• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

corona
ଭାରତରେ କରୋନା ସ୍ଥିତି; ୨୪ ଘଣ୍ଟାରେ ୩୪ ହଜାର ୮୮୪ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ଆଜି ବି ଦେଶରେ ସମାନ ସ୍ଥିତିରେ ରହିଛି କରୋନା ପ୍ରଭାବ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୪ ହଜାର୮୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦିନକରେ ୬୭୧ଜଣଙ୍କ ମୃତ୍ୟୁ ଘଟିଛି। ଏଥି ସହ ଦେଶରେ  ମୃତ୍ୟୁ ସଂଖ୍ୟା ୨୬ ହଜାର ୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ରେ ପହଞ୍ଚିଛି । ସୂଚନା ଥାଉ କି, ଦେଶରେ ୩ ଲକ୍ଷ ୫୮ ହଜାର ୬୯୨ଜଣ ଆକ୍ରାନ୍ତ […]

  • Tuesday, 06 July 2021
squrall
‘ମତେ ବି ଟୋପେ ଦିଅ...’ ମଣିଷ ପରି କେମିତି ପାଣି ମାଗୁଛି ଗୁଣ୍ଡୁଚିମୂଷା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଗୁଣ୍ଡୁଚିମୂଷାର(Squirrel)ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଖୁସି ହୋଇଯିବେ। ଗୁଣ୍ଡୁଚିମୂଷାକୁ ଶୋଷ ଲାଗୁଛି। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତିଙ୍କ ହାତରେ ପାଣି ବୋତଲ ଦେଖି ଗୁଣ୍ଡୁଚିମୂଷାଟି ପାଣି ପିଇବା ପାଇଁ ବ୍ୟକ୍ତିଙ୍କ ପାଖକୁ ଯାଉଛି। ଏହି ଭିଡିଓକୁ ବନ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ୍‌ରେ ଶେୟାର କରିଛନ୍ତି। Squirrel asking for water…. pic.twitter.com/JNldkB0aWU — Susanta Nanda IFS (@susantananda3) […]

  • Tuesday, 06 July 2021
anchor
ଚାଲିଥିଲା LIVE ନ୍ୟୁଜ୍, ‌ହଠାତ୍‌ ଆଙ୍କରଙ୍କ ଭାଙ୍ଗିଗଲା ଦାନ୍ତ; ତା’ପରେ...

ନୂଆଦିଲ୍ଲୀ: ଯଦିଓ ହଠାତ୍ ତାଙ୍କର ଦାନ୍ତ ଭାଙ୍ଗି ଯାଇଥିଲା, ତଥାପି ସେ ପୂରାପୂରି ଶାନ୍ତ ଥିଲେ। ଆଉ ଚାଲୁ ରଖିଥିଲେ ତାଙ୍କର ଲାଇଭ୍‌ ନ୍ୟୁଜ୍‌ ପ୍ରୋଗ୍ରାମ୍‌। ଲାଇଭ୍‌ ସମୟରେ ନ୍ୟୁଜ୍‌ ଆଙ୍କରମାନେ ସବୁବେଳେ ନିଜକୁ ପୂରାପୂରି ପ୍ରସ୍ତୁତ ରଖିବା ସହ ପ୍ରଫେସନାଲ୍‌ ହୋଇଥାନ୍ତି। ଏବେ ଏମିତି ଜଣେ ନ୍ୟୁଜ୍‌ ଆଙ୍କରଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ୟୁକ୍ରେନ୍‌ର ଜଣେ ନ୍ୟୁଜ୍‌ ଆଙ୍କର ନ୍ୟୁଜ୍‌ ପଢ଼ୁଥିବା ସମୟରେ ହଠାତ୍ ତାଙ୍କର ଆଗ ଦାନ୍ତ ଭାଙ୍ଗି ଯାଇଥିଲା। ଲାଇଭ୍ broadcast ସମୟରେ […]

  • Tuesday, 06 July 2021
pak
ଇସ୍‌ଲାମାବାଦରେ ହିନ୍ଦୁ ମନ୍ଦିର ନିର୍ମାଣକୁ ସ୍ୱାଗତ କଲେ ପାକ୍‌ ମନ୍ତ୍ରୀ

