• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

rape
ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

କଳାହାଣ୍ଡି  : ସ୍କୁଲରେ କଳଙ୍କ। ନବମ ଶେଣ୍ରୀ ଛାତ୍ରୀଙ୍କ ସହ ପ୍ରଧାନ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକର ଏକ ସରକାରୀ ହାଇସ୍କୁଲରେ ଏହି ଘଟଣା ଘଟିଛି। ଗତ ଗଣେଶ ପୂଜା ଦିନ ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପୀଡିତା ଜଣଙ୍କ ଭୟରେ କାହାରିକୁ କହିନଥିଲେ। କାହାରିକୁ କହିଲେ, ମାଟ୍ରିକ ପରୀକ୍ଷା କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ତେବେ ପୀଡିତା ଜିଲ୍ଲାପାଳଙ୍କୁ ଫେରାଦ ହେବା ପରେ ଘଟଣା ପଦାକୁ […]

  • Friday, 16 July 2021
q1
ବାପାକୁ ପିଟି ପିଟି ହତ୍ୟା କଲା ପୁଅ

ବ୍ରହ୍ମପୁର: ବାପାକୁ ପିଟି ପିଟି ହତ୍ୟା କଲା ପୁଅ। ବ୍ରହ୍ମପୁରରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଲାଠି ଗାଁରେ ମଦ୍ୟପ ପୁଅ ଏପରି କାଣ୍ଡ ଘଟାଇଥିବା ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଲାଠି ଗାଁର ସୀମାଞ୍ଚଳ ନାୟକ ବାପା ଅଭିନାୟକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୀମାଞ୍ଚଳ ମଦ ପିଇ ଘରକୁ ଆସିଥିଲେ। କିଛି ଟଙ୍କା ପାଇଁ ତାଙ୍କର ବାପାଙ୍କ ସହ ଯୁକ୍ତିତର୍କ ହୋଇଥିଲା। […]

  • Friday, 16 July 2021
airport
ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ବ୍ୟବସ୍ଥା

ଭୁବନେଶ୍ୱର : ଆଉ ପାଦେ ଆଗେଇବ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ବ୍ୟବସ୍ଥା। ଏବେ ଘରୁ ବସି ଅନ୍‌ଲାଇନ୍‌ରେ ଜଣେ ବ୍ୟକ୍ତି ତାଙ୍କ ସାମଗ୍ରୀ ବାହାରକୁ ବିମାନ ଯୋଗେ ପଠେଇ ପାରିବ। ଖାସ୍ ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦର ପରିସରରେ ଆରମ୍ଭ ହେବାକୁ ଯାଉଛି ଇଲେକ୍ଟ୍ରୋନିକ୍ ଡାଟା ଇଣ୍ଟରଚେଞ୍ଜ ବା ଇଡିଆଇ ବ୍ୟବସ୍ଥା। ଇଡିଆଇ ମାଧ୍ୟମରେ ସାମଗ୍ରୀ ପଠାଇବା ସୁବିଧାଜନକ ହେବ ଓ ଏଥିରେ ବ୍ୟବସାୟୀମାନେ ବେଶ୍ ଉପକୃତ ହେବେ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଏହି […]

  • Friday, 16 July 2021
a1
ଆନ୍ଦୋଳନରୁ ଓହରିଲା ଓଡ଼ିଶା ପୁଲିସ୍‌ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ

ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଓଡ଼ିଶା ପୁଲିସ୍‌ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ। ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ସଂଘ ସଭାପତିଙ୍କ ଆଲୋଚନା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ୪ ଦଫା ଦାବିରେ କଳାବ୍ୟାଜ୍‌ ପିନ୍ଧି ଆଜି ମହାସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି। ହାବିଲଦାର ସିପାହୀ କନେଷ୍ଟବଳଙ୍କ ଦାବି ଆଜି ସନ୍ଧ୍ୟା ସୁଦ୍ଧା ପୂରଣ ହେବ ବୋଲି ଡିଜିପି କହିଛନ୍ତି। ଏହାସହ ଏଣିକି ସ୍ୱାସ୍ଥ୍ୟଗତ ସମସ୍ୟା […]

