• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

harivansh
ପୁଣି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ

ନୂଆଦିଲ୍ଲୀ: ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ପୁଣିଥରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବାଚନିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜେଡିୟୁ ନେତା ହରିବଂଶ ସିଂହ ବିରୋଧୀ ଦଳ ପକ୍ଷରୁ ଆରଜେଡି ପ୍ରାର୍ଥୀ ଏବଂ ସାଂସଦ ମନୋଜ ଝାଙ୍କୁ ହରାଇଛନ୍ତି। Harivansh Ji belongs to all sides of the aisle. He has conducted proceedings in an impartial manner. He has been an outstanding umpire and […]

  • Saturday, 03 July 2021
delhi metro
କୋଲକତାରେ ପୁଣି ଗଡିଲା ମେଟ୍ରୋ ଟ୍ରେନ୍

କୋଲକାତା: ୫ ମାସ ପରେ ଆଜିଠୁ କୋଲକତାରେ ପୁଣି ଆରମ୍ଭ ହେଲା ମେଟ୍ରୋ ଟ୍ରେନ୍ ଚଳାଚଳ। ଆଜି ସକାଳ ୮ଟାରେ ପ୍ରଥମ ଟ୍ରେନରେ ପାଖାପାଖି ୩ ହଜାର ଲୋକ ଯାତାୟାତ କରିଥିବା ସୂଚନା ମିଳିଛି। ତେବେ ଏହା ପୂର୍ବରୁ ପରିସରକୁ ସଂପୂର୍ଣ୍ଣ ରୂପେ ସାନିଟାଇଜ୍ କରାଯାଇଥିଲା। ଏହାସହିତ ଯାତ୍ରୀ ଯେପରି ସାମାଜିକ ଦୂରତା, ମାସ୍କ , ଥର୍ମାଲ ସ୍କ୍ରିନିଂ, ହାତ ସାନିଟାଇଜ୍ କରିବେ, ତାଉପରେ ଗୁରୁତ୍ୱ ଦିଆଯାଇଛି।  ଏହାସହିତ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଇ-ଟିକେଟ୍, ଇ […]

  • Saturday, 03 July 2021
kangan
ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରୁ ମନାଲିକୁ ଫେରିଯାଇଛନ୍ତି। ଚଣ୍ଡିଗଡ଼ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ମନାଲି ଯାଇଥିଲେ। ତେବେ ମୁମ୍ବାଇରୁ ଯିବାବେଳେ ସେ ଦୁଇଟି ଟ୍ୱିଟ୍ କରି ନିଜ ମନର କଥା ବର୍ଣ୍ଣନା କରିଛନ୍ତି। ପ୍ରଥମ ଟ୍ୱିଟ୍‌ରେ ସେ ଲେଖିଛନ୍ତି, ଯେ ସେ ବ୍ୟଥିତ ମନରେ ମୁମ୍ବାଇ ଛାଡି ଚାଲିଯାଉଛନ୍ତି। ଗଲା କିଛିଦିନ ହେଲା ଯେଉଁଭଳି ଭାବେ ତାଙ୍କୁ ଆତଙ୍କିତ କରାଯାଉଛି, ଧମକ ଦିଆଯାଉଛି, ଅଫିସ୍ ପରେ ଘରକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି, ତାକୁ […]

  • Saturday, 03 July 2021
Kushok-Bakula-Rimpochee-Airport-Leh-1
ବିଶ୍ଵ ସ୍ତରରେ ଚମକିବ ଭାରତର ଲେହ ବିମାନ ବନ୍ଦର

