ରାଶିଫଳ
ଓଡିଶା
ମନୋରଞ୍ଜନ
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡ଼ିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
LIVE TV
Cities
Bhubaneswar
Cuttack
Puri
Sambalpur
Gopalpur
Angul
Bargarh
Bhadrak
Balasore
Berhampur
Boudh
Deogarh
Dhenkanal
Gajapati
Ganjam
Jagatsinghpur
Jajpur
Kalahandi
Kandhamal
Kendrapara
Keonjhar
Khurda
Koraput
Malkangiri
Mayurbhanj
Nabarangpur
Nayagarh
Rayagada
Sonepur
Sundargarh
Balangir
Jharsuguda
Nuapada
Talcher
Paralakhemundi
Paradeep
Bhawanipatna
Daringbadi
Joda
Barbil
Jeypore
Sunabeda
Baripada
Konark
Pipili
Gunupur
Hirakud
Rourkela
Titilagarh
DARK MODE
Home
Odisha
India
News from India
Select your city
Bhubaneswar
Cuttack
Puri
Sambalpur
Gopalpur
Angul
Bargarh
Bhadrak
Balasore
Berhampur
Boudh
Deogarh
Dhenkanal
Gajapati
Ganjam
Jagatsinghpur
Jajpur
Kalahandi
Kandhamal
Kendrapara
Keonjhar
Khurda
Koraput
Malkangiri
Mayurbhanj
Nabarangpur
Nayagarh
Rayagada
Sonepur
Sundargarh
Balangir
Jharsuguda
Nuapada
Talcher
Paralakhemundi
Paradeep
Bhawanipatna
Daringbadi
Joda
Barbil
Jeypore
Sunabeda
Baripada
Konark
Pipili
Gunupur
Hirakud
Rourkela
Titilagarh
ଡେବ୍ରିଗଡ଼ ମହାବଳ ବାଘ ମୃତ୍ୟୁ ଘଟଣା; କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଆରମ୍ଭ ହେଲା ତଦନ୍ତ
ରାଉରକେଲା: ପୁଲିସ୍ରେ ଚାକିରି ଦେବାକୁ କହି ଠକେଇ ଅଭିଯୋଗ; ସୁନ୍ଦରଗଡ଼ ଧାରୁଆଡିହି ଅଞ୍ଚଳରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଠକେଇ, ଗଞ୍ଜାମ ଅଞ୍ଚଳର ଜଣେ ଯୁବକ ଗିରଫ
ମାଲକାନଗିରି: ଚିତ୍ରକୋଣ୍ଡାର ପପ୍ଲୁରୁରେ ପୁଲିସ୍-ନକ୍ସଲ ଗୁଳି ବିନିମୟ; ୫ ନକ୍ସଲ ମୃତ, ନକ୍ସଲ କ୍ୟାମ୍ପ୍ ଧ୍ୱଂସ ସହ ବହୁ ସାମଗ୍ରୀ ଜବତ, ଖସିଗଲା ନକ୍ସଲ ନେତା ରଣଦେବ, ଏବେବି ଚାଲିଛି ଗୁଳିବିନିମୟ
ମାଲକାନଗିରି: ଚିତ୍ରକୋଣ୍ଡା ପପୁଲୁରୁରେ ପୁଲିସ୍-ନକ୍ସଲ ଗୁଳି ବିନିମୟ ଜାରି; କିଛି ନକ୍ସଲ ମୃତାହତ ହୋଇଥିବା ଆଶଙ୍କା
ବାରିପଦା: ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ୨ ଓଡ଼ିଆ ଶ୍ରମିକ ମୃତ; ମୃତକମାନେ ସାରକଣା ବ୍ଲକ୍ ଜୋକା ପଞ୍ଚାୟତ କୋଶିଆବେଡ଼ା ଗାଁର
ଫୁଲବାଣୀ: ବ୍ରାହ୍ମଣୀ ଜଙ୍ଗଲରେ ଗଞ୍ଜେଇ ମାଫିଆ ମୁନା ଦିଗାଲକୁ ଏନ୍କାଉଣ୍ଟର; ଡାହାଣ ଆଣ୍ଠୁରେ ବାଜିଛି ଗୁଳି, ଡାକ୍ତରଖାନାରେ ଭର୍ତ୍ତି
