• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

assembly
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ପିଙ୍ଗିଲେ ବିଧାୟକ

ରାଜ୍ୟ ବିଧାନସଭାରେ ତୁମୁଳକାଣ୍ଡ ହୋଇଛି। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଛି। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ।

  • Wednesday, 14 July 2021
puri srimandir
ବଡଦାଣ୍ଡ ବ୍ୟାରିକେଡ଼୍‌ରେ ଫସିଲା ନାବାଳିକାର ମୁଣ୍ଡ

ପୁରୀ(ମଧୂସୁଦନ ମିଶ୍ର): ଅଳ୍ପକେ ବର୍ତ୍ତିଲା ନାବାଳିକାର ଜୀବନ। ପୁରୀ ବଡ଼ଦାଣ୍ଡର ଲୁହା ବ୍ୟାରିକେଡରେ ଫସି ଯାଇଥିଲା ଏକ ଶିଶୁକନ୍ୟା। ପିଲାଟି ବହୁ ସମୟ ଧରି ବ୍ୟାରିକ୍ୟାଡରେ ଫସି ଯାଇଥିଲା। ୪ ବର୍ଷୀୟ ନାବାଳିକାର ମୁଣ୍ଡ କେମିତି  ବ୍ୟାରିକେଡରେ ଫଶି ଗଲା, ତାହା ସ୍ଫଷ୍ଟ ହୋଇପାରିନାହିଁ। ମୁଣ୍ଡଟି ବହୁ ସମୟ ଧରି ବ୍ୟାରିକେଡରେ ରହି ଯାଇଥିଲା। ଅଗ୍ନିଶମ ବାହିନୀ ବହୁ କଷ୍ଟରେ ଉଦ୍ଧାର କରିଥିଲା ଶିଶୁକୁ। ସୂଚନା ଅନୁସାରେ ଭବାନୀପାଟଣାର ଏକ ପରିବାର ପୁରୀ ଦର୍ଶନ ପାଇଁ ଆସିଥିଲେ। […]

  • Wednesday, 14 July 2021
kaliya
ମଣ୍ଡି ଅସନ୍ତୋଷ ଓ ବିରୋଧୀଙ୍କ ଟାର୍ଗେଟରୁ ବର୍ତ୍ତିବାକୁ ଦିଆଗଲା କି କାଳିଆ ମଲମ?

ପୁଣି ଫେରିଲା କାଳିଆ ଯୋଜନା। କାଳିଆ ଥୋପ ପକାଇ ଚାଷୀଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଭରପୁର ଉଦ୍ୟମ ଜାରି ରହିଛି। ରବି ଫସଲ ପାଇଁ ୩୪ ଲକ୍ଷ ଚାଷୀଙ୍କୁ ୭ ଶହ କୋଟି ଦେବାକୁ ହୋଇଛି ଘୋଷଣା ହୋଇଛି। ତେବେ ହଠାତ୍ କାହିଁକି ଚାଷୀଙ୍କ ପ୍ରତି ଏତେ ଦରଦ?

  • Wednesday, 14 July 2021
tiger
ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା, ବିପଦରେ ପଡ଼ୁଛନ୍ତି କଲରାପତରିଆ

ଆନ୍ତଃରାଜ୍ୟ ବାଘଛାଲ ସ୍ମଗଲରଙ୍କ ଟାର୍ଗେଟରେ ରହିଛି ଓଡ଼ିଶା। ଆଜି ଖୋର୍ଦ୍ଧା ବୋଲଗଡରୁ ଜବତ ହେଲା କଲରାପତରିଆ ବାଘ ଚମଡ଼ା। ରାଜ୍ୟରେ ବେଧଡ଼କ ଭାବେ ବଢୁଥିବା ବନ୍ୟଜନ୍ତୁ ଶିକାରର ଇଏ ଆଉ ଏକ ନମୁନା କହିଲେ ଅତ୍ୟୁକ୍ତି ହେବ ନାହିଁ।

  • Wednesday, 14 July 2021
pipili
ଉପନିର୍ବାଚନ ପ୍ରଚାର ଆରମ୍ଭରୁ ପିପିଲିରେ ହିଂସା

ପିପିଲି ଉପ-ନିର୍ବାଚନର ଘମାଘୋଟ କ୍ୟାମ୍ପେନ୍ ଭିତରେ ପଡ଼ିଲାଣି ନିର୍ବାଚନୀ ହିଂସାର ମୂଳଦୂଆ।ପ୍ରଚାରରେ ଯାଇଥିବାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥକଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି ବିଜେପି।

  • Wednesday, 14 July 2021
corona
ଷ୍ଟାଡିୟମ ହେଲା କି ସୁପରସ୍ପ୍ରେଡର?

ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଭଳି ଛତିଶଗଡ଼ ସୀମାନ୍ତ ଜିଲ୍ଲା ମାନଙ୍କରେ ହୁ ହୁ କୋଭିଡ୍ ସଂକ୍ରମଣ ପଛରେ କୁଆଡ଼େ ଏକ କ୍ରିକେଟ୍ ମ୍ୟାଚ୍ ଦାୟୀ ବୋଲି ଆଶଙ୍କା କରାଯାଉଛି

Bmc
ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କୁ ମିଳିବ ଅନୁମତି

କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ଗାଇଡ୍ ଲାଇନ୍ ଜାରି କଲା BMC। ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯିବା ଲାଗି ହୋଇଛି ନିଷ୍ପତ୍ତି। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

  • Wednesday, 14 July 2021
Vice President
ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି

କଟକରେ ଆଦିକବି ସାରଳା ଦାସଙ୍କ ୬ ଶହ ତମ ଜୟନ୍ତୀ ପାଳନ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯୋଗ ଦେଇଛନ୍ତି

  • Wednesday, 14 July 2021
farmer
ବଜାରରେ ବିକ୍ରି ହେଉନାହିଁ ପରିବା, ପାଳରେ ଖତ ଖାଉଛି ଚାଷୀର ଫସଲ

ଖରାଦିନିଆ ଉତ୍ପାଦିତ ପନିପରିବା ବିକ୍ରି ନେଇ ଏବେ ଚିନ୍ତାରେ ଅଛନ୍ତି ଚାଷୀ। ବଜାରରେ ପରିବା ଦର ହ୍ରାସ ପାଉଛି। କମ ଦରରେ ପରିବା ବିକ୍ରି କରିବା ତ  ଦୂର କଥା। ତୋଳିବା ପଇସା ନ ଉଠିବାରୁ ଚାଷୀ ଶେଷରେ ବାଡ଼ରେ ପରିବା ଛାଡ଼ିଦେଲେଣି।

  • Wednesday, 14 July 2021
telkoi
ରାତି ୧୦ ବାଜିଲେ ଅନ୍ଧାର ହୋଇଯାଉଛି ତେଲକୋଇ

ରାତି ୧୦ ହେଲେ ଅନ୍ଧାର, ଏଭଳି ସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ। ଏହି ଅଞ୍ଚଳରେ ହାତୀଙ୍କ ଚଳ ପ୍ରଚଳ ଥିବାରୁ ବିଦ୍ୟୁତ୍‌ ବିଭାଗ ଏଭଳି ପଦକ୍ଷେପ ନେଉଥିବା କହିଛି

  • Wednesday, 14 July 2021
corona virus
କରୋନା: ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ଦିଆଗଲା ନିର୍ଦ୍ଦେଶ

କରୋନାର ଲେଉଟାଣି ଲହର ମୁକାବିଲା ପାଇଁ ସରକାରୀ ତତ୍ପରତା ଦେଖାଦେଇଛି। ସବୁ ଜିଲ୍ଲାପାଳ, ସିଡିଏମ୍ଓ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ACS ଚିଠି ଲେଖିଥିବା ନେଇ ସୂଚନା ମିଳିଛି। ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ACS

  • Wednesday, 14 July 2021
Cloudy sky
୫ ଜିଲ୍ଲାକୁ ଚେତାବନୀ, ଘଡ଼ିଘଡ଼ି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ

କାଳବୈଶାଖୀ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। କାଲି ସକାଳ ୮ଟା ୩୦ ଯାଏଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଥିବା ନେଇ ସୂଚନା ମିଳିଛି

  • Wednesday, 14 July 2021
attack1
ବଢୁଛି ପଥର ମାଫିଆଙ୍କ ଉତ୍ପାତ

ପଥର ମାଫିଆଙ୍କ ଆକ୍ରମଣରେ ବୃଦ୍ଧ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଗିରିଡିପଲ୍ଲୀ ଅଂଚଳରେ ଘଟିଛି ଏହି ଘଟଣା। ନିଜ ଚାଷଜମି ପାଖେ ବେଆଇନ ପଥର ବ୍ଲାଷ୍ଟିଂ ଓ ଖଣି ଲୁଟ୍ ନେଇ ତହସିଲଦାରଙ୍କୁ ସୂଚନା ଦେଇଥିଲେ କବିଚନ୍ଦ୍ର ନାୟକ।

  • Wednesday, 14 July 2021
stf
STF କୁ ବଡ଼ ସଫଳତା, ବାଘ ଛାଲରେ ଲିପ୍ତ ଥିବା ୨ ଜଣଙ୍କୁ କଲା ଗିରଫ

କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା ମିଳିଛି। ବାଘ ଛାଲ ଜବତ ସହ କାରବାରରେ ଲିପ୍ତ ଥିବା ୨ ଜଣଙ୍କୁ ଗିରଫ କଲା ଏସଟିଏଫ। ଗତକାଲି ନୟାଗଡ଼ ଜିଲ୍ଲାର ବୋଲଗଡ଼ ବ୍ଲକ କାର୍ଯ୍ୟାଳୟ ନିକଟରେ ବାଘ ଛାଲ ବିକ୍ରି କରିବା ଲାଗି ୨ ଜଣ ଡିଲ୍ କରୁଥିଲେ।

  • Wednesday, 14 July 2021
bsf-bohu
ଦିନେ ହାଣ୍ଡିଶାଳରେ ଚଟୁ ଧରୁଥିଲେ, ଏବେ ସୀମାରେ ଧରିବେ ଅଟୋମେଟିକ୍ ରାଇଫଲ

ଦିନେ ଘର ସମ୍ଭାଳୁଥିଲେ ରୀନା। ପରିବାର ମଧ୍ୟରେ ସ୍ୱାମୀ, ପିଲା ଓ ଶାଶୁ ଶ୍ୱଶୁରଙ୍କ କଥା ବୁଝୁଥିଲେ। ହେଲେ ଏବେ ସମ୍ଭାଳିବେ ଦେଶର ସୀମା।

  • Wednesday, 14 July 2021
awas-yojna
ଆବାସ ଲୋଗୋକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ

ଗରିବଙ୍କୁ ଘର ଦେଇ ଶ୍ରେୟ ନେବାକୁ ଲାଗିଥିବା କେନ୍ଦ୍ର-ରାଜ୍ୟ କଳିରେ ଟୁଇଷ୍ଟ ଆସିଛି। ଏଣିକି ଆବାସ ଯୋଜନାରେ ମିଳୁଥିବା ଘରରେ କେବଳ ଲାଗିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ।

  • Wednesday, 14 July 2021
heat-wave
ତାତିରୁ ନାହିଁ ନିସ୍ତାର, ଆଗକୁ ଆହୁରି ବଢିବ ତାପମାତ୍ରା

ବଲାଙ୍ଗିରରୁ ବାଲେଶ୍ୱର,ସବୁଠି ସ୍ଥିତି ଏମିତି ଯେ, ଦିନ ୧୦ଟା ପରେ ପରେ ଘରୁ ବାହାରିଲେ ଖରାରେ ମୁଣ୍ଡକାନ ଝାଇଁ ମାରି ଯାଉଛି। ଏଣେ ପାଣିପାଗ ବିଭାଗ କହୁଛି ହଠାତ୍ ତାତିରୁ ତ୍ରାହି ମିଳିବନି। ଆସନ୍ତା ୨୪ ଘଣ୍ଟାରେ ପାରଦ ଆହୁରି ୪ ଡିଗ୍ରୀ ବଢିବା ଆଶଙ୍କା ରହିଛି

  • Wednesday, 14 July 2021
corona
ଅଣାୟତ୍ତ କରୋନା ସ୍ଥିତି, ଚିନ୍ତା ବଢାଉଛି ସୀମାନ୍ତ ଜିଲ୍ଲା

ରାଜ୍ୟରେ ମାଡ଼ିଗଲାଣି କି କରୋନାର ଦ୍ୱିତୀୟ ଲହର ? ବିଗିଡ଼ିବାକୁ ବସିଲାଣି କି ସଂକ୍ରମଣର ସ୍ଥିତି ? କାରଣ ନା ତଳକୁ ଖସୁଛି କୋଭିଡ୍ ଗ୍ରାଫ୍, ନା ସ୍ଥିତିରେ ଆସୁଛି ସୁଧାର। ଗ୍ରୀଷ୍ମ ପ୍ରବାହର ଲହଡ଼ି ଭିତରେ ଗତ ୧୦ ଦିନର ଉପରମୁହାଁ ତଥ୍ୟ ଭୟ ବଢ଼ାଉଛି।

  • Wednesday, 14 July 2021
BJP-Congress-BJD
ପିପିଲି ଉପନିର୍ବାଚନରେ ମାତ୍ର ଏତିକି ଲୋକଙ୍କୁ ନେଇ ସଭା କରିବେ ରାଜନୈତିକ ଦଳ

ପିପିଲି ଉପନିର୍ବାଚନରେ କରୋନା କଟକଣା ନେଇ ଗାଇଡଲାଇନ ଜାରି ହୋଇଛି। ସଭାସମିତି ପାଇଁ ଗାଇଡଲାଇନ ଜାରି କରିଛନ୍ତି ଏସଆରସି। ନିୟମ ଅନୁସାରେ, ଇଣ୍ଡୋରରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ କରାଯାଇ ପାରିବ ସଭା।

  • Wednesday, 14 July 2021
tempretures
ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା?

