• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 02 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଗଛଲଗା ନାଁରେ କୋଟି କୋଟି ଟଙ୍କା ହଡ଼ପ; ଡ୍ରୋନ୍ କ୍ୟାମେରାରେ ବନବିଭାଗର ଅପାରଗତା ଧରିଲେ ସିଏଜି

୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ରାଜ୍ୟରେ ୪୮୫ଟି ବୃକ୍ଷରୋପଣ କାର୍ଯ୍ୟକ୍ରମରୁ ୧୯୧ଟି ସଂପୂର୍ଣ୍ଣ ବିଫଳ ହୋଇଛି । ଏଥିପାଇଁ ୧୩ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି କିଛି ଲାଭ ମିଳିନାହିଁ । More
  • Satyendu Shekher Mishra
  • 2 years ago

ଦାରିଦ୍ର୍ୟତା ନେଇଗଲା ଜୀବନ ! ବିଷ ପିଇ ଆତ୍ମହତ୍ୟା କଲେ ମାଆ-ଝିଅ, କୁନି ପୁଅକୁ ବି ଛାଡ଼ିଲେନି

ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । More
  • Otv Khabar Bureau
  • 2 years ago

କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ବେଳେ ଗଣ୍ଡଗୋଳ; ନେପାଳ-ବାଂଲାଦେଶ ଖେଳାଳି ମୁହାଁମୁହିଁ

ଫୁଟବଲ ମ୍ୟାଚ୍ ବେଳେ ଅଭାବନୀୟ ସ୍ଥିତି। ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ମୁଥ ମରାମତି, ଠେଲାପେଲା ଓ ଧସ୍ତାଧସ୍ତି। More
  • Satyendu Shekher Mishra
  • 2 years ago

ଅନିଶ୍ଚିତତା ଘେରରେ ଠିକା ଡିଇଓଙ୍କ ଭବିଷ୍ୟତ ! ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିକ ନୂଆ ନିଯୁକ୍ତି ଉପରେ ରୋକ୍

ନିୟମିତ ହେବା ଦୂର କଥା, ଚାକିରି ରହିବା ନେଇ ଦ୍ୱନ୍ଦ୍ୱ । ଏଜେନ୍ସି ଦ୍ୱାରା ହେବ ଡାଟା ଏଣ୍ଟ୍ରି , ତ୍ରୁଟି କଲେ ଜରିମାନା । More
  • Satyendu Shekher Mishra
  • 2 years ago

ଆଶ୍ଚର୍ଯ୍ୟ ! ଦେଓମାଳି ବି କ’ଣ ଆମର ନୁହେଁ ? ସରକାରୀ ଖାତା ଖତିଆନ୍‌ରେ ନାହିଁ ରେକର୍ଡ..

ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ । More
  • Satyendu Shekher Mishra
  • 2 years ago

କାଷ୍ଟିଂକାଉଚ୍ ମାମଲାରେ ପପୁଙ୍କୁ କ୍ଲିନଚିଟ୍, ଏବେ ମାନହାନୀ କେସ୍ କରିବେ

ପପୁ ଓ ଗିଟୁଙ୍କୁ ଦୋଷମୁକ୍ତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ । More
  • Satyendu Shekher Mishra
  • 2 years ago

ଜାଲି ଭୋଟର ଧରିବାକୁ ଆରମ୍ଭ ହେଲା ପ୍ରକ୍ରିୟା, ନିର୍ବାଚନ କମିଶନ ନେଲେ ବଡ଼ ପଦକ୍ଷେପ

ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍‌ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି । More
  • Rajalaxmi Sahoo
  • 2 years ago

ଦିଦିଙ୍କୁ ଛାଡ଼ିଲେନି ପିଲା, କଇଁ କଇଁ ହୋଇ କାନ୍ଦିଲେ...

ଶିକ୍ଷୟତ୍ରୀ ବିଦ୍ୟାଳୟରେ ପହଞ୍ଚିଲେ, ଆଉ ପିଲାମାନେ ଯେତେବେଳେ ଜାଣିଲେ ଆଜି ଶିକ୍ଷୟତ୍ରୀଙ୍କ କାର୍ଯ୍ୟ କରିବାର ଅନ୍ତିମ ଦିନ, ଆରମ୍ଭ ହୋଇଗଲା ସେଇ ଭାବପ୍ରବଣ ମୁହୂର୍ତ୍ତ । ପିଲାମାନେ ଏକାଠି ହୋଇ ଦିଦିଙ୍କୁ ପ୍ରଣାମ ଜଣାଇଲେ। ଆଉ ତା’ ପରର କାନ୍ଦିବା ଆରମ୍ଭ କଲେ। More
  • Rajalaxmi Sahoo
  • 2 years ago