ଲଦାଖ: ସମ୍ପ୍ରସାରଣ ହେଉଛି ଲେହ ବିମାନ ବନ୍ଦର। ୧୮ ହଜାର ୯୮୫ ବର୍ଗ ମିଟର୍ ଅଞ୍ଚଳରେ ନୂତନ ଭାବେ ମଲ୍ଟି ଲେଭଲ  ଟର୍ମିନାଲ୍ ନିର୍ମାଣ କାର୍ଯ ଜୋରସୋରରେ ଚାଲିଛି।  ପ୍ରତିବର୍ଷ ୨୦ ଲକ୍ଷ ଲୋକେ ଏହି ବିମାନ ବନ୍ଦର ବ୍ୟବହାର କରିପାରିବେ।  ମୁଖ୍ୟତଃ ଶୀତ ଋ଼ତୁରେ ଯେପରି ଅଧିକରୁ ଅଧିକରୁ ବିମାନ ଲେହରେ ଅବତରଣ କରିପାରିବ, ସେ ନେଇ ବ୍ୟବସ୍ଥା ହେଉଛି। ବିଶେଷ ଭାବେ ସକାଳ ସମୟରେ ଯେପରି ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ ସେ ନେଇ […]

  • Saturday, 03 July 2021
elfie
ସେଲଫି ନେଉଥିଲେ, ଆଉ ତା' ପରେ…

ହାଇଦ୍ରବାଦ: ସେଲଫି ନେଉଥିବା ବେଳେ ଘଟିଲା ଅଘଟଣ। ଆଉ ଚାଲିଗଲା ଜୀବନ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାରେ ରହୁଥିବା ଆନ୍ଧ୍ର ପ୍ରଦେଶର ଜଣେ ଯୁବତୀ ନିଜ ଭାବିପତିଙ୍କ ସେଲଫି ଉଠାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଝରଣାରେ ଖସିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ପୋଲାଭାରାପୁ କମଳା ଏବଂ ତାଙ୍କ ଭାବିପତି ଆଟଲାଣ୍ଟାରେ ନିଜ ସମ୍ପର୍କୀୟଙ୍କୁ ଭେଟି ଘରକୁ ଫେରୁଥିଲେ। ଏହା ମଧ୍ୟରେ ଦୁହେଁ ବାଲ୍ଡ ରିଭର୍ ନିକଟରେ […]

  • Saturday, 03 July 2021
onions
ଏଣିକି ଦେଶ ବାହାରକୁ ଯିବନି ପିଆଜ

ନୂଆଦିଲ୍ଲୀ: ଏଣିକି ଦେଶ ବାହାରକୁ ଯିବନି ପିଆଜ। କରୋନା ମହାମାରୀ ସଙ୍କଟ ଭିତରେ ଦେଶରେ ବଢ଼ି ଚାଲିଥିବା ପିଆଜ ଦରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଦିନ ଏଭଳି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ମୁତାବକ, ଦେଶ ବାହାରକୁ ପିଆଜ ରପ୍ତାନୀ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗା ଯାଇଛି। ଏନେଇ Directorate General of Foreign Trade (DGFT) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁ ଚଳିତ ବର୍ଷ ପିଆଜ ଚାଷରେ […]

  • Saturday, 03 July 2021
ଚୀନ୍‌ରୁ ଆମଦାନୀ ହେଉଥିବା ୫‌ ସାମଗ୍ରୀ ବ୍ୟାନ୍‌ କଲା ଆମେରିକା

ୱାଶିଂଟନ୍‌: ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀ ଉପରେ ବ୍ୟାନ୍ ଲଗାଇଛି ଆମେରିକା। ଚୀନର ଜିନଜାଙ୍ଗ୍ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ହେଲା- କଟନ, ହେୟାର ପ୍ରଡକ୍ଟସ୍‌, କମ୍ୟୁଟର ଉପକରଣ ଓ କିଛି ଟେକ୍ସଟାଇଲ୍। ଏ ସବୁ କ୍ଷେତ୍ରରେ ଚୀନ୍‌ରେ ବେଆଇନ୍‌ ଭାବେ ଶ୍ରମିକଙ୍କୁ ବନ୍ଧକ ରଖି କାମ କରାଯାଉଥିବାରୁ ଟ୍ରମ୍ପ ପ୍ରଶାସନ ଏଭଳି କଡ଼ା ନିଷ୍ପତ୍ତି ନେଇଥିବା […]

