ନାଇଜର: ନାଇଜେରିଆର ଉତ୍ତର ପଶ୍ଚିମ ଜମ୍ଫାରା ପ୍ରାନ୍ତରେ ଆତଙ୍କ ରଚିଛନ୍ତି ଏକ ଡକାୟତ ଗ୍ୟାଙ୍ଗ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପ୍ରଶାସନର ମଧ୍ୟ ନିଦ ହଜି ଗଲାଣି ଏଇ ଡକାୟତ ଗ୍ୟାଙ୍ଗଙ୍କ ପାଇଁ। ଶେଷରେ ପୋଲିସ ଏମାନଙ୍କ ପାଇଁ ଏକ ଅଜବ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ପୋଲିସ ଡକାୟତ ଗ୍ୟାଙ୍ଗଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛି। ଆତ୍ମସମର୍ପଣ କରିଥିବା ଅପରାଧୀଙ୍କୁ ଗୋଟିଏ ଏକ-୪୭ ବଦଳରେ ଦୁଇଟି ଲେଖାଏ ଗାଈ ଦେବ ବୋଲି ପ୍ରତିଶ୍ରୁତି ଦେଇଛି […]
ନୂଆଦିଲ୍ଲୀ: କରୋନା ଭାଇରସ ସୁବୁଠି ତା’ର କାୟାକୁ ବିସ୍ତାର କରି ଚାଲିଛି। ଏନେଇ ଲକ୍ଡାଉନ୍ ଜାରି କରାଯାଇଛି। ଫଳରେ କିଛି ଲୋକ ନିଜର ପ୍ରିୟ ଖାଦ୍ୟ ଓ ଜିନିଷ ଠିକ୍ ଭାବେ ପାଇପାରୁନାହାନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ନିଜର ପ୍ରିୟ ଜିନିଷକୁ ଖାଇବା ପାଇଁ ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତି ଜଣଙ୍କ ପ୍ରିୟ ଖାଦ୍ୟ ହେଉଛି ବଟର ଚିକେନ୍ । ବଟର ଚିକେନ୍ ଖାଇବା ପାଇଁ ବ୍ୟକ୍ତି ଜଣଙ୍କ […]
ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେବା ପରେ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ। ଏନେଇ ତାଙ୍କ ଭଉଣୀ ତାଙ୍କୁ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରିଥିଲେ। DJ ଲଗାଇ ରାସ୍ତାରେ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକେ ଏହି କିଲର କରୋନାରେ ସଂକ୍ରମିତ ହୋଇଛନ୍ତି। Just Loved the #SistersDuet!❤️ A worthy welcome of Elder Sis, returned after […]
ବେଙ୍ଗାଲୁରୁ: ଗୋଟିଏ ପରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ରୋଗୀଙ୍କୁ ଲୋକେ ଭିନ୍ନ ଏକ ଦୃଷ୍ଟିରେ ଦେଖନ୍ତି। କିନ୍ତୁ କର୍ଣ୍ଣାଟକସ୍ଥିତ ବେଲାରୀ ଜିଲ୍ଲାରେ ଥିବା ଏକ ସରକାରୀ ହସ୍ପିଟାଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହସ୍ପିଟାଲର କେୟାର ସେଣ୍ଟରରେ କୋଭିଡ୍-୧୯ ଲକ୍ଷଣ ନଥିବା ଥିବା କିଛି ରୋଗୀ ଖୁବ୍ ଡାନ୍ସ କରି ଏହି କରୋନା ବିରୋଧରେ ସଚେତନ କରାଇଛନ୍ତି। ଏହା ମଧ୍ୟରେ ସମସ୍ତେ ସାମାଜିକ ଦୂରତା ପାଳନ କରି […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଦ୍ଭୁତ ପ୍ରକାରର ଅସରପାର ଫଟୋ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଏହା ଏକ ସାମୁଦ୍ରିକ ଅସରପା ବୋଲି ଜଣାପଡ଼ିଛି। ଏହାକୁ ସିଙ୍ଗାପୁରର ଜଣେ ଅନୁସନ୍ଧାନକାରୀ ଟିମ୍ ଭାରତ ମହାସାଗରରୁ ଧରିଛନ୍ତି। ଖବର ଅନୁଯାୟୀ, ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ପିଟର ଏନ୍ଜି ଓ ତାଙ୍କ ସହକର୍ମୀମାନେ ସାମୁଦ୍ରିକ ଅନୁସନ୍ଧାନ ସମୟରେ ଏକ ବିରଳ ପ୍ରଜାତିର ଅସରପା ଧରିଛନ୍ତି। ଏହା ଅସରପାମାନଙ୍କର ଏକ ନୂତନ ପ୍ରକାରର ଚିହ୍ନଟ କରାଯାଇଛି। ଏହା ର ନାଁ ‘ବାଥିନୋମସ୍ […]
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଆସାମ, ଯେଉଁଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟା ପାଇଁ ସବୁଠି ହାହାକାର […]
ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ। ଆଣ୍ଡାମାନ ଓ ନିକବର ଦୀପପୁଞ୍ଜ ନିକଟରେ ଏହି ସମରାଭ୍ୟାସ କରାଯାଇଛି। ଏଥିରେ ଆମେରିକାର ବିରାଟକାୟ ଯୁଦ୍ଧ ପୋତ USS ନିମିଜ୍ ଭାଗ ନେଇଥିଲା। ଗତକାଲି ପରମାଣୁ ଶକ୍ତି ଚାଳିତ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତମ ଯୁଦ୍ଧ ପୋତ USS ରୋନାଲ୍ଡ ରେଗାନ ସହ ମାଲ୍ଲାକା ଉପସାଗର ଅତିକ୍ରମ କରି ଭାରତ ମହାସାଗରରେ ପ୍ରବେଶ କରିଥିଲା। ଏଥିରେ ଭାରତର ଡେଷ୍ଟ୍ରୟର କ୍ଲାସ ଯୁଦ୍ଧ ଜାହାଜ ସମେତ ଫ୍ରିଗେଟ, ବୁଡା ଜାହାଜ […]
ଇସଲାମାବାଦ : ପଡ଼ୋଶୀ ଦେଶ ପାକିସ୍ତାନରେ ଉତ୍କଟ ଜଳ ସମସ୍ୟା । ଠିକ୍ ସମୟରେ ଜଳ ସମସ୍ୟାର ସମାଧାନ ନହେଲେ ପାକିସ୍ତାନରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ମୁଠାଏ…
ଲକ୍ଷ୍ମୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିଲେ। ଗତ ସପ୍ତାହରେ ତାଙ୍କୁ ଲକ୍ଷ୍ମୌର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। बाबूजी नहीं रहे — Ashutosh Tandon (@GopalJi_Tandon) July 21, 2020 ଦୁଇଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା। ଏ ସମ୍ପର୍କରେ ଲାଲଜି […]
ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧୀ କ୍ଷମତା ବୃଦ୍ଧି କରୁଥିବା ଏହାର ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ଫଳାଫଳ ରିପୋର୍ଟରେ ପ୍ରକାଶ ପାଇଛି । ବିଜ୍ଞାନ ଭିତ୍ତିକ ଜର୍ଣ୍ଣାଲ୍ ଲାସେନ୍ଟ ଏହା ପ୍ରକାଶ ପାଇଛି […]