ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦସହରରେ କାଉଡ଼ିଆଙ୍କ ଉତ୍ପାତ। କାଉଡ଼ିଆମାନେ ଏକ ଅଣଓସାରିଆ ରାସ୍ତାରେ ଯାଉଥିବାବେଳେ ଜଣେ କାଉଡ଼ିଆଙ୍କ ସହ ଏକ ଗାଡ଼ି ସାମାନ୍ୟ ଘଷି ହୋଇ ପଳାଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାଉଡ଼ିଆ ପାଟିତୁଣ୍ଡ କରିଥିଲେ। ତେବେ ପୁଲିସ ଆସିଲା ପରେ ବି ଏଥିରୁ କ୍ଷାନ୍ତ ହୋଇନଥିଲେ କାଉଡ଼ିଆ। ପରେ ପୁଲିସ ସହ ମଧ୍ୟ ପାଟିତୁଣ୍ଡ ଏବଂ ଧସ୍ତାଧସ୍ତି କରିଥିଲେ ଉତ୍ତ୍ୟକ୍ତ କାଉଡ଼ିଆ। ଏପରିକି ପୁଲିସକୁ ଠେଲାପେଲା କରିବା ସହ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। […]
ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ୍ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନ୍ରେ ଗେମ୍ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା ସେତେବେଳେ ଘରେ ବସି ସ୍ମାର୍ଟଫୋନ୍ରେ ଗେମ୍ ଖେଳୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ମାର୍ଟଫୋନ୍ ଆପଣଙ୍କ ପିଲାର କ’ଣ କ୍ଷତି କରୁଛି। ଜାଣନ୍ତୁ ସ୍ମାର୍ଟଫୋନ୍ ଆପଣଙ୍କ ପିଲା ଉପରେ କିପରି ଖରାପ ପ୍ରଭାବ ପକାଉଛି […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍ ନମ୍ୱର ୧୦୭୬ ଯାହାକି ଲକ୍ଡାଉନ୍ ସମୟରେ ଲୋକମାନଙ୍କୁ କରୋନା ଭାଇରସ ବିଷୟରେ ସୂଚନା ଦେବା ପାଇଁ କ୍ରମାଗତ ଭାବରେ ବାର୍ତ୍ତା ପଠାଉଥିଲା। ଲକ୍ଡାଉନ୍ ସମୟରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା, ଲକ୍ଡାଉନ୍ ନିୟମ ଉଲ୍ଲଘଂନକାରୀ, କରୋନା ସଂକ୍ରମଣ ରୋଗୀଙ୍କ ସୂଚନା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବିଷୟରେ ଯୋଗାଯୋଗ କରିବା ପାଇଁ ୧୦୭୬କୁ କଲ୍ କରାଯାଉଥିଲା । Cmଙ୍କ ଏହି ହେଲ୍ପଲାଇନ୍ ୧୦୭୬ରେ କାର୍ଯ୍ୟ କରୁଥିବା BPO କମ୍ପାନୀର ୮୨ରୁ ଅଧିକ […]
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହୋଇସାରିଛି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାର୍ଥିବ ଶରୀର। ମୁମ୍ବାଇ ଭିଲେପାର୍ଲେସ୍ଥିତ ଶ୍ମଶାନଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜଣେ ୩୪ ବର୍ଷୀୟ ଯୁବ କଳାକାର, ଜଣେ ଜିନ୍ଦା ଦିଲ୍ ଲୋକ ଯେ ଏପରି ଆତ୍ମହତ୍ୟା କରିପାରେ, ଏକଥାକୁ କେହି ବିଶ୍ୱାସ କରିପାରୁ ନାହିଁନ୍ତି। ସୁଶାନ୍ତଙ୍କ ସିଂହଙ୍କ ଆତ୍ମହତ୍ୟା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। କିନ୍ତୁ ପୋଲିସ ଏହି […]
delhi-minister-satyendra-jain-admitted-in-hospital-after-difficulty-in-breathing-1
ନୂଆଦିଲ୍ଲୀ: ଏନ୍ଡିଏ ମେଣ୍ଟ ପ୍ରାର୍ଥୀ ଜେଡିୟୁର ହରିବଂଶ ନାରାୟଣ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଘୋଷଣା କରିଛନ୍ତି। ଜେଡିୟୁର ହରିବଂଶଙ୍କୁ ଜିତିବା ପାଇଁ ୧୧୯ଟି ଭୋଟ୍ ଦରକାର ଥିବାବେଳେ ଭୋଟିଂରେ ତାଙ୍କୁ ୧୨୫ଟି ଭୋଟ୍ ମିଳିଥିଲା। ସେହିପରି ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବି.କେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍ ମିଳିଥିଲା। ଘୋଷଣା ଅନୁଯାୟୀ ହରିବଂଶଙ୍କ ସପକ୍ଷରେ ଭୋଟ ଦେଲା ବିଜୁ ଜନତା ଦଳ। ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ଜିତିବା […]
ଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଗତକାଲି ଦ୍ୱାରକା ଅଞ୍ଚଳରେ କରୋନା ସଂକ୍ରମଣକୁ ଭୟ କରି ଜଣେ ଆଇଆରଏସ୍ ଅଧିକାରୀ ଶିବରାଜ ସିଂହ ଏସିଡ୍ ପରି ପଦାର୍ଥ ପିଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଶିବରାଜ ଆୟକର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଖବର ଅନୁଯାୟୀ, ୫୬ ବର୍ଷୀୟ ଶିବରାଜଙ୍କର ଗତ […]
ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ୍ଙ୍କ ଅନ୍ତିମ ସଂସ୍କାର କରିବା ପୂର୍ବରୁ ତାଙ୍କର କରାଯିବ କରୋନା ଟେଷ୍ଟ। ସୁଶାନ୍ତଙ୍କର ପୋଷ୍ଟମର୍ଟମ ପୂର୍ବରୁ କରୋନା ପରୀକ୍ଷା ପାଇଁ ତାଙ୍କ ନମୂନା ନିଆଯାଇଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ହେତୁ ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ପରେ ସେମାନଙ୍କର କରୋନା ପରୀକ୍ଷା କରାଯାଉଛି। ଯଦି ରିପୋର୍ଟ ପଜିଟିଭ ଆସୁଛି ତେବେ ସରକାରୀ ନିୟମ ଅନୁସରଣ କରିବାକୁ ପଡିଥାଏ। ଖବର ଅନୁଯାୟୀ, ଗତକାଲି ୩୪ବର୍ଷୀୟ ସୁଶାନ୍ତ ମୁମ୍ୱାଇର ବାନ୍ଦ୍ରାସ୍ଥିତ ନିଜ […]
ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ଗତକାଲି ସୁଶାନ୍ତଙ୍କର ଆତ୍ମହତ୍ୟା ଖବର ଶୁଣିବା ପରେ ବଲିଉଡ ସମେତ ସବୁମହଲରେ ଆଲୋଡନ ସୃଷ୍ଟି ହୋଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସର ପ୍ରାଥମିକ ଅନୁସନ୍ଧାନ ପରେ ସୁଶାନ୍ତଙ୍କ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ସୁଶାନ୍ତଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ସୁଶାନ୍ତଙ୍କ ପୋଷ୍ଟମର୍ଟମ ମୁମ୍ବାଇର ଜୁହୁ ଠାରେ ଥିବା କପୁର୍ ହସ୍ପିଟାଲରେ କରାଯାଇଥିଲା। […]