  • Saturday, 03 July 2021
haribansa
ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ; କେମିତି ଥିଲା ସାମ୍ୱାଦିକତାରୁ ରାଜ୍ୟସଭା ଯାତ୍ରା

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ହୋଇଛି ଏନ୍‌ଡିଏ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୟୁପିଏ ପ୍ରାର୍ଥୀ ମନୋଜ ଝାଙ୍କୁ ହରାଇ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ବିଜୟ ହୋଇଥିବା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ବିଷୟରେ କିଛି ଅଜଣା କଥା। – ଉତ୍ତରପ୍ରଦେଶ ବଲିୟାରେ ୧୯୫୬ ଜୁନ୍ ୩୦ରେ ଜନ୍ମଗ୍ରହଣ କରିଥିଲେ […]

  • Saturday, 03 July 2021
hair cutting
ଏହି ସେଲୁନ୍‌ରେ ମାଗଣାରେ କାଟନ୍ତୁ ଚୁଟି

କୋଚି: ସେଲୁନ୍‌ରେ ଚୁଟି କାଟିବାକୁ ଚାହୁଁଛନ୍ତି ? ତା’ବି ପୁଣି ମାଗଣାରେ। ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଦେବାକୁ ପଡ଼ିବ ନାହିଁ। ଆମେ ଆପଣଙ୍କୁ ଏମିତି ଏକ ସେଲୁନ୍‌ ବିଷୟରେ କହିବୁ ଯେଉଁଠି ଆପଣ ମାଗଣାରେ ଚୁଟି କାଟି ପାରିବେ। କଥାଟା ଶୁଣିକି ଟିକେ ଅଜବ ଲାଗୁଥିଲେ ମଧ୍ୟ, ଘଟଣାଟି ସତ। କେରଳ କୋଚିରେ ଏମିତି ଏକ ସେଲୁନ୍‌ ଅଛି, ଯେଉଁଠି ଲୋକମାନେ ମାଗଣାରେ ଚୁଟି କାଟିଥାନ୍ତି। ସୂଚନା ଅନୁସାରେ, କୋଚିର କାଥ୍ରିକାଡାଭୁରେ ଗୋପୀ ନାମକ ଜଣେ […]

  • Saturday, 03 July 2021
jaya bachan
ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌କୁ ନେଇ ବର୍ଷିଲେ ଜୟା, କହିଲେ-କିଛି ଲୋକ ବଦନାମ କରୁଛନ୍ତି

ମୁମ୍ବାଇ: ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗରେ ରାଜ୍ୟ ସଭାରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। କେବଳ କିଛି ଲୋକଙ୍କ ପାଇଁ ବଲିଉଡ୍‌କୁ ବଦନାମ କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ମୋତେ ଲଜ୍ଜା ଲାଗୁଛି, ଗତକାଲି ସଂସଦରେ ଜଣେ ସାଂସଦ ଯିଏକି ଫିଲ୍ମ ଇଣ୍ଟଷ୍ଟ୍ରିରୁ ଆସିଛନ୍ତି, ସେ ଏହି ଇଣ୍ଡଷ୍ଟ୍ରି ବିରୋଧରେ ମନ୍ତବ୍ୟ ଦେଇଥିଲେ। ହେଲେ ଏପରି ମନ୍ତବ୍ୟ ଲଜ୍ଜାଜନକ ବୋଲି ଜୟା କହିଛନ୍ତି। ଜୟା ବଚ୍ଚନ କହିଛନ୍ତି, କିଛି ଲୋକଙ୍କ ଯୋଗୁ ପୂରା ଇଣ୍ଡଷ୍ଟ୍ରିକୁ […]

  • Saturday, 03 July 2021