ନୂଆଦିଲ୍ଲୀ: ୨୦୧୯ ମହାଲଢ଼େଇର ଆଜି ହେଉଛି ଅନ୍ତିମ ପର୍ଯ୍ୟାୟ ମତଦାନ ଅର୍ଥାତ୍, ଆଜି ୧୯ ସାଧାରଣ ନିର୍ବାଚନର ଶେଷ ତଥା ସପ୍ତମ ପର୍ଯ୍ୟୟ ଭୋଟ୍ ଗ୍ରହଣ। ୭ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବାକି ଥିବା ୫୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ଅନ୍ତିମ ପର୍ଯ୍ୟାୟରେ ୯୧୮ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଯାହାଙ୍କ ଭାଗ୍ୟ ୧୦ କୋଟି ୧ ଲକ୍ଷ ୭୫ ହଜାର ୧୫୩ ଭୋଟର ନିର୍ଦ୍ଧାରଣ କରିବେ। ଏଥିପାଇଁ ୧ […]
ନୂଆଦିଲ୍ଲୀ: ପୃଥିବୀର ସୌନ୍ଦର୍ଯ୍ୟ ତ ଆମେ ଅତି ପାଖରୁ ଦେଖୁଛେ। ବିମୋହିତ ହେଉଛେ। ହେଲେ କେବେ ଅନ୍ତରୀକ୍ଷରୁ ଦେଖିଛନ୍ତି ଆମ ପୃଥିବୀକୁ ! ପ୍ରକୃତରେ କେତେ ସୁନ୍ଦର ତାର ରୂପ ! ପାଖରୁ ବି, ଦୂରରୁ ବି । ଅନ୍ତରୀକ୍ଷରୁ ପୃଥିବୀକୁ ଦେଖିବାର ସୁଯୋଗ ତ ସମସ୍ତଙ୍କ ଭାଗ୍ୟରେ ମିଳେନି। ତେବେ ଇଣ୍ଟରନାସନାଲ ସ୍ପେଶ ସେଣ୍ଟର ନାସା ପକ୍ଷରୁ ପୃଥିବୀର କେତେଗୁଡ଼ିଏ ଫଟୋ ଜାରି କରାଯାଇଛି। ଯାହାର ସୌନ୍ଦର୍ଯ୍ୟ ଦେଖିଲେ ଆପଣ ଭାବିବେ ଏହା ଆମ ପୃଥିବୀ […]
ଜମ୍ମୁକାଶ୍ମୀର:ଜମ୍ମୁ-କାଶ୍ମୀର ନିବାସୀ ତଥା ଆଇଆଇଟି କାନପୁରର ମେକାନିକାଲ ଇଞ୍ଜିନିୟରିଂର ପୂର୍ବତନ ଛାତ୍ର ଅଖିଳ ଚାଢକ ଏକ ପୋର୍ଟେବଲ୍ ସୋଲାର ଫ୍ରିଜ ତିଆରି କରିଛନ୍ତି ଯାହା ସୀମାନ୍ତରେ ଥିବା ଯବାନଙ୍କ ଜୀବନ ବଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସୋଲାର ଏନର୍ଜିରେ ଚାଲୁଥିବା ଏହି ଫ୍ରିଜ୍ ଦୁର୍ଗମ ସ୍ଥିତିରେ ଆମ ଯବାନଙ୍କ ପାଖରେ ଜୀବନରକ୍ଷାକାରୀ ଔଷଧ ପହଞ୍ଚାଇ ପାରିବ। ସୀମାନ୍ତରେ ଅନେକ ପ୍ରତିକୂଳ ପରିସ୍ଥିତିରେ ଠିଆ ହୋଇ ଦିନରାତି ଦେଶକୁ ଜଗିଛନ୍ତି ଆମ ଯବାନ। ଯଦି ସାପ […]
ଲକ୍ଷ୍ନୌ: ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସଙ୍ଗିନ୍ ହେବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ, ହରିଆଣା ଏବଂ ପଞ୍ଜାବ ଆଦି ରାଜ୍ୟ ସହ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ତେବେ ଏହାର ସମାଧାନ ପାଇଁ ୩୦୦ ଟିମ୍ ବର୍ତ୍ତମାନ କାର୍ଯ୍ୟକରୁଥିବାବେଳେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଅଜବ ପରାମର୍ଶ ଦେଛନ୍ତି। ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ରଙ୍କ ଶରଣ ପଶିବାକୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୁନିଲ ଭରାଲା ନାମକ ଏହି ମନ୍ତ୍ରୀ କହିଛନ୍ତି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ […]
ପୁଣେ: ଟଙ୍କା ପାଇଁ କେଉଁଠି ହଟାକଟା, ମାର୍ପିଟ୍। ଆଉ କେଉଁଠି ଅଭାବି ମଣିଷଟିଏ ଟଙ୍କା ରାସ୍ତାରୁ ପାଇଲେ ବି ନେବାକୁ ଚାହୁଁନି। ଯାଚିଲେ ବି ଗ୍ରହଣ କରୁନି। ଭୋକିଲା ପେଟ ତା’ର ଟଙ୍କାର ପ୍ରଲୋଭନରେ ସଚ୍ଚୋଟତାକୁ ଭୁଲି ଯାଇନି। ଏମିତି ଜଣେ ନିଆରା ସଚ୍ଚୋଟ ବ୍ୟକ୍ତିଙ୍କୁ ଚିହ୍ନନ୍ତୁ, ଯାହା ପାଖରେ ୭ ଟଙ୍କା ନ ଥିଲା ବସ୍ ଭଡ଼ା ଦେଇ ଘରକୁ ଫେରିବା ପାଇଁ। ହେଲେ, ଆଖି ଆଗରେ ୪୦ ହଜାର ଟଙ୍କା ପାଇଲେ ବି ଲୋଭର […]
ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ। ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ। ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ରହିଥିଲା। ହେଲେ ଏହି ବାଜିର ପରିଣାମ କିଛି ଅଲଗା ହୋଇଛି। ଜଣେ ସାଙ୍ଗର ୪୨ ଅଣ୍ଡା ଖାଇବା ପରେ ଚିକିତ୍ସାଧୀନ ଅବସ୍ଥାରେ […]
