ବୟସ ସିନା ଅଳ୍ପ ହେଲେ ବୁଦ୍ଧି ପ୍ରଖର । ସେ ସବୁ କିଛି ଜାଣିଛି, ସବୁ କିଛି ବୁଝି ପାରୁଛି, ସେଥିପାଇଁ ତ, ନିଜେ କଷ୍ଟମଷ୍ଟେ ଚାଲି ମାଆ ପାଇଁ ଯୋଗାଡ଼ କରିଛି ଉଦ୍ଧାରକାରୀ ଟିମ୍ । କଥାରେ ଅଛି ଛୋଟପିଲା ଭଗବାନଙ୍କ ଦ୍ୱିତୀୟ ରୂପ ଅଟନ୍ତି । ଦୁଇ ବର୍ଷର କୁନି ଝିଅ ପାଇଁ ତା ମାକୁ ମିଳିଛି ନୂଆ ଜୀବନ
ୱାଶିଂଟନ: ଚୀନ୍ ଆପ୍ ଟିକ୍ଟକ୍କୁ ଭାରତରେ ବ୍ୟାନ କରାଯିବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦେଶରେ ଏହାକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଟ୍ରମ୍ପ ଏକ ବାର୍ତ୍ତାରେ କହଛନ୍ତି, ଆମେରିକାର ଅଧିକାରୀମାନଙ୍କୁ ସୂଚନା ମିଳିଛି ଯେ ଚୀନର ଏହି ଆପ୍ରୁ ଚୀନ୍ ଗୁଇନ୍ଦା ଏଜେନ୍ସି ତଥ୍ୟ ସଂଗ୍ରହ କରୁଛି। ଏ ନେଇ ଆମେରିକୀୟ ଅଧିକାରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଏକ ପ୍ରେସ୍ ମିଟ୍ରେ ଟ୍ରମ୍ପ କହିଛନ୍ତି, ଆମେ ଟିକ୍ଟକ୍କୁ ଆମେରିକାରେ […]
ବାଲେଶ୍ୱର: ନ୍ୟାୟ ପାଇଁ ପୋଲିସ ପାଖକୁ ଆସିଥିବା ବେଳେ ପୋଲିସର ଆକ୍ରମଣ ଅଭିଯୋଗ । ବାଲେଶ୍ୱର ସିମୁଳିଆ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଥାନାରେ ଏତଲା ଦେବା ପରେ ପୋଲିସ ପଦକ୍ଷେପ ନ ନେବାରୁ…
ଆଲାସ୍କା: ଆଲାସ୍କାରେ ୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି। ଆଲାସ୍କାର ସୋଲ୍ଡୋଣ୍ଟା ସହରରୁ କିଛି କି.ମି. ଦୂରରେ ଏହି ଦୁର୍ଘଟଣା ଘଟିଛି। ମଝି ଆକାଶରେ ୨ଟି ଛୋଟ ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିର ଷ୍ଟେଟ୍ ଆସେମ୍ବ୍ଲି ମେମ୍ବର ଗ୍ୟାରି ନୋପ୍ ଥିଲେ। ଗୋଟିଏ ବିମାନରେ ଗ୍ୟାରି ନୋପ୍ ଏକାକୀ ଯାତ୍ରା କରୁଥିବା ବେଳେ ଅନ୍ୟ […]
ରାୟଗଡ଼ା: ଆଜିଠୁ ୩ ଦିନ ପାଇଁ ବରଗଡ଼ ଜିଲ୍ଲାକୁ ସଟ୍ଡାଉନ୍ କରାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଆଜି ସକାଳ ୫ଟାରୁ ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା ହୋଇଛି। ତେବେ ସଟ୍ଡାଉନ୍ ତାଲିକାରେ ଆଉ ଏକ ଜିଲ୍ଲା ସାମିଲ ହୋଇଛି। ୭୨ ଘଣ୍ଟା ପାଇଁ ରାୟଗଡ଼ା ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୭୨ ଘଣ୍ଟା ସଟ୍ଡାଉନ୍ ରହିବ ସମ୍ପୂର୍ଣ୍ଣ ଜିଲ୍ଲା। କରୋନା ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ […]
ବେଙ୍ଗାଲୁରୁ: କରୋନାଭାଇରସ୍ ଲକଡାଉନ୍ ଯୋଗୁ ସାରା ଦେଶରେ ସ୍କୁଲ ଓ କଲେଜ୍ ମାସ ମାସ ଧରି ବନ୍ଦ ରହିଛି। ଏଭଳି ସ୍ଥିତିରେ ପିଲାଙ୍କର ପାଠପଢ଼ା ଟିଭି ଏବଂ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ହେଉଛି। ଅନଲାଇନ୍ କ୍ଲାସ୍ ପାଇଁ ଅତ୍ୟାଧୁନିକ ଟିଭି ଓ ମୋଇବାଲର ଆବଶ୍ୟକତା ରହିଛି। ଯେଉଁମାନଙ୍କ ପାଖରେ ଏସବୁ ନାହିଁ, ସେମାନଙ୍କୁ ପାଠପଢ଼ାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। କିନ୍ତୁ ଜଣେ ମା’ ନିଜ ପିଲାମାନଙ୍କର ପାଠପଢ଼ା ପାଇଁ ଏମିତି କାମ କରିଛନ୍ତି, ଯେଉଁଥି […]
ବାରାଣାସୀ: ଅଗଷ୍ଟ ୫ ତାରିଖରେ ହେବ ରାମମନ୍ଦିର ନିର୍ମାଣସ୍ଥଳର ଭୂମି ପୂଜନ ଉତ୍ସବ । ଏଥିପାଇଁ ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଦିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତାଙ୍କ ତୂଳୀରେ ରାମଙ୍କ […]
ବିଶାଖାପଟନମ: ବିଶାଖାପଟନମ୍ ସ୍ଥିତ ହିନ୍ଦୁସ୍ତାନ ଶିପ୍ୟାଡରେ ଏକ ବିରାଟ କ୍ରେନ ଖସି ପଡ଼ି ୧୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ରେନ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶର ବିଶାଖପଟନମ୍ ଠାରେ ଥିବା ହିନ୍ଦୁସ୍ତାନ ଶିପ୍ୟାଡରେ ଆଜି ଲୋଡ୍ ଟେଷ୍ଟିଂ କାମ ଚାଲିଥିଲା ହଠାତ୍ କ୍ରେନଟି ଖସି ପଡ଼ିଲା। କ୍ରେନ୍ ତଳେ ଅନେକ ଶ୍ରମିକ ଚାପି ହୋଇ ଯାଇଥିଲେ। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ […]