• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

222222
ଚନ୍ଦ୍ରଯାନ-୨ କୁ ନେଇ ଉଡ଼ିଲା ବାହୁବଳି ରକେଟ୍‌

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆଜି ଠିକ୍‌ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ ଜହ୍ନ ମାମୁ ଅଭିମୁଖେ ଉଡ଼ାଣ ଭରିଛି। ଇସ୍ରୋର ଜିଏସ୍‌ଏଲଭି-ଏମକେ-୩ ଦ୍ୱାରା ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ଭାବେ ପରିଚିତ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାକୁ ନେଇ ଗଠିତ […]

  • Saturday, 10 July 2021
Ayodhya
ସରଜୁ ନଦୀ ଘାଟରେ ବୁଡ଼ ପକାଇବା ବେଳେ ଅଘଟଣ : ବୁଡ଼ିଗଲେ ଗୋଟିଏ ପରିବାରର ୧୨ଜଣ

ବୁଡ଼ ପକାଇବା ବେଳେ ଅଘଟଣ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

shila-dixit
ପଞ୍ଚଭୂତରେ ଲୀନ ହେଲେ ଶୀଲା

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍। ଦିଲ୍ଲୀର ନିଗମ ବୋଧ ଘାଟରେ ରାଜକୀୟ ସମ୍ମାନର ସହ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଅନେକ ନେତା ଓ ଶୀଲାଙ୍କ ବହୁସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ଆଜି ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଶୀଲାଙ୍କ ପ୍ରାର୍ଥୀବ ଶରୀରକୁ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଦିଲ୍ଲୀକୁ ଆଧୁନିକତାର ରୂପ ଦେବା କ୍ଷେତ୍ରରେ ଲଗାତର ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କର […]

  • Saturday, 10 July 2021
cccccccc
ଇଭିଏମ୍‌କୁ ନେଇ ବର୍ଷିଲେ ମମତା, କହିଲେ, ବାଲଟ୍‌ ବକ୍ସର ଦିନ ଫେରି ଆସିବା ଉଚିତ୍‌

Mକୋଲକାତା:୨୦୨୧ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରି ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସହିଦ ଦିବସରେ ସେ ଏହି କାମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୋଲକାତାରେ ଟିଏମ୍‌ସି  ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ  ମମତା ଦଳୀୟ କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଇଭିଏମକୁ ବିରୋଧ କରିବା ସହ ପୁଣି ଥରେ ବାଲାଡ ବକ୍ସର ଦିନ ଫେରି ଆସିବା ଉଚିତ୍‌ ବୋଲି କହିଛନ୍ତି। […]

  • Saturday, 10 July 2021
bbbb
ଶୀଲାଙ୍କୁ ବସ୍‌ରେ ପ୍ରପୋଜ କରିଥିଲେ ବିନୋଦ

ନୂଆଦିଲ୍ଲୀ:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ଆଉ ଇହ ଜଗତରେ ନାହାନ୍ତି। ପରିବାର, ପ୍ରିୟଜନ ନୁହଁନ୍ତି, ସାରା ଦେଶ ଆଜି ତାଙ୍କୁ ଝୁରୁଛି। ସମସ୍ତେ ମନେ ପକାଉଛନ୍ତି ତାଙ୍କ ଅତୀତକୁ। ସେ କଣ କରୁଥିଲେ, ତାଙ୍କର ପସନ୍ଦ, ନାପସନ୍ଦ ଜିନିଷ କଣ ଥିଲା …ଏମିତି ଅନେକ କିଛି। ଶୀଲାଙ୍କ ଜୀବନଶୈଳୀ ଥିଲା ସାଧାରଣ।  ଶୀଲା ଦୀକ୍ଷିତ ଗପ ବହି ପଢିବାକୁ ଖୁବ୍‌ ଭଲ ପାଉଥିଲେ। ଏହା ବ୍ୟତୀତ ୱେଷ୍ଟର୍ନ ମ୍ୟୁଜିକ ଶୁଣିବାକୁ […]

  • Saturday, 10 July 2021
aaaa
୧୦ ବର୍ଷ ଧରି ବଢିନି ମୁକେଶ ଅମ୍ବାନୀଙ୍କ ଦରମା

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଉଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ ପ୍ୟାକେଜ ଦୀର୍ଘ ବର୍ଷ ଧରି ବୃଦ୍ଧି କରାଯାଇ ନାହିଁ । ୨୦୦୮-୦୯ରେ ତାଙ୍କ ବାର୍ଷିକ ପ୍ୟାକେଜ୍‌ ଯେତିକି ସ୍ଥିର କରାଯାଇ ଥିଲା ଏବେ ମଧ୍ୟ ସେତିକି ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ  ଭତ୍ତାକୁ ମିଶାଇ ବାର୍ଷିକ ୧୫ କୋଟି ଟଙ୍କା ଦିଆଯାଉଛି। ୨୦୧୭-୧୮ରେ ଭତ୍ତା ବାବଦରେ […]

  • Saturday, 10 July 2021
ssssssssssssssssssssssss
କ୍ରିକେଟ୍‌ରୁ ଅବସର ନେବେନି କିନ୍ତୁ ୨ ମାସ ଯାଏ ଖେଳିବେନି ଧୋନି

