• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

amit saha
ସାରା ଦେଶରେ ଲାଗୁ ହେବ NRC

ନୂଆଦିଲ୍ଲୀ: ଭାରତରେ ଲାଗୁ ହେବ ଜାତୀୟ ନାଗରିକ ରେଜିଷ୍ଟର୍ ବା NRC । ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ପ୍ରଶ୍ନକାଳରେ ସ୍ୱପ୍ନ ଦାସଗୁପ୍ତାଙ୍କ ପ୍ରଶ୍ନର ଉତ୍ତରରେ ଅମିତ ଶାହା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆସାମରେ ଏନ୍ଆରସି ଲାଗୁ କରାଯାଇଥିଲା। ଏହି ପ୍ରକ୍ରିୟା ସାରା ଦେଶରେ ମଧ୍ୟ ଚାଲିବ॥ ତେବେ କୌଣସି ଧର୍ମର ଲୋକେ ଏହି ପ୍ରକ୍ରିୟା ଦ୍ୱାରା ଭୟଭୀତ ହେବା ଅନୁଚିତ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏ […]

  • Sunday, 11 July 2021
dog
ବିଦେଶୀ ପ୍ରଜାତି ଠାରୁ କମ୍‌ ନୁହଁନ୍ତି ଆମ ଦେଶୀ କୁକୁର-ପ୍ରମାଣ ଦେଲା ଉତ୍ତରାଖଣ୍ଡ ପୋଲିସ

ନୂଆଦିଲ୍ଲୀ:ସେନାରେ ଭର୍ତ୍ତି ହେବା ପାଇଁ ଲାବ୍ରାଡର, ଜର୍ମାନ ସେପର୍ଡ, ଡୋବରମ୍ୟାନ ପରି ବିଦେଶୀ ପ୍ରଜାତିର କୁକୁର ବେଶ ଦକ୍ଷ। କୁହାଯାଏ, ଏହି କୁକୁରମାନଙ୍କର ଆଘ୍ରାଣ ଶକ୍ତି ଏବଂ ବିପଦକୁ ତୁରନ୍ତ ଠାବ କରିବାର ଶକ୍ତି ଏମାନଙ୍କର ପ୍ରଖର। ତେବେ ଆମ ଦେଶୀ କୁକୁର ମଧ୍ୟ ଏମାନଙ୍କଠାରୁ କମ୍‌ ନୁହେଁ। ଆମ ଦେଶୀ କୁକୁରମାନେ ବିଭିନ୍ନ ପ୍ରତିକୂଳ ସ୍ଥିତି, ପାଗରେ ଏମାନେ ରହି ପାରନ୍ତି। ଏମାନଙ୍କର ଦୃଷ୍ଟି ଶକ୍ତି ଏବଂ ଆଘ୍ରାଣ ଶକ୍ତି ବହୁତ ଭଲ। ବିପଦ ପ୍ରତି […]

  • Sunday, 11 July 2021
sharad
ମୋଦିଙ୍କୁ ଭେଟିଲେ, ସସ୍‌ପେନ୍ସ ବଢାଇଲେ ଶରଦ୍‌

ନୂଆଦିଲ୍ଲୀ: ନୂଆମୋଡରେ ଏବେ ମହାରାଷ୍ଟ୍ର ରାଜନୀତି। ଏନସିପି-କଂଗ୍ରେସ ହାତ ଧରି ସରକାର ଗଢିବାକୁ ଶିବସେନା ଚାହିଁ ବସିଛି। ଏପଟେ ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରରେ ବିଜେପିକୁ ବାଦ ଦେଇ ପୂର୍ବତନ ସହଯୋଗୀ ଶିବସେନା ଦୁଇ ବିରୋଧୀ ଏନ୍‌ସିପି ଓ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ପ୍ରୟାସ କରୁଥିଲା। ହେଲେ ବିଜେପି ଏବେ ଶିବସେନାକୁ ଚେକ ଦେଇ କ୍ଷମତା ରେସ୍‌ରୁ ବାଦ୍‌ ଦେବା ପାଇଁ ଗୋଟି […]

