• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cc
୧୧୧ ଦିନ ପରେ ଦେଶରେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ

ସଂକ୍ରମଣ ଗ୍ରାଫ୍ ଧୀମା ଦେଶରେ ଆଜି ୩୪ ହଜାର ୭୦୩ ପଜିଟିଭ ଚିହ୍ନଟ ୧୧୧ ଦିନ ଭିତରେ ଆଜି ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ଆକ୍ଟିଭ କେସ- ୪,୬୪,୩୫୭; ସୁସ୍ଥତା ହାର – ୯୭.୧୭% ଗୋଟିଏ ଦିନରେ ୫୫୩ ଜଣଙ୍କ କରୋନା ଜନିତ…

  • Tuesday, 06 July 2021
ashok-gehlot
୧୦୨ ବିଧାୟକଙ୍କ ସମର୍ଥନ ନେଇ ରାଜ୍ୟପାଳଙ୍କୁ ଭେଟିଲେ ଅଶୋକ ଗେହଲୋଟ୍

ଜୟପୁର: ରାଜସ୍ଥାନ ରାଜନୀତିକୁ ନେଇ ଏବେ ନୂଆ ଅପ୍‌ଡେଟ୍ ଖବର ସାମ୍ନାକୁ ଆସିଛି। ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରି ରାଜ୍ୟପାଳଙ୍କୁ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି। ଭାରତୀୟ ଟ୍ରାଇବାଲ୍ ପାର୍ଟି(ବିଟିପି)ର ସମର୍ଥନ ଦେବା ନେଇ ପ୍ରତିଶ୍ରୁତି ମିଳିବା ପରେ ଗେହଲୋଟ ରାଜ୍ୟପାଳଙ୍କୁ ଭେଟିଛନ୍ତି। ତେବେ ଏସମ୍ପର୍କରେ ଗେହଲଟ କୌଣସି ବିସ୍ତୃତ ସୂଚନା ଦେଇନାହାନ୍ତି। କେବଳ ଏହା ରାଜ୍ୟପାଳଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ଥିବା କହିଛନ୍ତି। ଏହାପୂର୍ବରୁ କଂଗ୍ରେସ ସରକାରଙ୍କୁ […]

  • Tuesday, 06 July 2021
accident
ଭୟଙ୍କର ଦୁର୍ଘଟଣା, କାର୍‌କୁ ଧକ୍କା ଦେଲା ବସ୍‌

କାନ୍ନାଉଜ୍‌: ଗୋଟିଏ ପଟେ ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଥିବାବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନ୍ନାଉଜ୍‌ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେ ଠାରେ ଏକ ଘରୋଇ ବସ୍‌ କାର୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି […]

  • Tuesday, 06 July 2021
କବି ବର୍‌ବରା ରାଓଙ୍କ ଜୀବନ ବଞ୍ଚାଇବାକୁ ରାଷ୍ଟ୍ରପତିଙ୍କୁ ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୀମା କୋରେଗାଓଁ ହିଂସା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା କବି ତଥା ଲେଖକ ପି ବର୍‌ବରା ରାଓ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ତାଙ୍କୁ ସେଣ୍ଟ୍ ଜର୍ଜସ୍‌ ହସ୍ପିଟାଲ୍‌ରୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ି ଥିବାରୁ ତାଙ୍କ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ବର୍‌ବରା ରାଓଙ୍କୁ ସହଯୋଗ କରିବା ପାଇଁ ଦେଶବ୍ୟାପୀ କବି, ଲେଖକ, ମାନବ ଅଧିକାର ଆଇନଜୀବୀ ଏବଂ ନାଗରିକମାନେ […]

  • Tuesday, 06 July 2021
arindam-choudhury
ହିନ୍ଦୁ ଦେବାଦେବୀଙ୍କୁ ନେଇ କଟାକ୍ଷ କଲେ ଲେଖକ ଅରିନ୍ଦମ ଚୌଧୁରୀ

ନୂଆଦିଲ୍ଲୀ: କରୋନା ବିପତ୍ତି ବେଳେ ହିନ୍ଦୁ ଦେବା ଦେବୀଙ୍କୁ ନେଇ କଟାକ୍ଷ। ଅସଂଖ୍ୟ ଜଗନ୍ନାଥ ପ୍ରେମୀ ଓ ହିନ୍ଦୁ ଧର୍ମାବଲମ୍ବୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛନ୍ତି ଲେଖକ ତଥା ଆଇଆଇପିଏମ୍ ଡାଇରେକ୍ଟର ଅରିନ୍ଦମ ଚୌଧୁରୀ। ସେ ଜଗନ୍ନାଥ ଏବଂ ଆନ୍ଧ୍ରର ତିରୁପତି ବାଲାଜୀଙ୍କୁ ନେଇ ଉପହାସ କରିଛନ୍ତି। ନିଜର ଅଫିସିଆଲ ଫେସବୁକ୍ ପୋଷ୍ଟରେ ଏକ ବିବାଦୀୟ ପୋଷ୍ଟ କରିଛନ୍ତି ସେ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, କୌଣସି ଭଗବାନଙ୍କୁ ପ୍ରାର୍ଥନା କଲେ କରୋନାରୁ ମୁକ୍ତି ମିଳିବନି। ପ୍ରାର୍ଥନା […]