ତାତିରେ ରେକର୍ଡ କଲା ରାଜଧାନୀ ଭୁବନେଶ୍ୱର। ଆଜି ଭୁବନେଶ୍ୱରର ତାପମାତ୍ରା ୪୪.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏହାସହ ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି ବୋଲି ସୂଚନା ମିଳିଛି।

  • Wednesday, 14 July 2021
april-guidline
ସ୍ଥିତି ଦେଖି କଣ୍ଟେନମେଣ୍ଟ୍‌ ଅଞ୍ଚଳ ଘୋଷଣା କରିବେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର

କରୋନାକୁ ନଜରରେ ରଖି ଏପ୍ରିଲ ମାସ ଲାଗି ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁସାରେ, ଏହି ଗାଇଡ ଲାଇନ ଆଜିଠୁ ୩୦ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ। ନୂଆ ଗାଇଡଲାଇନ ଆଜିଠୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲାଗୁ ହେବ ବୋଲି କହିଲେ SRC

  • Wednesday, 14 July 2021
bird love
ଘରଚଟିଆର ଘର… ଗାଧୋଇବା ପାଇଁ ସୁଇମିଂପୁଲ୍, ଖାଇବା ଓ ପିଇବା ପାଇଁ ହୋଇଛି ବ୍ୟବସ୍ଥା....ଜାଣନ୍ତୁ କେଉଁଠି?

ମଣିଷର ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ପ୍ରକୃତି ଉପରେ ପଡୁଛି ଏହାର ନକରାତ୍ମକ ପ୍ରଭାବ। ଯାହାଫଳରେ ଅନେକ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇସାରିଲେଣି। ସେମାନଙ୍କ ସୁରକ୍ଷା ଯଦି କରାନଯାଏ ଜୀବନ ମଧ୍ୟ ଖୁବଶୀଘ୍ର ଲୋପ ପାଇଯିବ

  • Wednesday, 14 July 2021
similipal
ଚାଷୀଙ୍କ ନିଦ ହଜାଇ ଦେଲାଣି ଜଉପୋକ

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଶହ ଶହ ହେକ୍ଟର ମୁଗ ଫସଲ ନଷ୍ଟ ହେଉଛି। ଦାଉ ସାଧୁଛି ଜଉପୋକ ଓ ଗୁଣ୍ଡିପୋକ। ଚଳିତ ବର୍ଷ ଠିକ ଭାବେ ବର୍ଷା ନ ହେବା ସହ ସରକାର ପୋକମରା ଔଷଧ ସମୟରେ ନ ଦେବାରୁ ଏହି ସ୍ଥିତି ଉପୁଜି ଥିବା ଜଣାପଡିଛି।

  • Wednesday, 14 July 2021
electric-bill
ରାଜ୍ୟରେ କମିପାରେ ବିଜୁଳି ଦର !

ଭୁବନେଶ୍ୱର: ଆଗାମୀ ଦିନରେ କମିପାରେ ବିଜୁଳି ଦର। ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କହିଲେ, ପୁନର୍ବିଚାର ପାଇଁ ରାଜ୍ୟ ସରକାର OERCରେ ଆବେଦନ କରିବେ ଏହାସହ OERC କୁ ପୁନର୍ବିଚାର କରିବାକୁ କହିବେ ବୋଲି ଶକ୍ତିମନ୍ତ୍ରୀ। #OERCକୁ_ପୁନର୍ବିଚାର_ପାଇଁ_କହିବୁ #ଶକ୍ତି_ମନ୍ତ୍ରୀ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ। କହିଲେ, ପୁନର୍ବିଚାର ପାଇଁ ରାଜ୍ୟ ସରକାର OERCରେ ଆବେଦନ କରିବେ#Odisha #ElectricityBill pic.twitter.com/VUgHj3UurW — […]

  • Wednesday, 14 July 2021
similipal
ଶିମିଳିପାଳ ଜଙ୍ଗଲରେ ପୁଣି ଲାଗିଛି ନିଆଁ

ଶିମିଳିପାଳ ଅଭୟାରଣ୍ୟରେ ପୁଣି ନିଆଁ ଲାଗିଛି। ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ ଲାଗିଛି। ଏନେଇ ସାଟେଲାଇଟ୍ ସୂତ୍ରରୁ ଜଣାପଡିଥିବା ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି