• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm modi to take oath
ମେ’ ୨୬ରେ ଦ୍ୱିତୀୟ ଥର ପାଇଁ ଶପଥ ନେଇପାରନ୍ତି ମୋଦି

ନୂଆଦିଲ୍ଲୀ: ପୁଣିଥରେ ଦେଶ ଗେରୁଆ ମୟ ହେବ ବୋଲି ବର୍ତ୍ତମାନର ଭୋଟ୍‌ ଗଣତି ଆଧାରରେ କୁହାଯାଉଛି। ଅର୍ଥାତ୍‌ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ଦେଶକୁ ଶାସନ କରିବେ। ତେବେ ନୂଆ ସରକାର ଆସନ୍ତା ୨୬ ତାରିଖ ଦିନ ଗଠନ ହେବ ବୋଲି ଜଣାପଡ଼ିଛି। ୨୬ ତାରିଖ ରବିବାର ପଡ଼ୁଛି। ସେହି ଦିନ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିସହ ତାଙ୍କ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ […]

  • Saturday, 10 July 2021
amit shah
ରେକର୍ଡ କରିପାରନ୍ତି ଶାହ

ନୂଆଦିଲ୍ଲୀ: ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରେକର୍ଡ କରିପାରନ୍ତି। ତାଙ୍କୁ ଦଳ ଗୁଜରାଟ୍‌ର ଗାନ୍ଧି ନଗରରୁ ପ୍ରାର୍ଥୀ କରିଥିଲା। ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ଶାହ ପ୍ରତିପକ୍ଷ ଦଳର ପ୍ରାର୍ଥୀଙ୍କ ଠାରୁ ୫.୩୦ ଲକ୍ଷ ଭୋଟରେ ଆଗରେ ରହିଛନ୍ତି। ଯଦି ଏହି ବ୍ୟବଧାନରେ ସେ ଜିତିବେ, ତା’ହେଲେ ସେ ନିଶ୍ଚିତ ଏକ ରେକର୍ଡ କରିବେ। ୨୦୧୪ରେ ଏହି ଆସନରୁ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ପ୍ରାର୍ଥୀ ହୋଇଥିଲେ। ସେ ମଧ୍ୟ […]

  • Saturday, 10 July 2021
modi
ଫିର୍‌ ଏକ୍‌ ବାର୍‌ ମୋଦି ସରକାର!

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ। ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି। ଏହି ଆକଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଟ୍ୱିଟ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,“ ଏହା ଭାରତର ବିଜୟ। ଭାରତ ପୁଣିଥରେ ଜିତିଛି। ଆମେ ଏକାଠି ବଢ଼ିଲେ। ଆମେ ଏକାଠି ଯୋଜନା କଲେ। ଆମେ ଏକାଠି ଏକ ଶକ୍ତିଶାଳୀ […]

  • Saturday, 10 July 2021
bjp celebration
ସେଲିବ୍ରେସନ୍‌ ମୁଡ୍‌ରେ ବିଜେପି

ନୂଆଦିଲ୍ଲୀ: ୫୪୨ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ,  ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩ଶହରୁ ଅଧିକ ଆସନରେ ଆଗରେ ରହିଛି। ସେହିପରି ୟୁପିଏ ୧୨୨ଟି ଆସନ୍‌ରେ ଆଗୁଆ ରହିଛି। ଅନ୍ୟପକ୍ଷେ, ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ବିଦେଶରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଥିବାବେଳେ ବିଜେପି କର୍ମୀମାନେ ସେଲିବ୍ରେସନ୍‌ ଆରମ୍ଭ କରି ଦେଇଛନ୍ତି। ପରସ୍ପରକୁ ମିଠା ଖୁଆଇ ଖୁସିର ମୁହୂର୍ତ୍ତକୁ ବାଣ୍ଟିଛନ୍ତି। […]

  • Saturday, 10 July 2021
pm modi wish
ବିଜେପିର ସଫଳତା ଦେଖି ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଦେଶରୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଛି। ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ ରାଷ୍ଟ୍ରପତି ଭୋଟ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ଆକଳନ କରିଛନ୍ତି। ଏନେଇ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଓ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେପହିରି […]

  • Saturday, 10 July 2021
reddy
୩୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଜଗନ ମୋହନ!

