• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jay panda-1
ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ: ବିଜେପିର ସାଂଗଠନିକ ପୁନର୍ବିନ୍ୟାସ ପରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଛନ୍ତି। ଉପାଧ୍ୟକ୍ଷ ପଦରେ ପୁନଃନିଯୁକ୍ତି ପରେ ବୈଜୟନ୍ତ ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ଏହାସହ ତାଙ୍କୁ ମିଳିଥିବା ଦାୟିତ୍ୱକୁ ସେ ସୁଚାରୁ ରୂପେ ତୁଲାଇବେ ବୋଲି ଜଣାଇଛନ୍ତି । ତାଙ୍କ ନେତୃତ୍ୱରେ ଦଳ ପାଇଁ ନିଷ୍ଠାର ସହ କାମ କରିବେ ବୋଲି ନଡ୍ଡାଙ୍କୁ କଥା ଦେଇଛନ୍ତି ବୈଜୟନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ […]

  • Saturday, 03 July 2021
ncb
NCB ରାଡାର୍‌ରେ ବଲିଉଡର୍ ୨୦ରୁ ଅଧିକ ଆଗଧାଡ଼ିର କଳାକାର

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ଏବେ ବଲିଉଡର୍ ୨୦ରୁ ଅଧିକ କଳାକାର। A ଲିଷ୍ଟର୍ ଷ୍ଟାରଙ୍କୁ ଜେରା ପରେ ଆହୁରି କିଛି ଅଭିନେତ୍ରୀ ଏବଂ ଅଭିନେତାଙ୍କୁ ଜେରା କରିପାରେ ଏନସିବି। ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କୁ ପଚରାଉଚରା ପରେ ଏନେଇ ସୁରାକ୍ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେମାନଙ୍କ ମୋବାଇଲରୁ କିଛି ତଥ୍ୟ ଏନସିବି ପାଖରେ ମିଳିଥିବା ଜଣାପଡ଼ିଛି। ସେହିଭଳି ଧର୍ମାଟିକ୍ ଏଣ୍ଟରଟେନମେଣ୍ଟର ପୂର୍ବତନ କର୍ମଚାରୀ କ୍ଷୀତିଜଙ୍କୁ ଜେରା କରିବା ପରେ ଡ୍ରଗ୍ସ […]

  • Saturday, 03 July 2021
modi
କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

ଡେରାଡୁନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନ୍‌ଫରେନ୍ସରେ ମଙ୍ଗଳବାର ୬ଟି ବଡ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ଅବରସରେ ମୋଦି କୃଷି ବିଲ୍‌କୁ ବିରୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଲ୍‌ ଯୋଗୁ ଦେଶର କୃଷକ, ଶ୍ରମିକଙ୍କ ସମସ୍ୟାରେ ସୁଧାର ଆସିବ। ଏହି ସୁଧାର ଯୋଗୁ ଦେଶର ଶ୍ରମିକ ସଶକ୍ତ ହେବ, ଚାଷୀ ସଶକ୍ତ ହେବେ। ଯୁବଗୋଷ୍ଠୀ ଓ ମହିଳାମାନେ ବି ସଶକ୍ତ ହେବେ। ହେଲେ ଏବେ ଦେଖିବାକୁ ମିଳିଛି, କିଛି ଲୋକ […]

  • Saturday, 03 July 2021
nirvaya
ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

ଲଦାଖ: ଚୀନକୁ ଚେକ୍ ଦେବାପାଇଁ LACରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରିଥିବା ଭାରତୀୟ ସେନା ତାର ସାମରିକ ଶକ୍ତିକୁ ଆହୁରି ମଜଭୁତ କରିଛି। ପରିସ୍ଥିତିକୁ ଦେଖିବା ପରେ ସ୍ୱଦେଶୀ ଜ୍ଞାନକୌଶଳରେ ର୍ନିମିତ ଦୂରଗାମୀ ଲକ୍ଷ୍ୟ ଭେଦୀ କ୍ଷେପଣାସ୍ତ୍ର ନିର୍ଭୟ ମୁତୟନ କରାଯାଇଛି। ଚୀନ ତା ସୀମାରେ କ୍ଷେପଣାସ୍ତ୍ର ଖଞ୍ଜୁ ଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ଲକ୍ଷ୍ୟ ରଖିଛି। ନିର୍ଭୟ ମିସାଇଲ ୧ ହଜାର କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା […]

