ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ଫିଲ୍ମ ‘ଭାରତ’ର ଟ୍ରେଲର। ରିଲିଜ୍ ହେବାର ମାତ୍ର କେଇ ଘଣ୍ଟାରେ ଟ୍ରେଲର୍ଟି ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ‘ଭାରତ୍’ର ଏହି ୩ମିନିଟ୍ର ଟ୍ରେଲର୍କୁ ଫ୍ୟାନ୍ଙ୍କର ଜବରଦସ୍ତ ରେସ୍ପନ୍ସ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଟ୍ରେଲର୍କୁ ପାଖାପାଖି ୨କୋଟିରୁ ଅଧିକ ଭ୍ୟୁ ମିଳିସାରିଲାଣି। Kya baat hai bhai!! Bahut Khoob. https://t.co/0t8hQoUSbJ — Shah Rukh Khan (@iamsrk) April 22, 2019 Osm — Salman Khan […]