• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

eeeee
ଏବେ ଏହି ଜିଓ ଗ୍ରାହକଙ୍କୁ ଆଇୟୁସି ଚାର୍ଜ ଦେବାକୁ ପଡ଼ିବନି

ନୂଆଦିଲ୍ଲୀ: ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ୯ ତାରିଖ ଦିନ ଜିଓ ଏହି ଘୋଷଣା କରିଥିଲା। ଏହାପରେ ଗ୍ରାହକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଥିଲା କେବେଠୁ ଏହି ନିୟମ ଲାଗୁ ହେବ। ଗତକାଲି ରିଲାଏନ୍ସ ଜିଓ ଟୁଇଟ୍ କରି ଏହି ପ୍ରଶ୍ନର ଜବାବ ଦେଇଛି। ଅକ୍ଟୋବର ୯ ଓ ତା ପୂର୍ବରୁ ଯେଉଁମାନେ ଅନ୍ ଲିମିଟେଡ୍ ଭଏସ୍ କଲ୍ ପ୍ୟାକ୍‌ ରିଚାର୍ଜ କରିଛନ୍ତି, ସେମାନେ ଏହି […]

  • Saturday, 10 July 2021
6754356
ପଞ୍ଜାବରେ ଉଡ଼ୁଛି ପାକିସ୍ତାନୀ ଡ୍ରୋନ୍

ଚଣ୍ଡିଗଡ: ଚଳିତମାସରେ ତୃତୀୟ ଥର ପାଇଁ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି। ଆଜି ସକାଳେ ଫିରୋଜପୁର ସୀମାରେ ପୁଣିଥରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ କହିଛନ୍ତି ଯେ, ଡ୍ରୋନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳେ ଖସିପଡ଼ିଛି। ହେଲେ ବିଏସଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡ୍ରୋନଟି ପୁଣି ଥରେ ପାକିସ୍ତାନ ପଟକୁ ଫେରିଯାଇଛି। ଉଭୟ ପଞ୍ଜାବ ପୁଲିସ୍ ଏବଂ ସେନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି। ଏହା […]

  • Saturday, 10 July 2021
34455677898909
ବିପର୍ଯ୍ୟୟ ଏଡାଇବା ପାଇଁ ଆତ୍ମସମୀକ୍ଷା ଦରକାର: ସିନ୍ଧିଆ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ସଲମାନ୍ ଖୁର୍ସିଦଙ୍କ ପରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳର ପରିଚାଳନାଗତ ତ୍ରୁଟିକୁ  ନେଇ ମୁହଁ ଖୋଲିଛନ୍ତି ।  ବିପର୍ଯ୍ୟୟକୁ ଏଡ଼ାଇବାକୁ ହେଲେ କଂଗ୍ରେସକୁ ଏବେ ଜରୁରୀ ଆତ୍ମସମୀକ୍ଷା କରିବାକୁ ପଡିବ।   ଦଳର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯିବା ସହ ଏଥିରେ ଉନ୍ନତି ଅଣାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜ୍ୟୋତିରାଦିତ୍ୟ । ସେପଟେ ଜାତୀୟ ନିର୍ବାଚନରେ ପରାଜୟ ପରେ ଦଳୀୟ ନେତୃବୃନ୍ଦ ନିୟମିତ ବ୍ୟବଧାନରେ ରାଜ୍ୟରେ ସମୀକ୍ଷା କରୁଛନ୍ତି । ଏହାର […]

  • Saturday, 10 July 2021
maoist blast
ମହାରାଷ୍ଟ୍ରରେ ମାଓବାଦୀଙ୍କ ବର୍ବରକାଣ୍ଡ; ୧୫ଜଣ ସୁରକ୍ଷାକର୍ମୀ ସହିଦ, ଜଣେ ଡ୍ରାଇଭର ମୃତ

ଗଡ଼ଚିରୋଲି: ମହ।ର।ଷ୍ଟ୍ରର ଗଡ଼ଚିରୋଲିରେ ମାଓବାଦୀଙ୍କ ବର୍ବରକାଣ୍ଡ। ମାଓବାଦୀମ।ନେ ଘଟ।ଇଥିବ। ଏକ ବଡ଼ ଧରଣର ବିସ୍ଫୋରଣରେ ୧୫ ଜଣ ସୁରକ୍ଷ।କର୍ମୀ ସହିଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଛତିଶଗଡ଼ ସୀମ।ବର୍ତ୍ତୀ ଏହି ମାଓପ୍ରବଣ ଅଞ୍ଚଳରେ ଆଇଇଡି ଯୋଗେ ଏଭଳି ଘଟଣ। ଘଟିଥିବ। ଜଣ।ପଡ଼ିଛି।  କମାଣ୍ଡୋ ମାନେ ମାଓ ଅପରେସନ୍‌ରେ ଯାଇଥିବା ବେଳେ ମାଓବାଦୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ।  ପୂର୍ବରୁ ମାଓବାଦୀମାନେ ଆଜି ସକାଳେ ଗଡଚିରୋଲି  ଜିଲ୍ଲାରେ ୨୫ଟି ଗାଡ଼ିରେ  ନିଆଁ ଲଗାଇ ଦେଇଥିଲୋ ମାଓ ଅପରେସନକୁ […]

