• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

rahul
୨୦୧୪ଠୁ ୨୦୧୯ ଥିଲା କଂଗ୍ରେସ ପାଇଁ ଖରାପ ସମୟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଯଦି ଆମେ ୨୦୧୪ ଓ ୨୦୧୯ ନିର୍ବାଚନକୁ ଦେଖିବା ତେବେ କଂଗ୍ରେସ ଏଥର କେବଳ ୮ଟି ଆସନ ଅଧିକ ପାଇବାରେ ସଫଳ ହୋଇଛି। ଏପରିକି ଦଳର ଭୋଟ୍‌ ଶେଆର ମଧ୍ୟ କମିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୯.୫ ପ୍ରତିଶତ ଭୋଟ୍‌ ମିଳିଛି। ଯାହାକି ୨୦୧୪ ନିର୍ବାଚନର ଭୋଟ୍‌ ପ୍ରତିଶତ ପାଖାପାଖି। ଏଥର କଂଗ୍ରେସ ପାଇଁ ଜିତିବା ମାର୍ଜିନ୍‌ ମଧ୍ୟ କମିଛି। କଂଗ୍ରେସ ଏଥର ଯେଉଁ ୫୨ଟି ସିଟ୍‌ ହାସଲ କରିଛି, ଏହାର ମାର୍ଜିନ୍‌ ୮.୬ […]

jagan reddy met modi
ଶପଥ ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଜଗନ ରେଡ୍ଡୀ

ନୂଆଦିଲ୍ଲୀ: ସୋମବାରରୁ ଶନିବାର ମଧ୍ୟରେ କୌଣସି ଦିନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଓ୍ୱାଇଏସଆର କଂଗ୍ରେସ ଦଳର ନେତା ଜଗନମୋହନ ରେଡ୍ଡୀ। ଏହା ପୂର୍ବରୁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଜଗନ ରେଡ୍ଡୀ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଦେଶର ଶାସନ ଡୋର ଧରିବାକୁ ଯାଉଥିବାରୁ ଏହି ଅବସରରେ ଜଗନ ରେଡ୍ଡୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭେଟ୍‌ଘାଟ୍‌ ବେଳେ ଆନ୍ଧ୍ରପ୍ରଦେଶ ବିକାଶରେ କେନ୍ଦ୍ରର ସହଯୋଗ ସହ ଆନ୍ଧ୍ରପ୍ରଦେଶକୁ […]

Egg Kurma Recipe
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଏଗ୍‌ କୋରମା | Prepare Egg Kurma in Home

ଭୁବନେଶ୍ୱର : ଆମେ ସାଧାରଣତଃ ଚିକେନ୍‌ କୋରମା, ମଟନ୍‌ କୋରମା ବିଷୟରେ ଜାଣିଛନ୍ତି। ହେଲେ କେବେ ଅଣ୍ଡା କୋରମା ବିଷୟରେ ଶୁଣିଛନ୍ତି କି? ଏହା ଖାଇବାକୁ ସୁଆଦିଆ ହୋଇଥିବା ବେଳେ ଗରମାଗରମ ନାନ୍‌, ତନ୍ଦୁରି ସହ ଏହାକୁ ଖାଇବାର ମଜା ଅଲଗା। ଯେଉଁମାନେ ଅଣ୍ଡା ଖାଇବାକୁ ଭଲ ପାଉ ନ ଥିବେ ସେମାନେ ମଧ୍ୟ ଏହାକୁ ଖାଇବାକୁ ମନା କରିବେନି। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ। How to Prepare Egg Kurma Recipe ଆବଶ୍ୟକ […]

up
ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ଅଡ଼ି ବସିଲେ ମୁସଲିମ୍‌ ମହିଳା

ଗୋଣ୍ଡା (ଉତ୍ତର ପ୍ରଦେଶ): ଜଣେ ମୁସ୍‌ଲିମ୍ ମହିଳା ତାଙ୍କ ନବଜାତ ପୁଅର ନାଁ ‘ନରେନ୍ଦ୍ର ଦାମୋଦର ଦାସ ମୋଦି’ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ, ତାଙ୍କ ଦକ୍ଷତା ଓ ତାଙ୍କ ନେତୃତ୍ୱାଧୀନ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ମହିଳାଙ୍କ ନାଁ ମୈନାଜ୍ ବେଗମ୍। ତାଙ୍କ ଘର ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାର ପାରସପୁର ମହରାଉର ଗାଁରେ। ଯେଉଁ ଦିନ (ମେ’ ୨୩) ସାଧାରଣ ନିର୍ବାଚନର ଫଳାଫଳ ବାହାରିଲା, […]

world cup 2019
ଆରମ୍ଭରୁ ଝୁଣ୍ଟିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ: ବିଶ୍ୱକପ୍‌ର ଅସଲ ପରୀକ୍ଷା ଆଗରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ପରାସ୍ତ ହୋଇଛି ଟିମ୍‌ ଇଣ୍ଡିଆ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ବିରାଟ୍‌ କୋହଲିଙ୍କ ଟିମ୍‌ ଇଣ୍ଡିଆ ଶୋଚନୀୟ ପରାଜୟ ବରଣ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆ ମାତ୍ର ୩୯.୨ ଓଭର୍‌ରେ ସମସ୍ତ ୱିକେଟ୍‌ ହରାଇ ୧୭୯ ହିଁ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ୭୮ଟି ବଲ୍‌ ପୂର୍ବରୁ ୪ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। […]

smriti irani close aide dead
ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା

ଆମେଠି (ଉତ୍ତର ପ୍ରଦେଶ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ କଂଗ୍ରେସ ଗଡ଼ ‘ଆମେଠି’ରେ ପଦ୍ମ ପତାକା ଉଡ଼ାଇଥିବା ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କର ଜଣେ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରେନ୍ଦ୍ର ଆମେଠିର ବରୌଲିଆ ଗାଁର ପୂର୍ବତନ ମୁଖିଆ। ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ତାଙ୍କ ଘର ବାହାରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆମେଠି ଜିଲ୍ଲା […]