• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ମଦ ପାଇଁ ଡହଳବିକଳ, ସାମାଜିକ ଦୂରତାକୁ ବେଖାତିର୍

ବିଶାଖାପାଟଣା: ମଦ ପାଇଁ ଭୁଲିଗଲେ କରୋନା କଟକଣା। ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ମଦ ଦୋକାନ ଆଗରେ ଜମାଇଲେ ଭିଡ଼।  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଲୋକମାନେ କରୋନା କଟକଣାକୁ ନ ମାନି ସାମାଜିକ ଦୂରତାକୁ ଭୁଲି ମଦ କିଣିବା ପାଇଁ ଦୋକାନ ସାମ୍ନାରେ ଭିଡ଼ ଜମାଇଥିଲେ। ଏପରିକି ମଦ ନେବା ପାଇଁ ଲୋକଙ୍କ ଭିତରେ ଠେଲାପେଲା ଚାଲିଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଲୋକ ମାସ୍କ ପିନ୍ଧି ନଥିବା ମଧ୍ୟ ନଜର […]

  • Tuesday, 06 July 2021
pilot-gehalot
ହାଇକୋର୍ଟରେ ରାଜସ୍ଥାନ ନାଟକର ଶୁଣାଣି ଆଜି

ଜୟପୁର: ହାଇକୋର୍ଟରେ ଆଜି ହେବ ରାଜସ୍ଥାନ ନାଟକର ଶୁଣାଣି । ସଚିନ ପାଇଲଟଙ୍କ ସହିତ ୧୮ ବିଧାୟକଙ୍କୁ ଅଯୋଗ୍ୟ କରାଯିବ କି ନାହିଁ, ତା ଉପରେ ନିଷ୍ପତ୍ତି ନେବେ ରାଜସ୍ଥାନ ହାଇକୋର୍ଟ । ଏହି ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଥିଲେ ବାଚସ୍ପତି । ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଦଳ ଭିତରେ ବାକ୍ ସ୍ୱାଧୀନତାକୁ ବିଦ୍ରୋହ ବୋଲି କୁହାଯାଇ ପାରିବ ନାହିଁ  ବୋଲି କୋର୍ଟରେ ଦର୍ଶାଇଥିଲେ […]

  • Tuesday, 06 July 2021
vaccine-01
ଆଜିଠୁ ଭାରତରେ ହେବ କରୋନା ଭାକ୍ସିନର ହ୍ୟୁମାନ ଟ୍ରାଏଲ

ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଆଜିଠୁ ଦିଲ୍ଲୀ ଏମ୍ସ (AIIMS)ରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଶହେ ବ୍ୟକ୍ତିଙ୍କଠାରେ ଏହି ଭାକ୍ସିନର ପରୀକ୍ଷା କରାଯିବ  ବୋଲି ଜଣାପଡ଼ିଛି । ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା ହେବ। ହ୍ୟୁମାନ ଟ୍ରାଏଲ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଯୋଗାଯୋଗ କରିବାକୁ ଆହ୍ୱାନ ଦିଆଯାଇଛି […]

  • Tuesday, 06 July 2021
truck
୧୭୦୦ କିମି ରାସ୍ତା ଅତିକ୍ରମ ପାଇଁ ଟ୍ରକକୁ ଲାଗିଲା ୧ ବର୍ଷ 

ନୂଆଦିଲ୍ଲୀ: ମହାରାଷ୍ଟ୍ରରୁ କେରଳ ଥିରୁଅନନ୍ତପୁରମ୍‌ ପାଇଁ ଯଦି କାରରେ ଯିବାକୁ ଚାହାଁନ୍ତି ତେବେ ୧୭୦୦ କିମି ରାସ୍ତାକୁ ଲାଗିବ ୩୪ ଘଣ୍ଟା। ଯଦି ରହି ରହି ଆସିବାକୁ ଚାହିଁବେ ହୁଏତ ଆଉ କିଛି ଘଣ୍ଟା ଅଧିକ ଲାଗି ପାରେ। ହେଲେ ଏକ ଟ୍ରକ୍‌କୁ ଏହି ରାସ୍ତା ଅତିକ୍ରମ କରିବା ପାଇଁ ଲାଗିଲା ଦୀର୍ଘ ଏକବର୍ଷ। ଆଶ୍ଚର୍ଯ୍ୟ ଲାଗୁନି ? ଏମିତି ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏକ ଟ୍ରକ୍‌କୁ ମହାରାଷ୍ଟ୍ରରୁ କେରଳ ଥିରୁଅନନ୍ତପୁରମ୍‌ ଆସିବା […]