  • Sunday, 11 July 2021
stone
ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ପଥର ଫିଙ୍ଗା ଘଟଣା କମିଛି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଉପତ୍ୟକାରେ ପଥର ଫିଙ୍ଗିବାକୁ ଡରୁଛନ୍ତି ଦୁର୍ବୃତ୍ତ। ପଥର ଫିଙ୍ଗି ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଯୁବକମାନଙ୍କ ଉପରେ ସୁରକ୍ଷାକର୍ମୀ ଲଗାମ ଲଗାଇବାରେ ସଫଳ ହୋଇଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ସେବେଠାରୁ ନଭେମ୍ବର ୧୫ ମଧ୍ୟରେ ମାତ୍ର ୧୯୦ଟି ଛୋଟ ବଡ଼ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। […]

  • Sunday, 11 July 2021
2321`2
ଇନ୍ଦିରା ଗାନ୍ଧି ଜନ୍ମଗ୍ରହଣ କରିଥିବା ଘର ନାଁରେ ଆୟକର ନୋଟିସ; ୪.୩୫ କୋଟିର ଟିକସ ବାକି

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା ଆନନ୍ଦ ଭବନ ନାଁରେ ଆୟକର ବିଭାଗ ୪.୩୫ କୋଟି ଟଙ୍କାର ଟିକସ୍‌ ନୋଟିସ୍‌ ପଠାଇଛି। ଏହି ଆନନ୍ଦ ଭବନରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଜନ୍ମ ଗ୍ରହଣ କରିଥିଲେ। ନନ୍‌ ରେସିଡେଣ୍ଟାଲ କ୍ୟାଟାଗୋରୀ ଅଧୀନରେ ଏଭଳି ଟିକସ ନୋଟିସ୍‌ କରାଯାଇଥିବା ଜଣାପଡ଼ିଛି। ୨୦୧୩ରୁ ଆନନ୍ଦ ଭବନ ପାଇଁ କୌଣସି ଟିକସ ଦିଆଯାଉ ନାହିଁ ବୋଲି ଆୟକର ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଆନନ୍ଦ ଭବନରେ ଇନ୍ଦିରା ଗାନ୍ଧି ଜନ୍ମ […]

  • Sunday, 11 July 2021
imran vs maulana vvv
ସଙ୍କଟରେ ଇମ୍ରାନ ସରକାର! ମୌଲାନା କହିଲେ, ଏବେ ଦିନ ଗଣିବା ଆରମ୍ଭ କର

ଇସ୍‌ଲାମବାଦ: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଉପରେ ଏବେ ସଙ୍କଟର ବାଦଲ ଛାଇ ଯାଇଛି।  ଜମିୟତ ଉଲେମା-ଏ-ଇସ୍ଲାମ୍‌ର ମୁଖ୍ୟ ମୌଲାନା ଫଜଲୁର ରହମାନ ଏମିତି କିଛି ସୂଚନା ଦେଇଛନ୍ତି। ଏମିତିକି କ୍ଷମତାରୁ ତାଙ୍କୁ ହଟାଇ ଦିଆଯିବାର ଆଶଙ୍କା ରହିଛି ବୋଲି ମଧ୍ୟ ସେ କଥା ପ୍ରସଙ୍ଗରେ କହିଛନ୍ତି । ଏବେ ଇମ୍ରାନ ଖାନ ତାଙ୍କ ଦିନ ଗଣିବା ଆରମ୍ଭ କରିଦେବା ଉଚିତ୍‌। ଏପରିକି ତାଙ୍କର ଇସ୍‌ଲାମବାଦ୍‌ ଫେରିବା ମଧ୍ୟ ଏତେ ସହଜ ନୁହେଁ ବୋଲି ରହମାନ ତାଙ୍କ […]

  • Sunday, 11 July 2021
sarad
ଶରଦ ପାୱାରଙ୍କୁ ରାଷ୍ଟ୍ରପତି କରିବ ବିଜେପି!

