ମୁମ୍ବାଇ: ବଲିଉଡ୍ ହିରୋଇନ୍ ତଥା ଷ୍ଟାର୍ ସୈଫ ଅଲୀ ଖାନଙ୍କ ଝିଅ ସାରା ଅଲୀ ଖାନ୍ଙ୍କ ହାତକୁ ଟାଣି ଆଣି ଚୁମା ଦେବାକୁ ଚେଷ୍ଟା କରୁଥିବା ବେଳେ… ଅଭିନେତ୍ରୀ ସାରା ଅଲୀ ଖାନଙ୍କର ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଥିବା ଦୃଶ୍ୟ ଅନୁସାରେ, ସାରା ଅଲୀ ଖାନ୍ ଗାଡ଼ିର ବସି କେଉଁ ଆଡ଼େ ଯିବାକୁ ବାହାରିଥିବା ବେଳେ ତାଙ୍କୁ କିଛି ଫ୍ୟାନ୍ ଘେରିଯାଇଥିଲେ। ଫଟୋ ଜର୍ନାଲିଷ୍ଟମାନେ ମଧ୍ୟ ସାରାଙ୍କ ଫଟୋ ସୁଟ୍ […]
ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ କେଉଁ ଆଡ଼େ ଯିବାକୁ ହେଲେ ଟିକେଟ୍ ସୁନିଶ୍ଚିତ ହେଲାକି ନାହିଁ ସେଇ ଚିନ୍ତାରେ ସେମାନଙ୍କୁ ଘାରିଥାଏ। ରେଳାଯାତ୍ରୀଙ୍କ ପାଇଁ ଏହା ଗୋଟେ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ। ତେବେ ଏହି ମସ୍ୟାର ସମାଧାନ ଆଣିଛି ଭାରତୀୟ ରେଳବାଇ। ତାହା କଣ ଜାଣନ୍ତୁ। ରିଜର୍ଭେସନ କନଫର୍ମ ପାଇଁ ନୂଆ ସୁବିଧା ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଦିନକୁ ଦିନ ନୂଆ ବ୍ୟବସ୍ଥା କରୁଛି। ଏଥର ଟିକେଟ୍ ସୁନିଶ୍ଚିତ ପାଇଁ ରିଜର୍ଭେସନ ଚାର୍ଟକୁ […]
ମୁମ୍ବାଇ: ‘ବିଗ୍ବସ୍ ୧୩’ର ଏଥର ‘ୱିକେଣ୍ଡ କା ବାର୍’ ଜବରଦସ୍ତ ହୋଇଛି। କାରଣ ବିଗ୍ବସ୍ ହାଉସ୍ରେ ଏଣ୍ଟ୍ରି କରିଥିଲେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍। ‘ଛପାକ୍’ର ପ୍ରମୋସନ୍ ପାଇଁ ତାଙ୍କ ସହ ଫିଲ୍ମର ଲିଡ୍ ଆକ୍ଟର ବିକ୍ରାନ୍ତ ମେସି ଓ ଏସିଡ୍ ଆକ୍ରମଣ ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ। ବିଗ୍ବସ ଘରେ ସମସ୍ତ ପ୍ରତିଯୋଗୀଙ୍କୁ ଲକ୍ଷ୍ମୀ ତାଙ୍କ ଜୀବନ କାହାଣୀ କହିଥିଲେ। ଏହାପରେ ଲକ୍ଷ୍ମୀଙ୍କ ସାମ୍ନାରେ ଘରର କିଛି ସଦସ୍ୟ ସେମାନଙ୍କ […]
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍ ଫେବ୍ରୁଆରୀ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବ। ବିଶ୍ୱକପ୍ ଟିମ୍ରେ ହରିଆଣାର ୧୫ ବର୍ଷୀୟା ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ହେବ। ?Squad Announcement?@ImHarmanpreet […]
