• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

dance-in-covid-care
ନାଚି ନାଚି କୋଭିଡ୍ ବିରୋଧରେ ସଚେତନ କରାଇଲେ ଲକ୍ଷଣ ନଥିବା ରୋଗୀ

ବେଙ୍ଗାଲୁରୁ: ଗୋଟିଏ ପରେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ କରୋନା ରୋଗୀଙ୍କୁ ଲୋକେ ଭିନ୍ନ ଏକ ଦୃଷ୍ଟିରେ ଦେଖନ୍ତି। କିନ୍ତୁ କର୍ଣ୍ଣାଟକସ୍ଥିତ ବେଲାରୀ ଜିଲ୍ଲାରେ ଥିବା ଏକ ସରକାରୀ ହସ୍ପିଟାଲରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ହସ୍ପିଟାଲର କେୟାର ସେଣ୍ଟରରେ କୋଭିଡ୍-୧୯ ଲକ୍ଷଣ ନଥିବା ଥିବା କିଛି ରୋଗୀ ଖୁବ୍ ଡାନ୍ସ କରି ଏହି କରୋନା ବିରୋଧରେ ସଚେତନ କରାଇଛନ୍ତି। ଏହା ମଧ୍ୟରେ ସମସ୍ତେ ସାମାଜିକ ଦୂରତା ପାଳନ କରି […]

  • Tuesday, 06 July 2021
cocrocha
୧୪ ଗୋଡ଼ ଥିବା ଅସରପା, ଯାହାର ଫଟୋ ଏବେ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅଦ୍ଭୁତ ପ୍ରକାରର ଅସରପାର ଫଟୋ ଖୁବ୍‌ ଜୋରେ ଭାଇରାଲ ହେବାରେ ଲାଗିଛି। ଏହା ଏକ ସାମୁଦ୍ରିକ ଅସରପା ବୋଲି ଜଣାପଡ଼ିଛି। ଏହାକୁ ସିଙ୍ଗାପୁରର ଜଣେ ଅନୁସନ୍ଧାନକାରୀ ଟିମ୍‌ ଭାରତ ମହାସାଗରରୁ ଧରିଛନ୍ତି। ଖବର ଅନୁଯାୟୀ, ସିଙ୍ଗାପୁରର ନ୍ୟାସନାଲ ୟୁନିଭରସିଟିର ପିଟର ଏନ୍‌ଜି ଓ ତାଙ୍କ ସହକର୍ମୀମାନେ ସାମୁଦ୍ରିକ ଅନୁସନ୍ଧାନ ସମୟରେ ଏକ ବିରଳ ପ୍ରଜାତିର ଅସରପା ଧରିଛନ୍ତି। ଏହା ଅସରପାମାନଙ୍କର ଏକ ନୂତନ ପ୍ରକାରର ଚିହ୍ନଟ କରାଯାଇଛି। ଏହା ର ନାଁ ‘ବାଥିନୋମସ୍ […]

  • Tuesday, 06 July 2021
assam
ବନ୍ୟାରେ ଅସମ୍ଭାଳ ଆସାମ, ୭୦ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତରେ ବନ୍ୟା ବିଭୀଷିକା। ଆସାମ, ବିହାର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆସାମ। ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଚିନ୍ତା ବଢାଉଛି ବାଦଲଫଟା ବର୍ଷା। ବିହାର ଓ ହିମାଚଳ ପ୍ରଦେଶରେ ମଧ୍ୟ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି ଆସାମ, ଯେଉଁଠାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି। ବନ୍ୟା ପାଇଁ ସବୁଠି ହାହାକାର […]

  • Tuesday, 06 July 2021
indo-america
ଭାରତ-ଆମେରିକାର ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ। ଆଣ୍ଡାମାନ ଓ ନିକବର ଦୀପପୁଞ୍ଜ ନିକଟରେ ଏହି ସମରାଭ୍ୟାସ କରାଯାଇଛି। ଏଥିରେ ଆମେରିକାର ବିରାଟକାୟ ଯୁଦ୍ଧ ପୋତ USS ନିମିଜ୍ ଭାଗ ନେଇଥିଲା। ଗତକାଲି ପରମାଣୁ ଶକ୍ତି ଚାଳିତ ଏହି ଏୟାରକ୍ରାଫ୍ଟ କ୍ୟାରିୟର ଅନ୍ୟତମ ଯୁଦ୍ଧ ପୋତ USS ରୋନାଲ୍ଡ ରେଗାନ ସହ ମାଲ୍ଲାକା ଉପସାଗର ଅତିକ୍ରମ କରି ଭାରତ ମହାସାଗରରେ ପ୍ରବେଶ କରିଥିଲା। ଏଥିରେ ଭାରତର ଡେଷ୍ଟ୍ରୟର କ୍ଲାସ ଯୁଦ୍ଧ ଜାହାଜ ସମେତ ଫ୍ରିଗେଟ, ବୁଡା ଜାହାଜ […]

  • Tuesday, 06 July 2021
water scarcity
ପାକିସ୍ତାନରେ ଜଳାଭାବ ଯୋଗୁଁ ସୃଷ୍ଟି ହୋଇପାରେ ଦୁର୍ଭିକ୍ଷ ପରି ସ୍ଥିତି

ଇସଲାମାବାଦ : ପଡ଼ୋଶୀ ଦେଶ ପାକିସ୍ତାନରେ ଉତ୍କଟ ଜଳ ସମସ୍ୟା । ଠିକ୍ ସମୟରେ ଜଳ ସମସ୍ୟାର ସମାଧାନ ନହେଲେ ପାକିସ୍ତାନରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଚାଷ ଜମି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯିବ । ମୁଠାଏ…

  • Tuesday, 06 July 2021
LALJI
ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ

ଲକ୍ଷ୍ମୌ: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ପରଲୋକ। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ହେଲା ଅସୁସ୍ଥ ଥିଲେ। ଗତ ସପ୍ତାହରେ ତାଙ୍କୁ ଲକ୍ଷ୍ମୌର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। बाबूजी नहीं रहे — Ashutosh Tandon (@GopalJi_Tandon) July 21, 2020 ଦୁଇଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଥିଲା। ଏ ସମ୍ପର୍କରେ ଲାଲଜି […]

  • Tuesday, 06 July 2021
vaccine-oxford
ଅକ୍ସଫୋର୍ଡ ୟୁନିଭର୍ସିଟିର କରୋନା ଭାକ୍ସିନ ସୁରକ୍ଷିତ; ଖୁବ୍‌ ଶୀଘ୍ର ଭାରତରେ ଆରମ୍ଭ ହେବ ଉତ୍ପାଦନ

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ବ୍ରିଟେନ୍‌କୁ ଆସିଲା ବଡ଼ ଖବର । ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ AZD1222 ମଣିଷ ଶରୀରରେ କରୋନା ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଜଣାପଡ଼ିଛି । ଟିକା ନେବାର ୧୪ ଦିନ ଭିତରେ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧୀ କ୍ଷମତା ବୃଦ୍ଧି କରୁଥିବା ଏହାର ପ୍ରଥମ ଓ ଦ୍ୱିତୀୟ ପଯର୍ୟାୟ ପରୀକ୍ଷଣ ଫଳାଫଳ ରିପୋର୍ଟରେ ପ୍ରକାଶ ପାଇଛି । ବିଜ୍ଞାନ ଭିତ୍ତିକ ଜର୍ଣ୍ଣାଲ୍ ଲାସେନ୍‌ଟ ଏହା ପ୍ରକାଶ ପାଇଛି […]

  • Tuesday, 06 July 2021
COV
ରାଜ୍ୟରେ ପୁଣି ଚିହ୍ନଟ ହେଲେ ୬୪୭ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୩ ଜିଲ୍ଲାରୁ ୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୪୩୧ କ୍ୱାରେଣ୍ଟିନ ସେଣ୍ଟର ହୋଇଥିବାବେଳେ ୨୧୬ ଲୋକାଲ କେସ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୭୫୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୧୨, ୯୦୯ ଜଣ ସୁସ୍ଥ ହୋଇଥିବାବେଳେ ୫୭୧୫ ଜଣ ସୁସ୍ଥ ହୋଇ ଫରିଥିବା ଜଣାଯାଇଛି। […]

  • Tuesday, 06 July 2021
ଜେଲ ଭିତରେ ରାଜୀବ ହତ୍ୟାକାରୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଚେନ୍ନାଇ:  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।  ସେ ଜେଲରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ସୂଚନାନୁସାରେ, ନଳୀନି ଶାଢୀରେ ଫାଶି ଦେଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଜେଲରେ ଝଗଡା ପରେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା କୁହାଯାଉଛି।  ସୂଚନାଥାଉ କି, ନଳିନୀ ତାମିଲନାଡୁର ଭେଲୋର ଜେଲରେ ନଳୀନି ସଜା ଭୋଗୁଛନ୍ତି। ଚେନ୍ନାଇର ଭେଲୋର ଜେଲରେ ନଳିନୀ […]

  • Tuesday, 06 July 2021
pahada
ରାସ୍ତା ଉପରେ ଧସିଲା ପାହାଡ଼, ବିପଦକୁ ଖାତିର୍‌ ନ କରି ଭିଡିଓ କଲେ ଲୋକେ