  • Friday, 16 July 2021
sisir
ଆସନ୍ତା ୪ତାରିଖରୁ ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳା

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଶିଶିର ସରସ। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲ୍ଲାର ଶିଳ୍ପୀ, କାରିଗର ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜର ଦ୍ରବ୍ୟ ଆଣି ବିକ୍ରି କରିବେ। ଏଥି ପାଇଁ ପ୍ରାୟ ୩୦୨ ଷ୍ଟଲର ବ୍ୟବସ୍ଥା ହୋଇଛି। ଆସନ୍ତା ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ। ଓରମାସ ଏହି ପ୍ରଦର୍ଶନୀକୁ ଆୟୋଜନ କରିବ। ଚଳିତ ବର୍ଷ […]

  • Friday, 16 July 2021
farmer-loan-up
କୃଷି ଋଣ ଛାଡ଼ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବଢିଲା ଚାପ

ଭୁବନେଶ୍ୱର : କୃଷି ଋଣ ଛାଡ଼ ନେଇ ମୋଦି ସରକାର ବିରୋଧରେ ରାହୁଲଙ୍କ ଗର୍ଜନ। ଏପଟେ ରାଜ୍ୟରେ ବି ଜୋର୍ ଧରିଲାଣି ସମାନ ଦାବି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ କଂଗ୍ରେସ ସରକାର କୃଷିଋଣ ଛାଡ଼ ଘୋଷଣା କରିବା ପରେ ଓଡ଼ିଶା ସରକାରଙ୍କ ଉପରେ ବଢୁଛି ଚାପ। ବିରୋଧୀ କଂଗ୍ରେସ୍ ଓ ବିଜେପି ରାଜ୍ୟରେ କ୍ଷମତାକୁ ଫେରିଲେ ଋଣ ଛାଡ଼ କରାଯିବ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି। ବଡ଼ ପ୍ରଶ୍ନ, କଣ ହେବ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ? […]

  • Friday, 16 July 2021
yojana
ମଧୁବାବୁ ପେନ୍‌ସନ ଯୋଜନା ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ରାୟଗଡ଼ା : ଭତ୍ତାକୁ ନେଇ ଦ୍ୱନ୍ଦ୍ୱ। ଟାର୍ଗେଟ୍‌ରୁ ଦେଢଲକ୍ଷ ଅଧିକ ଲୋକଙ୍କୁ ଏଥର ଭତ୍ତା ଦେବା ପାଇଁ ଚିହ୍ନଟ କରିଛନ୍ତି ସରକାର। ଗୋଟିଏ ବର୍ଷରେ ଏତେ ସଂଖ୍ୟାରେ ନିରାଶ୍ରୟ ଲୋକଙ୍କୁ ସାମାଜିକ ସୁରକ୍ଷା ଦେବାର ବାହାବାକୁ ବି ପ୍ରଭାବୀ ଢଙ୍ଗରେ ପ୍ରଚାର କରୁଛନ୍ତି। ହେଲେ ଏହାର ବାସ୍ତବିକ୍‌ ଚିତ୍ର କିଛି ଅଲଗା ସୂଚାଉଛି । ସୁବର୍ଣ୍ଣପୁର କର୍ଣ୍ଣପାଲି ଗାଁର ଅନ୍ନପୂର୍ଣ୍ଣା। ବୟସ ୭୫ ଟପିଲାଣି। ଦେହରେ ବଳ ନାହଁ , ହାତ ଥରିଲାଣି। ହେଲେ ସରକାର ବାଛୁଥିବା […]

  • Friday, 16 July 2021
bomb blast
ଭୁବନେଶ୍ୱର ପଥର ବନ୍ଧ ବସ୍ତିରେ ସିରିଜ ବୋମା ମାଡ଼

ଭୁବନେଶ୍ୱର : ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ବୋମାମାଡ଼। ଏହି ବସ୍ତିରେ ଥିବା ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ପ୍ରଶାନ୍ତ ବିଷୋୟୀ ନାମକ ଜଣେ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଦୁର୍ବୃତ୍ତ ପ୍ରଶାନ୍ତ ଫେରାର ହୋଇଯାଇଛି। ଗଣ୍ଡଗୋଳ ପାଇଁ ଭୁଲ ମାଗିବା ବାହାନାରେ ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନା ମୁତାବକ,କିଛି ଦିନ ତଳେ ପ୍ରଶାନ୍ତ ଜେଲରୁ ବାହାରିଛି। ପୂର୍ବରୁ […]

