• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bjp
ବିଜେପିରେ ମିଶିଲେ ୫ କଂଗ୍ରେସ ବିଧାୟକ

ନୂଆଦିଲ୍ଲୀ: ମଣିପୁର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମଣିପୁରର ୫ ଜଣ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମୁଖ୍ୟାଳୟରେ ହୋଇଥିବା ମିଶ୍ରଣ ପର୍ବରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଏମାନେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ଭଣଜା ଓକ୍ରାମ ହିନରି ବି ରହିଛନ୍ତି। କଂଗ୍ରେସ ଦଳରେ ଅଣଦେଖା ଓ ବିଜେପି ପ୍ରତି […]

  • Sunday, 04 July 2021
kashmir
କାଶ୍ମୀରରେ ମୁତୟନ ୧୦ ହଜାର ଯବାନକୁ ଫେରାଇ ଆଣିବ କେନ୍ଦ୍ର

ଶ୍ରୀନଗର: କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ପାରା ମିଲିଟାରୀ ଫୋର୍ସର ଯବାନ। ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏତେ ବଡ଼ ସଂଖ୍ୟାର ସୁରକ୍ଷା ବାହିନୀକୁ ଅପସାରଣ କରିବାର ଏହା ହେଉଛି ସବୁଠୁ ବଡ଼ ନିଷ୍ପତ୍ତି। ଗତ ମେ ମାସରେ ମଧ୍ୟ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ […]

  • Sunday, 04 July 2021
doctor killed
ମହିଳା ଡାକ୍ତରଙ୍କୁ କିଡ୍‌ନାପ୍‌ ପରେ ମର୍ଡର ! ବାହା ହେବାକୁ ଚାପ ପକାଉଥିଲେ ସିନିୟର

ନୂଆଦିଲ୍ଲୀ: ମହିଳା ଡାକ୍ତରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ। ଆଗ୍ରା ଏସ୍‌ଏନ୍‌ ମେଡିକାଲ୍‌ କଲେଜ Gynaecology ବିଭାଗର ଜଣେ ୨୫ ବର୍ଷୀୟ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ସେ ନିଖୋଜ ଥିଲେ। ନିଖୋଜର କିଛି ଘଣ୍ଟା ପରେ ଆଗ୍ରାର ବମରୋଲି ଅହିର ଅଞ୍ଚଳରୁ ସମ୍ପୃକ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଡାକ୍ତର ହେଲେ ଦିଲ୍ଲୀ ଶିବପୁରୀ ଅଞ୍ଚଳର ଯୋଗୀତା ଗୌତମ। […]

  • Sunday, 04 July 2021
china-1
ବିବାଦୀୟ ଲିପୁଲେଖରେ ସେନା ମୁତୟନ କଲା ଚୀନ

ଡେରାଡୁନ୍‌: ଉତ୍ତରାଖଣ୍ଡ ଲିପୁଲେଖ ବିବାଦକୁ ନେଇ ଭାରତ-ନେପାଳ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଏହି ଅଞ୍ଚଳରେ ଚୀନ ଏବେ ଅଧିକ ସଂଖ୍ୟକ ସୈନ୍ୟ ମୁତୟନ କରିଥିବା ଦେଖିବାକୁ ମିଳିଛି। ସ୍ଥିତି ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଚୀନ ୧୫୦ ଲାଇଟ୍‌ କମ୍ବାଇନ୍‌ଡ ଆର୍ମ ବ୍ରିଗ୍ରେଡ୍‌ ମୁତୟନ କରିଛି। ପ୍ରାୟ ୨ ସପ୍ତାହ ପୂର୍ବରୁ ତିବ୍ବତ ପାଖ ଲିପୁଲେଖ ଇଲାକାରେ ଚୀନ ଏହି ସେନା ମୁତୟନ କରିଛି। ସୀମା ରେଖାର […]

  • Sunday, 04 July 2021
Untitled-1
ପ୍ରଧାନମନ୍ତ୍ରୀଙ୍କୁ କୁନି ଝିଅର ଶେଷ ଚିଠି; ଏ ଦୁନିଆ ମୋତେ ଆଉ ଭଲ ଲାଗୁନି....

ନୂଆଦିଲ୍ଲୀ:  ‘ମୋ ନାଁ ଆଞ୍ଚଲ ଗୋସ୍ୱାମୀ। ଏ ଦୁନିଆ ଆଉ ମୋତେ ଭଲ ଲାଗୁନି। ଏଠାରେ ଲୋକେ ପରସ୍ପର ସହ ଝଗଡ଼ା କରୁଛନ୍ତି। ମା’ ବାପାଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛନ୍ତି। ଗାଳିଗୁଲଜ କରୁଛନ୍ତି, ମାରପିଟ୍‌ ବି କରୁଛନ୍ତି। ଲୋକେ ନିଜ ସୁବିଧା ପାଇଁ ଗଛ କାଟି ଦେଉଛନ୍ତି। ଜୀବଜନ୍ତୁଙ୍କ ପ୍ରତି ନିର୍ଦ୍ଦୟ ହୋଇଯାଉଛନ୍ତି। ଯେଉଁମାନେ ମାଂସାହାରୀ ସେମାନେ ମୋତେ ବହୁତ ଖରାପ ଲାଗୁଛନ୍ତି। ଏମିତି ଲୋକଙ୍କୁ ବହୁତ୍‌ ଘୃଣା ଲାଗୁଛି ଯେଉଁମାନେ ରାଷ୍ଟ୍ରୀୟ ସଂଗୀତ ଗାଇବାବେଳେ ଠିଆ […]

