• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ନୂଆଦିଲ୍ଲୀ: ଶତ୍ରୁକୁ ଏବେ କଡ଼ା ଜବାବ୍ ଦେବ ଭାରତର ନାରୀ ଶକ୍ତି। ଭାରତୀୟ ବାୟୁସେନାର ଲଢୁଆ ବିମାନ ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ ସିଂ। ଏବେ ସେ ଅମ୍ବାଲା ଏୟାର୍‌ବେସ୍‌ରେ ଟ୍ରେନିଂ ନେଉଛନ୍ତି। ଶିବାଙ୍ଗୀ ୨୦୧୭ ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ତା ପରଠାରୁ ସେ ମିଗ୍ 21 Bison ଲଢୁଆ ବିମାନ ଉଡାଇଛନ୍ତି। ରାଫେଲ ଉଡ଼ାଇବାକୁ ୧୦ ମହିଳା ପାଇଲଟଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ଶିବାଙ୍ଗୀ ଅଛନ୍ତି। […]

  • Saturday, 03 July 2021
Payal Ghosh
ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ...

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷଙ୍କ ଏକ ଟ୍ୱିଟ୍‌କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। “ଯଦି ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳେ, ମନେ ରଖନ୍ତୁ। ହେଲେ ସେ ଆତ୍ମହତ୍ୟା ଆଦୌ କରିବେନି” ବୋଲି ଟ୍ୱିଟ୍‌ କରି ପାୟଲ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, “ଏହି ଘଟଣାକୁ ଲୋକେ ଅବସାଦ କିମ୍ବା କୌଣସି ଚିକିତ୍ସା ସହ ଯୋଡ଼ିବାକୁ ମଧ୍ୟ […]

  • Saturday, 03 July 2021
gold
କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଲଗାତାର ତିନି ଧରି ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ଏହି ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ଟ୍ରେଡିଂ ଆରମ୍ଭରୁ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ଦିନ ୧୧ଟା ୭ ରେ ସୁନା ଦର Multi Commodity Exchange(MCX)ରେ ୨୦୮ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୪୯,୩୦୦ଟଙ୍କାରେ କାରବାର ଚାଲିଥିଲା। ଏହାପରେ ମଧ୍ୟ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। […]

  • Saturday, 03 July 2021
banda
କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

ନୂଆଦିଲ୍ଲୀ: ସଂସଦରେ ପାରିତ ହେବା ସତ୍ତ୍ୱେ କୃଷି ବିଲକୁ ଜାରି ରହିଛି ବିରୋଧ। ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । କୃଷକମାନେ ଅନେକ ସ୍ଥାନରେ ରାସ୍ତା ଉପରେ ବିକ୍ଷୋଭ କରୁଛନ୍ତି। ଟ୍ରାକ୍ ଉପରେ ମଧ୍ୟ ଚାଷୀମାନେ ବସି ରହିଛନ୍ତି । ଏଥିଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ସଂସଦେର ପାରିତ ୩ କୃଷିବିଲକୁ ବିରୋଧ କରି ଭାରତର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ […]

  • Saturday, 03 July 2021
bus
୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

ନୂଆଦିଲ୍ଲୀ: ଜଣେ ୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌। ଉତ୍ତରପୂର୍ବ ଦିଲ୍ଲୀର ନନ୍ଦ ନଗରୀରେ ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବସ୍‌କୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ଅଛି। ମୃତକମାନେ ହେଲେ- ଗାଜିଆବାଦ ଲୋନିର ରବିନ୍ଦର୍‌(୨୨), ମାଣ୍ଡୋଲିର କରଣ(୧୨) ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ତାଙ୍କ ବୟସ […]

  • Saturday, 03 July 2021
china
ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

ନୂଆଦିଲ୍ଲୀ:ଭାରତ-ଚୀନ  ମଧ୍ୟରେ ଗତ ଜୁନ୍‌ ମାସରେ ଗଲୱାନ ଘାଟିର ହୋଇଥିବା ହାତାହାତି ସଂଘର୍ଷବେଳେ ଚୀନର କେତେ ସୈନିକ ନିହତ ହୋଇଥିଲେ ତାହା ଅଧିକାରୀ ସୂତ୍ରରୁ କୁହାଯାଇ ନ ଥିଲା। ତେବେ ଚୀନ୍‌ ଏବେ ମାନିଛି ଯେ, ଏହି ଗଣ୍ଡଗୋଳରେ ଚୀନର ୫ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସରକାରୀ ସୂତ୍ରର କହିବା ଅନୁଯାୟୀ, ଭାରତ-ଚୀନ ମଧ୍ୟରେ ରାଜନୈତିକ, ସେନା ଅଧିକାରୀ ସ୍ତରରେ ଆଲୋଚନା ଚାଲିଥିବାବେଳେ ପ୍ରଥମଥର ପାଇଁ ଏପରି ତଥ୍ୟ  ପ୍ରକାଶ କରିଛି। ଏହା ପୂର୍ବରୁ ବେଜିଂ […]

  • Saturday, 03 July 2021
harley davidson bike 1
ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ନୂଆଦିଲ୍ଲୀ: ଭାରତରେ ଆମେରିକୀୟ ବ୍ରାଣ୍ଡ୍‌ର ବାଇକ୍‌ Harley-Davidson ଏହାର ପ୍ରଡକ୍ଟ ଓ ସେଲ୍ ବନ୍ଦ କରିଛି। ନିଜ କାରବାରର ପୁନର୍ବିନ୍ୟାସ ସ୍ୱରୁପ Harley-Davidson କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଯେଉଁ ଦେଶରେ ଏହି ବ୍ରାଣ୍ଡ୍‌ର ବାଇକ୍ ଅଧିକ ବିକ୍ରି ହେଉଛି, ସେହି ଦେଶରେ ଏହାର କାରବାରକୁ ବଢ଼ାଇବା ଲାଗି କମ୍ପାନୀ ଗୁରୁତ୍ୱ ଦେଉଛି। ତା ସହିତ ଯେଉଁ ଦେଶରେ ଏହି ବ୍ରାଣ୍ଡ୍‌ର ଚାହିଦା ନାହିଁ ସେସବୁ ଦେଶ ଛାଡ଼ିବାକୁ ନିଷ୍ପତ୍ତି ନେଇଛି କମ୍ପାନୀ। ଏହିକ୍ରମରେ ଭାରତରେ […]

