• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Maharashtra
ମନମାଳିନ୍ୟକୁ ଭୁଲି ପୁଣି ଥରେ ଏକାଠି ହେବେ ବିଜେପି-ଶିବସେନା?

ବିଜେପିର ଶିବସେନାଠାରୁ ଦୁଇ ଗୁଣାରୁ ଅଧିକ ବିଧାୟକ ଥିବାରୁ ଦଳ ମୁଖ୍ୟମନ୍ତ୍ରୀ ପଦ ଛାଡିବ ନାହିଁ ବୋଲି ନେତାଏ ସ୍ପଷ୍ଟ କରି ଦେଇଛନ୍ତି। ଖୋଦ୍ ଦେବେନ୍ଦ୍ର ଫର୍ଣ୍ଣାଭିସ୍ ମଧ୍ୟ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ଏକମତ ବୋଲି କହିଛନ୍ତି ଫର୍ଣ୍ଣାଭିସ୍

  • Monday, 05 July 2021
cbse
CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା, ଦୁଇଟି ଟର୍ମରେ ଶିକ୍ଷାବର୍ଷ

 CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ନିଷ୍ପତ୍ତି ଅନୁସାରେ ଦୁଇଟି ଟର୍ମରେ ହେବ ୨୦୨୧-୨୨ର ଶିକ୍ଷାବର୍ଷ । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍ ରହିବ । ଏହାସହ ପ୍ରତି ଟର୍ମ ଶେଷରେ…

coco
୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ସାରା ପୃଥିବୀକୁ ବେକାବୁ କଲାଣି କରୋନା।  ଭାରତରେ ମଧ୍ୟ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିଚାଲିଛି।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ୧୫ ଲକ୍ଷ ଟପି ଥିବାବେଳେ ୩୪ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ  ୪୮, ୫୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ୭୬୮ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪, ୧୯୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ […]

  • Monday, 05 July 2021
susantaaa
ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ବାପାଙ୍କ ପରେ ମୁହଁ ଖୋଲିଲେ ଭଉଣୀ ଶ୍ୱେତା

ନୂଆଦଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ପ୍ରତ୍ୟେକ ଦିନ କିଛି ନୂଆ କଥା ସାମ୍ନାକୁ ଆସୁଛି। କ୍ରମାଗତ ଭାବରେ ସୁଶାନ୍ତଙ୍କ ପ୍ରଶଂସକମାନେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ସୁଶାନ୍ତଙ୍କ ବାପା କେ.କେ.ସିଂହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR ଦାଏର କରିଛନ୍ତି। ଖାଲି ସେତିକି ନୁହେଁ, ମୁମ୍ବାଇ ପୋଲିସର ତଦନ୍ତ ପ୍ରତି […]

  • Monday, 05 July 2021
Rafale
ଭାରତୀୟ ବାୟୁ ସୀମାରେ ଉଡ଼ିଲା ‘ରାଫେଲ୍‌’

ନୂଆଦିଲ୍ଲୀ: ଭାରତୀୟ ବାୟୁ ସୀମାରେ ଉଡ଼ିଲା ଫାଇଟର ଜେଟ୍ ‘ରାଫେଲ୍’। ୟୁଏଇରୁ ଉଡାଣ ଭରି ଭାରତୀୟ ବାୟୁ ସୀମାରେ ଆଜି ଅପରାହ୍ଣରେ ପହଞ୍ଚିଛି ‘ରାଫେଲ୍’। ବାୟୁ ସୀମାରେ ପହଞ୍ଚିବା ପରେ ରାଫେଲକୁ ଯୁଦ୍ଧ ଜାହାଜ ଡେଲ୍‌ଟା-୬୩ ସ୍ୱାଗତ କରିଛି। ସୁରକ୍ଷିତ ଅବତରଣ ପାଇଁ ଶୁଭେଚ୍ଛା ଜଣାଇବା ସହ ଗର୍ବର ସହ ଆକାଶକୁ ଛୁଇଁଯାଅ କହିଲା ଡେଲ୍‌ଟା-୬୩। ଆଉ କିଛି ସମୟ ପରେ ହରିଆଣା ଅମ୍ବାଲା ଏୟାର ବେସ୍‌ରେ ପହଞ୍ଚିବ ୫ଟି ଫାଇଟର ଜେଟ୍ ‘ରାଫେଲ୍’। #ଭାରତୀୟ_ବାୟୁ_ସୀମାରେ_ଉଡ଼ିଲା_ରାଫେଲ୍ ଭାରତ […]