କୋଲକାତା: ବଦଳିଲା କୋଲକାତା ପୋର୍ଟ ଟ୍ରଷ୍ଟର ନାମ। ବନ୍ଦରର ୧୫୦ ତମ ପ୍ରତିଷ୍ଠା ଦିବସରେ ଅବସରରେ ଏହାକୁ ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି, “ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ଭାରତର ଉଦ୍ୟେଗୀକରଣର ପ୍ରଣେତା ଓ ଗୋଟିଏ ଦେଶ ଗୋଟିଏ ବିଧାନ ପାଇଁ ବଳିଦାନ ଦେଇଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ […]
ଭୁବନେଶ୍ୱର: ଅନ୍ଲାଇନ୍ ବ୍ୟବସାୟିକ ୱେବ୍ସାଇଟ୍ ଆମାଜନ୍କୁ ନେଇ ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚିଲାଣି। ଆମାଜନ୍ ସାଇଟ୍କୁ ବର୍ଜନ କରିବା ପାଇଁ ବର୍ତ୍ତମାନ ଇଣ୍ଟର୍ନେଟ୍ରେ ବୟକଟ୍ ଆମାଜନ (#BoycottAmazon)ର ହ୍ୟାସ୍ଟ୍ୟାଗ୍ ଟ୍ରେଣ୍ଡ କରୁଛି। ଆମାଜନ୍ ପ୍ରତି ଲୋକଙ୍କର ଏହି ଅସନ୍ତୋଷର କାରଣ ହେଲା, ଏଥିରେ ଭଗବାନ ଗଣେଶ, ଧର୍ମୀୟ ଚିହ୍ନ ଓଂ ସହିତ ତ୍ରିରଙ୍ଗା ପତାକା ଫଟୋ ଥିବା ଡୋର୍ମ୍ୟାଟ୍, ବାଥରୁମ୍ ରଗ୍ ବା ପା’ପୋଛ ଆଦି ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା। ଯାହା ଧର୍ମୀୟ ଭାବନାକୁ ଆଘାତ […]
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ସ୍ଥିତ ବେଲୁର ମଠ ପରିଦର୍ଶନ କରିଛନ୍ତି। ମଠ ପରିଦର୍ଶନ ଅବସରରେ ସେ ପୁଣିଥରେ ସିଏଏ (ସିଟିଜେନ୍ସିପ ଆମେଣ୍ଡମେଣ୍ଟ ଆକ୍ଟ)କୁ ନେଇ ଲୋକଙ୍କୁ ଅଯଥା ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଗତକାଲି ମୋଦୀଙ୍କୁ କୋଲକାତାରେ ଜନ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଥିଲା। କୋଲକାତା ସହର ବାହାରେ ବେଲୁର ମଠର ଏକ ରାଲିରେ ଯୋଗ ଦେଇ ମୋଦୀ କହିଛନ୍ତି, “ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ସିଟିଜେନ୍ସିପ୍ […]
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସିର ପ୍ରଭାବ ଜାରି ରହିଛି। ଯେଉଁ ମୁମ୍ବାଇ ସିଟି ଏଫସିକୁ ତା’ ଘରୋଇ ମାଟିରେ ହରାଇ ଓଡ଼ିଶା ପଏଣ୍ଟ ଖାତା ଖୋଲିଥିଲା ଆଜି କଳିଙ୍ଗରେ ପୁଣିଥରେ ସେହି ଦଳକୁ ହରାଇଛି ଦଳ। ମୁମ୍ବାଇକୁ ୨-୦ରେ ହରାଇ ଓଡ଼ିଶା ଏଫସି କେବଳ ମ୍ୟାଚ୍ ଜିତି ନାହିଁ ବରଂ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଓଡ଼ିଶା ପକ୍ଷରୁ ଖେଳୁଥିବା ଆରଡେନ ଓ ସିସ୍କୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି। କଳିଙ୍ଗରେ […]
ମୁମ୍ବାଇ: ମହାରାଷ୍ଟ୍ରର ବୋଇସାର୍ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ କାରଣରୁ ୮ ଜଣଙ୍କର ମୃତ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୋଇସାରଠାରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ବୋଇସାର ମୁମ୍ବାଇଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି। ବିସ୍ଫୋରଣ ହୋଇଥିବା ଆଙ୍କ ଫାର୍ମା କମ୍ପାନୀର ଏହି ନିର୍ମାଣାଧୀନ ପ୍ଲାଣ୍ଟଟି ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍ ଅଞ୍ଚଳର କୋଲୱାଡେ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ଏଇଠି ଆଜି ସନ୍ଧ୍ୟା ପ୍ରାୟ ୭.୨୦ […]
ନୂଆଦିଲ୍ଲୀ: ପୁଣି ବିବାଦରେ ବୁକର ପ୍ରାଇଜ ପାଇଥିବା ଲେଖିକା ଅରୁନ୍ଧତୀ ରାୟ। ସିଏଏ ଓ ଏନ୍ଆରସି ପ୍ରସଙ୍ଗରେ ମତ ଦେଉ ଅରୁନ୍ଧତୀ କହିଛନ୍ତି ଯେ, ଆମେ ନୁହେଁ, ଦିନେ ଏ ସରକାର ଡିଟେନସନ ସେଣ୍ଟରରେ ଥିବ। ସେତେବେଳେ ଲୋକେ ଆଜାଦ ଥିବେ ବୋଲି କହିଛନ୍ତି ଅରୁନ୍ଧତୀ। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ଉପରେ ହୋଇଥିବା ବର୍ବରତାର ପ୍ରତିବାଦରେ ସାମିଲ ହୋଇ ସେ ଏପରି କହିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇବା ଲାଗି ଅରୁନ୍ଧତୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ। ସେମାନଙ୍କ […]
ୱାଶିଂଟନ: ହଲିଉଡ୍ ଅଭିନେତାଙ୍କ ମୁହଁରେ ବିଶ୍ୱ କବି ରବିନ୍ଦ୍ରନାଥ ଟାଗୋରଙ୍କ କବିତା। ଆମେରିକାର ଏକ ମଞ୍ଚରେ ଭାଷଣ ଦେଉଥିବା ବେଳେ ରବିନ୍ଦ୍ରନାଥ ଟାଗୋରଙ୍କ କବିତା ପଢ଼ି ଶୁଣାଇଲେ ହଲିଉଡ୍ ଷ୍ଟାର୍ ମାର୍ଟିନ ସିନ୍। ଗତକାଲି ଆମେରିକାର ୱାଶିଂଟନ ଡିସିରେ ଜଳବାୟୁ ପରିବର୍ତ୍ତନ ନେଇ ଆୟୋଜିତ ହୋଇଥିବା ‘ଫାୟାର ଡ୍ରିଲ୍ ଫ୍ରାଇଡେଜ୍’ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ବୋଧନ କଲାବେଳେ ରବିନ୍ଦ୍ରନାଥଙ୍କ ‘ହ୍ୱିୟାର ଦି ମାଇଣ୍ଡ ୱିଦାଉଟ୍ ଫିୟର୍’ କବିତା ପାଠ କରି ଶୁଣାଇଥିଲେ ମାର୍ଟିନ୍। ଜାନେ ଫୋଣ୍ଡା ସଂଗଠନ […]