  • Saturday, 03 July 2021
ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ ହୋଇଛି। ଏକ ସ୍କର୍ପିଓ କାର୍ ଭିତରେ ଚୋରା ବନ୍ଧୁକ କାରବାରର ଡିଲ୍‌ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଏହି  ଡିଲ୍‌ର ପର୍ଦ୍ଦାଫାସ କରିଛି। ଗତକାଲି ସନ୍ଧ୍ୟାରେ କଳ୍ପନା ଛକ ନିକଟରେ କ୍ରାଇମ୍‌ବ୍ରାଞ୍ଚର STF ଟିମ୍‌ ହାତରେ ଧରାପଡ଼ିଥିଲା ଏହି ଚୋରା ବନ୍ଧୁକ କାରବାରର ଡିଲ୍‌। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ଜଣେ ମହିଳା ସହଯୋଗୀଙ୍କୁ ଅଟକ ରଖାଯାଇଛି। ଗିରଫ ଦ୍ୱୟ ହେଲେ- […]

  • Saturday, 03 July 2021
ship
ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସିଓଲ: ଦକ୍ଷିଣ ଓ ଉତ୍ତର କୋରିଆର ସାମୁଦ୍ରିକ ସୀମାରେ ଦକ୍ଷିଣ କୋରିଆର ଜଣେ ଅଧିକାରୀଙ୍କୁ ହତ୍ୟା କରାଯାଇଛି। ଉତ୍ତର କୋରିଆ ଏହି ଅଧିକାରୀଙ୍କୁ ହତ୍ୟା କରିଥିବା ଦକ୍ଷିଣ କୋରିଆ ଅଭିଯୋଗ ଆଣିଛି। ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦକ୍ଷିଣ କୋରିଆ ପକ୍ଷରୁ ଦାବି କରାଯାଇଛି। ସାମୁଦ୍ରିକ ସୀମାରେ ବେଆଇନ ଭାବେ ମାଛ ଧରୁଥିବା ମତ୍ସଜୀବୀଙ୍କ ଉପରେ ନଜର ରଖିବା ପାଇଁ ଡଙ୍ଗାରେ ଯାଇଥିବା ଜଣେ ଦକ୍ଷିଣ କୋରିଆ ଅଧିକାରୀ ସୋମବାରଠାରୁ ନିଖୋଜ ହୋଇ ଯାଇଥିଲେ। ଦକ୍ଷିଣ କୋରିଆ […]

  • Saturday, 03 July 2021
Bihar Election News In Odia
Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର୍‌ ସୁନୀଲ ଆରୋରୋ ଆଜି ତାରିଖ ଘୋଷଣା କରିଛନ୍ତି। ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବାପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ October 28, ଦ୍ୱିତୀୟ ପର୍ଯ୍ୟାୟ November 3 ଓ ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ November 7 ରେ ହେବ। November 10 ରେ ହେବ ଭୋଟ୍‌ ଗଣତି। Bihar Election News in Odia ନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର […]

border
ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ଅନନ୍ତନାଗରେ ପୁଣି ଆତଙ୍କବାଦୀଙ୍କ ଉପଦ୍ରବ। ଆତଙ୍କୀଙ୍କୁ ଜବାବ ଦେବା ଉଦ୍ଦେଶ୍ୟରେ ହୋଇଥିବା  ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଲସ୍କର ଇ ତୋଇବା ଆତଙ୍କୀଙ୍କ ମୃତ୍ୟୁ ଘଟିଛି । ଏବେ କିଛି ଆତଙ୍କବାଦୀ ଘଟଣାସ୍ଥଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଗତକାଲି ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ଅପରେସନ ଆରମ୍ଭ ହୋଇଥିଲା । ଆତ୍ମସମର୍ପଣ ପାଇଁ କୁହାଯାଇଥିଲେ ମଧ୍ୟ ଆତଙ୍କବାଦୀମାନେ ପାଲଟା […]

  • Saturday, 03 July 2021
money
୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ଲକ୍ଷ୍ନୌ: ଟଙ୍କା ରୋଜଗାର କରିବାର ମାଧ୍ୟମ ଯଦି ସହଜ ହୋଇଥାନ୍ତା,  କେତେ ପୃଥିବୀରେ କେହି ଦରିଦ୍ର ନ ଥାନ୍ତେ। ଲୋକ ଅନାହାରରେ ରହୁ ନ ଥାନ୍ତେ କିମ୍ବା ଅର୍ଥାଭାବରୁ ଚିକିତ୍ସା ନ କରି ଲୋକେ ମରୁ ନ ଥାନ୍ତେ। ବହୁତ କଷ୍ଟରେ ଆସେ ଏହି ଟଙ୍କା। ହେଲେ କଷ୍ଟକରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ପାଖରେ ଯଦି ଅକସ୍ମାତ କୋଟି କୋଟି ଟଙ୍କା ଗଦା ହୋଇଯାଏ, କେମିତି ଲାଗିବ ? ହୁଏତ ଖୁସିରେ ପାଗଳ ହୋଇଯିବ। ହେଲେ […]

  • Saturday, 03 July 2021