ବିଜେଡି ହାରିବା ଓ ଦଳର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସମାଲୋଚନା କରିବା ବାହାନାରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି ଦେବାଶିଷ ସାମନ୍ତରାୟ।
ଭାରତୀୟ ବାୟୁସେନାରେ(IAF) ଚାକିରି ନେଇ ସ୍ୱପ୍ନ ଦେଖୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ IAF ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
NEET-UG ପ୍ରଶ୍ନପତ୍ର ଲିକ୍ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମାମଲା ନେଇ ଷ୍ଟାଟସ୍ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ ।
ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ । ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍କୁ ଆଣିବାକୁ ଉଦ୍ୟମ କରାଯାଉଛି ।
‘ତରଙ୍ଗ ମ୍ୟୁଜିକ୍’ର ନୂଆ ଭଜନ। ଏହି ଭଜନଟିର ଶୀର୍ଷକ ‘ମୋ ଜଗନ୍ନାଥ’ ଥିବାବେଳେ ଏହାକୁ ବିଶିଷ୍ଠ ଗୀତିକାର ନିର୍ମଳ ନାୟକ ରଚନା କରିଛନ୍ତି ଓ ଏହାକୁ ସଂଗୀତରେ ସଜେଇଛନ୍ତି ବିନାୟକ ପଣ୍ଡା। ଗୀତ କହୁଛି ଭକ୍ତର ଭାବନା।
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଇଣ୍ଟରନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ କମିଶନ୍।
ପ୍ରସିଦ୍ଧ ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋଙ୍କର ପ୍ରାୟ ୨୬୦ ନିୟୁତ ଡଲାରର ସମ୍ପତ୍ତି ରହିଛି । ଏହା ହିଁ ତାଙ୍କୁ ବିଶ୍ୱର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆଥଲେଟ୍ କରିଥାଏ ।
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି।
ସମ୍ପ୍ରତି ବିହାର ଏବଂ କେରଳରେ ମହିଳାମାନଙ୍କୁ ଋତୁସ୍ରାବ ଛୁଟି ମିଳୁଛି। ୧୯୯୨ରେ ଲାଲୁ ପ୍ରସାଦ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମହିଳା କର୍ମଚାରୀଙ୍କ ପାଇଁ ଦୁଇ ଦିନିଆ ମାସିକ ଛୁଟିର ନିୟମ ଆରମ୍ଭ କରିଥିଲେ। ନିକଟରେ, ଜାନୁଆରୀ ୧୯ରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଛାତ୍ରୀମାନଙ୍କ ପାଇଁ ତିନି ଦିନିଆ ମାସିକ ଛୁଟି ଘୋଷଣା କରିଛନ୍ତି।
ରୋଜଗାର ଦୃଷ୍ଟିରୁ ‘କଳ୍କୀ ୨୮୯୮ ଏଡି’ ବକ୍ସ ଅଫିସ୍ର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୧୦ ଦିନ ମଧ୍ୟରେ ଏହି ଫିଲ୍ମର ରୋଜଗାରରେ କୌଣସି କମି ହୋଇନି। ଆରମ୍ଭରୁ, ‘କଳ୍କୀ ୨୮୯୮ ଏଡି’ ବିରୁଦ୍ଧରେ ଅଭିଯୋଗ ହେଉଛି ଯେ ଏହି ଫିଲ୍ମଟି ବଲିଉଡରୁ ନେଇ ହଲିଉଡ୍ ପର୍ଯ୍ୟନ୍ତ ଅନେକ ଫିଲ୍ମର ନକଲ କରିଛି।
କ୍ରୀଡ଼ାର ମହାକୁମ୍ଭ ହେଉଛି ଅଲିମ୍ପିକ୍ସ । ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଉଭୟ ଯୋଗ୍ୟତା ଅର୍ଜନ କରିଛନ୍ତି। କିଶୋର ଜେନା ଜାଭଲିନ୍ ଥ୍ରୋ ପାଇଁ ଓ ଅମିତ ରୋହିଦାସ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ରୋଗିଣା ଛୁଆର ଚିକିତ୍ସା ପାଇଁ ଅର୍ଥ ବା ଆସିଥାଆନ୍ତା କେଉଁଠୁ ? ଭୋକରେ ପେଟ ପୋଡିଯାଉଛି ଆଉ ଏପଟେ ଝିଅ ଚିନ୍ତା। ଏସବୁ ଭାବି ଶେଷରେ କଅଁଳା ଶିଶୁକୁ ହତ୍ୟା କରିବାକୁ ପଛାଇନି ଜନ୍ମକଲା ବାପା।
ରାଜଧାନୀ ଦିଲ୍ଲୀ ପରେ ଏବେ ମାୟାନଗରୀ ମୁମ୍ବାଇରେ ବର୍ଷା ଯୋଗୁଁ ସ୍ଥିତି ବେହାଲ । ପ୍ରବଳ ବର୍ଷାରେ ଘର-ଦୁଆର, ରାସ୍ତାଘାଟ ସବୁ ଆଡେ ଖାଲି ପାଣି ହିଁ ପାଣି ।
ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ଜନ୍ମଦିନ । କପିଲ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟକୁ ଜୀବଦାନ ଦେଇଥିବା ଅଧିନାୟକ ସେ ।
ଅଳଙ୍କାର ଦୋକାନ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସହ ସୁନ୍ଦର କ୍ୟାପସନ ଦେଇଛି। କ୍ୟାପସନ୍ରେ ଲେଖାଅଛି, ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଥିବା ଗଭୀର ଏବଂ ସୁନ୍ଦର ବନ୍ଧୁତାକୁ ଏପରି ପାଳନ କରାଯାଉଛି। ଏହି ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି।
ଗାଁକୁ ଗାଁ ବୁଲୁଛି, ଗାଈ ବାଛୁରୀ ଶିକାର କରି ଖାଉଛି । ଯାହାକୁ ନେଇ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ମହାବଳକୁ ଠାବ କରିପାରୁନି ବନ ବିଭାଗର କ୍ୟାମେରା ।
ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆକଳନ ଅନୁଯାୟୀ ଯଦି ଏହି ପ୍ରସ୍ତାବ ଅନୁମୋଦିତ ହୁଏ ତେବେ ବାର୍ଷିକ ଅତିରିକ୍ତ ୧୨୦୭୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ସୂତ୍ରରୁ ମିଳିଥିବା ଖବର ଅନୁୟାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ AB-PMJAY ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ଆଲୋଚନା ହେଉଛି।
ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ।
୨୦୧୯ରେ ଶେଷ ଥର ରୁଷ ଗସ୍ତରେ ଯାଇଥିଲେ ମୋଦି। ୯ ତାରିଖରେ ମସ୍କୋରୁ ଅଷ୍ଟ୍ରିଆ ଗସ୍ତ କରିବେ। ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଏହା ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ ଯାଉଛି।
ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ ଚା’ ସହିତ ଘିଅ ମିଶେଇ ପିଇବାର କ୍ରେଜ୍ ବଢିବାରେ ଲାଗିଛି। ସମସ୍ତେ ସକାଳେ ଏକ କପ୍ ଚା’ ପିଇବାକୁ ଚାହାଁନ୍ତି, କିନ୍ତୁ ଏଥିରେ ଘିଅ କିମ୍ବା ବଟର ପକେଇ ନୁହେଁ। କିନ୍ତୁ କୁହାଯାଉଛି ଯେ ଘିଅ ମିଶା ଚା’ ପିଇବା ଅତ୍ୟନ୍ତ ସୁସ୍ଥକର। ଏହା ପଛରେ ପ୍ରକୃତ କାରଣ କ’ଣ ଆସନ୍ତୁ ଜାଣିବା।
ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଛନ୍ତି। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ ।
ଅନେକ ସମୟରେ ବାପାମାଆ ଭାଇଭଉଣୀଙ୍କ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦାୟୀ ଅଟନ୍ତି। ଯଦି ଘରେ ଚାରି/ପାଞ୍ଚ ପିଲା ଥାଆନ୍ତି, କିଛି ବାପାମାଆ ଅଜାଣତରେ ଏମିତି କିଛି କରିଦିଅନ୍ତି ଯେଉଁ କାରଣରୁ ପିଲାମାନଙ୍କ ମନରେ ପରସ୍ପର ପ୍ରତି ଈର୍ଷା, ରାଗ, କ୍ରୋଧ ଏବଂ ହୀନ ଭାବନା ସୃଷ୍ଟି ହୁଏ।
ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶ କ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।