କୋଲକାତା: ପଶ୍ଚିମବଙ୍ଗରେ ସିଏଏକୁ କଡ଼ା ବିରୋଧ ଭିତରେ ଆଜି ରାଜଧାନୀ କୋଲକତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବୈଠକ ହୋଇଛି। କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଥିବା ବେଳେ ଆଜି ରାଜଭବନଠାରେ ମମତାଙ୍କ ସହ ମୋଦୀଙ୍କର ବୈଠକ ହୋଇଥିଲା। ତେବେ ବୈଠକ ପରେ ଦଳ ପକ୍ଷରୁ ଆୟୋଜିତ ଧାରଣାରେ ବସିଥିଲେ ମମତା। ଏହି ଧାରଣରେ ମମତାଙ୍କ ସହ ବହୁ ଟିଏମ୍ସି ନେତା […]
ନୂଆଦିଲ୍ଲୀ: ଜାନୁଆରୀ ୧୪ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଫାଶି ପାଇବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ୨ ଜଣଙ୍କ କ୍ୟୁରେଟିଭ ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଜଷ୍ଟିସ ଏନ୍. ଭି. ରମନ୍ନା, ଅରୁଣ ମିଶ୍ର, ଆର. ଏଫ୍. ନରିମାନ, ଆର. ବାନୁମତି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ଏବଂ ମୁକେଶଙ୍କ ଆବେଦନକୁ ଗ୍ରହଣ କରି ୧୪ ତାରିଖରେ ଶୁଣାଣି […]
ନୂଆଦିଲ୍ଲୀ: ଲଞ୍ଚ୍ ହେଲା ବିଶ୍ୱର ସବୁଠାରୁ କୁନି ୩ଜି ମୋବାଇଲ୍ ଫୋନ୍ Zanco tiny t2 । ଏହାର ସାଇଜ୍ ଗୋଟିଏ ଆଙ୍ଗୁଳି ଠାରୁ ବି ଛୋଟ। ପୁର୍ବରୁ କମ୍ପାନୀ Zanco tiny t1 ମୋବାଇଲ୍ ଫୋନ୍ ଲଞ୍ଚ୍ କରି ବେଶ୍ ଚର୍ଚ୍ଚାରେ ରହିଥିଲା। କିନ୍ତୁ ଏଥିରେ କେବଳ କଲ୍ ଯିବା ଆସିବା ସୁବିଧା ସହିତ ଅନ୍ୟ କେତେକ ସାଧାରଣ ସେବା ଉପଲବ୍ଧ ଥିଲା। କିନ୍ତୁ Zanco tiny t2ରେ ୧୪ଟି ନୂଆ ଅତ୍ୟାଧୁନିକ ଫିଚର୍ ରହିଛି। […]
ନୂଆଦିଲ୍ଲୀ: ରବିବାର ଜେଏନ୍ୟୁ ଜେଏନ୍ୟୁରେ ହୋଇଥିବା ହିଂସାକୁ ଘଟଣାରେ ୯ଜଣଙ୍କ ନା ସହିତ ଫଟୋ ପ୍ରକାଶ କରିଛି ଦିଲ୍ଲୀ ପୁଲିସ। ଏହି ୯ ଜଣଙ୍କ ମଧ୍ୟରେ ଜେଏନ୍ୟୁଏସ୍ୟୁ ସଭାପତି ଆଈଶି ଘୋଷ ଏବଂ ଅନ୍ୟ ବାମପନ୍ଥୀ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ହିଂସାରେ ଜଡ଼ିତ ଥିବା ପୁଲିସ୍ ଅଭିଯୋଗ କହିଛି। ଦିଲ୍ଲୀ ପୁଲିସ୍ର ଡିସିପି (କ୍ରାଇମ୍) ଜୟ ତିର୍କୀ କହିଛନ୍ତି, ପୁଲିସ୍ ଏହି ହିଂସାରେ ସମ୍ପୃକ୍ତ କିଛି ଛାତ୍ରଙ୍କୁ ଚିହ୍ନଟ କରିପାରିଛି। ପୁଲିସ୍ ୯ ଜଣଙ୍କ ନାମ ଘୋଷଣା କରିବା […]
