• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

lebanon
ଲେବାନନ ବିସ୍ଫୋରଣ: କେତେ ଭୟଙ୍କର ଥିଲା ଦୃଶ୍ୟ, ଦେଖନ୍ତୁ ଭିଡିଓ

ବେରୁଟ: ଗତକାଲି ସନ୍ଧ୍ୟା ବେଳେ ଲେବନନର ରାଜଧାନୀରେ ହୋଇଥିଲା ଗୋଟିଏ ପରେ ଗୋଟିଏ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ବେରୁଟ ଠାରୁ ୨୪୦ କିଲୋମିଟର ଦୂର ସମୁଦ୍ର ଆରପଟେ ଥିବା ଅନ୍ୟ ଏକ ଦେଶ ସାଇପ୍ରସକୁ ଶବ୍ଦ ଶୁଭିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୭୩ ଜଣ ପ୍ରାଣ ହରାଇଲେଣି। ହଜାର ହଜାର ଲୋକ ଆହତ ହୋଇଛନ୍ତି। This guy was easily 1.5 to 2 miles away!! Rip to […]

  • Monday, 05 July 2021
sibaji rao
ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ

ପୁଣେ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନିଲାଙ୍ଗେକର (Shivajirao Patil Nilangekar)ଙ୍କର ବୁଧବାର ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସ୍କ  ଶିବାଜିରାଓ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ଏଠି କହିରଖିବୁ, ଶିବାଜୀରାଓ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। […]

  • Monday, 05 July 2021
upsc
କାଲି ଥିଲେ କନ୍‌ଷ୍ଟେବଲ, ଆଜି ହେଲେ IAS

ନୂଆଦିଲ୍ଲୀ: କାଲି ଅଫିସର ସବୁ ବରିଷ୍ଠ କର୍ମଚାରୀଙ୍କୁ ସେ ସାଲ୍ୟୁଟ ମାରୁଥିଲେ। ହେଲେ ଆଉ ତାଙ୍କୁ ସାଲ୍ୟୁଟ ମାରିବାକୁ ପଡ଼ିବନି। ବରଂ ଅନ୍ୟମାନେ ତାଙ୍କୁ ସାଲ୍ୟୁଟ ମାରିବେ। ଆମ ଏଠି ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଲଙ୍କ କଥା କହିବାକୁ ଯାଉଛୁ। କାରଣ ସେ ଏବେ କନଷ୍ଟେବଲରୁ ଆଇଏଏସ। ସିଭିଲ ସର୍ଭିସ ପରୀକ୍ଷା-୨୦୧୯ର ରେଜଲ୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପରୀକ୍ଷା ଫଳ ଦିଲ୍ଲୀ ପୋଲିସ ପାଇଁ ବିଶେଷ ମହତ୍ୱପୂର୍ଣ୍ଣ। କାରଣ ଦିଲ୍ଲୀ ପୋଲିସର ଜଣେ କନେଷ୍ଟବଳ ଏହି […]

  • Monday, 05 July 2021
lebanon-attck
ଭୟଙ୍କର ବିସ୍ଫୋରଣର କାରଣ କହିଲେ ଲେବାନନ ପ୍ରଧାନମନ୍ତ୍ରୀ

ବେରୁଟ: ଲେବାନନର ରାଜଧାନୀ ବେରୁଟରେ ଭୟଙ୍କର ବିସ୍ଫୋରଣ କାରଣ କହିଛନ୍ତି ଲେବାନନ ପ୍ରଧାନମନ୍ତ୍ରୀ ହସନ ଦିଆବ। ବେରୁଟ୍‌ ବିମାନ ବନ୍ଦରର ୱାରେହାଉସ୍‌ରେ ୨,୭୫୦ ଟନ୍ ଆମୋନିୟମ୍‌ ନାଇଟ୍ରେଟ୍‌ ରଖାଯାଇଥିଲା। ଯାହା ଗତକାଲି ସନ୍ଧ୍ୟାରେ ଭୟଙ୍କର ବିସ୍ଫୋରଣ ହୋଇଛି ବୋଲି କହିଛନ୍ତି ଲେବାନବ ପ୍ରଧାନମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିନା କୌଣସି ସତର୍କତା ଅବନମ୍ବନ ନ କରି ଦୀର୍ଘ ୬ ବର୍ଷ ହେଲା ଏତେ ମାତ୍ରାରେ ଆମୋନିଆ ନାଇଟ୍ରେଟ୍‌ ରଖିବା ଗ୍ରହଣୀୟ ନୁହେଁ। ପ୍ରତିରକ୍ଷା ପରିଷଦର […]