ଇସ୍‌ଲାମାବାଦ୍‌: ପାକିସ୍ତାନରେ ମନ୍ଦିର ନିର୍ମାଣକୁ ଜୋରଦାର ବିରୋଧ କରାଯାଉଥିବାବେଳେ ପାକିସ୍ତାନର ଜଣେ ମନ୍ତ୍ରୀ ଆଶ୍ୱାସନା ଦେଇ ମନ୍ଦିର ନିର୍ମାଣ କରାଯିବ ବୋଲି କହିଛନ୍ତି। Khyber Pakhtunkhwa ବିଧାନ ସଭାର ଜଣେ ମନ୍ତ୍ରୀ ମନ୍ଦିର ନିର୍ମାଣକୁ ସମର୍ଥନ କରି ଇସଲାମବାଦରେ କୃଷ୍ଣ ମନ୍ଦିର ନିର୍ମାଣ ହେଲେ ସେ ଏହାକୁ ସ୍ୱାଗତ କରିବେ ବୋଲି ଶୁକ୍ରବାର କହିଛନ୍ତି। ଏହି ମନ୍ତ୍ରୀ ଜଣକ ହେଉଛନ୍ତି ରବି କୁମାର ଓ ସେ Khyber Pakhtunkhwa ବିଧାନସଭାର ଜଣେ ମନ୍ତ୍ରୀ। ପୂର୍ବରୁ ଇସ୍‌ଲାମାବାଦରେ କୃଷ୍ଣମନ୍ଦିର […]

  • Tuesday, 06 July 2021
sushant
ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା; ଆଦିତ୍ୟ ଚୋପ୍ରାଙ୍କୁ ୩ ଘଣ୍ଟା ଜେରା କଲା ପୋଲିସ

ମୁମ୍ବାଇ(ସୁରେଶ ଦାଶ): ଏବେ ବି ରହସ୍ୟ ଘେରରେ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା। ସୁଶାନ୍ତ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ ମୃତ୍ୟୁ ପଛରେ କାହାରି ସଂପୃକ୍ତି ରହିଛି ତାହାର ରହସ୍ୟ ଏବେ ବି ଖୋଲି ପାରିନି ପୋଲିସ୍‌। ମୃତ୍ୟୁର କାରଣ ସମ୍ପର୍କରେ ଜାଣିବା ପାଇଁ ୟଶରାଜ ଫିଲ୍ମ ପ୍ରଡକ୍ସନ୍ ହାଉସର ମୁଖ୍ୟ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଛି ମୁମ୍ବାଇ ପୋଲିସ। ଏହା ପୂର୍ବରୁ ଏହି […]

  • Tuesday, 06 July 2021
basundhara
କଂଗ୍ରେସ କଳିରେ ପ୍ରଥମଥର ପାଇଁ ମୁହଁ ଖୋଲିଲେ ବସୁନ୍ଧରା

ଜୟପୁର: ରାଜସ୍ଥାନରେ କଂଗ୍ରେସର ଅନ୍ତଃ କଳିରେ ପ୍ରଥମଥର ପାଇଁ ମୁହିଁ ଖୋଲିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। କଂଗ୍ରେସର ଅନ୍ତଃ କନ୍ଦଳରେ ରାଜ୍ୟବାସୀଙ୍କୁ ମୂଲ୍ୟ ଦେବାକୁ ପଡ଼ୁଛି ବୋଲି ଟ୍ୱିଟ୍‌ କରିଛନ୍ତି ବସୁନ୍ଧରା। ସେ ଟ୍ୱିଟ୍ କରି ଲେଖିଛନ୍ତି “ଏହା ଦୁର୍ଭାଗ୍ୟ ଯେ କଂଗ୍ରେସର ଅନ୍ତଃ କଳିରେ ରାଜସ୍ଥାନବାସୀଙ୍କୁ ମୂଲ୍ୟା ଦେବାକୁ ପଡ଼ୁଛି। ଯେଉଁ ସମୟରେ  କୋଭିଡ-୧୯ ରାଜ୍ୟରେ ୫୦୦ ଲୋକଙ୍କ ଜୀବନ ନେଲାଣି ଓ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ପାର୍‌ କଲାଣି ସେପରି […]

