• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bbsr
ଆସନ୍ତା ୩୧ ଯାଏ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ସମସ୍ତ ଶୋ’ ବନ୍ଦ

ଭୁବନେଶ୍ୱର: କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ପ୍ରାଣଘାତୀ କରୋନାରେ ଜଣଙ୍କ ପରେ ଜଣଙ୍କ ଜୀବନ ଚାଲି ଯାଉଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ସତର୍କତା ଓ ସଚେତନତା କରାଯାଉଛି। ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ସମସ୍ତ ଶୋ’କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏତଦ୍‌ବ୍ୟତୀତ ବୁର୍ଲା ସ୍ଥିତ ଡଃ ଏପିଜେ ଅବଦୁଲ୍‌ […]

  • Thursday, 22 July 2021
corona
କରୋନା ସଂପର୍କରେ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ରେଗୁଲେସନ୍‌ ଜାରି ହୋଇଛି। ଏହି ରେଗୁଲେସନ୍‌ ଅନୁଯାୟୀ ସବୁ ସରକାରୀ, ଘରୋଇ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଏହାସହ ହସ୍ପିଟାଲ୍‌କୁ ଆସୁଥିବା ସମସ୍ତ କରୋନା ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ। ଯଦି କେହି କରୋନା ସଂପର୍କରେ ଗୁଜବ ପ୍ରଚାର କରନ୍ତି, ଏହାକୁ ଅପରାଧ ଭାବେ ବିବେଚନା କରାଯିବ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କୌଣସି […]

  • Thursday, 22 July 2021
odisha
ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା

ଭୁବନେଶ୍ୱର: ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା ହୋଇଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସ୍ଥଗିତ ରଖିବା ଲାଗି ଆସିଥିବା ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଯାଇଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୯ ଯାଏ ଚାଲିବାକୁ ଧାର୍ଯ୍ୟ ହୋଇଛି। କରୋନା ଭାଇରସ୍‌ ଯୋଗୁ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିବା ଲାଗି ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତେବେ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା। କରୋନା ଆତଙ୍କ ସତ୍ତ୍ୱେ ସଂସଦ ଅଧିବେଶନ ଚାଲିଥିବାରୁ ବିଧାନସଭାକୁ […]

  • Thursday, 22 July 2021
protest
ପୂରଣ ହେଲାନି ଦାବି: ଥାନା ଆଗରେ ରୋଷେଇ କରି ଖାଇଲେ ଆନ୍ଦୋଳନକାରୀ

ଜୟପୁର: ବିଭିନ୍ନ ଦାବିରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଘେରାଉ କରିଛି କଡ଼ିଙ୍ଗାମାଳି ସୁରକ୍ଷା ମଞ୍ଚ ସଂଗଠନ। ଗତକାଲିଠାରୁ ଲକ୍ଷ୍ମୀପୁର ଥାନା ଘେରାଉ କରିଥିବା କୋଡ଼ିଂଗାମାଲି ସୁରକ୍ଷା ମଞ୍ଚ ସଂଗଠନ ଆଜି ବି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀମାନେ ରାତିରେ ଥାନା ସମ୍ମୁଖରେ ବସି ରହିବା ସହ ରୋଷେଇ କରି ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଭତ୍ତା ବଣ୍ଟନରେ ଅନିୟମିତତା, ବେକାର ଯୁବକ ଯୁବତୀଙ୍କୁ କମ୍ପାନୀରେ ଚାକିରି ଏବଂ ଘରୋଇ କମ୍ପାନୀର ଏକଛତ୍ରବାଦ କାର୍ଯ୍ୟକଳାପକୁ ବିରୋଧ […]

  • Thursday, 22 July 2021
school closed
ମାର୍ଚ୍ଚ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଛନ୍ତି। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ କରିବାକୁ ଘୋଷଣା ହୋଇଛି। ତେବେ ପରୀକ୍ଷା ଚାଲିଥିବା ଶିକ୍ଷାନୁଷ୍ଠାନ ବନ୍ଦ ହେବନାହିଁ ବୋଲି ରାଜ୍ୟ ସରକାର […]

