• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

assembly
ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଆସନ୍ତା ୧୮ରେ ବସିବ ସର୍ବଦଳୀୟ ବୈଠକ। କରୋନା ମହାମାରୀ ସମୟ ହୋଇଥିବାରୁ ଏଥର ଶୀତ ଅଧିବେଶନ ପରିଚାଳନା କିପରି ହେବ, ସେନେଇ ଆଲୋଚନା କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବୁଧବାର ଦିନ ବିଧାନସଭା ପରିସରରେ ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ବାଚସ୍ପତି। ଶୀତ ଅଧିବେଶନରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ କି ନାହିଁ, ସେନେଇ ମତ ନିଆଯିବ। ତେବେ ଆସନ୍ତା ଅଧିବେଶନରେ ଗୋଟିଏ ପ୍ରସଙ୍ଗରେ ୨ଟି […]

  • Thursday, 01 July 2021
amlan
ମହାନଦୀକୁ ଖସିପଡ଼ିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ

କଟକ:  ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର। କଟକ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ୍ ତାଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି।  ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କରାଯିବା ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନଙ୍କ ସହ ନଦୀରୁ ଉଦ୍ଧାର ହୋଇଥିବା ତାଙ୍କ ପତ୍ନୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ସେନେଇ ପୋଲିସ୍ ତଦନ୍ତ […]

  • Thursday, 01 July 2021
police station
ଭୁବନେଶ୍ୱରରୁ ଚୋରି ହୋଇଥିବା ବସ୍‌ ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ବସ୍ ବ୍ରହ୍ମପୁରରୁ ଠାବ ହୋଇଛି। ବଡ଼ ବଜାର ପୋଲିସ ବସ୍‌କୁ ଠାବ କରିଥିଲେ ବି ଚୋର ଧରା ପଡ଼ି ନାହିଁ। ବ୍ରହ୍ମପୁର ପୋଲିସ ଗାଡ଼ିକୁ ଜଗି ରହିଛି। ତେବେ ବସ୍‌ଟିକୁ କିଏ ଚୋରି କରିଛି, କେଉଁ ଉଦ୍ଦେଶ୍ୟରେ ଚୋରି କରିଥିଲା, ତାହାର ଖୋଳତାଡ଼ କରୁଛି। ଅନ୍ୟପକ୍ଷରେ ବରମୁଣ୍ଡାରୁ ବାରମ୍ବାର ବସ୍ ଚୋରି କରି ଦୂର ଦୂରାନ୍ତ ଜାଗାରେ ଛାଡ଼ି ପଳାଉଥିବା ସେହି ଦୁର୍ବୃତ୍ତର କାମ କି ଅନ୍ୟ ଚୋରି କରିଥିଲା […]

  • Thursday, 01 July 2021
court-oredre
ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଜିଲ୍ଲାପାଳଙ୍କ ସହ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଛି। ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାମଲା ହୋଇଛି। ଏଇଠୁ ମିଳିଥିଲା ମୃତଦେହ: ଗତ ୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର […]

  • Thursday, 01 July 2021
examination
ବିନା ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀ ଦେବେ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

ଭୁବନେଶ୍ୱର: ୨୦୨୦ରେ ଖୋଲିବନି ସ୍କୁଲ୍। ଶିକ୍ଷା ବର୍ଷ ସରିବାକୁ ଆଉ ମାତ୍ର ଦୁଇ ମାସ ହେଲେ ଏଯାଏ ମିଳୁନି ସମାଧାନର ବାଟ। ଚିନ୍ତାରେ ମାଟ୍ରିକ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ। ମାଟ୍ରିକ୍ ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ? କେଉଁ ମାସରେ ହେବ ପରୀକ୍ଷା? ଏଭଳି ଅନେକ ପ୍ରଶ୍ନ ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉଙ୍କି ମାରୁଛି। ଅନ୍ ଲାଇନ୍ ଶିକ୍ଷା କେବେଳ କିଛି ବର୍ଗକୁ […]

  • Thursday, 01 July 2021
airstrip
କେବେ କାର୍ଯ୍ୟକ୍ଷମ ହେବ ଜୟପୁର ଓ ରାଉଲକେଲା ଏୟାରଷ୍ଟ୍ରିପ୍ ?

