ମୁମ୍ବାଇ: ଅରବାଜ ଖାନଙ୍କ ସହ ଛାଡପତ୍ର ହେବା ପରଠାରୁ ଅଭିନେତ୍ରୀ ମଲାଇକା ଅରୋରା ଖାନ୍ ନିଜ ପର୍ସନାଲ୍ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷରୁ ଏମିତି ଖବର ଆସୁଛି ଯେ, ମଲାଇକା ଅର୍ଜୁନ୍ କପୁରଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ଏ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ଖୋଲାଖୋଲି ଭାବେ ସ୍ୱୀକାର କରି ନାହାନ୍ତି। କିନ୍ତୁ ଅର୍ଜୁନ୍ଙ୍କ ଫ୍ୟାନ୍ମାନେ ମଲାଇକାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଦୌ ଖୁସି ନାହାନ୍ତି। ତେଣୁ ସୋଶାଲ୍ ମିଡିଆରେ ମଲାଇକାଙ୍କ ସହ […]
ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ ଜୀବନ ଠାରୁ ଆରମ୍ଭ କରି ବିବାହିତ ଜୀବନ ପର୍ଯ୍ୟନ୍ତ ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ କୌତୁହଳପୂର୍ଣ୍ଣ ନୁହେଁ। ସେମାନଙ୍କ ଜୀବନରେ ବିବାଦ, ଭାବନା ଏବଂ ପ୍ରେମ ବଲିଉଡର ସ୍କ୍ରିପ୍ଟ ପରି, ଏହା ସତ୍ତ୍ୱେ ସମୟ ସହିତ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହୋଇଗଲା।
ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ଆଜି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦିଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନ୍ଡିଏରେ ଥିବା ପ୍ରାୟ ସବୁ ଦଳର ମୁଖ୍ୟ ଯୋଗ ଦେବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ, ଜେଡିୟୁ ମୁଖ୍ୟ ଶରଦ ଯାଦବଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୋଦି ଏକ ବିରାଟ ରୋଡ୍ ଶୋ କରି […]
ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରେ ଅଶୋଧିତ ତୈଳ ଉତ୍ପାଦନ ପରିମାଣ ୪% ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍ଜିସି) ଏବଂ ଅଏଲ୍ ଇଣ୍ଡିଆ ଲିମିଟେଡ୍(ଓଆଇଏଲ୍) ନିଜର ଉତ୍ପାଦନ ଲକ୍ଷ୍ୟ ହାସଲ କରି ନ ପାରିବାରୁ ଏଭଳି ଘଟିଛି। ଗୁରୁବାର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜଣା ପଡ଼ିଛି। ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ମୋଟ ୩୫.୭ ମିଲିୟନ ଟନ ଅଶୋଧିତ ତୈଳ ଉତ୍ପନ […]