• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hamid
‘ମୋ ମା’କୁ ବହୁତ ଭଲ ପାଏ...’ ସୁଷମାଙ୍କ ବିୟୋଗରେ ଏମିତି କହିଲେ ମର୍ମାହତ ହମିଦ୍‌

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ମାଧ୍ୟମରେ ପାକିସ୍ତାନର ଜଣେ ଯୁବତୀଙ୍କ ବନ୍ଧୁ ପାଲଟି ଯାଇଥିଲେ ରାଜସ୍ଥାନର ଯୁବକ ହମିଦ୍ ଅନ୍‌ସାରୀ। ଆଉ ତାଙ୍କୁ ଦେଖା କରିବାକୁ ପାକିସ୍ତାନ ଯାଇଥିବା ବେଳେ ଗିରଫ ହୋଇଥିଲେ। ମାସେ ନୁହେଁ କି ବର୍ଷେ ନୁହେଁ, ପୂରା ୬ ବର୍ଷ ସେ ପାକିସ୍ତାନର ଜେଲ୍‌ରେ ରହିଥିଲେ। ତେବେ ସୁଷମା ସ୍ୱରାଜଙ୍କ ହସ୍ତକ୍ଷେପ ପରେ ସେ ଗତବର୍ଷ ଜେଲ୍‌ରୁ ମୁକୁଳିଥିଲେ। ଗତକାଲି ସୁଷମାଙ୍କ ପରଲୋକ ପରେ ମର୍ମାହତ ହୋଇଯାଇଛନ୍ତି ହମିଦ୍‌। ତାଙ୍କ ବିୟୋଗ ମୋ ପାଇଁ ଏକ […]

  • Saturday, 10 July 2021
sushma
ସୁଷମାଙ୍କ ବିୟୋଗରେ କାନ୍ଦିଲେ ଗୀତା, କହିଲେ ‘ମା’କୁ ହରାଇଲି’

ନୂଆଦିଲ୍ଲୀ:ସୁଷମାଙ୍କ ବିୟୋଗରେ କାନ୍ଦୁଛନ୍ତି ଗୀତା। ସତେ ଯେମିତି ମା’ଙ୍କୁ ହରାଇଛନ୍ତି। ବାପା-ମା’ଙ୍କୁ ଦେଖି ନ ଥବା ଗୀତାଙ୍କ  ପାଇଁ ସୁଷମା ହିଁ ଥିଲେ ସବୁକିଛି। ଆଜି ସୁଷମାଙ୍କ ବିୟୋଗରେ ଯେମିତି ଅନାଥ ହୋଇଗଲେ ଗୀତା। ଆଜକୁ ଠିକ ୪ ବର୍ଷ ତଳର କଥା । ଏକ ମୁକ ବଧିର ଯୁବତୀ ପାକିସ୍ତାନରୁ ନିଜ ଜନ୍ମଭୂମି ଭାରତ ଫେରି ଆସିପାରିଥିଲା। ଆଉ ତାହା ସମ୍ଭବ ହୋଇ ପାରିଥିଲା କେବଳ ସୁଷମାଙ୍କ ଉଦ୍ୟମ ପାଇଁ।  ସେଇ ନାବାଳିକା ଗୀତା ସୁଷମାଙ୍କୁ […]

  • Saturday, 10 July 2021
sushma
ସୁଷମାଙ୍କ ପାଇଁ ଟ୍ୱିଟର୍‌ ପାଲଟିଗଲା ହେଲ୍ପ ଲାଇନ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତକାଲି ବିୟୋଗ ହୋଇଛି। ସେ ଘରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ସୁଷମା ସ୍ୱରାଜ ଗତ ସରକାରରେ ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ। ଏହି ସମୟରେ ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫୋନ୍ ନମ୍ୱର ବଦଳରେ ସୋଶାଲ ମିଡିଆ ଟ୍ଵିଟରକୁ ହେଲ୍ପ ଲାଇନ ଭାବରେ ବ୍ୟବହାର କରୁଥିଲେ। […]

