• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sangram
ଅବହେଳିତ କଟକ କିଶନନଗର ଖସାମୂଳି ସଂଗ୍ରାମ ପୀଠ

କଟକ: ଅବହେଳିତ ଅବସ୍ଥାରେ କଟକ କିଶନନଗର ଖସାମୂଳି ସଂଗ୍ରାମ ପୀଠ। ଚାରିଆଡ ଖାଁ ଖାଁ, ଜଙ୍ଗଲରେ ପରିଣତ ହୋଇଛି ପୀଠ। ସ୍ମୃତି ବହନ କରୁଥିବା ସମସ୍ତ ସୌଧ ଏବଂ ଘର ଭାଙ୍ଗିରୁଜି ଯାଇଛି। ଆଉ ଖସାମୁଳର ସଂଗ୍ରାମ ସ୍ତମ୍ଭର ଅବସ୍ଥା ବି ଖରାପ ହୋଇଗଲାଣି। କୁହାଯାଏ ଭାରତର ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜନ୍ମମାଟିରୁ ମାଟି ସଂଗୃହୀତ ହୋଇ ଏହି ସ୍ତମ୍ଭରେ ରଖାଯାଇଛି। ଏହା ସହିତ ସ୍ତମ୍ଭ ଉପରେ ଗାନ୍ଧିଜୀଙ୍କ ଚରଖା ଥିବାବେଳେ ଗାନ୍ଧିଜୀ ଓ କସ୍ତୁରବାଙ୍କ ଫଟୋଚିତ୍ର […]

  • Thursday, 01 July 2021
high-court
ଶ୍ରୀମନ୍ଦିର ଖୋଲିବା ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ କୋର୍ଟ

କଟକ: ନାଗାର୍ଜୁନ ବେଶ ବେଳକୁ ଶ୍ରୀମନ୍ଦିର ଖୋଲାଯିବ କି ନାହିଁ ସେନେଇ ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ହାଇକୋର୍ଟ। ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ମାମଲାର ଶୁଣାଣି ବେଳେ ଆଜି ନାଗାର୍ଜୁନ ବେଶ ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ପାଇଁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଏନେଇ ଆବେଦନ କରାଗଲେ ଖଣ୍ଡପୀଠ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି। ସେହିପରି ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ସରକାର ଦାଖଲ କରିଥିବା ଜବାବରେ ଶ୍ରୀମନ୍ଦିର ଗର୍ଭଗୃହ ରାସ୍ତା ସଂକିର୍ଣ୍ଣ ହୋଇଥିବାରୁ […]

  • Thursday, 01 July 2021
odsh
ଶାରୀରିକ ସଂପର୍କ ରଖିଲେ ମିଳିବ ସରକାରୀ ଘର !

କଳାହାଣ୍ଡି: ଶାରୀରିକ ସଂପର୍କ ରଖିଲେ ମିଳିବ ସରକାରୀ ଘର। ଜଣେ ଅସହାୟ ଯୁବତୀଙ୍କୁ ଆବାସ ଯୋଜନାରେ ସାମିଲ କରାଇ ଦେବାର ପ୍ରତିଶ୍ରୁତି ଏଭଳି ଉଦ୍ୟମ କରିଥିଲେ ସରପଞ୍ଚ ବାବୁ। ଏଥିପାଇଁ ବାରମ୍ବାର ପ୍ରେମ ନିବେଦନ ସହ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରିଥିବାରୁ କଳାହାଣ୍ଡି ଜିଲ୍ଲା ସାଲେପାଲି ପଞ୍ଚାୟତର କଛାରପାଲି ସରପଞ୍ଚଙ୍କୁ ଏହା ମହାଙ୍ଗା ପଡ଼ିଛି। ମ.ରାମପୁର ଥାନାରେ ଏନେଇ ଯୁବତୀ ଜଣକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶାସକ ଦଳର ସମର୍ଥକ ବୋଲାଉଥିବା ସରପଞ୍ଚ […]

  • Thursday, 01 July 2021
assembly
ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ, ଥଣ୍ଡା ପରିବେଶରେ ଉଠିବ ଗରମ ପ୍ରସଙ୍ଗ