ଚମୋଲି: ଉତ୍ତରାଖଣ୍ଡର ଚାମୋଲିରେ ମୌସୁମୀ ସହ ଆରମ୍ଭ ହୋଇ ଯାଇଛି ପ୍ରାକୃତିକ ବିପର୍ଯ୍ୟୟ।  ଚାମୋଲିର ପିପଲକୋଟି ନିକଟରେ ଏକ ଭୂସ୍ଖଳନ ହୋଇଛି। ଫଳରେ ୭ ନମ୍ବର ଜାତୀୟ ରାଜପଥ  ବନ୍ଦ ହୋଇଯାଇଛି। ଏହି ସମୟରେ ଲୋକଙ୍କ ଅବହେଳା ମଧ୍ୟ ଦେଖିବାକୁ ମିଳିଛି । ଜୀବନ ପ୍ରତି ବିପଦ ସତ୍ତ୍ୱେ ଲୋକେ ଭୁଶୁଡ଼ି ପଡ଼ିଥିବା ପର୍ବତର ଦୃଶ୍ୟ ଦେଖିବା ତଥା ସେଲ୍‌ଫି ନେବା ଏବଂ ଭିଡିଓ ରେକର୍ଡିଂ କରୁଥିବା ଦେଖିବାକୁ ମିଳିଥିଲା। ଏହାର ଭିଡିଓ ମଧ୍ୟ ଗଣମାଧ୍ୟମରେ ଭାଇରାଲ […]

  • Tuesday, 06 July 2021
video
ରାସ୍ତାରେ ବ୍ୟକ୍ତି ଜଣଙ୍କ ଯାଉଥିଲେ, ହଠାତ୍‌ ହେଲା ଭୂସ୍ଖଳନ, ଆଉ ତା’ପରେ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ବାଇକ୍‌ ଚାଲାଉଥିବା ବ୍ୟକ୍ତି ଭୂସ୍ଖଳନରୁ ନିଜକୁ କିପରି ରକ୍ଷା କରିଥିଲେ। ଯାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଚଳିତ ବର୍ଷ ଏପ୍ରିଲରେ ଇଣ୍ଡୋନେସିଆରେ ଏହି ଭୂସ୍ଖଳନ ଘଟିଥିଲା। ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। Omg!!!! What a narrow escape for that biker pic.twitter.com/W9eX0kBZzd — Nandini Idnani (@idnani_nandini) July 19, […]

  • Tuesday, 06 July 2021
car
ସୁରତରେ କାର ଚୋରି କରିବାର ଅଜବ ତରିକା : ଭଡ଼ାରେ ନେଇ ଦାମୀ କାର୍ ଲୁଟୁଥିଲେ ଦୁର୍ବୃତ୍ତ

ଭଡ଼ାରେ ନେଇ ଲୁଟ୍ କରୁଥିଲେ କାର୍ ରେଣ୍ଟ କାର୍ ଫ୍ରଡର ପର୍ଦ୍ଦାଫାସ ୨୫ ଦିନରେ ୨୦୦ କାର ଜବତ ସୁରତ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଓ ଏସ୍ଓଜି ଟିମକୁ ସଫଳତା ସୁରତ  (ଶୈଳେଶ ଚମ୍ପାନେରିଆ) : ସୁରତରେ ଗାଡ଼ି ଭଡ଼ାରେ…

  • Tuesday, 06 July 2021
NEWS
୨ ଟଙ୍କାର ଖବରକାଗଜ ସହ ମାସ୍କ ଫ୍ରି'

ଶ୍ରୀନଗର: କରୋନାଭାଇରସରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଏକମାତ୍ର ଚାବିକାଠି। ତା’ଛଡ଼ା ଦୁଇ ଗଜର ଦୂରତା ଓ ମାସ୍କ ଏହି ଭାଇରସରୁ ବଞ୍ଚିବା ପାଇଁ ନିହାତି ଜରୁରୀ। ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ନିଆରା ଉପାୟ କଶ୍ମୀରର ଉର୍ଦ୍ଧୁ ଖବରକାଗଜ ବାହାର କରିଛି, ଯାହାକୁ ଖୁବ୍ ପ୍ରଶଂସା କରାଯାଉଛି। ଏହି ଲୋକାଲ ଉର୍ଦ୍ଧୁ ଖବରକାଗଜର ନାଁ ହେଉଛି ‘ରୋଶନୀ’। […]

  • Tuesday, 06 July 2021
tiger
 ବାଘ ରାସ୍ତାରେ ଅଜଗର, ଦେଖନ୍ତୁ ଆଗକୁ କଣ ଘଟିଲା...

