ଢେଙ୍କାନାଳ: ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଓ୍ୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର…
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜାତୀୟ ସ୍ତରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । କରୋନା ସଂକ୍ରମଣର ଘନତ୍ୱ ଜାଣିବାକୁ ପୁଣି ହେବ ହେବ ଜାତୀୟ ସେରୋ ସର୍ଭେ । ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ ଏନେଇ ସୂଚନା…
ଭୁବନେଶ୍ୱର: ବାହାରେ ବନ୍ଦ, ହେଲେ ଭିତରେ ଖୋଲା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି…
କରୋନା ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ରୋଗ ନିରୂପଣ ଓ ଚିକିତ୍ସା ପଦ୍ଧତି ସଂପର୍କିତ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର
ଜାତୀୟ ରାଜପଥରେ ଦୁର୍ଘଟଣା। ପାଣିକୋଇଲି ଥାନା ଗୋଳେପୁର ଛକ ନିକଟରେ ଅଘଟଣ, ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଲା ମାଛ ବୋଝେଇ ଟ୍ରକ
ମହାରାଷ୍ଟ୍ର: କରୋନା ଭ୍ୟାକ୍ସିନ ନେବା ପରେ ଶରୀର ପାଲଟି ଯାଉଛି ଚୁମ୍ବକ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପ୍ରକୃତରେ ଏଭଳି ଘଟଣା ଘଟିଥିବା ଜଣେ ବୃଦ୍ଧ ଦାବି କରିଛନ୍ତି । ମହାରାଷ୍ଟ୍ରର ଏହି ବୃଦ୍ଧ ଜଣକ ଦାବି କରିଛନ୍ତି ଯେ, କରୋନା…
ଟିକାକରଣକୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି। ସୂଚନା ଅନୁସାରେ, ୧୮ ରୁ ୪୪ ବର୍ଷିୟ ବ୍ୟକ୍ତିଙ୍କୁ ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ଅଭିଯୋଗ ଆସିଛି
କରୋନା କାଳର କରୁଣ ଦୃଶ୍ୟ। କାମଧନ୍ଦା ନ ମିଳିବା ସହ ଆଶ୍ରା ନମିଳିବାରୁ ଅସହାୟ ବୃଦ୍ଧା ମାଆଙ୍କୁ ନିଛାଟିଆ ସ୍ଥାନରେ ଛାଡ଼ି ପଳାଇବା ଉଦ୍ୟମ ବେଳେ ଦୁଇ ଦିବ୍ୟାଙ୍ଗ ପୁଅଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।
ସଙ୍କଟରେ ମତ୍ସ୍ୟଜୀବୀ ପରିବାର। ମାଛ ଧରା କଟକଣା ଯୋଗୁଁ ହାତ ବାନ୍ଧି ବସିଛନ୍ତି ଧିବର ପରିବାର। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜନଗର ଡିଆପାରି ଗାଁରେ। ଯେଉଁଠି ରାତି ପାହିଲେ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥାନ୍ତି ମତ୍ସ୍ୟଜୀବୀ, ଆଜି ସେଠାରେ ସବୁ କିଛି ନିଶୁନ ଲାଗୁଛି।
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ । ଏନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । ସେ ଆଜି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ହେବାର ଦେଖାଯାଉଛି…
ମୁମ୍ବାଇ: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା। ଏଣିକି କରୋନା ରୋଗୀଙ୍କ ଚିକିତ୍ସାରେ ସହାୟକ ହେବ ରୋବୋଟ୍। ଖାଇବା ପିଇବା ଓ ମେଡିସିନ୍ ଯୋଗାଇବା ସହ ରୋଗୀଙ୍କ ଅବସାଦ ମଧ୍ୟ ଦୂର କରିବାରେ ରୋବୋଟ୍ ସହାୟକ ହେବ। ସେହିପରି ରୋଗୀଙ୍କୁ ଆମ୍ବୁଲାନ୍ସରୁ…