ମୁମ୍ବାଇ: ମହାରାଷ୍ଟ୍ର ମହାନାଟକର ଆଉ ଏକ ଦୃଶ୍ୟ।  ଶରଦ୍‌ ପାୱାରଙ୍କୁ ରାଷ୍ଟ୍ରପତି ପଦ ଦେବ ବିଜେପି ! ଏମିତି କିଛି ରୋଚକ ଖବର ଶୁଣିବାକୁ ମିଳୁଛି।  ବିଜେପିକୁ ଛାଡ଼ପତ୍ର ଦେଇ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଯୋଜନା କରୁଥିବା ଶିବସେନାକୁ ପାନେ ଦେବା ପାଇଁ ବିଜେପି ସବୁଠାରୁ ବଡ଼ ଗୋଟି ଚାଳନା କରୁଥିବା ଜଣାପଡ଼ିଛି। ଶିବସେନା ସରକାର ଗଠନ କରିବାକୁ ଏନସିପି ଓ କଂଗ୍ରେସର ସହଯୋଗକୁ ଚାହିଁ ବସିଥିବାବେଳେ ବିଜେପି ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ନିଜ […]

  • Sunday, 11 July 2021
dress-code-1
ମାର୍ଶଲଙ୍କ ନୂଆ ୟୁନିଫର୍ମ ନିଷ୍ପତ୍ତିର ପୁନର୍ବିଚାର କରାଯିବ

ନୂଆଦିଲ୍ଲୀ: ରାଜ୍ୟସଭାରେ ମାର୍ଶଲଙ୍କ ନୂଆ ୟୁନିଫର୍ମକୁ ନେଇ ବିବାଦ ଦେଖାଦେବା ପରେ ନିଷ୍ପତ୍ତିର ପୁନର୍ବିଚାର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ।  ଗତକାଲି ରାଜ୍ୟସଭାର ୨୫୦ ତମ ଅଧିବେଶନ ଆରମ୍ଭ ହେବା ପରେ ଅଧ୍ୟକ୍ଷଙ୍କ ନିକଟରେ ମୁତୟନ ଥିବା ଦୁଇ ଜଣ ମାର୍ଶଲଙ୍କୁ ନୂଆ ୟୁନିଫର୍ମରେ ଦେଖିବାକୁ ମିଳିଥିଲା। ପଗଡି ବଦଳରେ କ୍ୟାପ୍ ଏବଂ ପାରମ୍ପରିକ ବନ୍ଦ ଗଳା ସୁଟ୍ ପରିବର୍ତ୍ତେ ଆର୍ମି କୋଟ ପରିଧାନ କରିଥିଲେ। ସେନା […]

  • Sunday, 11 July 2021
isro
୧୪ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍‌କ୍ଷେପଣ କରାଯିବ । ପୂର୍ବାହ୍ନ ୯ଟା ୨୮ରେ ଉପଗ୍ରହଗୁଡ଼ିକୁ ପିଏସ୍ଏଲ୍‌ଭି-୪୭-ସି ଦ୍ୱାରା ଉତକ୍ଷେପଣ କରାଯିବାର ଯୋଜନା ରହିଛି। ସେଥିମଧ୍ୟରେ ଭାରତୀୟ ଉପଗ୍ରହ କାର୍ଟୋସାଟ-୩ ଏବଂ ଆମେରିକାର ୧୩ଟି ଛୋଟ ବ୍ୟାବସାୟିକ ଉପଗ୍ରହ ରହିଛି ।କାର୍ଟୋସାଟ୍-୩ ଦ୍ୱାରା ଭାରତୀୟ ପ୍ରତିରକ୍ଷା ବିଭାଗର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ୧୫ ଶହ କିଲୋଗ୍ରାମ୍ ବିଶିଷ୍ଟ ଏହି ଉପଗ୍ରହକୁ ୫୦୯ […]