ଭୁବନେଶ୍ୱର: ଥଣ୍ଡା ପରିବେଶରେ ପୁଳାପୁଳା ଗରମ ପ୍ରସଙ୍ଗ ସରଗରମ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ। ଏଥିପାଇଁ ମିଳିସାରିଲାଣି ସଙ୍କେତ। ଆସନ୍ତା ୨୦ରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ତାରକା ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ବାତିଲ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। କୋଭିଡ୍ ଲାଗି ଏହାକୁ ବାଚସ୍ପତି ବାତିଲ କରିଥିବାରୁ ବିଜେପି ଓ କଂଗ୍ରେସ୍ ତୀବ୍ର ବିରୋଧ କରିଥିଲେ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଅଧିବେଶନ […]

  • Thursday, 01 July 2021
lekhashree
ଅରୁପଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ; କହିଲେ, ଯିଏ କହୁଛି ସିଏ କଳାପାହାଡ଼

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ। ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି ଏବଂ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି ସେମାନେ ପ୍ରକୃତରେ କଳାପାହାଡ଼ ବୋଲି ଲେଖାଶ୍ରୀ କହିଛନ୍ତି। ଶାସକୁ ଦଳକୁ ଟାର୍ଗେଟ କରି ଲେଖାଶ୍ରୀ କହିଛନ୍ତି, […]

  • Thursday, 01 July 2021
naveen
ରାଜ୍ୟରେ କରୋନା ଟିକା ଆସିଲେ କାହାକୁ ମିଳିବ ଆଗ ?

ଭୁବନେଶ୍ୱର: କରୋନା ଟିକା ଆସିଲେ କାହାକୁ ମିଳିବ ଆଗ ? ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟ। ବୟସ୍କ ଓ ପ୍ରସୂତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଗ ଟିକା ଦିଆଯିବ ବୋଲି କରୋନା ମୁକାବିଲା ସମୀକ୍ଷା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ପରିଚାଳନା ସମୀକ୍ଷା କରିବା ବେଳେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ଟିକା ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଏହା ବଜାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେଣୁ […]

  • Thursday, 01 July 2021
10
 ସାରୁଅ ମାମଲାରେ ବାଘମାରୀ ଥାନା ପୋଲିସ୍‌କୁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ସାରୁଅ ମାମଲାରେ ବାଘମାରୀ ଥାନା ପୋଲିସ୍‌କୁ ଖୋର୍ଦ୍ଧା SDJM କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଟେଲିଭିଜିନ୍ ଲିମିଟେଡ୍ ପକ୍ଷରୁ ସମସ୍ତ ୩ଟି ଘଟଣାରେ ଦାୟର ଏତଲା ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିସହିତ ସମସ୍ତ ମାମଲାର ତଦନ୍ତ କରି ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ତିନି ମାମଲା ହେଲା, ଗତ ଅକ୍ଟୋବର ୧୫ ତାରିଖରେ ବିନା ନୋଟିସ୍‌ରେ ସାରୁଅ ସ୍ଥିତ […]

  • Thursday, 01 July 2021
7
ହାଇକୋର୍ଟରେ ହାଜର ହେଲେ ପୋଲିସ୍‌ ଡିଜି

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତର ଅଗ୍ରଗତି ନେଇ ପୁନର୍ବାର ଅସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ। ପୂର୍ବ ନିର୍ଦ୍ଦେଶ ମୁତାବକ ଆଜି ଏହି ମାମଲାରେ ହାଜର ହୋଇ ପକ୍ଷ ରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ। ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ମୁଦା ଲଫାପାରେ ତଦନ୍ତର ଷ୍ଟାଟସ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି। ତେବେ ପିଡ଼ିତା ଓ ଅନ୍ୟମାନଙ୍କ ୧୬୧ ଓ ୧୬୪ ବୟାନରେ ତାଳମେଳ […]

  • Thursday, 01 July 2021
coronavirus
ଏଥର ଏହି ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : ଦିନକରେ ଓଡ଼ିଶାରେ ୧୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୩୦୧୭୭୭ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଆଜି କଟକରୁ ସର୍ବାଧିକ ୧୦୮ ଜଣ  ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୦୩, ମୟୂରଭଞ୍ଜରୁ ୧୦୧, ସୁନ୍ଦରଗଡ଼ରୁ ୯୭, ଖୋର୍ଦ୍ଧାରୁ ୯୬, ଝାରସୁଗୁଡ଼ାରୁ ୮୬, ଜଗତସିଂହପୁରରୁ ୫୫, ବାଲେଶ୍ୱରରୁ ୫୪, […]

  • Thursday, 01 July 2021
punishment
ଦୁଷ୍କର୍ମକାରୀକୁ ୨୦ ବର୍ଷର ସଜା ସହ ୧୫ ହଜାର ଟଙ୍କା ଜରିମାନା

ନୂଆପଡ଼ା: ୨୦୧୮ ମସିହାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷର ସଜା ଶୁଣାଇଛନ୍ତି। ଏହାସହ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି। ୨୦୧୮ରେ ସଂପୃକ୍ତ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ବାଇକରେ ଆଣି ଗାଁ ନିକଟ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଗତକାଲି […]

  • Thursday, 01 July 2021
୧,୫୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ପୋଲିସ୍‌ ବାବୁ

ଭୁବନେଶ୍ୱର: ୧୫ଶହ ଟଙ୍କା ଲାଞ୍ଚ ନେବାବେଳେ ଧଉଳି ଥାନା ASI ତୋଫାନ୍ ଗୁରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଏକ ମାମଲାକୁ ରଫାଦଫା ପାଇଁ ସେ ୧,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଯାଇଥିଲେ। ସୂଚନାଥାଉ କି, ବାଲି ପକାଇବାକୁ କେନ୍ଦ୍ର କରି ଥାନାରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ୧,୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ହେଲେ ଏହି ସମୟରେ ସେ […]

  • Thursday, 01 July 2021
ବ୍ରାଉନସୁଗର ମୋହରେ BMC ଠିକା କର୍ମଚାରୀ

ଭୁବନେଶ୍ୱର: ବ୍ରାଉନସୁଗର କାରବାରରେ ବିଏମ୍‌ସି ଠିକା କର୍ମଚାରୀଙ୍କ ସମ୍ପୃକ୍ତି। ବ୍ରାଉନସୁଗର ମୋହରେ ପଡ଼ିଥିବା ଭୁବନେଶ୍ୱର ମହାନଗର ନିଗମର(ବିଏମ୍‌ସି) ଜଣେ ଠିକା ପିଅନ ଦିଲୀପ ବେହେରାଙ୍କଠାରୁ ୭.୫ ଗ୍ରାମ ବ୍ରାଉନସୁଗର ପୋଲିସ୍ ଜବତ କରିଛି‌। ଏହା ସହ ତାଙ୍କ ନିକଟରୁ ୪୨ ହଜାର ଟଙ୍କା, ୫ଟି ମୋବାଇଲ, ୪୦ ଗ୍ରାମ ସୁନା, ଗୋଟିଏ କାର୍ ମଧ୍ୟ ଜବତ ହୋଇଛି। ସବୁଠାରୁ ବଡ଼କଥା ହେଲା, ଦିଲୀପଙ୍କର ୭ଟି ବ୍ୟାଙ୍କ ଆକାଉଣ୍ଟ ଥିବା ନେଇ ସୂଚନା ଦେଇଛି ଲିଙ୍ଗରାଜ ପୋଲିସ୍‌। ଦିଲୀପ ବିଏମ୍‌ସି […]

  • Thursday, 01 July 2021
ବାଇକ୍‌ରେ ଯାଉଥିଲେ, ପୋଲ ବାଡ଼ାରେ ପିଟି ହୋଇ ନାଳକୁ ଖସି ପଡ଼ିଲେ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଏକ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିବା ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ଯଦୁମଣି ପାଟଣାର ରାମଚନ୍ଦ୍ର ପ୍ରଧାନ ଓ ଅଭିଜିତ ପାଣିଗ୍ରାହୀ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ରାମଚନ୍ଦ୍ର ଓ ଅଭିଜିତ ବାଇକ୍‌ରେ ରେଢ଼ାଖୋଲ ସ୍ଥିତ‌ ଘରକୁ ଫେରୁଥିଲେ। […]

  • Thursday, 01 July 2021
corona-1
ଖୋର୍ଦ୍ଧାରେ ଥମୁନି କରୋନା ସଂକ୍ରମଣ; ଆଜି ପୁଣି ଚିହ୍ନଟ ହେଲେ ୧୨୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରେ ପୁଣି ୮୬୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୪୯୯ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୩୬୯ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଚିନ୍ତା ବଢାଇଛି ଖୋର୍ଦ୍ଧା। କିଛି ଦିନ ସଂକ୍ରମଣ କମିବା ପରେ ଏବେ ଲଗାତାର ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି  ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ୧୨୬ ଆକ୍ରାନ୍ତ ଚିହ୍ନଟ […]