ମୁମ୍ବାଇ : ମୁମ୍ବାଇର ଥାନେ ଜିଲ୍ଲାର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ମହିଳା ଅଧିକାରୀ ତାଙ୍କ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଉଥିବା ଦେଖାଯାଏ। ଦେଖାଯାଏ ଯେ ଶାଢୀ ପିନ୍ଧିଥିବା ଜଣେ ମହିଳା ସଫେଇ ନିରୀକ୍ଷକ ଡ୍ରେନର ସ୍ୱଚ୍ଛତା ଯାଞ୍ଚକରିବା…
କୋଲକାତା : ମୁକୁଲ ରୟଙ୍କ ଘର ବାହୁଡ଼ା । ପଶ୍ଚିବମଙ୍ଗରେ ନିର୍ବାଚନ ହାରିବା ପରେ ଭାରତୀୟ ଜନତା ପାର୍ଟିକୁ ଶକ୍ତ ଝଟକା ଲାଗିବ । ରାଜ୍ୟ ରାଜନୀତିର ସମୀକରଣ ବଦଳିବ । ବିଜେପିର ବଡ଼ ନେତା ମୁକୁଲ ରୟ ପୁଅ ଶୁଭ୍ରାଂଶୁଙ୍କ…
ଚେନ୍ନାଇ: ବାହା ହେଉଛନ୍ତି ମମତା ବାନାର୍ଜୀ। କାହାକୁ ବାହା ହେଉଛନ୍ତି ଜାଣନ୍ତି ? ସୋସାଲିଜିମ୍ ସହ। ଜୁନ୍ ୧୩ ତାରିଖ ଏହି ବିବାହ ସମ୍ପନ୍ନ ହେବ। ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ତେବେ କିଛି ଭାବିବା ପୂର୍ବରୁ ସମ୍ପୂର୍ଣ୍ଣ ଖବରଟି…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଇତିମଧ୍ୟରେ କରୋନାର ଦ୍ୱିତୀୟ ଲହର କମଜୋର ହୋଇଥିଲେ ମଧ୍ୟ ବିପଦ ଏବେ ବି ବଳବତ୍ତର ରହିଛି। ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବିକ କରୋନା ଗାଇଡ୍ଲାଇନ୍କୁ ଯଦି ଠିକରେ ପାଳନ…
ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ଯେତିକି ପାଖୋଉଛି ରାଜନୀତି ସେତିକି ସରଗରମ ହେଉଛି । ନେତାଙ୍କ କଥାରେ ଉଷ୍ମତା ବଢ଼ୁଛି । ତେବେ ଗୁରୁବାର…
ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ୍ ଜହାଁ ବିଜ୍ନେସ୍ ମ୍ୟାନ୍ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍) ନୁହେଁ ବୋଲି କହିବା ସହ ନିଖିଲଙ୍କ ବିରୋଧରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଖୁଲାସା କରି ନୁସରତ୍ କହିଥିଲେ,…
ନୂଆଦିଲ୍ଲୀ : କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ । ଏଟିଏମରୁ କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଏବେ ଦେବାକୁ ପଡ଼ିବ ଅଧିକ ଚାର୍ଜ । ଗତ ଗୁରୁବାର ଏଟିଏମ୍ ଟ୍ରାନଜାକ୍ସନ ସହ ଜଡ଼ିତ…
ମୁମ୍ବାଇ : ଅତି ସରଳ ବିବାହକରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ୟାମି ଗୌତମଙ୍କ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଦେବଦାରୁ ଗଛ, ଗେଣ୍ଡୁ ଫୁଲ ଏବଂ କଦଳୀ ପତ୍ରରେ ସଜାଯାଇଥିବା ମଣ୍ଡପ ସହିତ ପାହାଡି ନୋଥରେ…
ବରଗଡ଼: ବରଗଡ଼ ଜିଲ୍ଲା ପଦମପୁରରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। SOG ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ଏହି କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଥିବା…
ଲକ୍ଷ୍ନୌ : : ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ । ଦୁଇ ଦିନ ପୂର୍ବରୁ କଂଗ୍ରେସ ଛାଡ଼ି ପଦ୍ମପୋଖୀରକୁ ଲମ୍ଫ ପ୍ରଦାନ କରିବା ପରେ ଜିତିନଙ୍କୁ ବଡ଼…