  • Thursday, 22 July 2021
Representational Image
ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଟକୁରା ଦେଇ ଯାଇଥିବା ଚିତ୍ରତ୍ପୋଳା ନଦୀକୁ ଗାଧୋଇବା ପାଇଁ ଆଜି ସକାଳେ ୨ ଜଣ ଯୁବକ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ପାଟକୁରା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। […]

  • Thursday, 22 July 2021
school
ରାଜ୍ୟର ୧୧ ହଜାରରୁ ଅଧିକ ସ୍କୁଲର ହେବ ମିଶ୍ରଣ

ଭୁବନେଶ୍ୱର: ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦ କିମ୍ବା ତା’ଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ। ଏହିସବୁ ସ୍କୁଲ୍‌ ଗୁଡ଼ିକର ମିଶ୍ରଣ ହେବ…. ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ […]

  • Thursday, 22 July 2021
police-station
ମଦ ପାଇଁ ଭଉଣୀର ତଣ୍ଟି ଚିପି ହତ୍ୟା ଉଦ୍ୟମ !

ଫୁଲବାଣୀ: ମଦ ପିଇବା ପାଇଁ ଭଉଣୀ ଟଙ୍କା ନ ଦେବାରୁ, ଦୁଇ ଭାଇ ମିଶି ଭଉଣୀର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପେଞ୍ଜିସାହିରୁ ଏଭଳି ଅଭିଯୋଗ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ବଡ଼ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସାନ ଭାଇକୁ ଜୁଭେନାଇଲ୍‌ ଜଷ୍ଟିସ୍‌ବୋର୍ଡରେ ହାଜର କରିଛି। ଦୁଇ ଭାଇଙ୍କ ମଧ୍ୟରେ ଜଣେ […]

  • Thursday, 22 July 2021
aai
ଭୁବନେଶ୍ୱର ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଦେବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI)। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶ ସ୍ୱରୂପ AAI ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ। ଚୁକ୍ତି ଅନୁସାରେ, ଏମ୍ସକୁ ଏୟାରପୋର୍ଟ ଅଥରିଟି ୬ଟି ICU ଭେଣ୍ଟିଲେଟର, ୨ପୋର୍ଟେବଲ ଭେଣ୍ଟିଲେଟର, ୨ ଡେଫିବ୍ରିଲେଟର ପ୍ରଦାନ କରିବ। ମେଡିକାଲ୍ ଭିତ୍ତିଭୂମି ବିସ୍ତାର କରିବାରେ AIIMS ନିର୍ଦ୍ଦେଶକ ଏବଂ […]

  • Thursday, 22 July 2021
doctor
ଡାକ୍ତର ବାବୁଙ୍କ ଲାଞ୍ଚ ଭିଡିଓ ଭାଇରାଲ

କାମାକ୍ଷାନଗର: “ପ୍ରାଇଭେଟ କାମ ପାଇଁ ଶହେ ଟଙ୍କା । କିନ୍ତୁ ସରକାରୀ କାମ ହେଲେ ଟଙ୍କାଟେ ବି ଦେବାକୁ ପଡ଼ିବନି।” ଏପରି ଭାବେ କହୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ସେ ଜଣେ ଡାକ୍ତର। ତାଙ୍କ ନାଁ ସ୍ଥିତପ୍ରଜ୍ଞ ମହାନ୍ତି। ସେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଞ୍ଚ ନେବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଡାକ୍ତର ସ୍ଥିତପ୍ରଜ୍ଞ […]

  • Thursday, 22 July 2021
marriage
ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଲେ

ଆଠଗଡ଼: ବାହା ହେବାକୁ ଯାଉଥିଲେ, ହେଲେ ଅଧା ବାଟରେ ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଇଗଲେ। ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ସୂଚନା ଅନୁସାରେ, ଆଠଗଡ ସମସରପୁର ଗାଁର ଜଣେ ଯୁବତୀଙ୍କ ସହ ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଆଜି ଆଠଗଡ଼ର ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହେବାର ଥିଲା। ଏଥିପାଇଁ ବର, ବରଯାତ୍ରୀଙ୍କୁ ଧରି ବିବାହ ସ୍ଥଳ ଅଭିମୁଖେ ବାହାରିଥିଲେ। ହେଲେ ଆଠଗଡ ଥାନା […]