  • Monday, 05 July 2021
coronaa
୨୪ ଘଣ୍ଟାରେ ଆଉ ଦୁଇ ମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଭୋପାଳ: ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପରେ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସାଂସଦ ରାମଖେଲୱାନ୍ ପଟେଲଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେହିପରି ଗତକାଲି ରାତିରେ ଜଳ ସମ୍ପଦ ମନ୍ତ୍ରୀ ତୁଲସୀ ସିଲାବତଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।  ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବ୍ୟତୀତ ତାଙ୍କ କ୍ୟାବିନେଟର ତିନିଜଣ ମନ୍ତ୍ରୀ ଏପର୍ଯ୍ୟନ୍ତ […]

  • Monday, 05 July 2021
osa heli
ଖୁବ୍‌ଶୀଘ୍ର ଆସୁଛି MH-60-R, ବାୟୁ ସେନା ପରେ ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ୱାଶିଂଟନ୍‌: ଚୀନ୍‌ ଓ ପାକିସ୍ତାନ ମଧ୍ୟରେ ଦିନକୁ ଦିନ ସମ୍ପର୍କ ବିଗୁଡୁଛି। ଏହି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ତା’ର ପ୍ରତିରକ୍ଷା ବିଭାଗର ଶକ୍ତି ବଢାଉଛି। ବାୟୁ ସେନାର ଶକ୍ତି ବଢାଇବା ପାଇଁ ଫାଇଟର ଜେଟ ରାଫେଲ ଆସିବା ପରେ ଏବେ ନୌସେନା ଶକ୍ତି ବଢାଇବା ପାଇଁ ଯୋଜନା କରୁଛି ଭାରତ। ଖୁବ୍‌ ଶୀଘ୍ର ଆମେରିକା ଭାରତୀୟ ନୌସେନାକୁ MH-60-Romeo ହେଲିକପ୍ଟର ଯୋଗାଇ ଦେବା ପାଇଁ ଘୋଷଣା କରିଛି। ଦକ୍ଷୀଣ […]

  • Monday, 05 July 2021
building collapse
ଆଖି ସାମ୍ନାରେ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା

ବେଙ୍ଗାଲୁରୁ: ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା। ବେଙ୍ଗାଲୁରୁର ମାଜେଷ୍ଟିକ୍‌ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଚାରି ମହଲା କୋଠାଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏକ ମଲଟିପ୍ଲେକ୍ସ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି। ଏହି ଚାରି ମହଲା କୋଠାକୁ ହୋଟେଲ ଓ ଲଜ୍ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ନିର୍ମାଣ କାମ ଚାଲୁ ରହିଥିବାରୁ ସେହି କୋଠାରେ କେହି ରହୁ ନ ଥିଲେ। ଚାରି ମହଲା କୋଠାର ନିକଟରେ ୮୦ଫୁଟ […]

  • Monday, 05 July 2021
0001
ଜାତିସଂଘ ଯୁବ ପରାମର୍ଶଦାତା ପଦବୀରେ ଓଡ଼ିଆ ଝିଅ ଅର୍ଚ୍ଚନା

ନୂଆଦିଲ୍ଲୀ: ଭାରତର ଏକ ମାତ୍ର ସଦସ୍ୟ ଭାବେ ଓଡ଼ିଆ  ଝିଅଙ୍କୁ ମିଳିଲା ଜାତିସଂଘର ଯୁବ ପରାମର୍ଶଦାତା ପଦବୀ । ସୁନ୍ଦରଗଡ଼ ଜିଲ୍ଲାର ଝିଅ ଅର୍ଚ୍ଚନା ସେରେଙ୍ଗ ଜାତିସଂଘର ଯୁବ ପରାମର୍ଶଦାତା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଉପରେ ଅଭିଜ୍ଞତା ତାଙ୍କୁ ଏହି ସଫଳତା ଯୋଗାଇଛି । ଅର୍ଚ୍ଚନା ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ରେଗୁଲେଟୋରି ଗଭର୍ଣ୍ଣାନ୍ସରେ ସ୍ନାତକୋତ୍ତର ପାସ୍‌ କରିଛନ୍ତି। ବର୍ତ୍ତମାନ ଅର୍ଚ୍ଚନା ଓଡ଼ିଶାର ଏକ ସଂସ୍ଥା ‘ବନ୍ଧୁଧରା’ରେ […]

  • Monday, 05 July 2021
chirag
ରାମବିଳାସଙ୍କ ଜୟନ୍ତୀରୁ LJP ନେତା ଚିରାଗ ପାଶୱାନ୍‌ଙ୍କ ଆଶୀର୍ବାଦ ଯାତ୍ରା

ନୂଆଦିଲ୍ଲୀ: ନିଜ ପିତା ତଥା ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀରେ LJP ନେତା ଚିରାଗ ପାଶୱାନ୍ ବିହାରରୁ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ଆଜି ଚିରାଗ ପାଶୱାନ୍ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ବିପୁଳ…