  • Sunday, 11 July 2021
house rent
ଘର ଭଡ଼ା ପାଇଁ ମନ୍ତ୍ରୀ ପାଇବେ ମାସକୁ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ହରିଆନା ସରକାରର ମନ୍ତ୍ରୀ ମାସିକ ଘରଭଡା ଭତ୍ତା ଦୁଇଗୁଣା ବଢାଇ ଦେଇଛନ୍ତି। ପୁରା ୫୦ ହଜାରରୁ ୮୦ ହଜାର ଏବଂ ତା ସହିତ ପାଣି ବିଲ୍‌ ୨୦ ହଜାର। ଏଣିକି ମନ୍ତ୍ରୀମାନେ ପ୍ରତି ମାସରେ ରାଜ୍ୟ ରାଜକୋଷରୁ ଘରଭଡ଼ା ବାବଦକୁ ୧ ଲକ୍ଷ ଟଙ୍କା ନେବେ। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମନ୍ତ୍ରୀମାନଙ୍କୁ ଘରଭଡ଼ା ବାବଦକୁ ୫୦ ହଜାର […]

  • Sunday, 11 July 2021
sivsena
ଏନ୍‌ସିପି-କଂଗ୍ରେସ ସହ ହାତ ମିଳାଇ ଅନୁତାପ କରୁଛି ଶିବସେନା !

ମୁମ୍ୱାଇ:ସରକାର ଗଢିବା ପାଇଁ ଏନସିପି-କଂଗ୍ରେସ ସହ ହାତ ମିଳାଇ ହଟହଟା ହେବା ପରେ ଏବେ ଚେତା ପଶିଛି। ନିଜ କର୍ମ ପାଇଁ ଅନୁତାପ କରୁଛି। ଆଜି ଶିବସେନାର ଖବରକାଗଜ ‘ସାମ୍ନା’ର ସମ୍ପାଦକୀୟରେ ପରୋକ୍ଷରେଏଭଳି ଇଙ୍ଗିତ କରିଛି। ତେଣୁ ୟୁ ଟର୍ଣ୍ଣ ନେଇ ପାରେ କି ଶିବେସେନା !  ପୁଣି ବିଜେପି ସହ ଶିବସେନା ହାତ ମିଳାଇବ କି ? ଏମିତି ପ୍ରଶ୍ନ ଉଠିଛି। ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେପି ଓ ଶିବସେନା […]

  • Sunday, 11 July 2021
res-bank
ବନ୍ଦ ହୋଇଯିବ ଏହି ବ୍ୟାଙ୍କ, ଶୀଘ୍ର ଉଠାଇ ନିଅନ୍ତୁ ଜମାରାଶି

ନୂଆଦିଲ୍ଲୀ:ଆଇଡିଆ ପେମେଣ୍ଟ ଲିମିଟେଡ (ଏବିଆଇପିବିଏଲ) ବ୍ୟାଙ୍କ ବନ୍ଦ ହୋଇଯିବ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅନୁମତି ମିଳିଗଲାଣି। କେଉଁ ମୁହୂର୍ତ୍ତରେ ବି ବନ୍ଦ ହୋଇଯାଇପାରେ ଆଦିତ୍ୟ ବିର୍ଲା ଗ୍ରୁପ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ । ତେଣୁ ଜମାରାଶି ଥିଲେ ତୁରନ୍ତ ଉଠାଇ ଆଣନ୍ତୁ। କମ୍ପାନୀ ସ୍ୱେଚ୍ଛାକୃତ ଭାବରେ ଏହି ବ୍ୟବସାୟ ବନ୍ଦ କରିବ ବୋଲି ତା ଆଡୁ ଆବେଦନ କରିଥିଲା ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି। ଏବେ ଏହି ଆବେଦନକୁ ମଞ୍ଜୁରୀ ଦିଆଯାଇଥିବା […]

  • Sunday, 11 July 2021
Tajmahal
ବଦଳିବ ଆଗ୍ରାର ନାଁ; ନୂଆ ନାମ ପାଇଁ ପ୍ରସ୍ତାବ ମାଗିଲେ ଯୋଗୀ

