• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

nda alliance
କେଉଁ ରାଜ୍ୟରେ ଏନ୍‌ଡିଏର ପ୍ରଦର୍ଶନ କିଭଳି ରହିବ, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ ଫଳାଫଳ ଗତକାଲି ସନ୍ଧ୍ୟାରେ ପ୍ରକାଶ ପାଇଛି। ଏଥିରେ ୨୦୧୪ ପରି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପୁଣିଥରେ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ପ୍ରାୟ ସମସ୍ତ ଏକଜିଟ୍‌ ପୋଲ୍‌ ଆକଳନ କରିଛନ୍ତି। ରିପବ୍ଲିକ୍ ଟିଭି-ସି ଭୋଟର ଏକଜିଟ୍‌ ପୋଲ୍‌ରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୨୭୨ ମ୍ୟାଜିକ୍ ନମ୍ବର ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି। ମେଣ୍ଟକୁ ୨୮୭ଟି ଆସନ ମିଳିବା ଆକଳନ […]

  • Saturday, 10 July 2021
mamata banerjee
ଏକଜିଟ୍ ପୋଲ୍‌ ଫଳାଫଳକୁ ମୁଁ ବିଶ୍ୱାସ କରେ ନାହିଁ: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଏକଜିଟ୍ ପୋଲ୍‌ରେ ଆସିଥିବା ଫଳାଫଳକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏକଜିଟ୍ ପୋଲ୍‌ରେ ଆସିଥିବା ଫଳାଫଳକୁ ବିଶ୍ୱାସ କରେ ନାହିଁ। ଏହା କେବଳ ଲୋକଙ୍କୁ ପ୍ରଭାବିତ କରିବାକୁ ଏପରି କରାଯାଇଛି। ଏଥିସହ ସେ ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ ହୋଇ ରହିବାକୁ ଆହ୍ୱାନ କରିଛନ୍ତି। I don’t trust Exit Poll gossip. The game plan is to manipulate or replace thousands of EVMs […]

  • Saturday, 10 July 2021
Capture
ମସ୍‌ଜିଦ୍‌ ଜାଗାରେ ସ୍କୁଲ ନିର୍ମାଣ କରାଯିବା ଉଚିତ୍‌-ସଲିମ୍‌ ଖାନ୍‌

ନୂଆଦିଲ୍ଲୀ:ଦୀର୍ଘଦିନ ଧରି ଚାଲିଥିବା ଅଯୋଧ୍ୟା ବିବାଦର ସମାଧାନ ହୋଇ ଯାଇଛି। ସୁପ୍ରିମ କୋର୍ଟର ମୁଖ୍ୟ ବିଚାର ପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଏକ ଖଣ୍ଡପୀଠ ଶନିବାର ସର୍ବସମ୍ମତି କ୍ରମେ ରାୟ ଶୁଣାଇଛନ୍ତି ଯେ, ଏହି ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରାଯବ। ମସଜିଦ୍‌ ନିର୍ମାଣ ପାଇଁ ଅନ୍ୟତ୍ର ୫ ଏକର ଜମି ସରକାର ଯୋଗାଇ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ରାୟ ପ୍ରକାଶ ପାଇବା ପରେ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟାମାନ ଆସିଛି। […]

  • Saturday, 10 July 2021
4556667
ସୁପ୍ରିମକୋର୍ଟ ତ୍ରୁଟିଶୂନ୍ୟ ନୁହନ୍ତି-ଅଯୋଧ୍ୟା ରାୟ ଶୁଣାଣି ପରେ କହିଲେ ଓୱେସି

ହାଇଦ୍ରାବାଦ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ୍‌ ଓୱେସି ଶନିବାର ଅଯୋଧ୍ୟା ରାୟକୁ ନେଇ ଅସନ୍ତୋଷ ଜାହିର କରିବା ସହ ପୂର୍ବତନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଜେଏସ୍‌ ବର୍ମାଙ୍କୁ ଉଦ୍ଧୃତ କରି କହିଛନ୍ତି, ସୁପ୍ରିମ୍‌କୋର୍ଟ ‘ସୁପ୍ରିମ୍‌’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଓୱେସି ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ଉକ୍ତିକୁ ବାରମ୍ବାର ଦୋହରାଇଛନ୍ତି। ଅଯୋଧ୍ୟା ରାୟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ମତ ଦେଇଛନ୍ତି। ଓୱେସି କହିଛନ୍ତି, ଏହା ପ୍ରମାଣ ଉପରେ ଆସ୍ଥାର ବିଜୟ। […]

  • Saturday, 10 July 2021
123
ଅଯୋଧ୍ୟା ଶୁଣାଣି: ପ୍ରସାରଣ ସମୟରେ ଯତ୍ନବାନ ହେବାକୁ ଟିଭି ଚ୍ୟାନେଲମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଶନିବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଚ୍ୟାନେଲ ଏବଂ କେବଳ ଟିଭିମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପ୍ରସାରଣ ସମୟରେ ଯତ୍ନବାନ ହେବାକୁ ଏଥିରେ କୁହାଯାଇଛି। ଏହାକୁ ସମସ୍ତ ସ୍ୟାଟେଲାଇଟ୍‌, ଡିଟିଏଚ୍‌, ଏମ୍‌ଏସ୍‌ଓ ଏବଂ କେବଲ ଟିଭି ଅପରେଟର ମାନିବାକୁ ନିର୍ଦ୍ଦେଶ ରହିଛି। ଏଥିରେ କୁହାଯାଇଛି ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ଅଯୋଧ୍ୟା ରାୟ ସମ୍ପର୍କିତ କୌଣସି ଆଲୋଚନା, ବିତର୍କ ଏବଂ ରିପୋର୍ଟିଂ ସମୟରେ ପ୍ରୋଗ୍ରାମ୍‌ କୋଡ୍‌ ବା କାର୍ଯ୍ୟକ୍ରମ […]

  • Saturday, 10 July 2021
1234
ଅଯୋଧ୍ୟା ଶୁଣାଣି: ଅସନ୍ତୁଷ୍ଟ ପକ୍ଷଙ୍କ ପାଇଁ ରହିଛି ଏଇ ୨ ବିକଳ୍ପ

ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମଭୂମି ବାବରୀ ମସ୍‌ଜିଦ ବିବାଦ ୭୦ ବର୍ଷ ଧରି ଚାଲିବା ପରେ ସୁପ୍ରିମକୋର୍ଟ ଆଜି ତାଙ୍କର ରାୟ ଶୁଣାଇଛନ୍ତି। ୨.୭୭ ଏକର ଭୂମି ରାମଲାଲା ବିରାଜମାନକୁ ଦେଇଥିବାବେଳେ ସୁନ୍ନି ୱାକଫ ବୋର୍ଡକୁ ୫ ଏକର ଭୂମି ଅଯୋଧ୍ୟାର ଅନ୍ୟ ପ୍ରମୁଖ ସ୍ଥାନରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ଏହି ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ତ ଚୂଡ଼ାନ୍ତ ରାୟ ବୋଲି କୁହାଯାଇ […]

  • Saturday, 10 July 2021