  • Monday, 05 July 2021
sushant singh 22
ରିୟାଙ୍କୁ ମିଳିବନି ସୁରକ୍ଷା, ୩ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ‌ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ‌ଏହାସହ ଏହି ଘଟଣାର ତଦନ୍ତ ବିହାର ପୋଲିସ୍‌ ନିକଟରୁ ସ୍ଥାନାନ୍ତରିତ କରି ମୁମ୍ବାଇ ପୋଲିସ୍‌କୁ ଦେବା ପାଇଁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନ ଉପରେ ମଧ୍ୟ ସୁପ୍ରିମକୋଟ ଶୁଣାଣି କରିଥିଲେ। ଏ ସଂକ୍ରାନ୍ତ ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ନିର୍ଦ୍ଦେଶ […]

  • Monday, 05 July 2021
modi-2
୨୨ କିଲୋ ୬ ଶହ ଗ୍ରାମ ରୂପା ଇଟାରେ ରାମମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। କୋଟି କୋଟି ରାମ ଭକ୍ତଙ୍କ ସ୍ୱପ୍ନ ଶାକାର ହେବ । ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ, ସୁଉଚ୍ଚ ଶ୍ରୀରାମଙ୍କ ମନ୍ଦିର। ଆଜି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଘଟିଛି ସେହି ଐତିହାସିକ ଘଟଣା।ଅଯୋଧ୍ୟା ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଭୂମି ପୂଜା କରିବା ପରେ ଶିଳାନ୍ୟାସ କରିଛନ୍ତି। ଏହା ପରେ ଆରମ୍ଭ ହେବ ମନ୍ଦିର ନିର୍ମାଣ। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆରଏସ୍‌ଏସ୍‌ ମୁଖ୍ୟ […]

  • Monday, 05 July 2021
modi
‘ରାମମନ୍ଦିର କେବଳ ମନ୍ଦିର ନୁହେଁ, ସାମୁହିକ ସଂକଳ୍ପର ପ୍ରତୀକ’

ଅଯୋଧ୍ୟା: ଆଜି ପୂରା ଭାରତ ରାମମୟ ହୋଇଛି। ସବୁ ମନ ଦୀପମୟ ହୋଇଛି। ଆଜି ସରା ଭାରତ ଭାବୁକ ହୋଇଛି। ବର୍ଷ ବର୍ଷ ଧରି ଅପେକ୍ଷା ଆଜି ସମାପ୍ତ ହେବାକୁ ଯାଉଛି । ବର୍ଷ ବର୍ଷ ଧରି ଚାଲୁଥିବା ବ୍ୟତିକ୍ରମର ରାମ ଜନ୍ମଭୂମି ଆଜି ମୁକ୍ତ ହୋଇଛି। ବର୍ଷ ବର୍ଷ ଧରି ଟେଣ୍ଟରେ ରହୁଥିବା ରାମ୍ ଲାଲ୍‌ଙ୍କ ପାଇଁ  ଏକ ବଭ୍ୟ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଆଜି ଭୂମିପୂଜନ ଓ ଶିଳାନ୍ୟାସ ହୋଇଯାଇଛି। ଦେଶର ସ୍ୱାଧୀନତା […]

