• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

rahul
ଦିଲ୍ଲୀର ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀର ୬ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ନର୍ଥ ଇଷ୍ଟ ଦିଲ୍ଲୀ ଆସନରୁ ଦଳ ପ୍ରାର୍ଥୀ କରିଛି। ଅନ୍ୟପଟେ ବରିଷ୍ଠ ନେତା ଅଜୟ ମାକେନଙ୍କୁ ଦଳ ନୂଆ ଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଛି। ସେହିପରି ଜେ.ପି.ଅଗ୍ରଓ୍ୱାଲଙ୍କୁ ଚାନ୍ଦିନୀ ଚୌକ୍, ଅରବିନ୍ଦର ସିଂ ଲଭଲିଙ୍କୁ ଇଷ୍ଟ ଦିଲ୍ଲୀ, ରାଜେଶ ଲିଲୋଥିଆଙ୍କୁ ନର୍ଥ-ୱେଷ୍ଟ ଦିଲ୍ଲୀ ଓ ମହାବଳ ମିଶ୍ରଙ୍କୁ ୱେଷ୍ଟ ଦିଲ୍ଲୀ ଆସନରୁ ଦଳ ପ୍ରାର୍ଥୀ କରିଛି। […]

srilanka
ଶ୍ରୀଲଙ୍କାରେ ସିରିଜ୍‌ ବିସ୍ଫୋରଣ ଘଟଣା: ଦୁଇ ଜେଡିଏସ୍ ନେତା ମୃତ, ୫ ନିଖୋଜ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୦ କୁ ବୃଦ୍ଧି ହୋଇଛି। ଏହାସହ ପାଖାପାଖି ୫୦୦ରୁ ଅଧିକ ଆହତ ହୋଇଛନ୍ତିା ଏହି ବିସ୍ଫୋରଣରେ ଜେଡିଏସ୍‌ର ୨ଜଣ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ନିଖୋଜ ଥିବା ଜଣାପଡ଼ିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ଏହା ସ୍ପଷ୍ଟ କରିଛନ୍ତି। ସେମାନଙ୍କର ନାମ କେ.ଜି ହନୁମନଥାରୟପ୍ପା ଏବଂ ଏମ୍‍ ରଙ୍ଗପ୍ପା ବୋଲି କୁମାରସ୍ୱାମୀ କହିଛନ୍ତି। External affairs Min. @SushmaSwaraj has confirmed […]

IRCTC Launches Special Train
ପିତୃପକ୍ଷରେ ତୀର୍ଥଯାତ୍ରୀଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ସେପ୍ଟେମ୍ବରରେ ଚାଲିବ ସ୍ୱତନ୍ତ୍ର ଟ୍ରେନ। ସ୍ୱତନ୍ତ୍ର ଭାବେ ତୀର୍ଥଯାତ୍ରୀଙ୍କ ପାଇଁ ଏହି ଟ୍ରେନ ଗଡ଼ିବ।  ପିତୃପକ୍ଷ ସମୟରେ ତୀର୍ଥ ଯାତ୍ରୀଙ୍କ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି।  ଏହି ପିଲଗ୍ରୀମ ସ୍ପେଶାଲ ଟୁରିଷ୍ଟ ଟ୍ରେନ ସେପ୍ଟେମ୍ବର ୨୫ରୁ ସିକନ୍ଦରାବାଦରୁ ଛାଡିବ।