  • Friday, 16 July 2021
m11
ଜଙ୍ଗଲ ଭିତରୁ ମାଓବାଦୀଙ୍କ କ୍ୟାମ୍ପ ଠାବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ଲାଲ୍ ବାହିନୀର କ୍ୟାମ୍ପ୍‌ ଠାବ ହୋଇଛି। ବୋଡେନ୍ ଥାନା ଅନ୍ତର୍ଗତ କାଟ୍‌ଫାର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ଜଙ୍ଗଲରେ ଏସ୍ଓଜି ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ କ୍ୟାମ୍ପ୍‌ ନେଇ ସୂଚନା ମିଳିଥିଲା। ମାଓବାଦୀଙ୍କ କ୍ୟାମ୍ପ୍‌ରୁ ୫ଟି ଟିଫିନ୍ ବୋମା ସହ ବହୁ ସାମଗ୍ରୀ ଜବତ ହୋଇଛି।

  • Friday, 16 July 2021
doctor
ପୁରୀ ରେଲ୍‌ୱେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା : ହତ୍ୟା ପଛରେ ପ୍ରେମ ସଂପର୍କ ସନ୍ଦେହ

ପୁରୀ : ଚାରିଆଡେ ଚର୍ଚ୍ଚାରେ ପୁରୀ ରେଲ୍‌ୱେ ଡାକ୍ତରଙ୍କ ପତ୍ନୀଙ୍କୁ ହତ୍ୟା ଘଟଣା। ଏହା ଭିତରେ ୨୪ଘଣ୍ଟା ପୂରି ଯାଇଥିଲେ ବି ପୁଲିସର ହାତ ଖାଲି। ଘଟଣାକୁ ନେଇ ପୁଲିସ ଛାନ୍‌ଭିନ୍‌ ଜାରି ରଖିଥିବାବେଳେ ମଙ୍ଗଳବାର ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ନର୍ସଙ୍କୁ ପଚରାଉଚୁରା କରିଛି। ନର୍ସଙ୍କ ସହ ଡାକ୍ତରଙ୍କ କଣ ସଂପର୍କ ରହିଛି ,ତାକୁ ନେଇ ନର୍ସଙ୍କୁ ମାରାଥନ ଜେରା କରିବା ସହ ରେଲ୍‌ୱେ ମେଡିକାଲରେ ପହଞ୍ଚି ନର୍ସଙ୍କ ଅଫିସ୍‌ ଛାନଭିନ୍ କରିଛି ପୁଲିସ୍‌। ଏହାସହ […]

  • Friday, 16 July 2021
d1
‘ଡାଡି’ଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ଢେଙ୍କାନାଳ: ‘ଡାଡି’ଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ। ବହୁଚର୍ଚ୍ଚିତ ଢେଙ୍କାନାଳ ବେଲଟିକିରି ସେଲଟର୍‌ ହୋମ୍ ଯୌନ ନିର୍ଯାତନା ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ୍‌ଙ୍କ ନାଁରେ ଢେଙ୍କାନାଳ ପୁଲିସ୍‌ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍‌ରେ ସେଲଟର୍ ହୋମ୍‌ର ଇନ୍‌ଚାର୍ଜ ସୀମାଞ୍ଚଳ ନାୟକ ଓ ଅନ୍ୟ ଅଭିଯୁକ୍ତଙ୍କ ନାମ ମଧ୍ୟ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଫୟାଜ ନାଁରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା, ଧର୍ମାନ୍ତରୀକରଣ ଭଳି ସଙ୍ଗୀନ ଅଭିଯୋଗ ରହିଛି। ଅନ୍ୟପଟେ ଗିରଫ […]

  • Friday, 16 July 2021
jharsugura
ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ଏଡିଏମ୍ଓ