  • Monday, 05 July 2021
modi
ରାମଲଲାଙ୍କୁ ଦର୍ଶନ କରି ସାଷ୍ଟାଙ୍ଗ ପ୍ରଣିପାତ ହେଲେ ମୋଦି

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ଭୂମି ପୂଜନ ପାଇଁ ଅଯୋଧ୍ୟାରେ ପହଁଞ୍ଚି ସାରିଲେଣି। ଭୂମି ପୂଜନ ସ୍ଥାନକୁ ଯିବା ପୂର୍ବରୁ ପିଏମ୍‌ ମୋଦି ହନୁମାନଗଡ଼ି ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପୂଜାପାଠ କରିଥିଲେ। ରାମଲଲାଙ୍କ ଦର୍ଶନ କରିବା ପୂର୍ବରୁ ହନୁମାନଗଡ଼ି ମନ୍ଦିରରେ ପୂଜା କରିବାର ଏକ ବିଶ୍ୱାସ ରହିଛି। ହନୁମାନଗଡ଼ି ମନ୍ଦିରର ମୁଖ୍ୟ ପୁରୋହିତ ଶ୍ରୀ ଗାଦ୍ଧିଶିନ ପ୍ରେମଦାସ ମହାରାଜ ମୋଦିଙ୍କୁ ପଗଡ଼ି, ରୂପା ମୁକୁଟ ଓ ପାରମ୍ପରିକ ଷ୍ଟଲ ପିନ୍ଧେଇଥିଲେ। ଏହି ସମୟରେ ପିଏମ୍‌ ମାସ୍କ […]

  • Monday, 05 July 2021
aswesi
ଓୱେସୀ କହିଲେ, ବାବ୍ରି ମସ୍‌ଜିଦ୍‌ ଥିଲା, ରହିଛି ଓ ରହିବ

ନୂଆଦିଲ୍ଲୀ: ଆଜି ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରୁଥିବା ବେଳେ ବାବ୍ରି ମସ୍‌ଜିଦ୍‌କୁ ମନେ ପକାଇଲେ AIMIM ନେତା ଅସଦୁଦ୍ଦିନ ଓୱେସୀ। ମୁଗଲ ସମ୍ରାଟ ବାବର  ୧୫୨୮ ମସିହାରେ ବାବ୍ରି ମସ୍‌ଜିଦ୍‌ ନିଅଁ ପକାଇଥିଲେ। ୧୯୯୨ ପରେ ରାମ ଜନ୍ମଭୂମି ଆନ୍ଦୋଳନରେ କରସେବକମାନେ ଏହାର ଗମ୍ବୂଜକୁ ଭାଙ୍ଗି ଦେଇଥିଲେ। ଏହାକୁ ମନେ ପକାଇ ଓୱେସୀ ଟ୍ୱିଟ୍‌ କରି ଲେଖିଛନ୍ତି “ ବାବ୍ରି ମସ୍‌ଜିଦ୍‌ ଥିଲା ରହିଛି ଓ ଆଗକୁ ମଧ୍ୟ […]

  • Monday, 05 July 2021
bombay
ପ୍ରବଳ ବର୍ଷାରେ ମୁମ୍ବାଇ ଜଳବନ୍ଦୀ

ମୁମ୍ୱାଇ: ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର, ଉବୁଟୁବୁ ମାୟାନଗରୀ। ମୁମ୍ବାଇ ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ଅନେକ ଅଞ୍ଚଳରେ ଅଣ୍ଟେ ଉଚ୍ଚର ପାଣି ଜମି ରହିଛି। ଆଜି ପ୍ରାୟ ୬୦ରୁ ୭୦ କିଲୋମିଟର ବେଗରେ ପବନ ବୋହିଥିଲା। ଫଳରେ ବହୁ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥାରେ ଲୋକେ ଓ ଯାତ୍ରୀ ଫସି ରହିଥିବା ମଧ୍ୟ ଦେଖିବାକୁ  ମିଳିଥିଲା। ଚର୍ଚଗେଟ୍, ଓ୍ବର୍ଲି, ଚୌପାଟୀ, ହିନ୍ଦମାତା, ମଦନପୁରା ଆଦି ଅଞ୍ଚଳ ବେଶୀ […]

  • Monday, 05 July 2021
ed
କୁଆଡେ ଗଲେ ରିୟା? ଜେରା ପାଇଁ ଇଡିର ସମନ

ମୁମ୍ୱାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଗଷ୍ଟ ୭ରେ ମୁମ୍ବାଇସ୍ଥିତ ଅଫିସରେ ହାଜର ହେବାକୁ ସମନରେ କୁହାଯାଇଛି। ଏହା ସହିତ ସୁଶାନ୍ତଙ୍କ CA(ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍)ଙ୍କୁ ମଧ୍ୟ ସମନ କରାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ପରଠୁ ତାଙ୍କର ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନସଫର ନେଇ ଚର୍ଚ୍ଚା ଚାଲିଛି। ଯଦିଓ ଏନେଇ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ ବୋଲି ମୁମ୍ବାଇ ପୋଲିସ କହୁଛି ହେଲେ ସନ୍ଦେହ ଦୂର […]

  • Monday, 05 July 2021