  • Tuesday, 06 July 2021
ram-temple
ଅଗଷ୍ଟ ୩ କିମ୍ବା ୫ରେ ପଡ଼ିପାରେ ରାମ ମନ୍ଦିର ମୂଳଦୁଆ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ପ୍ରମୁଖ ସଚିବ ତଥା ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମନ୍ଦିର ନିର୍ମାଣ ସଂପର୍କରେ କେତେକ ନିଷ୍ପତ୍ତି ହୋଇଛି। ମନ୍ଦିର ମୂଳଦୁଆ ପକାଇବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦୁଇଟି ତାରିଖ ଅଗଷ୍ଟ ୩ ଓ ଅଗଷ୍ଟ ୫ ତାରିଖ ଦିନ ଧାର୍ଯ୍ୟ କରାଯାଇଛି। ଏହି […]

  • Tuesday, 06 July 2021
phoot
ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା

ଶ୍ରୀନଗର: ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଲାଗି ରହିଛି। ଏଭଳି ସ୍ଥିତିରେ ଯାତ୍ରୀଙ୍କୁ ସୁରକ୍ଷାର ଆଶ୍ୱାସନା ଦେଇଛି ସେନା। ଏହି ଯାତ୍ରା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ବିନା ଭୟରେ ଶ୍ରଦ୍ଧାଳୁମାନେ ଯେପରି ଯାତ୍ରା ସଂପନ୍ନ କରିବେ ସେଥିପ୍ରତି ସେନା ସଜାଗ ରହିଛି ବୋଲି […]

  • Tuesday, 06 July 2021
assam-flood
ଆସାମରେ ବନ୍ୟା ସ୍ଥିତି ସଙ୍ଗିନ: ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଦିସପୁର: ଆସାମରେ ବନ୍ୟା ବିଭୀଷିକା ଆସାମ ବନ୍ୟାରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟାରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ୯୬ ବନ୍ୟଜନ୍ତୁ ପ୍ରାଣ ହରାଇଛନ୍ତି। ଏ ନେଇ ଆସାମ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।  ବନ୍ୟାରେ ସର୍ବାଧିକ ୭୪ ହରିଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଟି ଗଣ୍ଡା ପ୍ରାଣ ହରାଇଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନର ମୋଟ ୨୨୩ଟି କ୍ୟାମ୍ପରୁ ୫୯ଟି କ୍ୟାମ୍ପ ଜଳମଗ୍ନ ହୋଇଛି। ଏଯାଏ ୧୩୨ ଜୀବଜନ୍ତୁଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟା […]

  • Tuesday, 06 July 2021
sushant
ସୁଶାନ୍ତଙ୍କ ମୃତ୍ୟୁ ମାମଲା: ପ୍ରମାଣ ନ ଦେଇପାରିଲେ ପଦ୍ମଶ୍ରୀ ଫେରାଇବି ବୋଲି କହିଲେ କଙ୍ଗନା

ମୁମ୍ବାଇ:  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ନାହାନ୍ତି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଯଦି ତଦନ୍ତକାରୀ ସଂସ୍ଥାକୁ ଏ ସମ୍ପର୍କରେ ମୁଁ ପ୍ରମାଣ ଦେଇନପାରିବି, ତେବେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି ବୋଲି ଆଜି ରିପବ୍ଲିଟ୍ ଟିଭି ଚ୍ୟାନଲେକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏଭିଳି ବୟାନ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱାତ। କଙ୍ଗନା କହିଛନ୍ତି ସୁଶାନ୍ତ ମୃତ୍ୟୁ ମାମଲାରେ ସେ ଯାହା କହିଛନ୍ତି, ସେ ସବୁର ପ୍ରମାଣ ତାଙ୍କ ନିକଟରେ ରହିଛି। ଯଦି […]

  • Tuesday, 06 July 2021