ହକି ବିଶ୍ୱକପ୍ ମାସ୍କଟ୍ ‘ଓଲି’କୁ ପୁରୀରେ ଭବ୍ୟ ସ୍ୱାଗତ
ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା: ମାଲକାନଗିରିରେ ଲାଗିଲା ନକ୍ସଲ ବିରୋଧୀ ପୋଷ୍ଟର
ଆସନ୍ତା ୧୬ ତାରିଖରୁ ବିଧାନସଭାର ଶୀତ ଅଧିବେଶନ: ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ
ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ସ୍କେଚ୍ ଜାରି ହେବ, ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍
୫, ୬ ଓ ୮ ତାରିଖରେ ରାଜ୍ୟର ସବୁ କେନ୍ଦ୍ରୀୟ ଅଫିସ୍ ଆଗରେ ବିକ୍ଷୋଭ କରିବ ବିଜେଡି, ପ୍ରେସ୍ମିଟ୍ରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମାଙ୍କ ସୂଚନା
ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା: କହିଲେ- ସାମ୍ବିଧାନିକ ସଙ୍କଟ ଦେଖାଦେଇଛି, ଲୋକେ ନ୍ୟାୟ ପାଉନାହାନ୍ତି, କର୍ତ୍ତବ୍ୟ ପାଳନରେ ସରକାର ଚରମ ଅବହେଳା କରିଛନ୍ତି, ଆନ୍ଦୋଳନରୁ ଓହରିବାକୁ ଓକିଲଙ୍କୁ ଅନୁରୋଧ
ଜୁଡିସିଆଲ ଅଫିସର ଅକ୍ଷୟ ମିଶ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି: ଡ. ଅକ୍ଷୟ ମିଶ୍ରଙ୍କ ନାଁ ସୁପାରିସ କଲେ ସୁପ୍ରିମ୍କୋର୍ଟ କଲିଜିୟମ୍
ଉମରକୋଟ: ରାଇଘର ବ୍ଲକ୍ ଖରକାରପାର ଗାଁରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିବା ପରେ ବେକରେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା; ଗୁରୁତର ସ୍ତ୍ରୀ ରାଇଘର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ବିଧାନସଭା ଗୃହ କମିଟି ଆଗରେ ଅଭିଜିତ ଆୟରଙ୍କ ସତ୍ୟପାଠ ଦାଖଲ ନେଇ ପ୍ରତିକ୍ରିୟା ରଖିଲେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର: କହିଲେ- ବକ୍ତବ୍ୟ ଓ ସତ୍ୟପାଠର ତର୍ଜମା ହେବ, ସ୍ପଷ୍ଟୀକରଣର ଆବଶ୍ୟକତା ଥିଲେ ପୁଣି ଡକାଯିବ
ସମ୍ବଲପୁରରେ ଆଜି ବି କ୍ୟାମ୍ପ୍ କୋର୍ଟକୁ ଓକିଲଙ୍କ ବିରୋଧ: ମଣ୍ଡଳ କାରାଗାର ଗେଟ୍ ଆଗରୁ ବିଚାରପତିମାନେ ଫେରିଗଲେ
ନୟାଗଡ଼: ପଦାରେ ପଡ଼ିଲା ବିଜେଡି କର୍ମୀଙ୍କ ଅସଲ ଚେହେରା; ସମ୍ପର୍କ ପଦଯାତ୍ରାକୁ ନଗଲେ ଭତ୍ତାରୁ ବାଦ୍ ଦେବାକୁ ଧମକ ଅଭିଯୋଗ
ବିଧାୟକଙ୍କୁ ନେଇ ଅଭିଜିତ୍ ଆୟରଙ୍କ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗ: ବିଧାନସଭା ଗୃହ କମିଟି ନିକଟରେ ହାଜର ହେବା ପରେ ସତ୍ୟପାଠ ଦାଖଲ କଲେ ଅଭିଜିତ୍
ପାଲଲହଡ଼ା: ଘରୁ ଡାକି ନେଇ ଯୁବତୀଙ୍କୁ ତାଙ୍କ ପ୍ରେମିକ ଓ ତାର ଦୁଇ ସାଙ୍ଗ ଗଣଦୁଷ୍କର୍ମ କରିଥିବା ଅଭିଯୋଗ; ପାଲଲହଡ଼ା ଥାନାରେ ଏତଲା, ଅଭିଯୁକ୍ତ ପ୍ରେମିକ ଅଟକ
ଢେଙ୍କାନାଳ: ସଦର ରେଞ୍ଜରେ ୭ ହାତୀ ମୃତ୍ୟୁ ଘଟଣା; ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ମୋହନା: କଣ୍ଟେଇକୋଳି ଗାଁରୁ ପୁଲିସ୍ ଗିରଫ କରିଥିବା ଗୁଣିଆକୁ ଛଡ଼ାଇ ନେଲେ ଲୋକେ; ନିରୁପାୟ ହୋଇ ଫେରିଲା ପୁଲିସ୍