‘ଅଭିଯୋଗ ମିଛ ଥିଲା, ମୋତେ ଖାଲିଟାରେ ୪୩ ଦିନ ଜେଲରେ ରଖାଗଲା’

ନିର୍ଦ୍ଦୋଷରେ ଖଲାସ ପରେ ପପୁ ସାଂଘାତିକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅଭିଯୋଗ ମିଛ ଥିଲା। ପୋଲିସ ପ୍ରେସରରେ ଗିରଫ କରିଥିଲା। ମୋତେ ଖାଲିଟାରେ ୪୩ ଦିନ ଜେଲ୍‌ରେ ରଖାଗଲା।’ More
  • Rajalaxmi Sahoo
  • 2 years ago

ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଡ଼ିଆ ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୬ରେ ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ଅଭିଯୋଗ ହୋଇଥିଲା।  More
  • Chandan Shishu
  • 2 years ago

ପାଠପଢା ଆଳରେ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ !

ଯୌନ ନିର୍ଯାତନା ସହ ଦୁଷ୍କର୍ମ କରିଥିବା ଛାତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଥିଲେ। More
  • Rajalaxmi Sahoo
  • 2 years ago

ଆଶ୍ଚର୍ଯ୍ୟ ! ! ! ଓଡ଼ିଶା ରାଜସ୍ୱ ଓ ଜଙ୍ଗଲ ବିଭାଗ ଖାତାରୁ ଦେଓମାଳି ପର୍ବତ ଗାଏବ

ଦେଓମାଳି ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗ ରେକର୍ଡରେ ନ ଥିବାବେଳେ କିଭଳି ରେକର୍ଡକୁ ଅଣାଯିବ ତାହା ଉପରେ ପଦକ୍ଷେପ ଗ୍ରହଣ କରାଯିବ। ଖୁବ୍‌ଶୀଘ୍ର ବୈଠକ ବସି ସମାଧାନ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି। More
  • Rajalaxmi Sahoo
  • 2 years ago

ପୁରୀରୁ ମିଳିଲା ପେଟ୍ରୋଲ, ମାଲିକ ପାଇଲେ ୧ କୋଟି ଟଙ୍କା

ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୁତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ କରାଯାଇଥିଲା। ସର୍ଭେ ପରେ ଗୋପ ବ୍ଲକର ୨ଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ୍‌ ଇଣ୍ଡିଆ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। More
  • Satyendu Shekher Mishra
  • 2 years ago

ଧାରା ଶ୍ରାବଣରେ ଧୁ ଧୁ ଖରା, ରାଜ୍ୟରେ ଆହୁରି ତିନି ଚାରି ଦିନ ଖରା ପାଗ

ଫସଲ ବଞ୍ଚେଇବାକୁ ଜମିକୁୁ ପାଣି ବୋହୁଛି ଚାଷୀ । ୬ରେ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା । More
  • Satyendu Shekher Mishra
  • 2 years ago

ନ୍ୟୁଡ୍‌ ଭିଡିଓ କଲ୍‌ ପରେ ଆସିଲା ସିବିଆଇରୁ ଫୋନ୍‌ !

ସପ୍ତାହକ ମଧ୍ୟରେ ଲୁଟି ନେଲେ ୨୫ ଲକ୍ଷ ଟଙ୍କା । ସାଇବରଥାନାରେ ଅଭିଯୋଗ ପରେ ତନାଘନା । More
  • Satyendu Shekher Mishra
  • 2 years ago

ଆହୁରି ବଢ଼ିବ କି ବିଧାୟକଙ୍କ ଦରମା ? ୧୪୭ ମଧ୍ୟରୁ ୯୫ ଜଣ କୋଟିପତି

ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍‌ସନ୍ ୫୦ହଜାର ଦିଅ । More
  • Satyendu Shekher Mishra
  • 2 years ago

ମହିଳା କର୍ମଚାରୀଙ୍କ ନାଁରେ ବଢ଼ୁଛି ଦୁର୍ନୀତି ! ୫ ବର୍ଷରେ ୧୬୮ ଜଣଙ୍କ ଘରେ ରେଡ୍

ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି । More
  • Satyendu Shekher Mishra
  • 2 years ago

CAG ଧରିଲା ଜଙ୍ଗଲ ବିଭାଗର ବଡ଼ ଦୁର୍ନୀତି ! ଗଛ ଲଗେଇବା ନାଁରେ କୋଟି କୋଟି ଟଙ୍କା ଚଳୁ

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି । More