• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Farooq-Abdullah-Omar-Abdullah-and-Mehbooba-Mufti
ଏମିତି ଇଦ୍‌ ପାଳିଲେ ମେହବୁବା, ଓମାର ଓ ଫାରୁକ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଓ ତାଙ୍କ ବାପା ଫାରୁକ ଅବଦୁଲ୍ଲା ଚଳିତ ବର୍ଷ ବକ୍ରି ଇଦ୍‌ କେମିତି ପାଳନ କଲେ? ସେକଥା ଜାଣିବା ପାଇଁ ସମସ୍ତଙ୍କ ଇଚ୍ଛା ଥିବ। କାରଣ ଅଗଷ୍ଟ ୫ ତାରିଖରୁ ହିଁ ଏହି ୩ ଜଣଙ୍କ ସମେତ ଶତାଧିକ ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ତେଣୁ ସେମାନେ ଆଜି କେଉଁଠି ଇଦ୍‌ ପ୍ରାର୍ଥନା କଲେ? ମିଳିଥିବା ସୂଚନା ଅନୁଯାୟୀ, ମେହବୁବା, ଓମାର ଓ ଫାରୁକଙ୍କ […]

  • Saturday, 10 July 2021
kashmir-army
ସତର୍କ ରହିବାକୁ ଜମ୍ମୁ-କାଶ୍ମୀରବାସୀଙ୍କୁ କହିଲା ପୁଲିସ ପ୍ରଶାସନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନ ଏହାର ପ୍ରତିଶୋଧ ନେବାକୁ ଉଦ୍ୟମ କରୁଛି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପୂର୍ବରୁ କିମ୍ବା ସେହି ଦିନ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି କାରଣରୁ ଆଜି ଜମ୍ମୁ-କଶ୍ମୀରର ସାଧାରଣ ଲୋକଙ୍କ ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଶାନ୍ତିପୂର୍ଣ୍ଣ ଭାବେ ସ୍ୱାଧୀନତା ଦିବସ ପାଳନ ପାଇଁ ଲୋକଙ୍କ ସହଯୋଗ ଲୋଡ଼ାଯାଇଛି। ପୁଲିସ୍‌ […]

  • Saturday, 10 July 2021
MUKESH
ଜମ୍ମୁ-କାଶ୍ମୀର, ଲଦାଖରେ ପୁଞ୍ଜି ନିବେଶ କରିବେ ଅମ୍ବାନୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ପୁଞ୍ଜି ନିବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌। ଆଗାମୀ ଦିନରେ ଏନେଇ ଏକ ବଡ଼ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଏହି କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ସେ କହିଛନ୍ତି ଏହି ନିବେଶର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯିବ। ରିଲାଏନ୍ସର ଆନୁଆଲ ଜେନେରାଲ ମିଟିଙ୍ଗରେ ଅମ୍ବାନୀ ଏହି ଘୋଷଣା କରି ଜିଓ ଫାଇବର ସର୍ଭିସ୍‌ ଲଞ୍ଚ ହେବା ବାବଦରେ ମଧ୍ୟ କହିଛନ୍ତି। ସେ […]

  • Saturday, 10 July 2021
doval
ଆକାଶ ମାର୍ଗରୁ ଜମ୍ମୁ-କାଶ୍ମୀର ସ୍ଥିତି ସମୀକ୍ଷା କଲେ ଡୋଭାଲ

ନୂଆଦିଲ୍ଲୀ: ଆଜି ଜମ୍ମୁ-କଶ୍ମୀରରେ ବକ୍ରି ଇଦ୍‌ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଛି। ଲୋକମାନେ ଏହି ଅବସରରେ ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଇଦ୍‌ ଶୁଭେଚ୍ଛା ଜଣାଇଛନ୍ତି। ସୁରକ୍ଷା ବ୍ୟବସ୍ଥା କୋହଳ ହୋଇଥିଲେ ହେଁ ପୂରା ଜମ୍ମୁ-କଶ୍ମୀର ଉପରେ ସୁରକ୍ଷାକର୍ମୀଙ୍କ ଛଞ୍ଚାଣ ଆଖି ରହିଛି। ଏହିକ୍ରମରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆକାଶ ମାର୍ଗରୁ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ଇଦ୍‌ ପାଳନ ବେଳେ ଦକ୍ଷିଣ କଶ୍ମୀରରେ ହିଂସା ସୃଷ୍ଟି […]