  • Saturday, 10 July 2021
4343409879
ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

ଜେନେଭା: ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତବର୍ଷ ୩ ଜଣ ପ୍ରସିଦ୍ଧ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବେ। ଜନ୍‌ ବି ଗୁଡ୍‌ଏନଫ୍‌, ଏମ୍‌ ଷ୍ଟେନଲି ହ୍ୱିଟନ୍‌ଗାମ୍‌ ଏବଂ ଆକିରା ୟୋଶିନୋଙ୍କୁ ଲିଥିୟମ୍‌ ଆୟନ୍‌ ବ୍ୟାଟେରି ଟେକ୍ନୋଲୋଜିର ବିକାଶ ପାଇଁ ନୋବେଲ ପ୍ରଦାନ କରାଯିବ। ଲିଥିୟମ୍‌ ଆୟନ୍‌ ବ୍ୟାଟେରି ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସେମାନଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ କୁହାଯାଇଛି। କମିଟି ପକ୍ଷରୁ କୁହାଯାଇଛି, ଲିଥିଅମ୍‌ ବ୍ୟାଟେରି ଆମ […]

  • Saturday, 10 July 2021
2121212
ଅଫିସ୍ ଭାଙ୍ଗିଲା ନିୟମ, ଜୋରିମାନା ଦେଲେ ଜିଲ୍ଲାପାଳ

ଔରଙ୍ଗବାଦ:  ପ୍ଲାଷ୍ଟିକ୍ ଜିନିଷର ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ହେଲେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ।  ମହାରାଷ୍ଟ୍ର ବିଡ୍ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ପ୍ଲାଷ୍ଟିକ ବ୍ୟବହାର ହେଉଥିବା ମିଳିଥିଲା। ନିଜ କାର୍ଯ୍ୟାଳୟ  ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଜ ଉପରେ ୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି ଜିଲ୍ଲାପାଳ। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । କେଉଁ ନେତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ସେ ବାବଦରେ ସୂଚନା ଦେବାକୁ ଜିଲ୍ଲପାଳ ଗତକାଲି […]

  • Saturday, 10 July 2021
4554555
କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳି ଭେଟି; ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ  ୫ ପ୍ରତିଶତ ମହଙ୍ଗା ଭତ୍ତା ବଢାଇବା ପାଇଁ ସରକାର ଘୋଷଣା କରିଛନ୍ତି।  ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଉପକୃତ ହେବେ। ଏଥିଯୋଗୁଁ ସରକାରଙ୍କ ଉପରେ ୧୬ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ବୁଧବାର କେନ୍ଦ୍ର […]

  • Saturday, 10 July 2021
4343434343
ପାର୍ବଣ ଭେଟି; ଗୃହ ଋଣ ଶସ୍ତା କଲା SBI

ଭୁବନେଶ୍ୱର: ଏଇ ପାର୍ବଣ ଋତୁରେ ଆପଣ ନୂଆ ଘର ତୋଳିବାର ସ୍ୱପ୍ନ ଦେଖୁଛନ୍ତି କି ? ଏଥିପାଇଁ ବ୍ୟାଙ୍କରୁ ଋଣ କରିବା ପାଇଁ ଯୋଜନା କରୁଛନ୍ତି ? ଯଦି ହଁ, ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ପୂର୍ବ ଅପେକ୍ଷା ଏବେ ଗୃହ ଋଣ ଶସ୍ତା ହେବାକୁ ଯାଉଛି। ଦେଶର ସର୍ବ ବୃହତ ବାଣିଜ୍ୟିକ ବ୍ୟାଙ୍କ SBI ଏହାର ସୁଧହାର ହ୍ରାସ ଘୋଷଣା କରିଛି। ପୂର୍ବରୁ ୧୦୦ ଟଙ୍କା ଋଣରେ ବର୍ଷକୁ ଯଦି ୮ଟଙ୍କା ୧୫ […]

  • Saturday, 10 July 2021
33333
ମିଳିଲା ୮୦ କୋଟି ବର୍ଷ ପୁରୁଣା ହୀରା

ସାଇବେରିଆ: ସାଇବେରିଆର ଏକ ଖାଦାନରୁ ଅଜୀବ ପ୍ରକାରରର ହୀରା ମିଳିଛି। ଏହି ହୀରା ଅନ୍ୟ ଏକ ହୀରା ଭିତରେ ରହିଛି। କୁହାଯାଉଛି, ଏହା ୮୦ କୋଟି ବର୍ଷର ପୁରୁଣା । ଏହା ଏକ ବହୁ ପୁରାତନ ହୀରା ବୋଲି କହିଛି ଋଷର ଏକ ଖାଦାନ କମ୍ପାନୀ । କୁହାଯାଉଛି, ୦.୬୨ କ୍ୟାରେଟର ଏକ ହୀରା ଭିତରେ ରହିଛି  ୦.୨୨କ୍ୟାରେଟ୍‌ର ଏହି ପୁରୁଣା ହୀରା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ହୀରା ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ତିଆରି […]

  • Saturday, 10 July 2021