  • Thursday, 22 July 2021
heavy rainfall
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୩ ଦିନ ଯାଏ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ନେଇ କିଛି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କି.ମି. ରହିବ। ଏହି ଜିଲ୍ଲା ଗୁଡ଼ିକ […]

  • Thursday, 22 July 2021
odisha
ଦେଶୀ ମଦ ଭାଟିକୁ ୧ ଲକ୍ଷ ଟଙ୍କା ଫାଇନ୍‌

ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା। ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା ଅଭିଯୋଗରେ ଏକ ଦେଶୀ ମଦ ଭାଟିକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କର୍ପୋରେସନ ରୋଡ୍‌ରେ ଥିବା ଏକ ଦେଶୀମଦ ଭାଟିକୁ ଏହି ଜରିମାନା କରିଛନ୍ତି ଜିଲ୍ଲାପାଳ। ଏହାସହ ଅନ୍ୟ ୪ ଜଳଖିଆ ଦୋକାନକୁ ୧୦ ହଜାର ଟଙ୍କା ଲେଖାଏ ମଧ୍ୟ ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ଆଜି ସକାଳେ ସାଇକେଲ୍‌ରେ ବୁଲି ସଫେଇ କାର୍ଯ୍ୟ […]

  • Thursday, 22 July 2021
brown sugar
ଜଟଣୀରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରୁ ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର STF  ଚଢ଼ଉ କରି ଏହି ବ୍ରାଉନ୍‌ସୁଗର ଜବତ କରିଛି। ଜଟଣୀ ଅଞ୍ଚଳରେ ବ୍ରାଉନସୁଗର କାରବାରର ଏକ ବଡ଼ ଡିଲ୍‌ ହେବା ନେଇ ଗତକାଲି କ୍ରାଇମବ୍ରାଞ୍ଚର STF ସୂଚନା ପାଇଥିଲା। ଏହା ପରେ ଚଢ଼ଉ ନିମନ୍ତେ ଜାଲ ବିଛାଇଯାଇଥିଲା ଓ ଚଢ଼ଉ ସମୟରେ ୧ କେଜିରୁ ଊର୍ଦ୍ଧ୍ୱ […]

  • Thursday, 22 July 2021
bridge
ଦବିଲା ବ୍ରିଜ୍‌, ଭୟଭୀତ ଲୋକେ

ବଲାଙ୍ଗିର: ବ୍ରିଜ ନିର୍ମାଣକୁ ୫ ବର୍ଷ ପୂରି ନାହିଁ, କିନ୍ତୁ ଦବିଗଲା ବ୍ରିଜ୍‌। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ୍ ଦବି ଯାଇଥିବା ଜଣାପଡ଼ିଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ତମିଆଁ-ମୁଦଳସର ବ୍ରିଜ୍ ନିର୍ମାଣ କରାଯାଇଥିଲା। ହେଲେ ଏବେ ଏହା ଦବି ଯାଇଥିବା ଜଣାପଡ଼ିଛି। ବ୍ରିଜ୍‌ଟି ଦବି ଯାଇଥିବାବେଳେ କେତେବେଳେ ଯେ ଏହା ଭାଙ୍ଗିଯିବ ତା’ହା କେହି କହିପାରିବେ ନାହିଁ। ନିମ୍ନମାନର କାମ ଯୋଗୁ ବ୍ରିଜ୍‌ଟି ଦବି ଯାଇଥିବା […]