  • Thursday, 01 July 2021
download
୨୪ ଘଣ୍ଟାରେ ଆଖି ବୁଜିଲେ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୫୯୨  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ୟୁ ସଂଖ୍ୟା ଆଜି ବି ଆଗରେ ରହିଛି। ଆଜି ଏଠାରେ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ପଛରେ ଅଛି ସମ୍ବଲପୁର। ଏଠାରେ ଆଜି ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।  ଭୁବନେଶ୍ୱରରେ ୨ ଜଣଙ୍କର […]

  • Thursday, 01 July 2021
କଟକରେ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି

କଟକ: କଟକରେ ଏକ ଫାଇନାନ୍ସ କମ୍ପାନୀରୁ ବଡ଼ ଧରଣର ଡକାୟତି ହୋଇଛି। ନୟାସଡ଼କରେ ଥିବା IIFL ନାମକ ଏହି ଫାଇନାନ୍ସ କମ୍ପାନୀରୁ ଏହି ଲୁଟ୍ ହୋଇଛି। ସୂଚନା ଅନୁସାରେ, ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ IIFL ଫାଇନାନ୍ସ କମ୍ପାନୀରୁ ବହୁ ଟଙ୍କା, ସୁନା ଲୁଟି ନେଇଛନ୍ତି। ଏହି ଲୁଟ୍‌ରେ ୪ ଜଣ ଦୁର୍ବୃତ୍ତ ସାମିଲ ଥିବା ଡିସିପି ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ କମିଶନରେଟ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୧୦ କୋଟିରୁ ଅଧିକ ଟଙ୍କା ଓ ଅଳଙ୍କାର […]

  • Thursday, 01 July 2021
ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଅଭିଯୁକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀରେ ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା।‌ ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ୍‌ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ସମ୍ପୃକ୍ତ ଅଭିଯୁକ୍ତ ଆହତ ହୋଇଥିଲେ। ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଛି। ବାସେଳୀସାହି ଥାନାରେ ଏନେଇ ମାମଲା ରୁଜୁ […]

  • Thursday, 01 July 2021
money
ଜବତ ହେଲା ୧୦ ଲକ୍ଷ ଟଙ୍କା, ସୁନା ଗହଣା

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡାରେ ୩୫ ଲକ୍ଷ ଟଙ୍କା ବ୍ୟାଙ୍କ୍ ଲୁଟ୍‌ ଘଟଣାରେ ଜଣେ ନାବାଳକ ସମେତ ୯ ଜଣଙ୍କୁ କୁଚିଣ୍ଡା ପୋଲିସ୍‌ ଗିରଫ କରିଛି। ଗିରଫ ଲୁଟେରାଙ୍କ ଠାରୁ ୧୦ ଲକ୍ଷ ୯ ହଜାର ଟଙ୍କା ସହ କିଛି ସୁନାଗହଣା ଜବତ ହୋଇଛି। ସେମାନଙ୍କ ନିକଟରୁ ଲୁଟ୍ ବେଳେ ବ୍ୟବହାର ହୋଇଥିବା କଟୁରୀ, ଛୁରା, ୭ଟି ବାଇକ୍, ୮ଟି ମୋବାଇଲ, ଗୋଟିଏ କାର୍ ଜବତ ହୋଇଛି। ଡକାୟତି ଘଟଣାରେ ମୋଟ ୧୧ ଜଣଙ୍କ ସଂପୃକ୍ତି ଥିବା ଏକ […]

  • Thursday, 01 July 2021
odisha cm
ସୀମା ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପଡ଼ୋଶୀ ରାଜ୍ୟ ସହିତ ଥିବା ସୀମା ବିବାଦର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ସୀମା ବିବାଦ ରହିଛି। ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ଏହାର ସମାଧାନ ହୋଇପାରିବ। ଏଥିପାଇଁ ସର୍ବଦଳୀୟ ବୈଠକ ଡାକିବା ସହିତ ବିଧାୟକଙ୍କୁ ନେଇ ଗୃହ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ସହିତ […]

  • Thursday, 01 July 2021
jya narayana mishara
ଓଡ଼ିଶା ଶାସନ ବ୍ୟବସ୍ଥାକୁ ନେଇ ଏମିତି କହିଲେ ବିଜେପି ନେତା

ସମ୍ବଲପୁର: ଓଡ଼ିଶାର ଶାସନ ବ୍ୟବସ୍ଥାକୁ ନେଇ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ କଟୁ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନରେ ଯେଉଁଭଳି ଆର୍ମି ସବୁକିଛି, ଏଠି ବ୍ୟୁରୋକ୍ରାଟ୍ସ ସବୁକିଛି। ତେଣୁ ପାକିସ୍ତାନ ଭଳି, ଓଡ଼ିଶାରେ କିଛି ଫରକ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ ରାଜ୍ୟ ସରକାରଙ୍କ ବିରୋଧରେ ଯାଉଛନ୍ତି, ସେମାନଙ୍କୁ ଅକଥନୀୟ ଅତ୍ୟାଚାର କରିବାକୁ ପଛାଉ ନାହାନ୍ତି। ଏଥିସହ ଦିନ ଦ୍ୱିପ୍ରହରରେ ଭୁବନେଶ୍ୱରରେ […]

  • Thursday, 01 July 2021
ood
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୀଡ଼ିତା ଓ ଅଭିଯୋଗକାରିଣୀଙ୍କ ବୟାନରେ ତାଳମେଳ ରହୁନଥିବା ପୋଲିସ୍ ଡିଜି ସତ୍ୟପାଠରେ ଦର୍ଶାଇଥିବା ସୂଚନା ଦେଇଛନ୍ତି ଭାରତୀୟ ବିକାଶ ପରିଷଦର ଓକିଲ ଗୋପାଳ ପ୍ରସାଦ ଜେନା। ମାମଲାରେ ଗତକାଲି ଡିଜିପିଙ୍କ ପକ୍ଷରୁ ଦାୟର ସତ୍ୟପାଠରେ ଦର୍ଶାଯାଇଛି ଯେ, CRPCର ଧାରା ୧୬୧ ଓ ୧୬୪ରେ ପୀଡ଼ିତା ଦେଇଥିବା ବୟାନରେ ତାଳମେଳ ରହୁନାହିଁ। ଏପରିକି ପୀଡ଼ିତା ଯେଉଁ ବୟାନ ଦେଇଛନ୍ତି ସେଥିରୁ କେତେକ […]

  • Thursday, 01 July 2021
bhubaneswar fog
୭ ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର: ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୭ ଜିଲ୍ଲାକୁ ସତର୍କ ସୂଚନା କଲା ପାଣିପାଗ କେନ୍ଦ୍ର। ଘନ କୁହୁଡ଼ି ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୱାର୍ଣ୍ଣିଂ ଜାରି ହୋଇଥିବା ଏହି ଜିଲ୍ଲାଗୁଡ଼ିକ ହେଲା- କଟକ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ ଓ ବାଲେଶ୍ୱର। ପାଣିପାଗ ବିଭାଗର ସୂଚନା ଅନୁସାରେ ଏହିସବୁ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦେଖାଯିବ। ସେହିପରି ଆସନ୍ତା ୨ ଦିନ ଆଭ୍ୟନ୍ତରୀଣ ଜିଲ୍ଲାରେ ବି […]

  • Thursday, 01 July 2021
3
ସମାଧାନ ହେବ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ

ଦୀର୍ଘଦିନର ପ୍ରତୀକ୍ଷା ପରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଛି। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲ୍ଲାର ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା, ରେଭିନ୍ୟୁ ସୁପ୍ରଭାଇଜର ପହଞ୍ଚି  ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ବିବାଦର ସମାଧାନ ନୁହେଁ, କେବଳ ସ୍ଥିତି ପରଖିବାକୁ ଆସିଥିଲୁ ବୋଲି ଆନ୍ଧ୍ରର ଅଧିକାରୀମାନେ କହିଛନ୍ତି। ବିଶାଖାପାଟଣା ଜିଲ୍ଲାପାଳଙ୍କୁ କୋରାପୁଟ୍ ଜିଲାପାଳଙ୍କ ପକ୍ଷରୁ ଚିଠି କରାଯାଇଛି। ଉଭୟ ଜିଲ୍ଲାପାଳ […]

  • Thursday, 01 July 2021
hajat mrutyu
ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ପୁରୀରେ ଜଣେ ଅଭିଯୁକ୍ତଙ୍କର ପୋଲିସ ହେପାଜତରେ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ପୁରୀ ହସ୍ପିଟାଲ ସାମ୍ନାରେ ପୋଲିସ ସହ ସାଧାରଣ ଜନତା ଏବଂ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ପୋଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି ବୋଲି ଆଜି ଏକ ପ୍ରେସମିଟରେ କହିଛନ୍ତି ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହ। ଏସପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ଖବର ପାଇଥିଲା ପୋଲିସ। ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ ସହ […]

  • Thursday, 01 July 2021