ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍ ବିଲକୁ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଏଥିସହ ଏହି ଆଇନ୍ ପିଛିଲା ଭାବରେ ୧୯ ସେପ୍ଟେମ୍ୱର ୨୦୧୮ରୁ ଲାଗୁ ହୋଇଛି। ସୂଚନାଯୋଗ୍ୟ ଏହି ବିଲ୍ ସଂସଦର ଦୁଇଟି ସଦନରେ ପାରିତ ହୋଇସାରିଛି। ମୋଦି ସରକାର ଏହି ବିଲକୁ ୨୫ ଜୁଲାଇରେ ଲୋକସଭାରେ ପାରିତ କରିଥିବା ବେଳେ ୩୦ ଜୁଲାଇରେ ରାଜ୍ୟସଭାରେ ପାରିତ କରିଥିଲେ। ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ୧୯ ସେପ୍ଚେମ୍ୱର ୨୦୧୮ […]
ବେଜିଂ: ସୁଇମିଂ ପୁଲ୍ରେ ଅଭାବନୀୟ ଘଟଣା। ଶାନ୍ତ ପାଣି ଚାହୁଁ ଚାହୁଁ ଅଶାନ୍ତ ହୋଇଗଲା। ସୁନାମୀ ଆସିଲା କି ? ଏମିତି ପ୍ରଶ୍ନ ମନକୁ ଆସୁ ଆସୁ ମାଡ଼ି ଆସିଲା ବିରାଟ ଢେଉ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ଚୀନର ଏକ ୱାଟର୍ ପାର୍କରେ। ଶତାଧିକ ଲୋକ ସୁଇମିଂ ପୁଲ୍ର ମଜା ନେଉଥିଲେ। ହଠାତ୍ ଉଠି ଆସିଲା ବିରାଟ ଉଚ୍ଚର ଢେଉ। ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ। କେତେଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି […]
ବେଙ୍ଗାଲୁରୁ: କାଫେ କଫି ଡେ’ର ପ୍ରତିଷ୍ଠାତା ଭି.ଜି ସିଦ୍ଧାର୍ଥଙ୍କ ଶେଷକୃତ୍ୟ ଗତକାଲି ସମ୍ପନ୍ନ ହୋଇଛି। ହେଲେ ଏହାରି ଭିତରେ ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଇନକମ୍ ଟ୍ୟାକ୍ସ ବିଭାଗର ଚଢ଼ଉ ପରେ ସିଦ୍ଧାର୍ଥ ମାନସିକ ଆଘାତ ପାଇବା ପଛର କାରଣ କଂଗ୍ରେସ ବିଧାୟକ ଡିକେ ଶିବ କୁମାର ବୋଲି ଚର୍ଚ୍ଚା ହେଉଛି। ଆୟକର ବିଭାଗର କହିବା ଅନୁସାରେ ଶିବକୁମାରଙ୍କ ବିରୋଧରେ ବିଭିନ୍ନ ଅନିୟମିତତା ମାମଲାରେ ସିଦ୍ଧାର୍ଥ ତଦନ୍ତ ପରିସରଭୁକ୍ତ ରହିଛନ୍ତି । […]
ଅହମଦାବାଦ: ମୁସଲିମ ସମ୍ପ୍ରଦାୟରେ ପ୍ରଚଳିତ ଇନ୍ଷ୍ଟାଣ୍ଡ ଟ୍ରିପଲ ତଲାକକୁ ବେଆଇନ୍ ଘୋଷଣା କରିବା ପାଇଁ ଆଗତ ବିଲ୍ ମଙ୍ଗଳବାର ରାଜ୍ୟସଭାରେ ପାସ୍ ହୋଇଥିଲା। ଟ୍ରିପଲ ତଲାକ ଦେବା ଏବେ ଏକ ଦଣ୍ଡନୀୟ ଅପରାଧ। ତେବେ ବିଲ୍ ପାସ୍ ହେବାର ଗୋଟିଏ ଦିନ ପରେ ଆଜି ଗୁଜରାଟର ଅହମଦାବାଦ୍ରୁ ଟ୍ରିପଲ ତଲାକ କହି ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ଅଭିଯୋଗ ହୋଇଛି। ଟ୍ରିପଲ ତଲାକ ପାଇବା ପରେ ପତ୍ନୀ ଜଣଙ୍କ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ […]
ନୂଆଦିଲ୍ଲୀ: ଦୁର୍ଘଟଣାରେ ଆହତ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମାଙ୍କ ଚିଠିକୁ ନେଇ ଆରମ୍ଭ ହୋଇଛି ତନାଘନା । ପୀଡିତାଙ୍କ ମାଆ, ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ ଜୁଲାଇ ୧୨ ତାରିଖରେ। ଏହି ଚିଠିରେ ତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ। ତେବେ ଏହି ଚିଠି କାହିଁକି ତାଙ୍କ ପାଖରେ ପହଞ୍ଚିନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। ଏଥିପାଇଁ ସେ ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲଙ୍କୁ ସ୍ପଷ୍ଟୀକରଣ […]