ଲକ୍ଷ୍ନୌ: ବଦଳିଯିବ ଆଗ୍ରାର ନାଁ । ତା ସହିତ ଦଳିଯିବ ବିଶ୍ୱ ଐତିହ୍ୟସ୍ଥଳୀ ତାଜମହଲର ମୂଳ ଠିକଣା। ଠିକଣା ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତେବେ ଆଗ୍ରା ପରିବର୍ତ୍ତେ ଏହାର ନାମ କ’ଣ ଦେଇ ହେବ ସେ ନେଇ ଇତିହାସ ଗବେଷକଙ୍କ ପାଖରୁ ପ୍ରସ୍ତାବ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ଏଠି କହିରଖିବୁ, ଯୋଗୀ ସରକାର ନିକଟରେ ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ, ମୁଗଲସରାଇର ନାମ ପରିବର୍ତ୍ତନ କରି […]

  • Sunday, 11 July 2021
firoz
ସଂସ୍କୃତ ପଢାଇ ପାରିବେନି ପ୍ରଫେସର ଫିରୋଜ, କାରଣ...

ବନାରସ: ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ରେ ଜଣେ ମୁସଲିମ୍ ପ୍ରଫେସର ସଂସ୍କୃତ ପଢ଼ାଇ ପାରିବେ ନାହିଁ ବୋଲି ଦାବି କରି ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ନଭେମ୍ୱର ୭ରୁ ଏଯାଏ ଆନ୍ଦୋଳନ ଚାଲିଛି। ଏମିତିକି ପ୍ରଫେସରଙ୍କ ନିଯୁକ୍ତି ବିଏଚୟୁର ସଂସ୍ଥାପକ ମଦନମୋହନ ମାଲବ୍ୟଙ୍କ ଚିନ୍ତାଧାରା ପ୍ରତି ଅସମ୍ମାନ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଏହାପରେ ମୁହଁ ଖୋଲିଛନ୍ତି ସଂସ୍କୃତ ବିଭାଗର ଆସୋସିଏଟ ପ୍ରଫେସର ଫିରୋଜ ଖାନ୍। ରାଜସ୍ଥାନର ଏହି ସଂସ୍କୃତ ପ୍ରଫେସର କହିଛନ୍ତି, ‘ମୁଁ ମୁସଲିମ୍ କିନ୍ତୁ […]

  • Sunday, 11 July 2021
764694357890543
ସେନାମୁଖ୍ୟଙ୍କୁ ଭେଟିବା ପରେ ଛୁଟିରେ ଗଲେ ଇମ୍ରାନ ଖାନ୍‌

ଇସଲାମାବାଦ: ପାକିସ୍ତାନ ରାଜନୀତିରେ ହଟଚମଟ। ସଙ୍କଟରେ ପଡ଼ିଛି କି  ଇମ୍ରାନ ସରକାର ! ଭାଙ୍ଗିଯିବ କି ସରକାର ! ଏମିତି ଅନେକ ପ୍ରଶ୍ନ ପାକିସ୍ତାନବସୀଙ୍କ ମନରେ। କାରଣ ଦୀର୍ଘ ୨ ମାସ ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ସେନା ପ୍ରମୁଖ ଜେନେରାଲ କମର ଜାଭେଦ ବାଜଓ୍ୱାଙ୍କ ମଧ୍ୟରେ ଆଜି ସାକ୍ଷାତ ହୋଇଥିଲା। ସାକ୍ଷାତ ପରେ ହଠାତ୍ ଦୁଇ ଦିନିଆ ଛୁଟିରେ ଗଲେ ଇମ୍ରାନ୍ ଖାନ୍।  କ’ଣ ହୋଇପାରେ ଏହାର ଅର୍ଥ ? ଦୀର୍ଘ ଦିନ ପରେ […]

  • Sunday, 11 July 2021
2345678900
ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ରାୟରେ ‘ତ୍ରୁଟି’ ରହିଛି ବୋଲି କହିଲେ ଯଶଓ୍ୱନ୍ତ ସିହ୍ନା