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରର ପ୍ରସ୍ତାବିତ ଏୟାରଷ୍ଟ୍ରିପ୍। ରନୱେ ପ୍ରସ୍ତୁତ, ଏଟିସି ତୟାର, ଯାତ୍ରୀଙ୍କୁ ସ୍ୱାଗତ ପାଇଁ ଟର୍ମିନାଲ୍ ବିଲ୍ଡିଂ ବି ଅପେକ୍ଷାରେ। ହେଲେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଏହି ଏୟାରଷ୍ଟ୍ରିପ୍‌ରେ ନା ଲ୍ୟାଣ୍ଡିଂ କରୁଛି କୌଣସି ଯାତ୍ରୀବାହୀ ବିମାନ, ନା ଟେକ୍ଅପ୍ କରୁଛି। ଦୀର୍ଘ ଦିନ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନି। ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏରେ ଆବେଦନ କରିଛି ଜିଲ୍ଲା ପ୍ରଶାସନ। ଅଥଚ ଏଯାଏଁ ମିଳିନି ଗ୍ରୀନ୍ […]

  • Thursday, 01 July 2021
ହତ୍ୟାକାଣ୍ଡର ଦେଢ଼ ବର୍ଷ ପରେ ପୋଲିସ୍‌ ହାତରେ ଧରାପଡ଼ିଲା ଅଭିଯୁକ୍ତ

କଟକ: ବହୁ ଚର୍ଚ୍ଚିତ କଟକ ଯୋବ୍ରା ଅଞ୍ଚଳର ତପନ ନାୟକ ହତ୍ୟା ଘଟଣାର ଦୀର୍ଘ ଦେଢ ବର୍ଷ ପରେ ୨ ଅଭିଯୁକ୍ତଙ୍କୁ ମାଲଗୋଦାମ ପୋଲିସ୍‌ ଗିରଫ କରିଛି।  ଏହି ଘଟଣାରେ ପୂର୍ବରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ୍‌। ୨୦୧୯ ଜୁନ ୬ରେ ଯୋବ୍ରା ବ୍ୟାରେଜରେ ମାଛ ମରାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା। ଯୋବ୍ରା ଅଞ୍ଚଳର ତପନ ନାୟକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ […]

  • Thursday, 01 July 2021
bhumika
ଭିଡିଓ ଜାରି କରି ମୁହଁ ଖୋଲିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ, କହିଲେ- କାହିଁକି ମହାନଦୀକୁ ଖସି ପଡ଼ିଲେ ?

କଟକ: ମହାନଦୀରୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅମ୍ଲାନଙ୍କ ପତ୍ନୀ। ସେ କହିଛନ୍ତି, ଓପାସ ଥିଲା,ତେଣୁ ଦୁର୍ବଳ ଲାଗୁଥିଲା। ମୁଣ୍ଡ ବି ବୁଲାଉଥିଲା। ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ମୁଣ୍ଡ ବୁଲାଇ ଦେଲା। ଯେହେତୁ ମୁଁ ହାଇ ହିଲ୍ ପିନ୍ଧିଥିଲି, ତେଣୁ ଗୋଡ଼ ଖସିଗଲା ଓ ମୁଁ ନଦୀରେ ପଡ଼ି ଯାଇଥିଲି।’ ସେ ଆହୁରି କହିଛନ୍ତି, ଏହି କଥାକୁ ନେଇ ଗୁଜବ ପ୍ରଚାର କରାଯାଇ ମୋ ପରିବାର ଓ […]

  • Thursday, 01 July 2021
coronavirus-2
ରାଜ୍ୟରେ କରୋନା ଆକ୍ଟିଭ କେସ୍‌ ୧୦ ହଜାର ତଳକୁ ଖସିଲା, ସୁସ୍ଥ ହେଲେଣି ୨ ଲକ୍ଷରୁ ଅଧିକ