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାଚ୍ୟୁତ୍‌ ହେବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗଣତି ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ୧୭୮ଟି ବିଧାନସଭା ଆସନରୁ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ୧୪୧ଟି ଆସନରେ ଯଥେଷ୍ଟ ଆଗରେ ରହିଛି। ସେହିପରି ଟିଡିପି ୩୨ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗରେ ରହିଛି। ଏଭଳି ଟ୍ରେଣ୍ଡ ଦେଖି ୱାଇଏସ୍‌ଆର କଂଗ୍ରେସ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ଏଠାରେ […]

  • Saturday, 10 July 2021
narendra modi
କାହିଁକି କ୍ୟାବିନେଟ୍‌ ବୈଠକ ଡାକିଲେ ମୋଦି?

ନୂଆଦିଲ୍ଲୀ: ସାରା ଦେଶରେ ଆଜି ଭୋଟ୍‌ ଗଣତି ଜାରି ରହିଥିବା ବେଳେ ଏନ୍‌ଡିଏ ସରକାରରେ ମଧ୍ୟ ହଲଚଲ ଆରମ୍ଭ ହୋଇଯାଇଛି। ଚଳିତ ଥର ପୁଣିଥରେ ଏନ୍‌ଡିଏ କ୍ଷମତା ଦଖଲ କରିବ ବୋଲି ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏଥିପାଇଁ ବିଜେପି ଶିବିରରେ ମଧ୍ୟ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀଙ୍କୁ ଭେଟିବେ। ଏହାପରେ ଆସନ୍ତାକାଲି ମୋଦି ଜରୁରୀ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି। ବୈଠକର କାରଣ ସମ୍ପର୍କରେ ଜଣାପଡ଼ି ନଥିଲେ ହେଁ […]

  • Saturday, 10 July 2021
AP
ଆନ୍ଧ୍ରରେ ଚନ୍ଦ୍ରବାବୁ ଆଉଟ୍‌, ରେଡ୍ଡି ଇନ୍‌!

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ୱାଇଏସ୍‌ଆର କଂଗ୍ରେସ କ୍ଷମତା ଦଖଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି। ଆନ୍ଧ୍ର ପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ୧୪୨ଟି ଆସନରେ ବାଜିମାତ କରିବାର ସମ୍ଭାବନା ରହିଛି।  ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୮୮। ସେହିପରି କ୍ଷମତାସୀନ ଟିଡିପି ମାତ୍ର ୨୭ଟି ଆସନରେ ଆଗୁଆ ରହିଛି। ବିଜେପି ଓ କଂଗ୍ରେସ ଏଯାଏ ଖାତା […]

  • Saturday, 10 July 2021
vote
କେଉଁ ରାଜ୍ୟରେ କିଏ ଆଗରେ, ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ୫୪୨ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ଏନ୍‌ଡିଏ ୩ଶହରୁ ଅଧିକ ଆସନରେ ଆଗରେ ରହିଛି। ସେହିପରି ୟୁପିଏ ୧୨୨ଟି ଆସନ୍‌ରେ ଲିଡ୍‌ କରୁଛି। ତେବେ ଦିନ ୧୧ଟା ସୁଦ୍ଧା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆସନ୍ତୁ ଜାଣିବା କିଏ କେଉଁଠି କେତେ ଆସନରେ ଆଗରେ ରହିଛି। ବିହାରର ୪୦ଟି ଆସନରୁ ବିଜେପି ୧୫ଟି ଆସନରେ ଆଗୁଆ ଥିବା ବେଳେ ସହଯୋଗୀ ଜେଡିୟୁ ୧୬ଟି, ଏଲଜେପି ୬ଟି […]

  • Saturday, 10 July 2021
bjp-tmc
ପଶ୍ଚିମବଙ୍ଗରେ ବିଜେପି-ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଓ ଶାସକ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଆଜି ରାଜ୍ୟର ୪୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଲାଟେଷ୍ଟ୍‌ ଟ୍ରେଣ୍ଡ ଅନୁଯାୟୀ, ବିଜେପି ୧୮ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୨୨ଟି ଆସନରେ ଆଗରେ ରହିଛି। ୨୦୧୪ ମସିହାରେ ପଶ୍ଚିମବଙ୍ଗରେ ବିଜେପି ମାତ୍ର ୨ଟି ଆସନ ଜିତିଥିଲା।