ଝାରସୁଗୁଡ଼ା : ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଏଡିଏମ୍‌ଓ ଉଷାରାଣୀ ଦାସ। ହସ୍ପିଟାଲ୍‌ର ସିଭିଲ୍‌ କାମର ବିଲ୍‌ ପାସ୍‌ କରାଇବା ପାଇଁ ସେ ଦେବରାଜ ବାରିକଙ୍କଠାରୁ ୫ହଜାର ଟଙ୍କା ଦାବି କରିଥିଲେ। ଏନେଇ ଦେବରାଜ ଝାରସୁଗୁଡ଼ା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଦେବରାଜ ଆଜି ଉଷାରାଣୀଙ୍କୁ ମେଡିକାଲ୍‌ରେ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। […]

  • Friday, 16 July 2021
p1
କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରୁଛନ୍ତି ପୁଲିସ୍‌

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ୩ ପୁଲିସ୍‌ କର୍ମଚାରୀ ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାବ୍ୟାଜ୍‌ ପିନ୍ଧି ଓଡ଼ିଶା ପୁଲିସ୍‌ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ, ଓଡ଼ିଶା ପୁଲିସ୍‌ ସଂଘ ଏବଂ ଓଡ଼ିଶା ପୁଲିସ୍‌ ସେବା ସଂଘ ଆନ୍ଦୋଳନ କରୁଛନ୍ତି। ଏହି ୩ ସଂଘର ପ୍ରାୟ ୬୦ ହଜାର କର୍ମଚାରୀ ଓ ଅଫିସର୍ କଳା ବ୍ୟାଚ୍ ପିନ୍ଧି ଡ୍ୟୁଟି କରୁଛନ୍ତି। ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାର ଭତ୍ତା ଓ ଗ୍ରେଡ୍ ପେ ବୃଦ୍ଧି, ସ୍ୱାସ୍ଥ୍ୟ […]

  • Friday, 16 July 2021
padmini
ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ

ଭୁବନେଶ୍ୱର :  ଓଡିଆ ଚେସ୍ କୁଇନ୍ ପଦ୍ମିନୀ ରାଉତଙ୍କୁ ସଫଳତା। ଏସିଆନ୍ ମହିଳା ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ। ଫିଲିପାଇନ୍ସର ମକାଟିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ  ୭ ପଏଣ୍ଟ ପାଇଁ  ସେ ଚାମ୍ପିଅନ ହୋଇଛନ୍ତି। ଏଥିସହ ଆସନ୍ତା ୨୦୨୦ ମସିହାରେ ହେବାକୁ ଥିବା ମହିଳା ବିଶ୍ୱକପ୍‌ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଇଣ୍ଟରନ୍ୟାସନାଲ ମାଷ୍ଟର ପଦ୍ମିନୀ ରାଉତ।

  • Friday, 16 July 2021
odiya
ଦାଦନଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା

ସୁନ୍ଦରଗଡ଼ : ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି କାଟି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର କିଛି ଦାଦନ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ହେମଗିରିର ୧୨ଜଣ ବିଜୟନଗରରେ ଇଟାଭାଟିରେ କାମ କରୁଥିଲେ। ଦରମା ମାଗିଲେ ମାଲିକ ଟଙ୍କା ଦେବା ତ ଦୂରର କଥା ପାଟି ଫିଟାଇଲେ ମାଡ଼ ମାରୁଥିଲା। ଏପରିକି […]

  • Friday, 16 July 2021
c11
ମଣ୍ଡିରୁ ଧାନ ନଉଠିବାରୁ ସମବାୟ ସମିତି ସଭାପତିଙ୍କୁ ଗଛରେ ବାନ୍ଧିଦେଲେ ଚାଷୀ

ବାଲେଶ୍ୱର: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀମାନଙ୍କ ରାଗ ପଞ୍ଚମର ଚଢ଼ିଛି। ଏଥିପାଇଁ ଚାଷୀମାନେ ସମବାୟ ସମିତିରେ ତାଲା ପକାଇବା ସହିତ ସଭାପତିଙ୍କୁ ଗଛରେ ବାନ୍ଧି ଅଟକ ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଆଳଦା ସେବା ସମବାୟ ସମିତିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୮ହଜାର କ୍ୱିଣ୍ଟାଲ୍‌ ଧାନ କିଣିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ମାତ୍ର ୪ହଜାର କ୍ୱିଣ୍ଟାଲ୍‌ ଧାନ କିଣା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ […]

