• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hamid
‘ମୋ ମା’କୁ ବହୁତ ଭଲ ପାଏ...’ ସୁଷମାଙ୍କ ବିୟୋଗରେ ଏମିତି କହିଲେ ମର୍ମାହତ ହମିଦ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ମାଧ୍ୟମରେ ପାକିସ୍ତାନର ଜଣେ ଯୁବତୀଙ୍କ ବନ୍ଧୁ ପାଲଟି ଯାଇଥିଲେ ରାଜସ୍ଥାନର ଯୁବକ ହମିଦ୍ ଅନ୍‌ସାରୀ। ଆଉ ତାଙ୍କୁ ଦେଖା କରିବାକୁ ପାକିସ୍ତାନ ଯାଇଥିବା ବେଳେ ଗିରଫ ହୋଇଥିଲେ। ମାସେ ନୁହେଁ କି ବର୍ଷେ ନୁହେଁ, ପୂରା ୬ ବର୍ଷ ସେ ପାକିସ୍ତାନର ଜେଲ୍‌ରେ ରହିଥିଲେ। ତେବେ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ସେ ଗତବର୍ଷ ଜେଲ୍‌ରୁ ମୁକୁଳିଥିଲେ। ଗତକାଲି ସୁଷମାଙ୍କ ପରଲୋକ ପରେ ମର୍ମାହତ ହୋଇଯାଇଛନ୍ତି ହମିଦ୍‌। ତାଙ୍କ ବିୟୋଗ ମୋ ପାଇଁ ଏକ […]

  • Saturday, 10 July 2021
sushma
ସୁଷମାଙ୍କ ବିୟୋଗରେ କାନ୍ଦିଲେ ଗୀତା, କହିଲେ ‘ମା’କୁ ହରାଇଲି’

ନୂଆଦିଲ୍ଲୀ:ସୁଷମାଙ୍କ ବିୟୋଗରେ କାନ୍ଦୁଛନ୍ତି ଗୀତା। ସତେ ଯେମିତି ମା’ଙ୍କୁ ହରାଇଛନ୍ତି। ବାପା-ମା’ଙ୍କୁ ଦେଖି ନ ଥବା ଗୀତାଙ୍କ  ପାଇଁ ସୁଷମା ହିଁ ଥିଲେ ସବୁକିଛି। ଆଜି ସୁଷମାଙ୍କ ବିୟୋଗରେ ଯେମିତି ଅନାଥ ହୋଇଗଲେ ଗୀତା। ଆଜକୁ ଠିକ ୪ ବର୍ଷ ତଳର କଥା । ଏକ ମୁକ ବଧିର ଯୁବତୀ ପାକିସ୍ତାନରୁ ନିଜ ଜନ୍ମଭୂମି ଭାରତ ଫେରି ଆସିପାରିଥିଲା। ଆଉ ତାହା ସମ୍ଭବ ହୋଇ ପାରିଥିଲା କେବଳ ସୁଷମାଙ୍କ ଉଦ୍ୟମ ପାଇଁ।  ସେଇ ନାବାଳିକା ଗୀତା ସୁଷମାଙ୍କୁ […]

  • Saturday, 10 July 2021