ନୂଆଦିଲ୍ଲୀ: ଏବେ କ୍ରିକେଟରୁ ଅବସର ନେଉନାହାନ୍ତି ମହେନ୍ଦ୍ର ସିଂ ଧୋନୀ। ଟିମ୍ ଇଣ୍ଡିଆର ଏହି ଭେଟେରାନଙ୍କର ବର୍ତ୍ତମାନ କ୍ରିକେଟରୁ ଅବସର ନେବାର କୌଣସି ଯୋଜନା ନାହିଁ ।  ବିସିସିଆଇର ଜଣେ ଅଧିକାରୀଙ୍କ ଉକ୍ତିକୁ ଉଦ୍ଧାର କରି ଖବର ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ । ଧୋନୀ ଆସନ୍ତା ୨ ମାସ ପାଇଁ କ୍ରିକେଟରୁ ଦୂରେଇ ରହିବେ। ଏଥିପାଇଁ ସେ ୱେଷ୍ଟଇଣ୍ଡିଜ୍ ଟୁର୍‌ରୁ ଓହରି ଯାଇଛନ୍ତି ବୋଲି ଉକ୍ତ ଅଧିକାରୀ ଜଣକ ସୂଚନା ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ […]

  • Saturday, 10 July 2021
ARM-STROG-FOOT
ଜହ୍ନର ବକ୍ଷରେ କାହାର ଏ ପାଦଚିହ୍ନ ?

ନୂଆଦିଲ୍ଲୀ:ଆଜିକୁ ଠିକ୍‌ ୫୦ ବର୍ଷ ତଳର କଥା। ଆଜିର ଏଇ ଦିନ-ଜୁଲାଇ ୨୦। ସେଦିନ ଥିଲା ଏକ ସ୍ୱପ୍ନଭଙ୍ଗର ମୁହୂର୍ତ୍ତ। ଥିଲା ବି ଅନେକ ସ୍ୱପ୍ନକୁ ହାତମୁଠାରେ ଧରି ରଖିବାର ମୁହୂର୍ତ୍ତ। ହଁ, ସେଦିନ ଜହ୍ନରେ ପାଦ ଥାପିଥିଲା ମଣିଷ। ଜହ୍ନକୁ ନେଇ ଦେଖୁଥିବା କେତେ ପରୀ ରାଇଜର କାହାଣୀ ସେଦିନ ମିଛ ପ୍ରମାଣିତ ହୋଇଥିଲା। ଜହ୍ନକୁ ହାତୁମୁଠାରେ ପାଇବାର ଅଭିପ୍‌ସା ମଧ୍ୟ ସେଦିନ ପୂରଣ ହୋଇଥିଲା। ନାସା ପକ୍ଷରୁ ପ୍ରେରଣ କରାଯାଇଥିବା ଆପୋଲୋ-୧୧ ମଣିଷକୁ ନେଇ […]

  • Saturday, 10 July 2021
77777
ଆନନ୍ଦୀ ବେନ୍ ପଟେଲ ହେଲେ ୟୁପି ରାଜ୍ୟପାଳ

ନୂଆଦିଲ୍ଲୀ: ଦେଶର କେତୋଟି ରାଜ୍ୟର ରାଜ୍ୟପାଳଙ୍କ ବଦଳି ହୋଇଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲଙ୍କୁ ୟୁପିର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେହିପରି ବିହାରର ରାଜ୍ୟପାଳ ଲାଲଜି ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ଫଗୁ ଚୌହ୍ୱାନ ହୋଇଛନ୍ତି ବିହାରର ରାଜ୍ୟପାଳ। ଏହା ବ୍ୟତୀତ ଜଗଦୀପ ଧନଖର ହୋଇଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ। ରମେଶ ବଇସ ତ୍ରିପୁରାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଛନ୍ତି। ସେହିପରି ଆର ଏନ ରବି ନାଗାଲାଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି।

  • Saturday, 10 July 2021
pho
ପିଲାଙ୍କ ମୋବାଇଲ ନିଶା ଚିନ୍ତା ବଢାଉଛି କି ? ଜାଣନ୍ତୁ କେମିତି କରିବେ ସମାଧାନ

ଲକ୍ଷ୍ନୌ: ଆଜିର ଯୁଗରେ ମୋବାଇଲ୍‌ ନାହିଁ ତ କିଛି ନାହିଁ। ଯଦି ହାତରେ ମୋବାଇଲ୍‌ ଅଛି, ତା’ହେଲେ ସାରା ଦୁନିଆ ହାତରେ ରହିଛି। କିନ୍ତୁ ମୋବାଇଲ୍‌କୁ ଆବଶ୍ୟକତାଠାରୁ ଅଧିକ ବ୍ୟବହାର କଲେ ତାହା ଖରାପ ପ୍ରଭାବ ପକାଇଥିଏ। ଏହା ଅନେକ ମାନସିକ ରୋଗର କାରଣ ହୋଇଥାଏ। ଏବେ ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏ ସବୁ ସ୍ଥାନରେ କାଉନ୍‌ସେଲିଂ ସେଣ୍ଟର […]

  • Saturday, 10 July 2021