• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 27 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 1 year ago

କେନ୍ଦ୍ର ମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି ! ଖସି ପଳାଇଲେ ଅପରିଚିତ ବ୍ୟକ୍ତି

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ SDPO। More
  • Prangyan Parimita
  • 1 year ago

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଶ୍ରୀମନ୍ଦିର ନାଟମଣ୍ଡପ ? IITର ବିଶେଷଜ୍ଞଙ୍କ ସହ ସ୍ଥିତି ଯାଞ୍ଚ ପରେ ASIର ସୂଚନା

୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ । More
  • Chandan Shishu
  • 1 year ago

'ସ୍ଥାୟୀ ନିଯୁକ୍ତି ଦିଅ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କର'

ରାଜ୍ୟରେ ଏକ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ ଅଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। More
  • Prangyan Parimita
  • 1 year ago

ପଥର ପ୍ୟାକିଙ୍ଗ ନାଁରେ ଦୁର୍ନୀତି ! ବାଟମାରଣା ହେଉଛି ଟଙ୍କା, ଠିକରେ ହେଉନି କାମ

ଗାଁ ଗୁଡିକୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପ୍ୟାକିଙ୍ଗରେ ବିରାଟ ଘୋଟାଲା More
  • Prangyan Parimita
  • 1 year ago

‘କାଲି ଜାଗା ଦେଲେ, ପହରଦିନ କାମ ଆରମ୍ଭ ହେବ’

ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ରେଳମନ୍ତ୍ରୀ ଅଶ୍ୱିନୀ More
  • Satyendu Shekher Mishra
  • 1 year ago

ପାଇଖାନାରେ ବିତୁଛି ତୁଳସୀଙ୍କ ଜୀବନ, ସେଇଠି ରହିବା-ଖାଇବା-ଶୋଇବା

ଘର ନାହିଁ କି ଦୁଆର ନାହିଁ । କେମିତି ରହିବେ ? କେଉଁଠି ରହିବେ ? ସେହି ଚିନ୍ତାରେ ଦିନ କାଟୁକାଟୁ ଏଇ ପାଇଖାନା ଘର ପାଲଟିଲା ତାଙ୍କର ଆଶ୍ରୟସ୍ଥଳୀ । More
  • Rajalaxmi Sahoo
  • 1 year ago

ବିଜେଡିର ଭୋଟ୍‌ ବ୍ୟାଙ୍କ: ପଦ୍ମପୁରରେ କେନ୍ଦୁପତ୍ର ତୋଳାଳିଙ୍କୁ ହାତେଇବାକୁ ପ୍ରୟାସ

ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର। More
  • Satyendu Shekher Mishra
  • 1 year ago

ଏମିତି ପୁଅ କାହାକୁ ନମିଳୁ ! ବୃଦ୍ଧ ବାପା-ମାଆ ଥରି ଥରି ଅଧରାତିରେ କାନ୍ଦି କାନ୍ଦି ଥାନାରେ.. ଦେଖନ୍ତୁ ଭିଡିଓ

ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ? More
  • Satyendu Shekher Mishra
  • 1 year ago

୨୦୨୩ ବେଳକୁ ୟୁନେସ୍କୋ ହେରିଟେଜ ମାନ୍ୟତା ପାଇସାରିଥିବ ରଥଯାତ୍ରା

୨୦୨୩ ରଥଯାତ୍ରା ବେଳକୁ ଏହା ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ବା ଇନଟାଂଜିବଲ ହେରିଟେଜ ମାନ୍ୟତା ପାଇସାରିଥିବ ବୋଲି ଅନୁମାନ କରିଛନ୍ତି ସେବକ । More
  • Satyendu Shekher Mishra
  • 1 year ago

ଜଙ୍ଗଲ ଭିତରେ କୁଡ଼ିଆ, ଏଇଠି କୁଟୁଛି ୬ ପ୍ରାଣୀଙ୍କ ଜୀବନ ! ଦେଖନ୍ତୁ ପୁରା କାହାଣୀ..

ପାଖରେ ପାଣି ନଥିବାରୁ ବାହାର ଗାଁକୁ ଯାଇ ପାଣି ଆଣୁଛନ୍ତି । ପିଲାମାନେ ପାଠ ନପଢି ଗାଇ, ଛେଳି ଚରାଉଛନ୍ତି । More
  • Satyendu Shekher Mishra
  • 1 year ago

ଦେଖିବାକୁ ଚିକ୍କଣ ହେଲେ ୧୨ ଯାଗାରେ ଜଣେ ଡାକ୍ତର ! କେମିତି ଚାଲୁଥିବ ମେଡିକାଲ ଆପଣ ଭାବନ୍ତୁ...