ଭୁବନେଶ୍ୱର:ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୭୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୭ କ୍ୱାରେଣ୍ଟିନ  ସେଣ୍ଟରରୁ ବାହାରିଥିବାବାବେଳେ ୩୧୨ ଜଣ ଲୋକାଲ କେସ ଥିବା ଜଣାଯାଇଛି। ଆଜି ବି କରୋନା ତାଲିକାର ଉପରେ ରହିଛି ଖୋର୍ଦ୍ଧା।  ତା ପଛକୁ ରହିଛି ମୟୂରଭଞ୍ଜ। ଖୋର୍ଦ୍ଧାରୁ ସର୍ବାଧିକ ୮୮ କରୋନା ରୋଗୀ ଚିହ୍ନଟ କରାଯାଇଛି। ମୟୂରଭଞ୍ଜରୁ ୭୮ ଏବଂ ସୁନ୍ଦରଗଡରୁ ୫୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ […]

  • Thursday, 01 July 2021
online
୨୪ ଘଣ୍ଟାରେ ୧୬ କରୋନା ରୋଗୀ ଆଖି ବୁଜିଲେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା୧,୫୪୩ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭଗ ପକ୍ଷରୁ କୁହାଯାଇଛି। ଆଜି ସୁନ୍ଦରଗଡ ସର୍ବାଧିକ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାବ୍ୟତୀତ ଝାରସୁଗୁଡ଼ା ଓ ବରଗଡରୁ ୨ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଅନ୍ୟ ଜିଲ୍ଲା ଯଥା ସମ୍ବଲପୁର, ଅନୁଗୋଳ, ଭୁବନେଶ୍ୱର, ଦେଓଗଡ, ନୟାଗଡ଼,  ପୁରୀ ଓ ମୟୂରଭଞ୍ଜରୁ ଜଣେ ଲେଖାଏ ରୋଗୀ […]

  • Thursday, 01 July 2021
କେନାଲ ବନ୍ଧ ଭାଙ୍ଗି ଗାଁ ଭିତରେ ପଶିଲା ପାଣି

ନିଆଳି: କେନାଲ ବନ୍ଧ ଭାଙ୍ଗି ଗାଁ ଭିତରେ ପାଣି ପଶି କୃତିମ ବନ୍ୟା ସୃଷ୍ଟି। ନିଆଳି ଜଳସମ୍ପଦ ଉପଖଣ୍ଡ ଅଧିନ କାକଟପୁର ବ୍ରାଞ୍ଚ କେନାଲର ଉତ୍ତରପାର୍ଶ୍ଵ ବନ୍ଧ ଭାଙ୍ଗିଯିବା ଫଳରେ ବରିମୁଣ୍ଡ ଗାଁ ମଧ୍ୟରେ କେନାଲ ପାଣି ପଶି କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଁ ରାସ୍ତା ପାଣିରେ ଉବୁଟୁବୁ ହେଉଥିବା ବେଳେ ଲୋକଙ୍କ ଘରେ ପାଣି ପଶି ଯାଇଛି। ରାସ୍ତାଘାଟ, ଚାଷ ଜମି ସବୁ କିଛି ପାଣିରେ ଉବୁଟୁବୁ। ଗ୍ରାମବାସୀ ଏବେ ଜଳବନ୍ଦୀ ହୋଇ […]

  • Thursday, 01 July 2021
malkangiri-1
ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ହତ୍ୟା ଅଭିଯୋଗ ଆସିବା ପରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବଦଳି ହୋଇଛି। ତାଙ୍କ ସ୍ଥାନରେ ୱାଇ. ବିଜୟ ନୂଆ ଜିଲ୍ଲାପାଳ ହୋଇଛନ୍ତି। ବଦଳି ପରେ ମନୀଷ ଅଗ୍ରୱାଲ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ହୋଇଛନ୍ତି। ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଫସିଛନ୍ତି ମନୀଷ ଅଗ୍ରୱାଲ। କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ହତ୍ୟା ମାମଲା ରୁଜୁ କରି ମାଲକାନଗିରି ପୋଲିସ୍‌ ତଦନ୍ତ ଚଳାଇଛି। ପଢ଼ନ୍ତୁ: ମାଲକାନଗିରି […]

  • Thursday, 01 July 2021
2qeS3gTY
ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ କମିଶନରେଟ୍ ପୋଲିସ୍‌ ୨୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଖଣ୍ଡଗିରି କଳିଙ୍ଗନଗରରୁ ଚଢ଼ାଉ କରି ପୋଲିସ୍ ଏହି‌ ବ୍ରାଉନସୁଗାର ଜବତ କରିଛି। ଏହା ସହ ଏକ ବନ୍ଧୁକ, ଦାମୀ କାର୍ ମଧ୍ୟ ଜବତ ହୋଇଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦଶପଲ୍ଲା ଅଞ୍ଚଳର ମୁନା ସେଠୀ ବୋଲି ସୂଚନା ମିଳିଛି।

  • Thursday, 01 July 2021
bput
'ଫାଇନାଲ ସେମିଷ୍ଟର ପରୀକ୍ଷା କର'

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ରଛାତ୍ରୀ। ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି। ସେତେବେଳ ବିଭାଗ ତରଫରୁ କୁହାଯାଇଥିଲା ଯେ ବିକଳ୍ପ ବ୍ୟବସ୍ଥା ଭାବେ ଅଫ୍‌ଲାଇନ ପରୀକ୍ଷା କରାଯିବ ମାତ୍ର ଏଯାଏ ପରୀକ୍ଷା ହୋଇ ନାହିଁ। ଉଚ୍ଚଶିକ୍ଷା ଲାଗି ଓଜେଇଇରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ସୁଦ୍ଧା […]

  • Thursday, 01 July 2021
bagala
ବଗଲା ବିବାଦ: ୨୩ ପ୍ରତିପକ୍ଷଙ୍କୁ ନୋଟିସ

ପୁରୀ: ବହୁଚର୍ଚ୍ଚିତ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ ହୋଇଛି।  ହାଇକୋର୍ଟ ସମସ୍ତ ୨୩ ଜଣ ପ୍ରତିପକ୍ଷଙ୍କୁ ନୋଟିସ କରି ପ୍ରତିଜବାବ ଦାଖଲ ପାଇଁ ନୋଟିସ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପର୍ଷଦ ସଭ୍ୟ ସମେତ ୨୩ ପ୍ରତିପକ୍ଷଙ୍କୁ ନୋଟିସ କରାଯାଇଛି। ଏହି ୨୩ ପ୍ରତିପକ୍ଷଙ୍କ ମଧ୍ୟରେ ରହିଛନ୍ତି ଜମି କିଣିଥିବା ୬ ବ୍ୟକ୍ତିବିଶେଷ, ଜମି କିଣିଥିବା ଏକ ନିଯୋଗ,  ୫ ବ୍ୟକ୍ତିଙ୍କୁ ପ୍ରତିଜବାବ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୁରୀ ବଗଲା […]

  • Thursday, 01 July 2021
drown
ଘାଟରେ ବୁଡ଼ିଗଲେ ୩ ଯୁବକ

ବାଲେଶ୍ୱର: ଘାଟରେ ଗାଧୋଇବା ବେଳେ ଅଘଟଣ।  ବୁଡ଼ିଗଲେ ୩ ଯୁବକ। ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡ଼ା ଗାଁ ନିକଟ ତ୍ରିବେଣୀ ଘାଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ନୀଳଗିରିର ୫ ଯୁବକ ବୁଲିବାକୁ ଆସି ଏହି ଘାଟରେ ଗାଧୋଉଥିଲେ। କିନ୍ତୁ କୌଣସି କାରଣରୁ ଅଥଳ ପାଣିକୁ ଚାଲିଯାଇଥିଲେ। ତେବେ ୩ ଜଣ ଯୁବକ ନିଖୋଜ ହୋଇଯିବା ବେଳେ ୨ ଜଣ ଯୁବକ ପହଁରି ପହଁରି କୂଳକୁ ପଳାଇ ଆସିଥିବା ଜଣାପଡ଼ିଛି। ପରେ ନିଖୋଜ ଯୁବକଙ୍କୁ ଡଙ୍ଗା ସାହାଯ୍ୟରେ […]

  • Thursday, 01 July 2021
ohrc
'ବଦଳି କର, ନହେଲେ ପ୍ରମାଣ ନଷ୍ଟ କରିଦେବେ'

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କୁ ହତ୍ୟା ଅଭିଯୋଗ ମାମଲାରେ  ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପତ୍ନୀ। ମୃତ ପିଏ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା OHRCର ଦ୍ୱାରସ୍ଥ ହୋଇଛନ୍ତି। ୪ ପୋଲିସ ଅଧିକାରୀଙ୍କ ବଦଳି ଦାବିରେ ସେ OHRCଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି। ତେବେ ବନଜାଙ୍କ ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି ଏସ୍‌ପି, SDPO, DIB ଇନ୍ସପେକ୍ଟର, IICଙ୍କ ବଦଳି ଦାବି କରିଛନ୍ତି। ୪ ପୋଲିସ ଅଧିକାରୀ ପ୍ରମାଣ ନଷ୍ଟରେ ଲାଗି […]

  • Thursday, 01 July 2021
chhat-puja
ଏ ବର୍ଷ ଛଟ୍‌ ପୂଜା ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲଗାଯାଇଛି। ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରିଯାଇଛି। ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ପ୍ରତିବର୍ଷ ମହାଆଡ଼ମ୍ବରରେ ଛଟ୍ ପୂଜା ପାଳନ କରାଯାଏ। କିନ୍ତୁ ଏବର୍ଷ କରୋନା ପାଇଁ ସରକାର କଟକଣା ଲଗାଇଛନ୍ତି। କଟକଣା ଉଲ୍ଲଂଘନ କଲେ ଆଇନାନୁସାରେ ଦଣ୍ଡ ନେଇ ଚେତାବନୀ ଦିଆଯାଇଛି। ଘରେ ରହି […]

  • Thursday, 01 July 2021
konark
ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ

ଭୁବନେଶ୍ୱର: ଦୀପାବଳି ରାତିରେ ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ। ରାଜ୍ୟର ପ୍ରମୁଖ ସହରରେ ପ୍ରଦୂଷଣ କମିଥିଲେ ବି କୋଣାର୍କରେ ବଢ଼ିଛି। ଦୀପାବଳିରେ ପ୍ରମୁଖ ସହରର AQI ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟ ଦେଇଛି। ଗତବର୍ଷ ଭୁବନେଶ୍ୱରରେ ଦୀପାବଳି ଦିନ AQI ୧୬୪ ଥିଲା ବେଳେ ଏବର୍ଷ ରହିଛି ୧୩୭। ସେହିପରି ପୁରୀରେ ଗଲାବର୍ଷ ୨୦୩ ଥିଲା ବେଳେ ଏବର୍ଷ ୧୦୩କୁ ଖସିଛି AQI। ତେବେ କୋଣାର୍କରେ ଗତବର୍ଷ ୭୭ ଥିବା ବେଳେ ଏବର୍ଷ ୮୨କୁ […]

  • Thursday, 01 July 2021
rainfall
ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ, ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

water-project
ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି

କେନ୍ଦ୍ରାପଡ଼ା: ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି। କେନ୍ଦ୍ରାପଡ଼ାରେ ଘଟିଛି କାନ ଶୁଣି ନଥିବା କଥା। ସେହି ପାଣି କଳିର ଇଏ ଦୁଇଟି ଚିତ୍ର। ଗୋଟିଏ ଗତ ୧୦ ତାରିଖର ତ ଅନ୍ୟଟି ଗଲାକାଲିର ନଦୀ ରୂପୀ ମାଆ, ଖରସ୍ରୋତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ଦୁଇ କିଲୋମିଟର ଲମ୍ବର ଏ ବିଶାଳ ମାନବ ଶୃଙ୍ଖଳ ଗତକାଲି ଦେଖିବାକୁ ମିଳିଥିଲା କଟକ-ଚାନ୍ଦବାଲି ରାସ୍ତାର ଗଡ଼ଗଡ଼ି ଘାଟରୁ ଅଚ୍ୟୁତପୁର ଯାଏଁ। ଦୁଇ ହଜାରରୁ ଅଧିକ ପିଲାଠୁ ବୁଢ଼ା […]

  • Thursday, 01 July 2021
blast
ମହଙ୍ଗା ପଡ଼ିଲା ଖଟ ଉପରେ ମୋବାଇଲ୍ ରଖି ଶୋଇବା

କୋରାପୁଟ: ଫାଟିଗଲା ମୋବାଇଲ୍। ଚାର୍ଜରେ ବସିଥିବା ମୋବାଇଲ୍ ବିସ୍ଫୋରଣ ଘଟି ବର୍ଷକର ଶିଶୁ ଗୁରୁତର ଭାବେ ଆହତ ହୋଇଛି। ଏପରି ଅଘଟଣ ଘଟିଛି କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ। ଗତକାଲି ସ୍ଥାନୀୟ ବିଲାଂସିଲ୍ ଗାଁରେ ରୋହିତ ନାଚିକା ତାଙ୍କ ମୋବାଇଲ ଫୋନକୁ ଚାର୍ଜରେ ବସାଇଥିଲୋ। ତେବେ ଚାର୍ଜ ହୋଇସାରିବା ପରେ କୌଣସି କାରଣରୁ ମୋବାଇଲଟି ହଠାତ ଫାଟି ଯାଇଥିଲା। ବିସ୍ଫୋରଣ ଫଳରେ ନିକଟରେ ଶୋଇଥିବା ଶିଶୁ କନ୍ୟାର ମୁହଁରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଶିଶୁକନ୍ୟାଟି ଏବେ କୋରାପୁଟ […]

  • Thursday, 01 July 2021
ଯାତ୍ରୀଙ୍କୁ ନେଇ ଯାଉ ଥିବାବେଳେ ଓଲଟି ପଡ଼ିଲା ବସ୍‌

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମ କଟକ ହାଜାରୀଡ଼ାଙ୍ଗ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫର୍ଚୁନ ନାମକ ବସ୍ ଓଲଟି ପଡ଼ିବାରୁ ଏହା ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନ ଥିବାବେଳେ ମୃତକଙ୍କ ମଧ୍ୟରେ ଡ୍ରାଇଭର ଓ ଜଣେ ଯାତ୍ରୀ ଅଛନ୍ତି। ସେହିପରି ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ବିଶାଖାପାଟଣା ହସ୍ପିଟାଲ୍‌ ସ୍ଥାନାନ୍ତର […]

  • Thursday, 01 July 2021
ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଶ୍ରଦ୍ଧାଳୁ

ପୁରୀ: ମହାପ୍ରଭୁଙ୍କ ପାଇଁ ସୁନା ଦାନ କରିବେ ଜଣେ ଶ୍ରଦ୍ଧାଳୁ। ଶ୍ରୀଜିଉଙ୍କ ମସ୍ତକରେ ଶୋଭା ମଣ୍ଡିତ କରୁଥିବା ଚନ୍ଦ୍ର, ସୂର୍ଯ୍ୟ ଏବଂ ଅବକାଶ ସମୟରେ ବ୍ୟବହାର ହେଉଥିବା ସୁବର୍ଣ୍ଣ ପାତିଆ ଦାନ କରିବେ ଜଣେ ଜଗନ୍ନାଥ ପ୍ରେମୀ। ଏଥିପାଇଁ ଚନ୍ଦ୍ର, ସୂର୍ଯ୍ୟର ମାପଚୂପ କରାଯାଇଛି। ପରିଚାଳନା କମିଟିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। ୧ ମାସ ଭିତରେ ଏହା ନୂତନ ଭାବେ ତିଆରି କରାଯିବ ଏବଂ ଏହି ସୁବର୍ଣ୍ଣ ୩୦୦ରୁ ୪୦୦ ଗ୍ରାମ ଓଜନର […]

  • Thursday, 01 July 2021
cronavruys
ରାଜ୍ୟରେ ଖସୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହେଲେ ୬୪୪

ଭୁବନେଶ୍ୱର: ରାଜ୍ୟରେ ଖସୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪ ଆକ୍ରାନ୍ତ। କ୍ୱାରେଣ୍ଟିନ ସେଣ୍ଟରରୁ ୩୭୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୨୭୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାଯାଇଛି। ଖୋର୍ଦ୍ଧା, ସୁନ୍ଦରଗଡ ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ସର୍ବାଧିକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୭୩, ସୁନ୍ଦରଗଡରୁ ୬୨ ଏବଂ ମୟୂରଭଞ୍ଜରୁ ୫୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସମସ୍ତ […]

  • Thursday, 01 July 2021