  • Tuesday, 06 July 2021
india corona
ଦେଶରେ ୧୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୪୦ ହଜାର ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ କରୋନା ଭାଇରସ ଯେମିତି ଦିନକୁ ଦିନ ନିୟନ୍ତ୍ରଣ ବହାରକୁ ଚାଲି ଯାଉଛି। ପ୍ରତିଦିନ ଚିହ୍ନଟଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଆଜି ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାର ୪୨୫ ଆକ୍ରାନ୍ତ ହୋଇଥିବାବେଳେ ୬୮୧ଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ  ମୃତ୍ୟୁ ସଂଖ୍ୟା ସଂଖ୍ୟା ୨୭ ହଜାର ୪୯୭କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି। ଦଶରେ ଆକ୍ଟିଭ କେସ୍ ୩,୯୦,୪୫୯ […]

  • Tuesday, 06 July 2021
32323254
ଡକାୟତି ଗ୍ୟାଙ୍ଗକୁ ଅଫର : ଗୋଟିଏ AK-47 ବଦଳରେ ୨ଟି ଗାଈ

ନାଇଜର: ନାଇଜେରିଆର ଉତ୍ତର ପଶ୍ଚିମ ଜମ୍‌ଫାରା ପ୍ରାନ୍ତରେ ଆତଙ୍କ ରଚିଛନ୍ତି ଏକ ଡକାୟତ ଗ୍ୟାଙ୍ଗ। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପ୍ରଶାସନର ମଧ୍ୟ ନିଦ ହଜି ଗଲାଣି ଏଇ ଡକାୟତ ଗ୍ୟାଙ୍ଗଙ୍କ ପାଇଁ। ଶେଷରେ ପୋଲିସ ଏମାନଙ୍କ ପାଇଁ ଏକ ଅଜବ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ, ପୋଲିସ ଡକାୟତ ଗ୍ୟାଙ୍ଗଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଛି। ଆତ୍ମସମର୍ପଣ କରିଥିବା ଅପରାଧୀଙ୍କୁ ଗୋଟିଏ ଏକ-୪୭ ବଦଳରେ ଦୁଇଟି ଲେଖାଏ ଗାଈ ଦେବ ବୋଲି ପ୍ରତିଶ୍ରୁତି ଦେଇଛି […]

  • Tuesday, 06 July 2021
chiken
ବଟର ଚିକେନ୍‌ ପାଇଁ ଦବାକୁ ପଡ଼ିଲା ୧ ଲକ୍ଷ ୨୩ ହଜାର ଟଙ୍କା

ନୂଆଦିଲ୍ଲୀ: କରୋନା ଭାଇରସ ସୁବୁଠି ତା’ର କାୟାକୁ ବିସ୍ତାର କରି ଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ କିଛି ଲୋକ ନିଜର ପ୍ରିୟ ଖାଦ୍ୟ ଓ ଜିନିଷ ଠିକ୍‌ ଭାବେ ପାଇପାରୁନାହାନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣର ଜଣେ ବ୍ୟକ୍ତି ନିଜର ପ୍ରିୟ ଜିନିଷକୁ ଖାଇବା ପାଇଁ  ଯାହା କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବ୍ୟକ୍ତି ଜଣଙ୍କ ପ୍ରିୟ ଖାଦ୍ୟ ହେଉଛି ବଟର ଚିକେନ୍ । ବଟର ଚିକେନ୍‌ ଖାଇବା ପାଇଁ ବ୍ୟକ୍ତି ଜଣଙ୍କ […]

  • Tuesday, 06 July 2021
corona
କରୋନା ମୁକ୍ତ ଭଉଣୀଙ୍କୁ ଦେଖି ଖୁସିରେ ନାଚିଲେ ଯୁବତୀ

ନୂଆଦିଲ୍ଲୀ: କରୋନା ଭାଇରସରୁ ସୁସ୍ଥ ହେବା ପରେ ଯୁବତୀ ଜଣଙ୍କ ଘରକୁ ଫେରୁଥିଲେ। ଏନେଇ ତାଙ୍କ ଭଉଣୀ ତାଙ୍କୁ ଜବରଦସ୍ତ ଷ୍ଟାଇଲରେ ସ୍ୱାଗତ କରିଥିଲେ। DJ ଲଗାଇ ରାସ୍ତାରେ ଡ୍ୟାନ୍ସ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୪ ମିଲିୟନରୁ ଅଧିକ ଲୋକେ ଏହି କିଲର କରୋନାରେ ସଂକ୍ରମିତ ହୋଇଛନ୍ତି। Just Loved the #SistersDuet!❤️ A worthy welcome of Elder Sis, returned after […]

  • Tuesday, 06 July 2021