• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

IPL
ଆଜି ଆଇପିଏଲ୍‌ରେ ହାଇଦ୍ରାବାଦ-ବାଙ୍ଗାଲୋର ଓ ଚେନ୍ନାଇ-ରାଜସ୍ଥାନ ମୁକାବିଲା

ନୂଆଦିଲ୍ଲୀ: ଆଜି ଆଇପିଏଲରେ ୨ଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ସନ୍‌ ରାଇଜର୍ସ ହାଇଦ୍ରାବାଦ-ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଅପରାହ୍ଣ ୪ଟାରେ ହାଇଦ୍ରାବାଦଠାରେ ଏହି ମ୍ୟାଚ୍‌ ଖେଳାଯିବ। ସେହିପରି ରାତି ୮ଟାରେ ଚେନ୍ନାଇରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ମୁକାବିଲା ରାଜସ୍ଥାନ ରୟାଲ୍‌ସ ସହ ହେବ।

delhi
ଆଇପିଏଲ୍ ଟକ୍କର: ସୁପର ଓଭରରେ କେକେଆରକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ରେ ଖେଳାଯାଇଥିବା ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ବାଜିମାତ୍ କରିଛି। ମ୍ୟାଚ୍‌ ଟାଇ ହେବା ପରେ ସୁପର ଓଭର ସହାୟତା ନିଆଯାଇଥିଲା। ତେବେ ଏଥିରେ ଦିଲ୍ଲୀ ବିଜୟୀ ହୋଇଥିଲା। କେକେଆର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୮୫ ରନ୍ କରିଥିଲା। ଜବାବରେ ଦିଲ୍ଲୀ ପୃଥ୍ୱୀଶଙ୍କ ୯୯ ରନ୍ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମାନ ସ୍କୋର କରିଥିଲା। ତେବେ ସୁପର ଓଭରରେ କମାଲ କରିଥିଲେ ବୋଲର ରାବାଡା। ସେହିପରି ଅନ୍ୟ ଏକ […]

building collapsed
ଭୁଶୁଡ଼ି ପଡ଼ିଲା କୋଠା; ୪ ଉଦ୍ଧାର, କିଛି ଲୋକ ଫସି ରହିଥିବା ଆଶଙ୍କା

ଅହମଦାବାଦ: ଭୁଶୁଡ଼ି ପଡ଼ିଲା ସରକାରୀ ଗୃହ ନିର୍ମାଣ ଯୋଜନାରେ ନିର୍ମିତ କୋଠା। ଅହମଦାବାଦ ଓଧାବ ଅଞ୍ଚଳରେ ଗତକାଲି ଏହି ଅଘଟଣ ଘଟିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁଇ ଦଶନ୍ଧି ତଳେ ନିର୍ମିତ ଦୁଇଟି ବିଲ୍‌ଡିଂ ବ୍ଲକ୍‌ ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି। ପ୍ରତ୍ୟେକ ବ୍ଲକ୍‌ ୪ […]