ମୋହନା: କଣ୍ଟେଇକୋଳି ଗାଁରେ ତନ୍ତ୍ରମନ୍ତ୍ର ଚାଲିଥିବା ବେଳେ ଗୁଣିଆକୁ ଗିରଫ କଲା ପୁଲିସ୍; ଗୁଣିଆକୁ ଛାଡ଼ି ଦେବାକୁ ଅଡ଼ି ବସିଛନ୍ତି ଗ୍ରାମବାସୀ, ଗାଁରେ ଉତ୍ତେଜନା, ପୁଲିସ୍କୁ ଘେରିଲେ ଲୋକେ
ଭୁବନେଶ୍ୱର ଖଣ୍ଡଗିରି ଛକରେ ଜଳିଗଲା ୨ଟି ବସ୍; ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ
ନୀଳଗିରି: ବନବିଭାଗ ଘଉଡ଼ାଇଲା ବେଳେ ବାଟବଣା ହୋଇ ସିଙ୍ଗିରି ଗାଁରେ ପଶିଲେ ଝାଡ଼ଖଣ୍ଡୀ ହାତୀ; ଲୋକେ ଆତଙ୍କିତ, କାଲି ୩୪ ହାତୀକୁ ଘଉଡ଼ା ଯାଇଥିଲା
ଭଞ୍ଜନଗର: ସିପିଆଇ ମାଓବାଦୀ ପକ୍ଷରୁ ଦଦରାଲୁଣ୍ଡା ଗାଁ ଛକରେ ଲାଗିଛି ମାଓ ପୋଷ୍ଟର; ଗଞ୍ଜାମର ୨ ବିଧାୟକଙ୍କୁ ହତ୍ୟା ଧମକ
First
Prev
1670
1671
1672
1673
1674
1675
1676
1677
1678
1679
1680
Next
Last
Top stories
Mahakumbh Monalisa
Viral Girl Monalisa New Reel: ଭାଇରାଲ୍ ଗାର୍ଲ ମୋନାଲିସାଙ୍କର ନୂଆ ଭିଡିଓକୁ ଦେଖିଲେ ଲକ୍ଷାଧିକ ଫ୍ୟାନ
I
Feb 21,2025
Aska
Dalit Family: ୨୫ ବର୍ଷ ପରେ ଗାଁକୁ ଫେରିବେ ୫୦ ଦଳିତ ପରିବାର
O
Feb 21,2025
Paradeep
Paradeep Market Complex: ପାରାଦୀପ ନୂଆବଜାର ମାର୍କେଟର ଦୋକାନ ଗୁଡିକରେ ଝୁଲୁଛି ତାଲା
O
Feb 21,2025
Railway Station
Brahmapur Railway Station: ବ୍ରହ୍ମପୁର ରେଳ ଷ୍ଟେସନର ନବୀକରଣ କାମ ଶେଷ ହଉନି, ସାଧାରଣରେ ଅସନ୍ତୋଷ
B
Feb 21,2025
10th Exams
10th Exam First Day: କଡ଼ା ସୁରକ୍ଷାରେ ଶେଷ ହେଲା ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନ
O
Feb 21,2025
Jobs
Central Government Jobs
How to be a Pilot: ୩ ପରୀକ୍ଷା, ୨୦୦ ଘଣ୍ଟାର ଟ୍ରେନିଂ ଓ କୋଟି କୋଟିର ଖର୍ଚ୍ଚ... ତା’ପରେ ହେବେ ପାଇଲଟ୍
I
Feb 21,2025
Govt Jobs
Indian Army Recruitment 2025: ଗ୍ରାଜୁଏସନ୍ କରିଥିଲେ ହୋଇପାରିବେ ଭାରତୀୟ ସେନାରେ ଅଫିସର୍
I
Feb 19,2025
Career Tips
Career Tips: ଇଣ୍ଟର୍ଭିୟୁ ବେଳେ ୫ ସାଧାରଣ ଭୁଲ; ବରବାଦ କରିଦେବ କ୍ୟାରିୟର୍, କେଉଁଠି ମିଳିବ ନାହିଁ ଚାକିରି
I
Feb 17,2025
Career Tips
Careers Tips: କରନ୍ତୁ ଏହି ୫ରୁ ଗୋଟିଏ କୋର୍ସ; ହେବ ଦରମାରେ ଟଙ୍କା ବର୍ଷା
I
Feb 16,2025
BJP
Engineering Jobs: ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର; ଅଧା ପିଲାଙ୍କୁ ମିଳୁନି ଚାକିରି
B
Feb 15,2025
Copyright © 2025 - Odisha Television Limited All Rights Reserved.
About us
Contact us
Privacy Policy
T&C
Cookie Policy