  • Saturday, 10 July 2021
wed-1
ଶେଷ ଯାଏ ଅତୁଟ ଥିଲା ସୁଷମା-ସ୍ୱରାଜଙ୍କ ପ୍ରେମ

ନୂଆଦିଲ୍ଲୀ: ସୁଷମା ସ୍ୱରାଜ ଏଥର ସାଧାରଣ ନିର୍ବାଚନ ଲଢ଼ି ନଥିଲେ। ନିର୍ବାଚନ ପୂର୍ବରୁ ଏହା ଜଣାପଡ଼ିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ତାଙ୍କ ଦଳର କିଛି ନେତାଙ୍କ ସହିତ ତାଙ୍କର ପ୍ରଶଂସକମାନେ ଚାହୁଁଥିଲେ ସେ ନିର୍ବାଚନ ଲଢ଼ନ୍ତୁ। ତେଣୁ ସେ ନିର୍ବାଚନ ନ ଲଢ଼ିବା କଥା ସ୍ପଷ୍ଟ ହୋଇଯିବା ପରେ ସେମାନେ ଭାରି ଦୁଃଖୀ ହୋଇଥିଲେ। ତେବେ ତାଙ୍କର ଏ ନିଷ୍ପତ୍ତିରେ ସବୁଠୁ ଅଧିକ ଖୁସି ହୋଇଥିଲେ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲ। ସେତେବେଳେ […]

  • Saturday, 10 July 2021
sushma-2
ପ୍ରେମକୁ ସଫଳ କରିବା ପାଇଁ ଖୁବ୍‌ ସଂଘର୍ଷ କରିଥିଲେ ସୁଷମା

ନୂଆଦିଲ୍ଲୀ: ଆମ ଗହଣରେ ଆଉ ନାହାନ୍ତି ସୁଷମା ସ୍ୱରାଜ। ମଙ୍ଗଳବାର ରାତିରେ କାର୍ଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଯାଇଛି। ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକୁ ଦେଶ ସବୁ ଦିନେ ମନେ ରଖିବ। ଜଣେ ନେତ୍ରୀ ଭାବେ ତାଙ୍କ ଦକ୍ଷତା ଉପରେ କେହି କେବେ ପ୍ରଶ୍ନ ଉଠାଇ ନାହାନ୍ତି। କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭଳି ପଦରେ କାର୍ଯ୍ୟ କରିଥିଲେ ବି ସୁଷମା ଭାରି ମିଶାଣିଆ। କେବଳ ନିଜ ଦଳ ନୁହେଁ, ଅନ୍ୟ ଦଳର ନେତାଙ୍କ ସହିତ […]

  • Saturday, 10 July 2021
୧୨୩
ମୃତ୍ୟୁ ଘଣ୍ଟାଏ ପୂର୍ବରୁ କୁଳଭୂଷଣଙ୍କ ଓକିଲଙ୍କୁ ଫୋନ୍‌ କରି ଥିଲେ ସୁଷମା, ୧ ଟଙ୍କା ଫି’ ନେଇ ଯିବାକୁ କହିଥିଲେ

ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ମାମଲା ଲଢ଼ୁଥିବା ଦେଶର ଜଣାଶୁଣା ଓକିଲ ହରିଶ୍‌ ସାଲ୍‌ଭେଙ୍କୁ ମଙ୍ଗଳବାର ରାତିରେ ଫୋନ୍‌ କରିଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ୍‌ ଏବଂ ବୁଧବାର ତାଙ୍କ ଘରକୁ ଆସି ତାଙ୍କର ଏକ ଟଙ୍କା ନେଇଯିବାକୁ କହିଥିଲେ। ହେଲେ ଫୋନ୍‌ କରିବାର ପ୍ରାୟ ଘଣ୍ଟାଏ ପରେ ସେ ଏ ଦୁନିଆ ଛାଡ଼ି ଚାଲି ଯାଇଥିଲେ। ଏ ଖବର ପାଇବା ପରେ ହଠାତ୍ ବିଶ୍ୱାସ କରି ପାରି ନଥିଲେ ହରିଶ୍‌ ସାଲ୍‌ଭେ। ଅନ୍ତର୍ଜାତୀୟ ନ୍ୟାୟାଳୟରେ ଭାରତ ପକ୍ଷରୁ […]

  • Saturday, 10 July 2021