ନୂଆଦିଲ୍ଲୀ: ପାକିସ୍ତାନର ଐତିହାସିକ କରତାରପୁର କରିଡର ନଭେମ୍ୱର ୯ରେ ଉଦଘାଟନ ହେବ। ଏହି ଅବସରରେ ଯୋଗଦେବା ପାଇଁ ପାକିସ୍ତାନ ସରକାର ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି। ଏହାପରେ ନିମନ୍ତ୍ରଣ ପାଇ ପାକିସ୍ତାନ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସିଦ୍ଧୁ। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁମତି ମାଗିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ସିଦ୍ଧୁ ଚିଠି ଲେଖି କହିଛନ୍ତି, ‘୯ ନେଭମ୍ୱରରେ ଶ୍ରୀ […]
ସ୍ପେନ୍: ମୋବାଇଲ ଫୋନ ଯେମିତି ଆଜିକାଲି ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି। ଗାଡ଼ି ଚଲାଇବାବେଳେ, ଗାଡ଼ିକୁ ଅପେକ୍ଷା କରିବାବେଳେ, ଖାଇଲା ବେଳେ, ବସିଲା ବେଳେ ଏପରିକି ଚାଲିଲାବେଳେ ମଧ୍ୟ ହାତରେ ଫୋନ୍ । ଏହି ମୋବାଇଲ୍ ପ୍ରେମୀଙ୍କ ପାଇଁ ଖବରଟିଏ। ସବୁବେଳେ ହାତରେ ମୋବାଇଲ କିପରି ଜୀବନଘାତକ ହୋଇପାରେ ଜାଣନ୍ତୁ। ସ୍ପେନ୍ର ମାଡ୍ରିଡ୍ ଅଞ୍ଚଳର ଘଟଣା। ରେଳ ଷ୍ଟେଶନରେ ଜଣେ ମହିଳା ଫୋନ ଦେଖି ଦେଖି ଯାଉଥିଲେ। ଅନ୍ୟମନସ୍କତା ଯୋଗୁ ଧାରଣା ଉପରେ ପଡ଼ିଗଲେ। […]
ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ଲାଗି ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏ, ହିମାଚଳ ପ୍ରଦେଶର ୪ଟି, ଝାଡ଼ଖଣ୍ଡର ୩ଟି ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେବ। ୫୯ଟି ଲୋକସଭା ଆସନର ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପ୍ରାୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ଥାଇଲାଣ୍ଡ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସଆନ-ଭାରତ, ପୂର୍ବ ଏସିଆ ଏବଂ ଆରସିଇପି ସମ୍ମିଳନୀରେ ଯୋଗ ଦେବେ। ଆଜି ଥାଇଲାଣ୍ଡରେ ପହଞ୍ଚିବା ପରେ ସେଠିକାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଗୁରୁ ନାନକ ଦେବଙ୍କ ୫୫୦ ଜୟନ୍ତୀ ଅବସରରେ ସ୍ମାରକ କଏନର ଉନ୍ମୋଚନ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୋଦି ଏହି […]
ଭୁବନେଶ୍ୱର:ଜିଓର ଦୀପାବଳି ଅଫରରେ ଗ୍ରାହକଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓ ଫୋନ ଉପଲବ୍ଧ କରାଉଥିଲା । ଏବେ ଏହି ଅବଧିକୁ କମ୍ପାନୀ ବଢାଇ ଦେଇଛି। ଜିଓ ଫୋନର ରେକର୍ଡ ବିକ୍ରିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବ ଅଫରର ଅବଧିକୁ ନଭେମ୍ୱର ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ନିୟୁତାଧିକ ୨ଜି ଗ୍ରାହକଙ୍କୁ ଏକ ଡିଜିଟାଲ ଦୁନଆରେ ପ୍ରବେଶ କରାଇବା ଲକ୍ଷ୍ୟ ନେଇ ରାଲାଏନ୍ସ ଜିଓ ଏହି ଅଫର […]
ନୂଆଦିଲ୍ଲୀ:ଭୟଙ୍କର ପ୍ରଦୂଷିତ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ। ଏଠି ନିଃଶ୍ୱାସ ନେବାକୁ ଡର ଲାଗୁଛି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପବ୍ଲିକ ହେଲ୍ଥ ଏମର୍ଜେନ୍ସି ଜାରି କରିଛି । ନଭେମ୍ବର ୫ ଯାଏ ଏଠାରେ ସବୁପ୍ରକାର ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇବାକୁ ବାରଣ କରାଯାଇଥିଲା। ହେଲେ ଏହି ବାରଣକୁ କେହି ମାନି ନ ଥିଲେ। ଦୀପାବଳି ପରଠାରୁ ଏଠାରେ ପ୍ରଦୂଷଣର ମାତ୍ରା ବଢି ଯାଇଛି। ଆଜି ସକାଳେ ଦିଲ୍ଲୀ ଓ […]