ନୂଆଦିଲ୍ଲୀ: କୌଣସି ପଶୁ ପକ୍ଷୀ ବା ସରୀସୃପକୁ ଦେଖି ବାଘ ସ୍ଥିର ରହିବାର ଆପଣ କେବେ ଦେଖିଛନ୍ତି କି ? କାରଣ ଜଙ୍ଗଲରେ ବାଘର ପତିଆର ବେଶ୍। ସେ କାହାର ଉପସ୍ଥିତିକୁ ସହିପାରେନା। କେବେ କେବେ ବିଶାଳ ଅଜଗର ଓ ବାଘର ମୁହାଁମୁହିଁ ଦୃଶ୍ୟ ଆପଣ ଭିଡିଓରେ ଦେଖିଥିବେ। କିଛି ଭିଡିଓରେ ଆପଣ ଦେଖିଥିବେ ଯେ ବାଘ ଏବଂ ଅଜଗର ସାପ ମଧ୍ୟରେ ଲଢ଼େଇ ଲାଗିଥିବାର ଏବଂ ଶେଷରେ ବାଘ ଅଜଗରର ସାମ୍ନା କରିନପାରି ଜଙ୍ଗଲକୁ ପଳାଇବାର। […]

  • Tuesday, 06 July 2021
journalist
ଝିଅ ସାମ୍ନାରେ ସାମ୍ୱାଦିକଙ୍କୁ ଗୁଳି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାଜିଆବାଦ: ଗାଜିଆବାଦରେ ଦୁର୍ବୃତ୍ତମାନେ ଏତେ ନିର୍ଭୀକ ହୋଇଯାଇଛନ୍ତି ଯେ ସେମାନେ ସାମ୍ୱାଦିକଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଦୁର୍ବୃତ୍ତମାନେ ସାମ୍ୱାଦିକଙ୍କୁ ତାଙ୍କ ଝିଅ ସାମ୍ନାରେ ମାଡ଼ ମାରିବା ସହିତ ଗୁଳି କରିଦେଇଛନ୍ତି। ସାମ୍ୱାଦିକଙ୍କ ନାଁ ବିକ୍ରମ ଯୋଶୀ। ଏହି ଘଟଣାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହେଇଛି। ଏବେ ସେ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ରବିଙ୍କ ସହିତ ଅନ୍ୟ ୫ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। […]

  • Tuesday, 06 July 2021
beach
ମରଣ ମୁହଁରୁ ଟାଣିଆଣିଲେ ଅଫିସର, ଦେଖନ୍ତୁ ଭିଡିଓ...

ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରିବେ ତାକୁବା କିଏ ମାରିପାରିବ। କାହାରି ମାଧ୍ୟମରେ ଦୂତ ସାଜି ସେ ଜୀବନ ବଞ୍ଚାଇ ପାରନ୍ତି ତ ଆଉ କେତେବେଳେ ଆଶ୍ଚର୍ଯ୍ୟକର ଘଟଣା ଘଟାଇ ଆପଣଙ୍କ ଜୀବନ ବଞ୍ଚାଇ ପାରନ୍ତି। କିପରି ଭାବେ ଜଣେ ଅଫିସରଙ୍କ ଜରିଆରେ ଗୋଟିଏ ସାର୍କ ମାଛ କବଳରୁ ଛୋଟ ପିଲାଟିର ଜୀବନ ମୃତ୍ୟୁମୁଖରୁ ବଞ୍ଚିଯାଉଛି ଏହି ଭିଡିଓରେ ଦେଖନ୍ତୁ.. ଆମେରିକାର କୋକୋଆ ବିଚ ନିକଟସ୍ଥ ସମୁଦ୍ରରେ ଏହି ଘଟଣାଟି ଘଟିଛି। ଛୋଟ ପିଲାଟି […]

  • Tuesday, 06 July 2021
justice
କରୋନା ପ୍ରଭାବ: ନିଜ ରାୟ ନିଜେ ଟାଇପ୍ କଲେ ସୁପ୍ରିମ୍ କୋର୍ଟ ବିଚାରପତି

ନୂଆଦିଲ୍ଲୀ: କରୋନାରେ ହୁଏତ ଲୋକେ ଅଧିକ ଆତଙ୍କିତ ହୋଇଥାଇପାରନ୍ତି, କିନ୍ତୁ ଏହାର ସାଇଡ୍ ଇଫେକ୍ଟ ଦ୍ୱାରା କିଛି ଫାଇଦା ମଧ୍ୟ ମିଳୁଛି। ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ସୁପ୍ରିମ କୋର୍ଟ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼। ଜଷ୍ଟିସ୍ ୱାଇ ଚନ୍ଦ୍ରଚୂଡ଼ ଭର୍ଚ୍ୟୁଆଲ୍ ଶୁଣାଣି ସମୟରେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଭିଡିଓ କନଫରେନ୍ସି ଜରିଆରେ ଶୁଣାଣି କରି ଯେଉଁ ରାୟ ଦିଅନ୍ତି, ତାହା ସେ ନିଜେ ଲାପଟପରେ ଟାଇପ୍ ମଧ୍ୟ କରନ୍ତି। […]

  • Tuesday, 06 July 2021