  • Friday, 16 July 2021
basanta panda
କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବ ବିଜେପି : ବସନ୍ତ ପଣ୍ଡା

ଭୁବନେଶ୍ୱର : ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ତାସହ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ରାଜ୍ୟବ୍ୟାପୀ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ବିଜେପି ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିଛି। ସେହିପରି କୃଷି ଋଣ ଛାଡ଼ ଓ ଚାଷୀମାନଙ୍କ ଅନ୍ୟ […]

  • Friday, 16 July 2021
c1
ଫସଲ ଉଜୁଡ଼ିଗଲା ପରେ ବୀମା ରାଶିକୁ ଚାହିଁ ବସିଛନ୍ତି ଚାଷୀ

କେନ୍ଦ୍ରାପଡ଼ା: ଦି ପଇସା ପାଇବା ଆଶାରେ ଚାଷୀମାନେ ବୀମା କମ୍ପାନୀକୁ ପ୍ରିମିୟମ ରାଶି ଦେଇଥିଲେ। କିନ୍ତୁ ତାଙ୍କର ସବୁ ଆଶା ଆଶାରେ ରହିଗଲା। ଫସଲ ଉଜୁଡ଼ିଗଲା ହେଲେ ବୀମା ରାଶି ମିଳିଲା ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁର ଶତାଧିକ ଚାଷୀ ଏବେ ବୀମା କମ୍ପାନୀର ସହାୟତା ପାଇଁ ଚାହିଁ ବସିଛନ୍ତି। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଫସଲକୁ ବୀମା ଭୁକ୍ତ କରିଥିବା ଚାଷୀ ବୀମା ରାଶି ନପାଇ ଏବେ ହତାଶ ହୋଇପଡ଼ିଛନ୍ତି। ଚାଷୀମାନେ ବୀମା ରାଶି ପାଇଲେ […]

  • Friday, 16 July 2021
g1
କାମାକ୍ଷାନଗର ଓ ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ଗଡ଼କରୀ

କାମାକ୍ଷାନଗର/ପାରାଦୀପ: ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ ଅଧିକ […]

  • Friday, 16 July 2021
fee
ମନଇଛା ସ୍କୁଲ ଫି’ ଆଦାୟ ଉପରେ କେମିତି ଲାଗିବ ଅଙ୍କୁଶ ?

ଭୁବନେଶ୍ୱର : ଘରୋଇ ସ୍କୁଲମାନଙ୍କ ମନଇଛା ଫି’ ଯନ୍ତାରୁ ଅଭିଭାବକଙ୍କୁ ମୁକ୍ତି ଦେବା ଲକ୍ଷ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପ୍ରସ୍ତୁତ କରିଛି ସ୍ଲାବ୍। କେଉଁ ଶ୍ରେଣୀର ପିଲାଙ୍କ ପାଇଁ କେତେ ରହିବ ଫି ? ବର୍ଷକୁ କେତେ ପ୍ରତିଶତ ଭିତରେ ରହିବ ବର୍ଦ୍ଧିତ ହାର ? ସେ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ମାସେ ତଳୁ ଦେଇ ବି ସାରିଛି।ଯାହାକି ଗତମାସ ୧୪ ତାରିଖରେ ଗଣଶିକ୍ଷା ବିଭାଗ ଡେପୁଟି […]

  • Friday, 16 July 2021
rajnath
ତିତ୍‌ଲି କ୍ଷତିପୂରଣ : ଓଡ଼ିଶା ପାଇଁ କେନ୍ଦ୍ର ମଂଜୁର କଲା ହଜାରେ ୨୩ କୋଟି ୫୯ ଲକ୍ଷ