  • Saturday, 03 July 2021
SSR
ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସ ତରଫରୁ ଚୂଡ଼ାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟ ସିବିଆଇକୁ ପ୍ରଦାନ କରାଯାଇଛି । ଗତକାଲି ସଂଧ୍ୟାରେ ଏହି ରିପୋର୍ଟ ଦିଆଯାଇଥିବା ଜଣାପଡ଼ିଛି । ଏହି ବ୍ୟବଚ୍ଛେଦ ରିପୋର୍ଟ ସହିତ ଅନ୍ୟ ତଥ୍ୟ ପ୍ରମାଣକୁ ନେଇ ସିବିଆଇ ତଦନ୍ତ କରିବ। ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ? ଆଗରୁ ଥରେ ମୁମ୍ବାଇରେ ସୁଶାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ […]

  • Saturday, 03 July 2021
bubonic plague
କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ପେଇଚିଂ: ଚୀନରେ କରୋନା ଭାଇରସ ପରେ ଏବେ ଆସିଛି ଆଉ ଏକ ବିପଦ। ବ୍ୟୁବୋନିକ୍‌ ପ୍ଲେଗ୍‌ ରୋଗକୁ ନେଇ ଚୀନ୍‌ରେ ଖେଳି ଯାଇଛି ଆତଙ୍କ। ରୋଗ ସଂକ୍ରମଣର ଭୟାବହତାକୁ ଦେଖି ଦେଶର ଦକ୍ଷିଣ ଓ ପଶ୍ଚିମ ଭାଗରେ ଜରୁରୀକାଳିନ ସ୍ଥିତି ଲାଗୁ କରାଯାଇଛି। କୁହାଯାଉଛି, ଚୀନର ୟୁନ୍ନାନ ପ୍ରାନ୍ତର ମେଂଘାଇ କାଉଣ୍ଟିର ଏକ ତିନି ବର୍ଷର ଶିଶୁର ଏହି ରୋଗରେ ଆକ୍ରାନ୍ତ ହୋଇଛି। ଚୀନ୍‌ରେ ଗତ ସପ୍ତାହରେ ପ୍ଲେଗ ସଂକ୍ରମଣ ବିଷୟରେ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା। […]

  • Saturday, 03 July 2021
1111
ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

ନୂଆଦିଲ୍ଲୀ:ହଥରସ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ମୃତ୍ୟୁ ସହ ଲଢି ଲଢି ଶେଷରେ ଆଖି ବୁଜି ଦେଇଛନ୍ତି। ଗଣ ଦୁଷ୍କର୍ମ ପରେ ୧୯ ବର୍ଷର ଏହି ଯୁବତୀଙ୍କ ଜିଭ କାଟି ଦେଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ପ୍ରଥମେ ଜବାହରଲାଲ ନେହରୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାକୁ ରେଫର କରାଯାଇଥିଲା। ୧୫ ଦିନ ତଳେ ଘଟିଥିଲା ଏହି ଛାତିଥରା ଘଟଣା। ମଙ୍ଗଳବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅବଶ୍ୟ […]

  • Saturday, 03 July 2021
ins
୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ନୂଆଦିଲ୍ଲୀ: ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଯାହାଜ INS ବିରାଟ ଗୁଜରାଟ ଅଲଙ୍ଗସ୍ଥିତ ଯାହାଜ ଭଙ୍ଗା ୟାର୍ଡରେ ପହଞ୍ଚିଛି। ଭାରତରେ ସବୁଠୁ ଦୀର୍ଘ ସମୟ ଧରି ସେବାରେ ରହିଥିଲା ଏହି ଜାହାଜ । ଗତ ୩୦ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲା । କିଛି ଦିନ ତଳେ ମୁମ୍ବାଇର ନାଭାଲ ୟାର୍ଡରୁ ତାର ଶେଷ ଯାତ୍ରା ଆରମ୍ଭ କରିଥିଲା ଆଇଏନଏସ ବିରାଟ । ଗୁଜରାଟରେ ଏହି ଜାହାଜ ପହଞ୍ଚିବା ପରେ ଏବେ ଏହାକୁ […]

  • Saturday, 03 July 2021
tirath singh rawat
କିଏ ହେବ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ; ଆଗରେ ରହିଛି ଏହିସବୁ ନାଁ

ଡେରାଡୁନ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ଇସ୍ତଫାକୁ ନେଇ ସସ୍ପେନ୍ସର  ଦି ଏଣ୍ଡ୍ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତୀରଥ ସିଂ ରାୱତ । ଗତକାଲି ରାତିରେ ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ତୀରଥ…

  • Saturday, 03 July 2021
ec
୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

ନୂଆଜିଲ୍ଲୀ: ଦେଶର ୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇଛି। ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶର ବିଧାନସଭା ସିଟ୍‌ରେ ବି ନଭେମ୍ବର ୩ରେ ଉପନିର୍ବାଚନ ହେବ। ନଭେମ୍ବର ୧୦ ତାରିଖରେ ଭୋଟ୍ ଗଣତି ହେବ। ସେହିପରି ବିହାର ବାଲ୍ମିକୀ ନଗର ଲୋକସଭା ସିଟ୍ ଏବଂ ମଣିପୁରର ଦୁଇଟି ବିଧାନସଭା ଆସନରେ ନଭେମ୍ବର ୭ରେ ନିର୍ବାଚନ ହୋଇ ୧୦ ତାରିଖରେ ଭୋଟ୍ ଗଣତି ହେବ। ହେଲେ ଆସାମ, ତାମିଲନାଡ଼ୁ ଏବଂ […]

  • Saturday, 03 July 2021
manish-sisodia
କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାରୁ  ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଏକାଥରେ ଦୁଇଟି ରୋଗ- ଡେଙ୍ଗୁ ଓ କୋଭିଡ୍‌-୧୯ ସହିତ ଯୁଝୁଥିଲେ। ଆଜି ଦୁଇଟିଯାକ ରୋଗକୁ ପରାସ୍ତ କରି ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ମନୀଷ। ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ମନୀଷ ସେପ୍ଟେମ୍ବର ୧୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ପରେ ସେପ୍ଟେମ୍ବର ୨୩ ତାରିଖରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ(ଏଲ୍‌ଏନ୍‌ଜେପି) […]

  • Saturday, 03 July 2021
akshyata-utkarsh
ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

ମୁମ୍ବାଇ: ସୁଶାନ୍ତ ସିଂହଙ୍କ ପରେ ବିହାରରୁ ଆସି ମୁମ୍ବାଇରେ ସଂଘର୍ଷ କରୁଥିବା ଆଉ ଜଣେ ଉଦୀୟମାନ ଅଭିନେତାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ୨୬ ବର୍ଷୀୟ ଟିଭି କଳାକାର ଅକ୍ଷତ ଉତ୍କର୍ଷ। ମୁମ୍ବାଇର ଅନ୍ଧେରୀରେ ରହୁଥିବା ଫ୍ଲାଟ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଉତ୍କର୍ଷ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉତ୍କର୍ଷଙ୍କ ମୂଳଘର ବିହାର ମୁଜାଫରପୁରରେ। ଶବ ବ୍ୟବଚ୍ଛେଦ ପରେ ଅକ୍ଷତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ଫେରାଇ ଦେଇଛି ପୁଲିସ। ତେବେ ପୁଅ ଅତ୍ମହତ୍ୟା କରିନି […]

  • Saturday, 03 July 2021
reha
ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟ ମାମଲା ସହିତ ଡ୍ରଗ୍ସ କାରବାର ମାମଲାର କୌଣସି ସମ୍ପର୍କ ନାହିଁ। କେବଳ ଡ୍ରଗ୍ସକାରବାର ଅଭିଯୋଗରେ ରିୟା ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟଙ୍କୁ ଆଜି ଏପରି କହିଛି ଏନ୍‌ସିବି। ଏନ୍‌ସିବି ଗିରିଫଦାରୀକୁ ନେଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ବିରୋଧରେ ହାଇକୋର୍ଟରେ ଆଜି ଏପରି ଉତ୍ତର ରଖିଛି ଏନ୍‌ସିବି। ଏନ୍‌ସିବି ପକ୍ଷରୁ ନିଯୁକ୍ତ ହୋଇଥିବା […]

  • Saturday, 03 July 2021
sushant
ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ମୁମ୍ବାଇ: ବିଷକ୍ରିୟାରୁ ହୋଇନି ସୁଶାନ୍ତଙ୍କ ମୃତ୍ୟୁ। ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଫଟୋଗ୍ରାଫ୍ ପ୍ରମାଣକୁ ବିଶ୍ଳେଷଣ କରି ବିଷକ୍ରିୟାର କୌଣସି ସୁରାକ୍ ମିଳିନଥିବା, ସିବିଆଇକୁ ରିପୋର୍ଟ ଦେଇଛି ତଦନ୍ତରେ ସହଯୋଗ କରୁଥିବା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍। ଏପଟେ ଏନ୍‌ସିବି ଜେରା ବେଳେ ‘ମାଲ୍ ହେ କ୍ୟା’ ଚାଟ୍‌ର ରାଜ୍ ଖୋଲିଛନ୍ତି ଦୀପିକା। କହିଛନ୍ତି ମାଲ୍ ଏକ କୋଡ୍ ଓ୍ୱାର୍ଡ ବା ସାଂକେତିକ ଶବ୍ଦ। କୋଡ୍ ଓ୍ୱାର୍ଡ ମାଲ୍‌ରେ ଅର୍ଥ ସିଗାରେଟ୍। ସେ ଚାଟ୍‌ରେ କୌଣସି […]

  • Saturday, 03 July 2021