  • Thursday, 22 July 2021
fire
ଜଳିଗଲା ୬୦ରୁ ଊର୍ଦ୍ଧ୍ୱ ହାଟଚାଳି

ନିଆଳି: କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୦ରୁ ଅଧିକ ଚାଳି ଜଳି ଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସାପ୍ତାହିକ ହାଟ ଥିବାରୁ ଜିନିଷପତ୍ର ଧରି ହନ୍ତସନ୍ତ ହୋଇଛନ୍ତି ବ୍ୟବସାୟୀ। ପୂର୍ବରୁ ଏହି ହାଟରେ ଚାରି ଥର ନିଆଁ ଲାଗିଥିଲା।

  • Thursday, 22 July 2021
odisha
ବାହା ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

ଖୋର୍ଦ୍ଧା: ତୃତୀୟ ବିବାହ କରିବାକୁ ଯାଇ ହଟହଟା ହେଲା ବର। ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ବାହା ବେଦୀରୁ ଉଠାଇ ନେଲା ପୁଲିସ୍‌। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ। ସୂଚନା ଅନୁସାରେ, ବୋଲଗଡ଼ ଥାନା ଅଞ୍ଚଳର ଶିବ ପ୍ରସାଦ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ପୂର୍ବରୁ ୨ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଦେଢ଼ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଦ୍ୱିତୀୟ […]

  • Thursday, 22 July 2021
tea
ଚା’ ପତି ବଦଳରେ ଚା’ରେ ପଡ଼ିଲା କୀଟନାଶକ

ଜଳେଶ୍ୱର(ଅଜିତ ଦାସ): ଚା’ ପ୍ରସ୍ତୁତ ବେଳେ ଅଜାଣତରେ ସେଥିରେ ଚା’ ପତି ବଦଳରେ ପଡ଼ିଗଲା କୀଟନାଶକ। ଏହି ବିଷାକ୍ତ ଚା’ ପିଇ ୧୫ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ରଣସିଂହ ଗାଁରେ ଏଭଳି ଅଭାବନୀୟ ଘଟିଛି। ଗୁରୁତରଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ରଣସିଂହପୁର ଗାଁରେ ଏକ ବାହାଘର ଭୋଜିଥିଲା। ଏହି ଭୋଜିରେ କେତେକ ଗ୍ରାମବାସୀ […]

  • Thursday, 22 July 2021
corona
କରୋନା ଆତଙ୍କ: ଭାରତରେ ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ

ନୂଆଦିଲ୍ଲୀ/କଟକ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ପ୍ରାଣଘାତୀ କରୋନା ଭାଇରସ୍‌ ଏବେ ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି। କାହିଁକି ନା ପୁଣି ୧୮ଜଣଙ୍କ ରକ୍ତ ନମୁନା ପଜିଟିଭ ଆସିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଛି। ପୁଣି କେରଳରେ ୮ଟି, ମହାରାଷ୍ଟ୍ରର ୫ଟି, କର୍ଣ୍ଣାଟକରେ ୪ଟି ଏବଂ ଜମ୍ମୁ ଓ କାଶ୍ମୀରରେ ଗୋଟିଏ ରିପୋର୍ଟ ପଜିଟିଭି ଆସିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେରଳରେ ମୋଟ ୧୪୯୫ ଜଣ କରୋନା ସନ୍ଦିଗ୍ଧଙ୍କୁ […]

  • Thursday, 22 July 2021
train
କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଷ୍ଟେସନ ମାଷ୍ଟର ନିଲମ୍ବିତ

ରାଉରକେଲା/ରାଜଗାଙ୍ଗପୁର: ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି। ଚକ୍ରଧରପୁର DRM ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ରାଜଗାଙ୍ଗପୁର ଷ୍ଟେସନରେ ଅଟକି ନ ଥିଲା। ଅପରାହ୍ନ ୨ଟା ୨୫ ମିନିଟ୍‌ରେ ଦ୍ରୁତ ଗତିରେ ଷ୍ଟେସନ୍ ଅତିକ୍ରମ କରି ପଳାଇଥିଲା ଟ୍ରେନ୍। ଉକ୍ତ ସମୟରେ ଶହେରୁ ଊର୍ଦ୍ଧ୍ୱ ଲୋକ ଟ୍ରେନ୍ ପାଇଁ ଅପେକ୍ଷା କରି […]

  • Thursday, 22 July 2021
chicken
କୁକୁଡ଼ା ଗୋଟାକ ୧୦ ଟଙ୍କା !

