• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bus
ପିଓକେକୁ ଯାତ୍ରା କରୁଥିବା ସୀମାପାର୍‌ ବସ୍‌ ସେବା ଆଜି ବନ୍ଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଯାତ୍ରା କରୁଥିବା ସୀମାପାର୍‌ ବସ୍‌ ସେବାକୁ ଆଜି ବନ୍ଦ ରଖାଯାଇଛି। ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ବର୍ତ୍ତମାନ ପାଇଁ ୨ଟି ସୀମାପାର୍‌ ବସ୍‌ ଚଳାଚଳ କରୁଛି। ଗୋଟିଏ ବସ୍‌ ପୁଞ୍ଚ୍‌ ରୁ ରାୱଲାକୋଟ୍‌କୁ ଚଳାଚଳ କରୁଥିବା ବେଳେ ଆଉ ଏକ ବସ୍‌ ଶ୍ରୀନଗରରୁ ମୁଜାଫରବାଦ୍‌କୁ ଚଳାଚଳ କରୁଛି। ପୁଲ୍‌ଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ […]

  • Saturday, 10 July 2021
fire...
ନୂଆଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ନାରାଇନା ଶିଳ୍ପାଞ୍ଚଳରେ ଥିବା ଆର୍‌ଚିସ୍‌ ଗ୍ରିଟିଙ୍ଗ୍‌ କାର୍ଡ ଫ୍ୟାକ୍ଟ୍ରିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଜଣାପଡ଼ିଛି। ୩୦ଟି ଦମକଳ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ, ଫ୍ୟାକ୍ଟ୍ରିର ଟେଲିଫୋନ୍‌ ସୁଇଚ୍‌ ବୋର୍ଡରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ପରେ ଏହା ଅନ୍ୟ ବିଲ୍ଡିଂକୁ ବ୍ୟାପି ଯାଇଥିଲା। ତେବେ […]

  • Saturday, 10 July 2021