  • Saturday, 10 July 2021
tejaswi surya
୧ ଲକ୍ଷ ଭୋଟ୍‌ ଆଗରେ ବିଜେପି ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ବିଜେପିର ସର୍ବ କନିଷ୍ଠ ସାଂସଦ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟ ଇତିହାସ ସୃଷ୍ଟି କରିବା ଦିଗରେ ଆଗେଇ ଚାଲିଛନ୍ତି। ତାଙ୍କୁ ଦଳ ଦିବଂଗତ ଅନନ୍ତ କୁମାରଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ ବେଙ୍ଗାଲୁରୁରୁ ପ୍ରାର୍ଥୀ କରିଥିଲା। ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ, ତେଜସ୍ୱୀ ଐତିହାସିକ ଭାବେ ୧ ଲକ୍ଷ ଭୋଟ୍‌ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁର ଅନ୍ୟ ଦୁଇଟି ଆସନରୁ ଗୋଟିଏରେ କଂଗ୍ରେସ ଆଗରେ ଥିବା ବେଳେ ଅନ୍ୟଟିରେ ବିଜେପି ଆଗରେ ରହିଛି। କେନ୍ଦ୍ରୀୟ ବେଙ୍ଗାଲୁରୁରେ କଂଗ୍ରେସ […]

  • Saturday, 10 July 2021
bjp may win ..
ପୁଣି ଦ୍ୱିତୀୟ ଥର ଲାଗି ଦେଶରେ ମୋଦି ସରକାର!

ନୂଆଦିଲ୍ଲୀ: ଦେଶର ୫୪୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ବର୍ତ୍ତମାନର ୫୪୨ଟି ଯାକ ଲୋକସଭା ଆସନର ଲାଟେଷ୍ଟ୍‌ ଟ୍ରେଣ୍ଡକୁ ଯଦି ବିଚାରକୁ ନେବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୨୭ଟି ଆସନରେ ଆଗରେ ରହିଛି। ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୦୪ଟି ଆସନରେ ଆଗରେ ରହିଛି। ଅଣ କଂଗ୍ରେସ ଓ ଅଣ ବିଜେପି ଦଳଗୁଡ଼ିକ ୧୧୧ଟି ଆସନରେ ଆଗରେ ରହିଛନ୍ତି। ଅନ୍ୟପକ୍ଷେ, ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା […]

  • Saturday, 10 July 2021
share market
ପୁଣି ଦେଶରେ ମୋଦି ଲହରର ସମ୍ଭାବନା ନେଇ ଶେଆର୍‌ ମାର୍କେଟ୍‌ରେ ଆଶାତୀତ ବୃଦ୍ଧି

ମୁମ୍ବାଇ: ୨୦୧୯ ସାଧାରଣ ନିର୍ବାଚନ ଗଣତିରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ବଢ଼ିବା ସହ ଶେଆର୍‌ ମାର୍କେଟ୍‌ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଏସ୍‌ଇ ସେନ୍‌ସେକ୍ସ ୫୫୦ ପଏଣ୍ଟ ବା ୧.୫% ଉପରେ ଥିଲାବେଳେ ମୋଟ୍‌ ପଏଣ୍ଟ ୩୯୭୦୦ ଛୁଇଁଥିଲା। ସେହିଭଳି ନିଫ୍‌ଟି୫୦ ଇଣ୍ଡେକ୍ସରେ ୧.୮୦% ବା ୨୧୧ ପଏଣ୍ଟ ବୃଦ୍ଧି ପାଇ ୧୧୯୫୦ରେ ପହଞ୍ଚିଥିଲା। ଓପନିଂ ଡିଲ୍‌ ଭାବେ ସୂଚକାଙ୍କ ପ୍ରଥମ ଥର ପାଇଁ ୧୧୯୦୦ ସ୍ତରକୁ ଛୁଇଁଛି। ସେହିଭଳି ମିଡ୍‌କ୍ୟାପ୍‌ ୧.୫% […]

  • Saturday, 10 July 2021
mayawati and akhilesh
ୟୁପିରେ କାମ ଦେଉନି ବୁଆ-ବବୁଆ ଯାଦୁ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିଜେପିର ବିଜୟ ରଥକୁ ଅଟକାଇବା ପାଇଁ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି ଅଖିଲେଶ ଯାଦବ ଯେଉଁ ମେଣ୍ଟ କରିଥିଲେ, ତାହା ଫିକା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଲ୍ୟାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ, ୮୦ଟି ଉତ୍ତର ପ୍ରଦେଶ ଲୋକସଭା ଆସନରୁ ବିଜେପି ୪୯ଟିରେ ଆଗୁଆ ରହିଛି। ମାୟାବତୀ ଓ ଅଖିଲେଶ ଯାଦବଙ୍କ ଯୋଡ଼ି ମାତ୍ର ୨୮ଟି ଆସନରେ ଆଗରେ ରହିଛନ୍ତି। କଂଗ୍ରେସ କେବଳ ୨ଟି ଆସନରେ ଆଗରେ ରହିଛି। ୨୦୧୪ରେ ବିଜେପି […]