  • Tuesday, 06 July 2021
whatsapp
ଖୁବ୍‌ଶୀଘ୍ର ହ୍ୱାଟ୍ସଆପ୍‌ରେ ହୋଇପାରେ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଆପ୍‌ଗୁଡ଼ିକୁ ଅଧିକ ସହଜ ବ୍ୟବହାର୍ଯ୍ୟ ଓ ରୁଚିକର ବନାଇବା ପାଇଁ ବିଭିନ୍ନ ସୋସିଆଲ୍ ମିଡିଆ କମ୍ପାନୀ ନାନା ପ୍ରୟାଶ କରୁଛନ୍ତି। ଫେସ୍‌ବୁକ୍‌ ଓ ହ୍ୱାଟ୍‌ସଆପ୍‌ ଭଳି ସୋସିଆଲ୍ ମିଡିଆକମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ମଧ୍ୟ ଆଣୁଛନ୍ତି। ସାମାଜିକ ଗଣମାଧ୍ୟମରେ ମେସେଜ ପାଇଁ ବ୍ୟବହୃତ ଆପ ମଧ୍ୟରେ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍‌ସଆପ ସବୁଠାରୁ ଆଗରେ ରହିଛି। ଚାଟ୍‌କୁ କିପରି ସହଜ ଓ ବୋଧଗମ୍ୟ କରିହେବ ସଏ ନେଇ […]

  • Tuesday, 06 July 2021
twitter
ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ରି-ଟ୍ୱିଟ୍‌କୁ ପେଜ୍‌ରୁ ହଟାଇଲା ଟ୍ୱିଟର୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତିଙ୍କ ରି-ଟ୍ୱିଟ୍‌ ଭିଡିଓକୁ ଡିସାବଲ (ଟ୍ୱିଟର୍‌ ପେଜ୍‌ରୁ ଲୁଚାଇ ଦେବା ବା ହଟାଇଦେବା ) କଲା ଟ୍ୱିଟର। ଶନିବାର ଏକ କ୍ୟାମ୍ପେନ୍ ଷ୍ଟାଇଲ୍‌ ଭିଡିଓକୁ ରି-ଟ୍ୱିଟ୍ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିରେ କପି ରାଇଟ୍ ସମସ୍ୟା ଥିବା ଅଭିଯୋଗ କରି ଟ୍ୱିଟର ଭିଡିଓଟିକୁ ପେଜ୍‌ରୁ ହଟାଇ ଦେଇଛି। ତେବେ ଭିଡିଓଟିକୁ ଡିସାବଲ କରିବା ସମୟରେ ଟ୍ୱିଟର ପକ୍ଷରୁ ଏକ ନୋଟିଫିକେସନ୍ ପଠାଇଯାଇଥିଲା। ଯେଉଁଥିରେ ଲେଖାଥିଲା “ କପି ରାଇଟ ମାଲିକଙ୍କ ଅଭିଯୋଗ […]

  • Tuesday, 06 July 2021
home
୩ ଘଣ୍ଟାର ବର୍ଷାରେ ବେହାଲ ଦିଲ୍ଲୀ; ଚାହୁଁ ଚାହୁଁ ଭୁଶୁଡ଼ିଲା ଘର, ଜୀବନ ବି ଗଲା

ନୂଆଦିଲ୍ଲୀ: ବର୍ଷା ଜଳରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ। ଆଜି ସକାଳୁ ଅବିରତ ବର୍ଷା ରାଗି ରହିବା ଫଳରେ ସହରର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ବର୍ଷା ବିତ୍ପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଷ୍ଟେସନ ନିକଟରେ ଥିବା ମିଣ୍ଟୋ ବ୍ରିଜ ତଳେ ଏକ ଚଳନ୍ତା ବସ୍ ପାଣି ଭିତରେ ସମ୍ପୂର୍ଣ୍ଣ ବୁଡ଼ିଯିବାରୁ ବସର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଓଭର ହେଡ୍ ସିଡ଼ି ଯୋଗେ ଯାତ୍ରୀମାନଙ୍କୁ ବସ ଭିତରୁ ଉଦ୍ଧାର କରାଯାଇଛି। ମିଣ୍ଟୋ ବ୍ରିଜ୍ ଅଞ୍ଚଳରେ ମୁଖ୍ୟ […]

  • Tuesday, 06 July 2021
assam
ଆସାମ ବନ୍ୟା ପରିସ୍ଥିତି: ୫୪ ଲକ୍ଷ ପ୍ରଭାବିତ ଓ ୮୧ ମୃତ

ଦିସପୁର: ଜଟିଳ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏବେ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ରାଜ୍ୟର ୩୦ ଜିଲ୍ଲାରେ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୮୧ ଜଣ ଲୋକଙ୍କର ଜୀବନ ବି ଯାଇଛି। ରାଜ୍ୟରେ ଏହି ବିପଦ ସମୟରେ ରାଜ୍ୟକୁ କେନ୍ଦ୍ର ଯଥା ସମ୍ଭବ ସାହାଯ୍ୟ କରି ବୋଲି ରବିବାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହିତ ଫୋନ୍ […]

  • Tuesday, 06 July 2021
sputnik v
ସବୁ ଅପେକ୍ଷାର ଅନ୍ତ : ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା

ନୂଆଦିଲ୍ଲୀ : କୌଣସି ଦେୟ ଦେବାକୁ ପଡ଼ିବ ନାହିଁ, ମାଗଣାରେ ଉପଲବ୍ଧ ହେବ ସ୍ପୁଟନିକ୍ ଭି ଟିକା । ଘରୋଇ ହସ୍ପିଟାଲ ପରେ ଖୁବ ଶୀଘ୍ର ସରକାରୀ ଟିକାକରଣ କେନ୍ଦ୍ରରେ ଉବଲବ୍ଧ ହେବ ଋଷୀୟ ଟିକା ସ୍ପୁଟନିକ୍ ଭି । ଜଣେ…

  • Tuesday, 06 July 2021