆଣିଛନ୍ତି । କେନ୍ଦୁଝର ଜିଲ୍ଲା ମୋଟୁଦା ଓ ଲହଣ୍ଡା ଅଞ୍ଚଳରେ ପରିବେଶ ସୁରକ୍ଷାକୁ ବଳି ପକାଇ ମଣ୍ଟେକାର୍ଲୋ କମ୍ପାନୀ ଏଭଳି କରୁଥିବା ଅଭିଯୋଗ ହୋଇଛି । ସେପଟେ ପ୍ରଶାସନ କହୁଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ୫୨୦ ନମ୍ବର […]

  • Tuesday, 20 July 2021
Capture-1......
ଚୁଆ ପାଣିରେ ମେଣ୍ଟୁଛି ଶୋଷ

କଟକ: ଗ୍ରାମାଞ୍ଚଳକୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ବହୁ ଯୋଜନା ପ୍ରଣୟନ ସତ୍ତ୍ୱେ ଏବେ ବି ସମସ୍ୟା ଘେରରେ ବହୁ ଗାଁ ରହିଛି। ଗାଁର ଅବସ୍ଥା ଏପରି ଯେ ଯିବାକୁ ରାସ୍ତା ନାହିଁ କି ପିଇବାକୁ ମୁନ୍ଦେ ଶୁଦ୍ଧ ପାଣି ମିଳୁନି। ସ୍କୁଲ କି ଅଙ୍ଗନୱାଡ଼ି କେନ୍ଦ୍ର ବି ଏଠାରେ ନାହିଁ। ପାଠ ପଢିବାକୁ ପିଲାଙ୍କୁ ଚାଲି ଚାଲି ବହୁ ବାଟ ଯିବାକୁ ପଡ଼ୁଛି। ବିଜୁଳି ଆଲୁଅ ଆଜି ଯାଏ ଗାଁ ଲୋକଙ୍କ […]

  • Tuesday, 20 July 2021
Capture--4--........
ମୂଳପୋଛ ହେବା ପରିବର୍ତ୍ତେ ବଢି ଚାଲିଛି ‘କୁଷ୍ଠ’

କୋରାପୁଟ :  କୋରାପୁଟ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୫ ମସିହାରେ ଏହି ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ମୂଳପୋଛ ହେଲା ବୋଲି ଘୋଷଣା ହୋଇଥିଲା । କିନ୍ତୁ ଏକ ଆକଳନ ଅନୁସାରେ, ଧୀରେ ଧୀରେ ଏହି ରୋଗୀଙ୍କ ସଂଖ୍ୟା ବଢୁଛି। କେବଳ ମଝିରେ ମଝିରେ ସଚେତନତା ସଭା ହେଉଛି। କିନ୍ତୁ ରୋଗୀଙ୍କ ପ୍ରତି କାହାରି ନଜର ନାହିଁ । ଗତ ୩ ବର୍ଷରେ ସରକାରୀ ଭାବେ […]

  • Tuesday, 20 July 2021
Capture-7......
କାମ କରିବାର ୨ ବର୍ଷ ପରେ ବି ମିଳୁନି ପାଉଣା

ବୌଦ୍ଧ : ସମସ୍ତଙ୍କୁ ମିଳିବ କାମ। ଏହି ଲକ୍ଷ୍ୟରେ ଆରମ୍ଭ ହୋଇଥିଲା ମହାତ୍ମା ଗାନ୍ଧି ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା । ହେଲେ କାମ କରିବାର ୨ ବର୍ଷ ପରେ ପରେ ବି ମିଳୁନି ପାଉଣା । ଫଳରେ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲା ପାଳସାଗୋରା ପଞ୍ଚାୟତର ବଘାଡ଼ ଗାଁରେ । ଏଠାରେ ମନରେଗା ଯୋଜନାରେ କାମ କରିବାର ଦୁଇ ବର୍ଷ ବିତିଯାଇଥିଲେ […]

  • Tuesday, 20 July 2021
Capture-4....
ପିଇବା ପାଣିରେ ପୋକ ସାଲୁବାଲୁ

ବଲାଙ୍ଗିର: ପାଣିରେ ପୋକ ସାଲୁବାଲୁ ହେଉଛନ୍ତି। ଫୁଟାଇଲା ପରେ ବି ଯାଉନି ଦୁର୍ଗନ୍ଧ। ଏପରି ପାଣି ପିଇ ବଞ୍ଚୁଛନ୍ତି ବଲାଙ୍ଗିର ପୌରାଞ୍ଚଳ ବାସିନ୍ଦା। ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ଫଳରେ ଗତ ଥର ଜଣ୍ଡିସର ଭୟଙ୍କର ରୂପ ଦେଖିଥିବା ପୌରାଞ୍ଚଳ ବାସିନ୍ଦା ଏଥର ବି ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବଲାଙ୍ଗିର ସହରରେ ଦୀର୍ଘ ଦିନ ଧରି ଲୋକଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଣି ଯୋଗାଇ ଦିଆଯାଏନି। ଆଉ ଯେବେ […]

  • Tuesday, 20 July 2021
niha
ଏମିତି ଏକ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ...

ସୁବର୍ଣ୍ଣପୁର: (ରବୀନ୍ଦ୍ର ହୋତା) ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ଯୁଗେ ଯୁଗେ ପ୍ରେମ ଅମର। ଏବେ ଭାଲେଣ୍ଟାଇନ୍ସ ଡେକୁ ନେଇ କେତେ ପ୍ରେମ କାହାଣୀ ଆଉ କବିତା ମୋବାଇଲ ଓ ସୋଶାଲ୍ ମିଡିଆରେ ଘୂରି ବୁଲୁଛି। କିନ୍ତୁ ନିଜ ପ୍ରେମକୁ ଚିରନ୍ତନ କରିବାକୁ କିଏ ନିଜ ମନର ମଣିଷକୁ ଉପହାର ଦେଉଛି ତ କିଏ ତୋଳିଛି ମନ୍ଦିର। ଆଜି ପ୍ରେମ ଦିବସରେ ଆମେ ଆପଣଙ୍କୁ ଏକ ମନ୍ଦିର ବିଷୟରେ କହିବୁ, ଯେଉଁ ମନ୍ଦିର ପ୍ରେମ କାହାଣୀର ଗାଥା […]

  • Tuesday, 20 July 2021