• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ladakh
ୟୁଜର୍ସଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କଲେନି ଲଦାଖ ସାଂସଦ, କହିଲେ...

ନୂଆଦିଲ୍ଲୀ:ଜମ୍ମୁ କଶ୍ମୀରରୁ ହଟିଲା ଧାରା-୩୭୦। ଭାରତ ମାନଚିତ୍ରରେ ବଦଳି ଗଲା ରାଜ୍ୟ ଆଉ କେନ୍ଦ୍ର ଶାସିତ ଅଞ୍ଚଳର ସଂଖ୍ୟା।  ମୋଦି ସରକାରଙ୍କ ଏପରି ଐତିହାସିକ ପଦକ୍ଷେପକୁ ନେଇ ସଂସଦଠୁ ସପିଂ ମଲ ସବୁଆଡେ ଚର୍ଚ୍ଚା। କେଉଁଠି ଖୁସିର ଲହରୀ ତ କେଉଁଠି ଦେଖିବାକୁ ମିଳୁଛି ବିରୋଧର ଆଭାସ। ମଙ୍ଗଳବାର ଏହି ପ୍ରସଙ୍ଗକୁ ନେଇ ସଂସଦରେ ଜୋରଦାର୍‌ ଚର୍ଚ୍ଚା ହୋଇଥିଲା। ସପକ୍ଷ ଓ ବିପକ୍ଷରେ ଅନେକ ମତ ଆସିଥିଲା। ଅନ୍ୟମାନଙ୍କ ପରି ଏ ପ୍ରସଙ୍ଗରେ ନିଜର ମତ ରଖିଥିଲେ […]

Sushma-Swaraj-Memorable-Speech-644x362
ଭାଷଣ ସରିଯାଏ, କିନ୍ତୁ ମନରେ ଗୁଞ୍ଜରି ଉଠୁଥାଏ ସେଇ ସ୍ୱର, ସେଇ ଶବ୍ଦ

ନୂଆଦିଲ୍ଲୀ:ବିଜେପିର ବରିଷ୍ଠ ନେତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱଷମା ସ୍ୱରାଜ ଆଉ ନାହାନ୍ତି। ହେଲେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଜୀବନ୍ତ ରହିଛି ତାଙ୍କର ଶାନ୍ତ , ଗମ୍ଭୀର ଚେହେରା, ବାକ୍‌ପଟୁତା, ବିଚକ୍ଷଣ ବୁଦ୍ଧିମତ୍ତା ଆଉ ଉଦାରତା। ଗମ୍ଭୀର ଅଥଚ ମଧୁର  ଏବଂ ସ୍ପଷ୍ଟ ସ୍ୱରରେ ଯେତେବେଳେ ସେ ଓଜସ୍ୱନୀ ଭାଷଣ ଦିଅନ୍ତି ସଂସଦ ଭବନ ହେଉ ବା ଜାତିସଂଘ ସବୁଠି ଛାଇଯାଏ ନୀରବତା। ବିପକ୍ଷକୁ ଆକ୍ରମଣ କରିବା ପାଇଁ ସେ ଏମିତି ଶବ୍ଦ […]

susama
ସୁଷମାଙ୍କ ମରଶରୀରକୁ କାନ୍ଧ ଦେଲେ ରାଜନାଥ, ରବିଶଙ୍କର, ନଡ୍ଡା, ଶିବରାଜ

ନୂଆଦିଲ୍ଲୀ:ପୂର୍ବତନ ବିଦେଶ ମନ୍ତ୍ରୀ ସ୍ୱଷମା ସ୍ୱରାଜଙ୍କ ପାର୍ଥୀବ ଶରୀର ଆଉ କିଛି ସମୟ ପରେ ପଞ୍ଚ ଭୂତରେ ବିଲୀନ ହେବ। ଶେଷ ଦର୍ଶନ ପାଇଁ ବିଜେପି ମୁଖ୍ୟାଳୟରେ ରଖାଯାଇଥିବା ତାଙ୍କ ମରଶରୀରକୁ ଶେଷ ବିଦାୟ ଦେବେ ଦେଶବାସୀ। ଲୋଦି ରୋଡସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।   #WATCH Rajnath Singh, JP Nadda, Ravi Shankar Prasad, Piyush Goyal & other BJP leaders give shoulder to mortal remains of […]