  • Saturday, 10 July 2021
pm modi 11
ଦିଲ୍ଲୀରେ ମୋଦି ଲହର, ୭ରୁ ୬ଟି ସିଟ୍‌ରେ ବିଜେପି ଆଗୁଆ

ନୂଆଦିଲ୍ଲୀ: ୨୦୧୪ର ନିର୍ବାଚନ ଫଳାଫଳକୁ ୨୦୧୯ରେ ବିଜେପି ଦିଲ୍ଲୀରେ ଦୋହରିବାର ସଙ୍କେତ ମିଳିଛି। ୨୦୧୪ରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଦଖଲ କରିଥିଲା। ୨୦୧୯ରେ ମଧ୍ୟ ବିଜେପି ସମାନ ରାସ୍ତାରେ ଚାଲିଛି। ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା ଆସନରେ ବିଜେପି ଆଗରେ ରହିଛି। ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀରେ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଥିବା ଜଣାପଡ଼ିଛି।

  • Saturday, 10 July 2021
bjp and opposition party
ମୋଦିଙ୍କ ଯାଦୁ ନା ବିରୋଧୀଙ୍କ ମେଣ୍ଟ କାମ କରିବ?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ଦେଶରେ ପୁଣି କିଏ ସରକାର ଗଢ଼ିବ ତାହା ଉପରେ ସସ୍ତଙ୍କ ନଜର। ବିଜେପିର ମ୍ୟାଜିକ୍‌ ମ୍ୟାନ୍‌ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ କାମ କରିବ ନା ତାଙ୍କୁ ପୁଣି ଥରେ କ୍ଷମତା ଗାଦିରେ ନ ବସାଇବା ପାଇଁ ବିରୋଧୀଙ୍କ ମେଣ୍ଟ ଭାରି ପଡ଼ିବ ! ଆଜିର ଫଳାଫଳରୁ ବିଜେପି ଯଦି ଲୋକସଭା ଆସନରେ ମ୍ୟାଜିକ୍ ନମ୍ବର ଛୁଏଁ, ତା’ହେଲେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ପୂର୍ଣ୍ଣସଂଖ୍ୟା […]

  • Saturday, 10 July 2021
Khabar-Live-Update
ସାରା ଦେଶରେ ଭୋଟ୍ ଗଣତି ଆରମ୍ଭ, ବିଜେପି ଆଗରେ

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍‌ ଗଣତି ଚାଲିଛି। ଚମ୍ପୁଆ ବିଧାନସଭା ଆସନରେ ବିଜେଡିର ମିନାକ୍ଷୀ ମହାନ୍ତ ବିଜୟୀ, ବିଜେପିର ମୁରଲୀ ଶର୍ମାଙ୍କୁ ୨୫, ୫୦୪ ଭୋଟରେ ହରାଇଲେ। ପୁରୀ ବିଧାନସଭା ଆସନରେ ମହେଶ୍ୱର ମହାନ୍ତି […]

  • Saturday, 10 July 2021
counting vote
ସାରା ଦେଶରେ ଭୋଟ୍ ଗଣତି ଆରମ୍ଭ, ବିଜେପି ଆଗରେ ଚାଲିଛି

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଆଜି ହେଉଛି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍‌ ଗଣତି ଚାଲିଛି। ଅନ୍ୟପକ୍ଷେ, ଭୋଟ୍‌ ଗଣତିକୁ ନେଇ ସମସ୍ତ ଭୋଟ୍‌ ଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକସଭାର ୫୪୨ଟି ଆସନ ଏବଂ ଚାରିଟି ରାଜ୍ୟର […]

  • Saturday, 10 July 2021
pm modi....
ମୋଦିଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବାକୁ ଥିବାବେଳେ ନିର୍ବାଚନ ଫଳାଫଳକୁ ନେଇ ସବୁ ଦଳର ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ତେବେ ଫଳାଫଳ ଆସିବା ପୂର୍ବରୁ ଆସନ୍ତୁ ଜାଣିବା– ଯଦି ଏପରି ହୁଏ, ଯଦି ସେପରି ହୁଏ–ଏମିତି କିଛି ସମ୍ଭାବନା, ସମୀକରଣ ଉପରେ। ବିଜେପିର ମ୍ୟାଜିକ୍ ମ୍ୟାନ୍ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷାର ଦିନ। ଆଜିର ଫଳାଫଳରୁ ବିଜେପି ଯଦି […]

  • Saturday, 10 July 2021