  • Sunday, 04 July 2021
Untitled-1
ପ୍ରଶାନ୍ତଙ୍କ ଆବେଦନ ଖାରଜ୍: ଦଣ୍ଡବିଧାନ କରିପାରନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ପାଇଁ ଦଣ୍ଡ ଘୋଷଣା କରିପାରନ୍ତି। ପ୍ରଶାନ୍ତ ଆବେଦନ ଖାରଜ କରି କୋର୍ଟ କହିଛନ୍ତି “ଏହା ଯଥୋଚିତ ଆବେଦନ ନୁହେଁ। ଦଣ୍ଡ ବିଧାନ ପରେ ହିଁ ବିଚାର ସମ୍ପୂର୍ଣ୍ଣ ହେବ।” ପ୍ରଶାନ୍ତ ଜୁନ ୨୭ ତାରିଖରେ ସୁପ୍ରିମକୋର୍ଟ ବିଷୟରେ ଏକ ଟ୍ୱିଟ୍ କରିଥିଲେ। ଯାହା ନ୍ୟାୟପାଳିକ ଓ ମୁଖ୍ୟ ବିଚାରପତିଙ୍କ ଗରିମା […]

  • Sunday, 04 July 2021
photo
ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦: ଏହି ସହର ହେଲା ଭାରତର ସବୁଠୁ ସ୍ୱଚ୍ଛ ସହର

ନୂଆଦିଲ୍ଲୀ: ଇନ୍ଦୋର ଦେଶର ସବୁଠାରୁ ସ୍ୱଚ୍ଛ ସହର। ଜାତୀୟ ସ୍ୱଚ୍ଛତା ସର୍ଭେ ‘ସ୍ୱଚ୍ଛ ସର୍ଭେକ୍ଷଣ୨୦୨୦’ର ପଞ୍ଚମ ପାଳିରେ ଇନ୍ଦୋରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ଚିହ୍ନଟ କରାଯାଇଛି। ସେହିଭଳି ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା। ତା ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଛି। ଚତୁର୍ଥ ଥର ପାଇଁ ଇନ୍ଦୋର ଭାରତର ସବୁଠୁ ସ୍ୱଚ୍ଛ ସହର ତାଲିକାରେ […]

  • Sunday, 04 July 2021
NRA
ଜାତୀୟ ନିଯୁକ୍ତି ସଂସ୍ଥାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଗଠନ କରାଯିବ । ଏହାର ନାଁ ରଖାଯାଇଛି ଜାତୀୟ ନିଯୁକ୍ତି ସଂସ୍ଥା ବା NRA (National Recruitment Agency))। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସମସ୍ତ ଅଣଗେଜେଟେଡ୍ ପଦବୀ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିଯୁକ୍ତି ଲାଗି ଏନ୍ଆରଏ ଗୋଟିଏ କମନ ଏଲିଜିବିଲିଟି ଟେଷ୍ଟ କରିବ। ଷ୍ଟାଫ୍ ସିଲେକ୍ସନ ବୋର୍ଡ, ରେଲଓ୍ୱ ରିକ୍ରୁଇଟମେଣ୍ଟ ବୋର୍ଡ […]

  • Sunday, 04 July 2021
gmail
G-mail ଡାଉନ; ଲଗ୍‌ଇନ କରିପାରୁ ନାହାନ୍ତି ୟୁଜର

ନୂଆଦିଲ୍ଲୀ: ଇଣ୍ଡିଆରେ ଡାଉନ୍‌ ହେଲା G-mail । ମେଲ୍‌ ଲଗ୍‌-ଇନ କରିବାରେ ଅସୁବିଧା ହେଉଛି। ଯଦି ବି ଲଗ୍‌ଇନ ହେଉଛି ତେବେ ମେଲ୍‌ ଯାଉନି କି ଆସୁନି ବୋଲି ୟୁଜରମାନେ ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗକୁ ମଧ୍ୟ ସ୍ୱୀକାର କରିଛି ଗୁଗଲ। G-mail ଡାଉନ୍‌ ଥିବା ଅଭିଯୋଗର ଉପରେ ଗୁଗଲ କହିଛି “ ଏହି ଘଟଣାର କାରଣ ଜାଣିବା ପାଇଁ ଆମ ଟିମ କାମ କରୁଛି। ସମସ୍ୟା ବିଷୟରେ ଆମେ ଆପଣଙ୍କୁ ସମୟରେ ସମୟରେ ଅପ୍‌ଡେଟ୍‌ ଖବର […]

  • Sunday, 04 July 2021
rain-2
ଦିଲ୍ଲୀରେ ପ୍ରବଳ ବର୍ଷା: ଧସିଗଲା ରାସ୍ତା

ନୂଆଦିଲ୍ଲୀ: ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି । ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି।  ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଦିଲ୍ଲୀ ମୟୂରବିହାର ଓ ଗୌତମବୁଦ୍ଧ ନଗରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିଲ୍ଲୀ ବାସିନ୍ଦା । ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଛି […]

  • Sunday, 04 July 2021