କୋଣାର୍କ: କୁକୁଡ଼ା ଗୋଟାକ ୧୦ ଟଙ୍କା। ପ୍ରଥମେ କୁକୁଡ଼ା ଗୋଟାକ ୪୦ ଟଙ୍କା ଓ ୩ଟାକୁ ଶହେ ଟଙ୍କାରେ ବିକ୍ରି ପାଇଁ ମାଇକ୍‌ ମାଧ୍ୟମରେ ଘୋଷଣା ହୋଇଥିଲେ ମଧ୍ୟ ଏହାକୁ କିଣିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିନଥିଲେ। ଶେଷରେ କୁକୁଡ଼ା ଗୋଟାକ ୧୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ଚାଷୀ। ପୁରୀ ଜିଲ୍ଲା ନିମାପଡ଼ା ବଜାରରେ ଶସ୍ତାରେ କୁକୁଡ଼ାକୁ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଯଦିଓ ଏତେ ଶସ୍ତାରେ ବିକ୍ରି ନେଇ ଘୋଷଣା ହେଉଛି, […]

  • Thursday, 22 July 2021
holi
କିପରି ଖେଳିବେ ହୋଲି ? ସ୍ୱାସ୍ଥ୍ୟ ବିଭାଗ କଲା ସଚେତନ

ରାତି ପାହିଲେ ରଙ୍ଗର ପର୍ବ ହୋଲି। ଏଥିପାଇଁ ସବୁଠି ଉତ୍ସବର ପରିବେଶ। ତେବେ କରୋନା ଭାଇରସ୍‌ ଭୟରେ ହୋଲି ପାଇଁ ଖାଁ ଖାଁ ବଜାର।  ରଙ୍ଗ ବଜାରରେ ବ୍ୟବସାୟ ଆରମ୍ଭ ହୋଇ ନ ଥିବା କହିଛନ୍ତି ବ୍ୟବସାୟୀ। ରାସ୍ତା କଡ଼ରେ ମିଳୁଛି ରଙ୍ଗ ବେରଙ୍ଗର ହୋଲି ସାଙ୍ଗକୁ ବିଭିନ୍ନ ଡିଜାଏନର ପିଚକାରୀ। ହେଲେ ଗ୍ରାହକଙ୍କ ଦେଖାନାହିଁ। କାରଣ ବର୍ତ୍ତମାନ ସମସ୍ତଙ୍କୁ କରୋନା ଭୟ ଘାରିଛି। କାଳେ ରଙ୍ଗ ଚୀନର ହୋଇଥିବା ଏବଂ କରୋନା ଭାଇରସ୍‌ ରହିଥିବ ‌ଏହାକୁ ସନ୍ଦେହ […]

  • Thursday, 22 July 2021
odisha
ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ପ୍ରହ୍ଲାଦ ବେହେରାଙ୍କ ପରଲୋକ

ବୌଦ୍ଧ : ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ‍‍‍ବୟସ ହୋଇଥିଲା। ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ପ୍ରାୟ ୨୦ ଦିନ ହେବ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। […]

  • Thursday, 22 July 2021
cloudy
ହୋଲିକୁ ଫିକା କରିପାରେ ବର୍ଷା; ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମଧ୍ୟାହ୍ନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, […]

  • Thursday, 22 July 2021
loot-0
ବନ୍ଧୁକ ମୁନରେ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌

ନରସିଂହପୁର(ଦିଲୀପ ପଣ୍ଡା): ବନ୍ଧୁକ ମୁନରେ ମଦ ଦୋକାନ କର୍ମଚାରୀଙ୍କ ନିକଟରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ଗତକାଲି ବିଳମ୍ବିତ ରାତିରେ କାନପୁର ଥାନା ଅନ୍ତର୍ଗତ ରିଷିପଡ଼ା ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ଏହାପରେ ବନ୍ଧୁକ ଦେଖାଇ […]

  • Thursday, 22 July 2021