ମୁମ୍ୱାଇ: ଭାଜପାର ପୂର୍ବତନ ନେତା ଯଶୋବନ୍ତ ସିହ୍ନା ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଦେଇଥିବା ରାୟ ଉପରେ ଆଲୋଚନା କରି ସମସ୍ତଙ୍କୁ ଏହାକୁ ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି।  ମୁମ୍ବାଇର ଏକ ମୁସଲିମ ସାହିତ୍ୟ ଉତ୍ସବରେ ଯୋଗଦେବା ବେଳେ଼ ଏହି ଐତିହାସିକ ରାୟ ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ନିଜର ମତ ଦେଇ କହିଥିଲେ-‘ସୁପ୍ରିମକୋର୍ଟଙ୍କ ରାୟରେ ତ୍ରୁଟି ରହିଛି। , ତେବେ ସୁପ୍ରିମକୋର୍ଟଙ୍କ ରାୟ ସବୁଠୁ ଉପରେ। ତେଣୁ ଏହାକୁ ଗ୍ରହଣ କରିବା ପାଇଁ […]

  • Sunday, 11 July 2021
7y546587489
ମହାରାଷ୍ଟରେ ସରକାର ଗଢିବା ନେଇ ଶରଦ୍‌ କହିଲେ-‘ମୋତେ ନୁହେଁ, ବିଜେପି-ଶିବସେନାଙ୍କୁ ପଚାର’

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ସ୍ଥିତି ଏବେ ବି ଅସ୍ପଷ୍ଟ। ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲେ ବି କଂଗ୍ରେସ-ଏନସିପି ସହ ମେଣ୍ଟ ସରକାର ଗଢିବା ନେଇ ଶିବସେନା ତାର ଉଦ୍ୟମ ଚଲାଇଛି।  ସରକାର ଗଢ଼ିବା ନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର। ଏଥିପାଇଁ ସେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଶରଦ ପାଓ୍ୱାର ପହଞ୍ଚିବା ପରେ ସରକାର ଗଢ଼ିବା ନେଇ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି। ଜବାବରେ ତାଙ୍କୁ […]

  • Sunday, 11 July 2021
5211223
ତୀର୍ଥଯାତ୍ରାରେ କୁକୁର: ଚାଲିଲା ୪୮୦ କିମି

ନୂଆଦିଲ୍ଲୀ: କୁକୁର ବଫାଦାର। ମାଲିକର ଜୀବନ ରକ୍ଷା ଲାଗି ସେ କ’ଣ କରିପାରେ ତାହାର ଅନେକ ଚିତ୍ର ଆମେ ଦେଖିଛେ। ହେଲେ କୁକୁର ଧର୍ମ କରିବା, ତୀର୍ଥ ଯାତ୍ରାରେ ବାହାରିବା ବୋଧହୁଏ ଶୁଣି ନ ଥିବେ। ଏମିତି ଏକ କୁକୁରର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି ଯିଏ ଠାକୁରଙ୍କ ଦର୍ଶନ କରିବା ପାଇଁ ଚାଲିଛି ୪୮୦ କିମି। ବୁଲା କୁକୁରଟିଏ । ୧୩ ଆୟପ୍ପା ଭକ୍ତଙ୍କ ସହ ମିଶି ବାହାରିଛି ଭଗବାନଙ୍କ ଦର୍ଶନରେ। ଅକ୍ଟୋବର ୩୧ […]

  • Sunday, 11 July 2021
1q232312
ଟ୍ରକ୍‌କୁ ପିଟିଲା ବସ୍‌-୧୪ ମୃତ

ଜୟପୁର:ରାଜସ୍ତାନର ବୀକାନେର ଜିଲ୍ଲାରେ ଆଜି ଏକ ବଡ ଧରଣର ସଡ଼କ ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ୨୫ ଲୋକ ଆହତ ହୋଇଥିବା ଜଣାଯାଇଛି। ଶ୍ରୀ ଡୁଙ୍ଗରଗଡ଼ ନିକଟ ଜାତୀୟ ରାଜପଥ ଉପରେ ଏକ ଟ୍ୟୁରିଷ୍ଟ ବସ୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଆଜି ସକାଳ ସାଢ ୭ଟାରେ ଏକ ଯାତ୍ରୀବାହୀ ବସ୍‌ ବସ୍‌ଟି ବିକାନେରରୁ ଜୟପୁର ଯାଉଥିଲା। ଜୋଧାସର-ସେରୁଣା […]