ଏହି ମେଡିକାଲରେ ରୋଗୀଙ୍କୁ କେବଳ ଭଗବାନ ଭରସା । More
  • Satyendu Shekher Mishra
  • 1 year ago

ବଲାଙ୍ଗିରରେ ଉଚ୍ଚେଦ୍‌ ! କହିଥିଲେ ବିଜେଡିକୁ ଭୋଟ୍‌ ଦେଲେ ଘର ଭାଙ୍ଗିବେନି, ହେଲେ ଭାଙ୍ଗିଦେଲେ..

ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ? More
  • Satyendu Shekher Mishra
  • 1 year ago

କେନ୍ଦ୍ରାପଡ଼ା ବାଣ ଟ୍ରେଜେଡି ! ଉଦୟଙ୍କ ଦୁଆରେ ପଡ଼ିଛି କାନ୍ଦବୋବାଳି, କିଏ କାହାକୁ ବୁଝାଇବ ? ଦେଖନ୍ତୁ ଭିଡିଓ..

କିଏ ବାପାଲୋ.. କହି କହି ଭୂଇଁରେ ଲୋଟୁଛି ତ ଆଉ କିଏ ଭାଇଲୋ କହିକି ମୁଣ୍ଡ ପିଟୁଦେଉଛି । More
  • Satyendu Shekher Mishra
  • 1 year ago

ଦ୍ରୁତଗାମୀ ବସ୍‌ ପିଟିଦେଲା ପୁଅକୁ ! ଏବେ ରାସ୍ତା ଉପରେ ମୁଣ୍ଡ ପିଟି କାନ୍ଦୁଛି ମା, ଦେଖନ୍ତୁ ଭିଡିଓ..

ପୁଅକୁ ହରାଇ ରାସ୍ତା ଉପରେ ମାଆ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦୁଛନ୍ତି । ତାହାକୁ ଶବ୍ଦରେ ବର୍ଣ୍ଣନା କରିବା ବି କଷ୍ଟକର । More
  • Chandan Shishu
  • 1 year ago

କାହା ଅନୁକମ୍ପାରେ ନାଗ ସାମ୍ରାଜ୍ୟ ? ବଡ଼ବଡ଼ିଆଙ୍କ ଗୁମର ଖୋଲିବାକୁ ଦିଲ୍ଲୀରେ ହେବ ଚୂଡ଼ାନ୍ତ ପ୍ଲାନ୍

କେଉଁଠୁ ଏତେ ପରିମାଣର ଟଙ୍କା ପାଇଥିଲେ ନାଗ-ଚାନ୍ଦ ? More
  • Dilip Sabat
  • 1 year ago

ସାମ୍ବାଦିକଙ୍କ ପାଇଁ ସ୍ୱାଭାବିକ ହୋଇନି କରୋନା କଟକଣା

ଆଜି ଆଉ ନାହିଁ କରୋନା କଟକଣା। ସବୁକିଛି ହୋଇଗଲାଣି ସ୍ୱାଭାବିକ। ହେଲେ ସରକାର କରୋନା ସମୟରେ ସାମ୍ବାଦିକମାନଙ୍କ ଲାଗି ଯେଉଁସବୁ କଟକଣା ଲଗାଇଥିଲେ ସେଥିରେ ସ୍ୱାଭାବିକ ସ୍ଥିତି ନ ଆସିବା ଭଳି ମନେ ହୁଏ। କାହିଁକି ଏମିତି ମନୋଭାବ? More
  • Chandan Shishu
  • 1 year ago

କାନ୍ଧରେ ରୋଗୀ, ଷ୍ଟ୍ରେଚରରେ ଯାଉଛି ଗ୍ୟାସ ସିଲିଣ୍ଡର

ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? More
  • Chandan Shishu
  • 1 year ago

'ଓଡ଼ିଶାର ବିକାଶ ପାଇଁ ବି ଦରକାର ଡବଲ ଇଂଜିନ ସରକାର'

ମଞ୍ଚ ଉପରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବୈଜୟନ୍ତ। More
  • Chandan Shishu
  • 1 year ago

'ଜଗନ୍ନାଥ ଏକ୍ସପ୍ରେସ୍‌ରୁ ଦେଶ ଜାଣିବ ମହାପ୍ରଭୁଙ୍କ ଗାଥା'

ଓଡ଼ିଶାରେ ରେଲେଓ୍ୱ କ୍ଷେତ୍ରର ବିକାଶ ଲାଗି ବ୍ୟୟବରାଦ ୧୦ ଗୁଣା ହୋଇଛି। More