ମୁମ୍ବାଇ: ସବୁ ସଫଳତା ପଛରେ ଥାଏ ଏକ ସଂଘର୍ଷର କାହାଣୀ। ଏହି କାହାଣୀ ବଲିଉଡ୍ର ଏଭରଗ୍ରୀନ ହିରୋ ହ୍ରିତିକ୍ ରୋଶନଙ୍କ ଜୀବନରୁ ବି ବାଦ୍ ଯାଇନି। କେବଳ ହ୍ରିତିକ ନୁହଁନ୍ତି, ତାଙ୍କ ବାପ ରାକେଶ ରୋଶନଙ୍କ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିବା ପୂର୍ବରୁ ଅନେକ ଝଡ଼କୁ ସାମ୍ନା କରିଛନ୍ତି। ପ୍ରଥମ ଫିଲ୍ମରେ ଅଜସ୍ର ସଫଳତା ପାଇଥିବା ହ୍ରିତିକ ରୋଶନଙ୍କ ପିଲାବେଳ ଥିଲା ଖୁବ୍ ସଂଘର୍ଷମୟ। ଏମିତିକି ତାଙ୍କ ବାପା ରାକେଶ ରୋସନ ଘରଭଡ଼ା ଦେଇ ନପାରିବାରୁ ହ୍ରିତିକଙ୍କୁ […]
ନୂଆଦିଲ୍ଲୀ: ଜେଏନ୍ୟୁ ଛାତ୍ର ବିକ୍ଷୋଭକୁ ସମର୍ଥନ ନେଇ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କହିଛନ୍ତି, “ଦୀପିକା ଜାଣିବା ଦରକାର ଥିଲା ଯେ, ସେ ଯେଉଁମାନଙ୍କ ସମର୍ଥନରେ ବାହାରୁଛନ୍ତି ସେମାନେ ଭାରତକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି।” ଏଥିସହିତ ଦୀପିକାଙ୍କୁ ତେର୍ଛା ଟାର୍ଗେଟ କରି କହିଥିଲେ, “ ମୁଁ ଭାବୁଛି ଯେଉଁମାନେ ଖବର ପଢ଼ୁଛନ୍ତି, ସେମାନେ ଜାଣିଛନ୍ତି ଯେ ତାଙ୍କର(ଜେନଏନ୍ୟୁର ବିକ୍ଷୋଭକାରୀ ଛାତ୍ର) ପକ୍ଷ କେଉଁଠି। ସେମାନେ ଜାଣନ୍ତି ଯେ, ସେମାନେ […]
ମୁମ୍ବାଇ: ବଲିଉଡ୍ର ଡାସିଂ ହିରୋ ହ୍ରିତିକ ରୋଶନ ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୪ ଜାନୁଆରୀ ୧୦ ତାରିଖ ମୁମ୍ବାଇରେ ଜନ୍ମ ହୋଇଥିଲେ ହ୍ରିତିକ୍। ୨୦୦୦ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘କହୋନା ପ୍ୟାର୍ ହେ’ ରେ ସେ ହିରୋ ଭୂମିକାରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି ସେତେବେଳେ ସୁପର୍ଡୁପର୍ ହିଟ୍ ହୋଇଥିଲା। ସେବେଠାରୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ବଲିଉଡ୍ରେ ଯାତ୍ରା ଜାରି ରଖିଛନ୍ତି। ତାଙ୍କ ଷ୍ଟାଇଲିସ୍ […]
ମୁମ୍ବାଇ: ଆସନ୍ତାକାଲି ଫିଲ୍ମି ଫ୍ରାଇଡେ ରିଲିଜ୍ରେ ପରଦାକୁ ଆସିବ ଦୁଇଟି ହିଟ୍ ଓ ଚର୍ଚ୍ଚିତ ଫିଲ୍ମ। ଗୋଟିଏ ହେଲା ଦୀପିକାଙ୍କର ଛପାକ୍ ଓ ଅନ୍ୟଟି ଅଜୟ ଦେବଗନଙ୍କର ତାନାଜୀ। ସବୁଠାରୁ ବଡ଼କଥା ହେଲା ଏହି ଦୁଇଟି ଫିଲ୍ମ ଜୀବନୀ ଉପରେ ଆଧାରିତ। ଗୋଟିଏ ମହାପୁରୁଷଙ୍କ ଜୀବନୀ ଉପରେ ନିର୍ମାଣ ହୋଇଥିବା ବେଳେ ଅନ୍ୟଟି ଜଣେ ଏସିଡ୍ ପୀଡ଼ିତାଙ୍କ କାହାଣୀକୁ ନେଇ ତିଆରି ହୋଇଛି। ଫିଲ୍ମ ‘ତାନାଜୀ’ରେ ଅଜୟ ଦେବଗନ୍, କାଜୋଲ, ସୈଫ୍ ଅଲ୍ଲୀ ଖାନ୍ ଶରଦ ଖେଲ୍କରଙ୍କ […]