  • Sunday, 11 July 2021
122125
ଶରଦ ଅରବିନ୍ଦ ବୋବଡେ ଦେଶର ୪୭ତମ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଚିସ ଶରଦ ଅରବିନ୍ଦ ବୋବଡେ ସୁପ୍ରିମ୍‌କୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନ ବିଚାରପତି ଦାୟିତ୍ୱରେ ଥିବା ଜଷ୍ଟିସ ରଞ୍ଜନ ଗୋଗୋଇ ଗତକାଲି ଅବସର ଗ୍ରହଣ କରିଥିଲେ। ଏହା ପୂର୍ବରୁ ଜଷ୍ଟିସ ବୋବଡେଙ୍କ ନାମ ପ୍ରଧାନ ବିଚାରପତି ଭାବରେ ସୁପାରିଶ କରିଥିଲେ। ଜଷ୍ଟିସ ବୋବଡୋ ମୋଟ ୧୮ ମାସ ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦବୀରେ […]

  • Sunday, 11 July 2021
34567890
ଓୱେସୀଙ୍କୁ ଆତଙ୍କବାଦୀ ସହ ତୁଳନା କଲେ ସିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ

ଲକ୍ଷ୍ନୌ: ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଆତଙ୍କବାଦୀ ସହ ତୁଳନା କରିଛନ୍ତି ଉତ୍ତର ପ୍ରଦେଶ ସିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ। ଏମିତିକି ଓଓ୍ୱେସୀ ଉତ୍ତେଜନା ମୂଳକ ଭାଷଣ ଦେଇ ଲୋକଙ୍କୁ ଆତଙ୍କବାଦୀ କ୍ୟାମ୍ପରେ ଯୋଗ ଦେବାକୁ ଉସକାଉଥିବା ରିଜଭୀ କହିଛନ୍ତି। ନିକଟରେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଓୱେସୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ରିଜଭୀ ଓଓ୍ୱେସୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜିର ଦିନରେ ଅବୁ-ବକର-ଅଲ- […]

  • Sunday, 11 July 2021
545784r
ପାର୍କିଂରୁ ଗାଡ଼ି ଚୋରି ହେଲେ ଭରଣା କରିବେ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ: ପାର୍କିଂଜାଗାରେ ଗାଡ଼ି ରଖି ଏଣିକି ଆରାମ୍‌ରେ ବୁଲି ପାରିବେ। ଆଉ ଗାଡ଼ି ଚୋରି ଚିନ୍ତା ନାହିଁ । କାରଣ ପାର୍କିଂ ଜାଗାରେ  ‘ ନିଜ ଦାୟିତ୍ୱରେ ନିଜ ଗାଡ଼ି ରଖନ୍ତୁ’ ଏଭଳି ନୋଟିସ ମାରି ଆଉ ସଂପୃକ୍ତ କତ୍ତୃପକ୍ଷ ଖସି ଯାଇପାରିବେ ନାହିଁ। ଏମିତି ରାୟ ଶୁଣାଇଛନ୍ତି  ସୁପ୍ରିମକୋର୍ଟ । ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ହୋଟେଲର ପାର୍କିଂ ସ୍ଥାନରେ ଗ୍ରାହକ ଗାଡ଼ି ରଖିବାର ଅର୍ଥ ଗାଡ଼ିର ସମସ୍ତ ଦାୟିତ୍ୱ ହୋଟେଲ କତ୍ତୃପକ୍ଷଙ୍କର। […]