  • Saturday, 10 July 2021
plane
ପାକିସ୍ତାନର ଯୁଦ୍ଧ ପ୍ରସ୍ତୁତି ! ଲଦାଖ ସୀମାରେ ରଖିଲା ଯୁଦ୍ଧ ବିମାନ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ପାକିସ୍ତାନର ଇମ୍ରାନ୍ ସରକାର ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ ନକାରାତ୍ମକ ପଦକ୍ଷେପ ଗ୍ରହଣ କରିଚାଲିଛନ୍ତି। ଏବେ ପାକିସ୍ତାନ ସରକାର ଲଦାଖ ସୀମାନ୍ତରେ ଯୁଦ୍ଧ ବିମାନ ନିୟୋଜିତ କରିବା ଆରମ୍ଭ କରିଛନ୍ତି। ଖାଲି ଯୁଦ୍ଧ ବିମାନ ନୁହେଁ, ବିପୁଳ ସଂଖ୍ୟାରେ ସେନା ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ମଧ୍ୟ ପାକିସ୍ତାନ ପକ୍ଷରୁ ଲଦାଖ ସୀମାକୁ ଲାଗିଥିବା ସକାରଦୁ ଏୟାର ବେସ୍‌ରେ ନିୟୋଜିତ କରାଯାଇଛି। ଏହି ଖବର ମିଳିବା ପରେ […]

  • Saturday, 10 July 2021
14
ପତ୍ନୀଙ୍କ ପାଦରେ କଣ୍ଟା ଫୁଟିଯିବ ବୋଲି...

ବେଞ୍ଜିଂ:ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଛେ। ଅନେକ ଫିଲ୍ମ ଦେଖିଛେ। ହେଲେ ଏ କାହାଣୀ ହେଉଛି ଜଣେ ନିଚ୍ଛକ ପ୍ରେମିକଙ୍କର। ଅନ୍ୟମାନଙ୍କ ପରି ଏହି ପ୍ରେମିକ ଜଣକ ବି ନିଜ ପ୍ରେମକୁ ନେଇ ସ୍ୱପ୍ନ ଦେଖନ୍ତି। ତେବେ ତଫାତ୍‌ ଏତିକି ଯେ,  ସେ ସ୍ୱପ୍ନକୁ ଏମିତି ଭାବେ ବାସ୍ତବରେ ପରିଣତ କରନ୍ତି, ଶୁଣିବା ଲୋକଙ୍କୁ ସ୍ୱପ୍ନ ପରିଲାଗେ।  ଏ କାହାଣୀ ହେଉଛି  ଲିଉ ଗୁଓ ଜିୟାଦ୍‌ଙ୍କର। ବିହାରର ଦଶରଥ ମାଝିଙ୍କ କଥା ଆମେ ସମସ୍ତେ ଜାଣିଥିବା ନିଶ୍ଚୟ। […]

  • Saturday, 10 July 2021
sonia
କାହିଁକି ସୋନିଆଙ୍କ ମୁଣ୍ଡରେ ଦଳ ଲଦିଲା ଏ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ଦେଶର ୧୩୪ ବର୍ଷ ପୁରୁଣା କଂଗ୍ରେସ ଦଳର ସଭାପତି ହୋଇଛନ୍ତି ୭୨ ବର୍ଷୀୟ ସୋନିଆ ଗାନ୍ଧି। ୨୦ ମାସ ପୂର୍ବରୁ ସୋନିଆ ଗାନ୍ଧି ଦଳର ଦାୟିତ୍ୱ ରାହୁଲଙ୍କୁ ଦେଇ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଥିବା ବେଳେ ଦଳ ପୁଣି ତାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇ ଏକ ଗୁରୁ ଦାୟିତ୍ୱ ଦେଇଛି। ଏହି ପଦବୀ ତାଙ୍କ ପାଇଁ ନୁଆ ନୁହେଁ, କିନ୍ତୁ କାହିଁକି ପୁଣି ଥରେ ତାଙ୍କୁ ଦଳ ଏହି ଦାୟିତ୍ୱ […]