ଭୁବନେଶ୍ୱର : ତିତ୍‌ଲି କ୍ଷତିପୂରଣ ବାବଦକୁ ଓଡ଼ିଶାକୁ ମିଳିବ ୧୦୨୩ କୋଟି ୫୯ ଲକ୍ଷର ଅତିରିକ୍ତ କେନ୍ଦ୍ରୀୟ ସହୟତା। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ NDRF ପାଣ୍ଠିରୁ ଏହି ଅତିରିକ୍ତ ସହାୟତା ରାଶି ପ୍ରଦାନ ନିଷ୍ପତ୍ତିକୁ ଅନୁମୋଦନ ମିଳିଛି। ଅତିରିକ୍ତ କେନ୍ଦ୍ରୀୟ ସହାୟତା ରାଶି ବାବଦରେ ଓ଼ଡ଼ିଶାକୁ ୧ ହଜାର ୨୩ କୋଟି ୫୯ ଲକ୍ଷ ଟଙ୍କା ଓ ତ୍ରିପୁରା ପାଇଁ ୨ ଶହ ୬୮ କୋଟି ୬୩ […]

  • Friday, 16 July 2021
BJD
ମହିଳା କାର୍ଡ ପରେ ବିଜେଡି ଖେଳିଲା ଚାଷୀ କାର୍ଡ

ଭୁବନେଶ୍ୱର : ଚାଷୀ ସମସ୍ୟା ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ଏଥର ଜିଲ୍ଲା କି ରାଜ୍ୟସ୍ତରରେ ନୁହେଁ, ଦିଲ୍ଲୀରେ କରିବ ଗର୍ଜନ। ଆଉ ଟାର୍ଗେଟ୍‌ରେ ରହିବେ ମୋଦି ସରକାର। ଚାଷୀ ସମସ୍ୟାକୁ ନେଇ ଆସନ୍ତା ଜାନୁଆରୀ ୮ ତାରିଖରେ ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ କୃଷକ ଜନତା ଦଳ ଓ ଅନ୍ୟ ବରିଷ୍ଠ ନେତାମାନେ ଏ ସଂପର୍କରେ ଘୋଷଣା କରିଛନ୍ତି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ […]

  • Friday, 16 July 2021
frud
ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ

ପୁରୀ : ସୋଶାଲ ମିଡିଆରେ ବନ୍ଧୁତ୍ୱ ସ୍ଥାପନ କରି ଠକେଇ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ଜଣେ ମହିଳାଙ୍କ ହୋଇଛନ୍ତି ଏହି ଠକେଇର ଶିକାର। ସୂଚନା ଅନୁସାରେ, ୨ଜଣ ଯୁବକ ସୋଶାଲ ମିଡିଆରେ ଜଣେ ମହିଳାଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା କରିଥିଲେ। ପରେ ମହିଳାଙ୍କ ଠାରୁ ୪୧ ଲକ୍ଷ ଠକେଇ କରିଥିବା ୨ ଯୁବକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନାଇଜେରିଆ ନାଗରିକ ଥିବା ବେଳେ ଅନ୍ୟଜଣେ ଦିଲ୍ଲୀର ପୀୟୂଷ […]

  • Friday, 16 July 2021
puri murder
ଘରେ ପଶି ଡାକ୍ତରଙ୍କ ପତ୍ନୀଙ୍କୁ ହାଣି ହତ୍ୟା!

ପୁରୀ : ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦର ମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାମୁଦ୍ରିକ ଥାନା ଅନ୍ତର୍ଗତ ରେଲୱେ କ୍ୱାର୍ଟର୍ସରେ ରୁହନ୍ତି ଡାକ୍ତର ସଞ୍ଜିବ କୁମାର ସାହୁଙ୍କ ପରିବାର। ସବୁଦିନ ପରି ଆଜି ସକାଳେ ଡାକ୍ତର ସାହୁ ଡାକ୍ତରଖାନା ଯାଇଥିଲେ। ଆଉ […]

  • Friday, 16 July 2021
wine ---
ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ

ଗଞ୍ଜାମ : ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପିତ୍ତଳ ଗାଁରେ ମଦ ଭାଟିରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି ଶତାଧିକ ମହିଳା। ବହୁ ଦିନ ଧରି ମଦଭାଟି ବନ୍ଦ କରାଯିବା ନେଇ ଦାବି ହୋଇଆସୁଥିଲା। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ମହିଳାମାନେ। ଗାଁର ମହିଳା ମାନେ ଦେଶୀ ଭାଟିରେ ପଶି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ହିଞ୍ଜିଳି […]

  • Friday, 16 July 2021