  • Sunday, 11 July 2021
Capture
ସବୁଠାରୁ ସ୍ୱଚ୍ଛ ପାନୀୟ ଜଳ ମିଳୁଛି ମୁମ୍ବାଇରେ, ବେଶି ଦୂଷିତ ଚେନ୍ନାଇରେ

ନୂଆଦିଲ୍ଲୀ: ସ୍ୱଚ୍ଛ ପାନୀୟ ଜଳ ଖୋଜୁଛନ୍ତି ? ତେବେ ମୁମ୍ବାଇ ଯିବାକୁ ପଡ଼ିବ । କାରଣ ମୁମ୍ବାଇର ପାଇପ ପାଣି ସବୁଠାରୁ ସ୍ୱଚ୍ଛ। ଆଉ  ଯଦି ଦିଲ୍ଲୀରେ ରହୁଥାନ୍ତି ତେବେ ସାବଧାନ। ସବୁଠାରୁ ଭୟଙ୍କର ସ୍ଥିତିରେ ଅଛନ୍ତି। କାରଣ ଏଠାରେ ବାୟୁ ପ୍ରଦୁଷଣ କଥା ତ ଜାଣନ୍ତି। ଏବେ ଜାଣନ୍ତୁ, ଏଠିକାର ପାଣି ବି ସବୁଠାରୁ ଖରାପ। ୟୁନିୟନ କଂଜ୍ୟୁମର ଆଫେୟର୍ସ ( Union Consumer Affairs Ministry)ମନ୍ତ୍ରଣାଳୟ ପକ୍ଷରୁ ଏକ ଅନୁଧ୍ୟାନ କରାଯିବା ପରେ ଏପରି […]

  • Sunday, 11 July 2021
13211
ଉଡ଼ାଣ ବେଳେ ଖସି ପଡ଼ିଲା ଯୁଦ୍ଧ ବିମାନ

ପାଣାଜୀ: ଗୋଆରେ ରାଜଧାନୀ ପାଣାଜୀ ଠାରୁ ୧୫ କିମି ଦୂରରେ ଆଜି ନୌସେନାର ଯୁଦ୍ଧ ବିମାନ ମିଗ୍‌ ୨୯କେ  ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ପାଇ ଯାଇଛି। ତେବେ ବିମାନରେ ଥିବା ଦୁଇ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ଆଜି ଗୋଆର ଡାବୋଲିମ ଠାରେ ଥିବା ଆଇଏନଏସ୍‌ ହାନସା ଏୟାରବେସ୍‌ରୁ ଏହି ଯୁଦ୍ଧ ବିମାନଟି ଉଡ଼ାଣ ଭରିଥିଲା। ଏହି ସମୟରେ ଏକ ପକ୍ଷୀ ବିମାନରେ ମାଡ଼ ହେବାରୁ ଏହାର ଇଞ୍ଜିନ୍‌ରେ ନିଆଁ […]

  • Sunday, 11 July 2021
1234570-=
ଆଧାର ସହ ଯୋଡ଼ି ହେବ ସମ୍ପତ୍ତି ତାଲିକା !

ନୂଆଦିଲ୍ଲୀ: ଆଧାର ସହ ଯୋଡ଼ି ହୋଇପାରେ ସମ୍ପତ୍ତି ତାଲିକା।  ଏଥିପାଇଁ କେନ୍ଦ୍ର ସରକାର ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ୨୦୧୬ରେ ବିମୁଦ୍ରୀକରଣ ପରେ ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ଏବେ ୩ ବର୍ଷ ପରେ ପୁଣି ଥରେ ଆଧାର କାର୍ଡକୁ ସମ୍ପତ୍ତି ସହ ଯୋଡ଼ା ଯିବ ବୋଲି କେନ୍ଦ୍ର ସରକାର ଚିନ୍ତା କରୁଥିବା ଚର୍ଚ୍ଚା ଚାଲିଛି। ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେଲେ ଅନେକ ମନି ଲଣ୍ଡରିଂ […]

  • Sunday, 11 July 2021