  • Saturday, 10 July 2021
kashmir
ନିରାଡ଼ମ୍ୱର ଭାବେ ଇଦ୍ ପାଳିଲେ କାଶ୍ମୀରବାସୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆଜି କଡ଼ା ସୁରକ୍ଷା ଭିତରେ ନିରାଡମ୍ୱର ଭାବରେ ଇଦ୍-ଉଲ୍-ଜୁହା ବା ବକ୍ରୀ ଇଦ ପାଳିତ ହେଉଛି। ମୁଖ୍ୟତଃ ଶ୍ରୀନଗରରେ ଅଧିକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଇଦ୍ ଅବସରରେ ୬ ଘଣ୍ଟା ପାଇଁ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ ସରକାର। ହେଲେ ହିଂସା ହେବାର ସୂଚନା ମିଳିବା ପରେ ପୁଣି ଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ମୁସଲମାନ୍ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ନିକଟବର୍ତ୍ତୀ […]

  • Saturday, 10 July 2021
umar abdulla
ଜେଲ ଭିତରେ ଝଗଡ଼ା କଲେ ଉମର-ମୁଫ୍‌ତି, କାହିଁକି ଜାଣନ୍ତୁ

ଜମ୍ମୁ-କାଶ୍ମୀର: ଜାମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନରୁ ଅର୍ଥାତ ଗତ ସପ୍ତାହରୁ ହରି ନିବାସ ମହଲରେ ବନ୍ଦୀ ଜୀବନ ବିତାଉଛନ୍ତି ପିଡିପି ନେତା ମେହବୁବା ମୁଫ୍‌ତି ଓ  ଓ ନାଶନାଲ୍‌ କନ୍‌ଫ୍ରେନ୍ସ ନେତା ଉମର ଅବଦୁଲ୍ଲା। ଉମର-ମୁଫ୍‌ତିଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଏକଥା ସମସ୍ତେ ଜାଣନ୍ତି। ହେଲେ ଏବେ ଉଭୟଙ୍କର ମନ ଏକ ହୋଇ ଯାଇଛି ବୋଲି ସମସ୍ତେ ଭାବୁଥିଲେ । କାରଣ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଘଟଣାକୁ ଦୁହେଁ ମିଳିତି […]

  • Saturday, 10 July 2021
123
କେରଳରେ ବନ୍ୟାତାଣ୍ଡବ: ରଶିରେ ଝୁଲି ଭରା ନଦୀ ପାର ହେଲେ ଗର୍ଭବତୀ

ଥିରୁଅନନ୍ତପୁରମ୍: ବର୍ଷେ ଯାଇନି ପୁଣି କେରଳର ହୋଇଛି ବନ୍ୟା। ବନ୍ୟା ଯୋଗୁ ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଓ ଯୋଗାଯୋଗ ବିଚ୍ଛିନ୍ନ ରହିଛି।  ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ଷା କମି ଥିବା ଯୋଗୁ ଆଜି ସ୍ଥିତିରେ ଟିକେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ଅଛନ୍ତି। ଏପରି ସ୍ଥିତିରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ […]

  • Saturday, 10 July 2021
12345
ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଚାଇନା ମୁଣ୍ଡ ପୂରାଇବ ନାହିଁ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଶେଷ ଏବଂ ବଡ ଆଶା ରଖିଥିଲେ। ହେଲେ ଚାଇନା ପରମ ବନ୍ଧୁ ପାକିସ୍ତାନକୁ ହତାଶ କରିଦେଇଛି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା କୌଣସି ପ୍ରକାରର ମୁଣ୍ଡ ପୂରାଇବ ନାହିଁ ବୋଲି ପରୋକ୍ଷରେ ପାକିସ୍ତାନକୁ ସୂଚାଇ ଦେଇଛି। ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ […]

  • Saturday, 10 July 2021