Advertisment

Panchang Today 8th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ପାର୍ବଣରେ ମାଆଙ୍କ ପୂଜା କରନ୍ତୁ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Odisha Panchang Today 22nd October 2024

Panchang

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୪.୦୭ ଗତେ ଧନୁ,ତିଥି- ୫ମୀ ଦିବା ୧୧.୧୮ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ରାତ୍ରି ୦୪.୦୭ ଗତେ ତୁଳା ଓ କୁମ୍ଭ ରାଶିର,ଘାତବାର- ମକର ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Advertisment

ଶୁଭସମୟ:

ପ୍ରାତଃ- ୦୫.୪୨ ରୁ ୦୬.୨୯

ଦିବା- ୦୮.୩୮ ରୁ ୧୧.୧୦

ସନ୍ଧ୍ୟା- ୦୫.୨୫ ରୁ ୦୬.୫୭

ରାତ୍ରି- ୦୮.୨୯ ରୁ ୦୮.୪୧

ରାତ୍ରି- ୦୯.୩୧ ରୁ ୧୧.୫୮

ରାତ୍ରି- ୦୧.୩୭ ରୁ ୦୩.୧୫

ରାତ୍ରି- ୦୪.୦୪ ରୁ ୦୫.୪୩

ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଅଶୁଭସମୟ:

ରାହୁକାଳ- ଦିବା ୦୨.୨୯ ରୁ ୦୩.୫୭

କାଳବେଳା- ଦିବା ୦୧.୦୧ ରୁ ୦୨.୨୯

ବାରବେଳା- ପ୍ରାତଃ ୦୭.୧୦ ରୁ ୦୮.୩୮

କାଳରାତ୍ରି- ସନ୍ଧ୍ୟା ୦୬.୫୭ ରୁ ୦୮.୨୯

Panchang
Advertisment
Advertisment