• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

borish
ଭାରତର ଜ୍ୱାଇଁ ବୋରିସ୍‌ ହେବେ ବିଟ୍ରେନର ପ୍ରଧାନମନ୍ତ୍ରୀ !

ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିସ  ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ’ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା […]

  • Sunday, 11 July 2021
china-accident
ମା’କୁ ଧକ୍କା ଦେଲା କାର୍‌-ସହି ପାରିଲାନି ପୁଅ; କଲା ଏମିତି କାମ..

ବେଜିଂ-ଚୀନରର ଦାଦୁକ୍‌ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି ଯାହାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି। ଏହାର ଏକ ଭିଡଓ ସୋଶାଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହୋଇଛି। ଜଣେ ମହିଳା ତାଙ୍କ ପୁଅ ସହ ରାସ୍ତା ପାର୍‌ ହେଉଥିଲେ। ହଠାତ୍‌ ଏକ କାର ଆସି ତାଙ୍କ ଉପରେ ଚଢି ଯାଇଥିଲା। ମହିଳାଙ୍କ ସହ ତାଙ୍କ କୁନି ପୁଅ ତଳେ ପଡ଼ିଗଲେ। ହେଲେ ତା’ପରର ଦୃଶ୍ୟ ଥିଲା ସବୁଠାରୁ ବେଶୀ ହୃଦୟସ୍ପର୍ଶୀ। ଛୋଟ ପୁଅଟି ଉଠିଲା […]

  • Sunday, 11 July 2021
rahul-smruti
‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା, ରାହୁଲ କହିଲେ କ୍ଷମା ମାଗିବିନି

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ଦେଇଥିବା ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ହୋଇଛି। ଫଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଧ୍ୟ ହୋଇ ୧୨ଟା ଯାଏ ସଂସଦକୁ ମୁଲତବୀ କରିଥିଲେ। ପରେ ଅନିଶ୍ଚିତ କାଳ ପାଇଁ ଲୋକସଭାକୁ ସ୍ଥଗିତ ରଖିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଆଜି ସଂସଦ ଆରମ୍ଭ ମାତ୍ରେ ଶାସକ ଦଳର ମହିଳା ସାଂସଦମାନେ ନିକଟରେ କଂଗ୍ରେସ ସାଂସଦ ରାହୁଲ […]

  • Sunday, 11 July 2021
ganesh singh
‘ସଂସ୍କୃତ କହିଲେ ଏହି ସବୁ ରୋଗରୁ ଦୂରେଇ ରହିବେ‘-ହେଲ୍‌ଥ ଟିପ୍ସ ଦେଲେ ସାଂସଦ

ନୂଆଦିଲ୍ଲୀ:ସୁସ୍ଥ ରହିବାର ଟିପ୍ସ ଦେଲେ ଭାରତୀୟ ଜନତା ପାର୍ଟି ସାଂସଦ । ଔଷଧ ନୁହେଁ, ଭାଷା ବଦଳାଇଲେ ଭଲ ହୋଇଯିବ ରୋଗ। କଥାଟା ତ ନିଶ୍ଚୟ ଅବିଶ୍ୱସନୀୟ। ହେଲେ ଏକଥା ସଂସଦରେ କହିଛନ୍ତି ମଧ୍ୟପ୍ରଦେଶର ବିଜେପିର ସାଂସଦ ଗଣେଶ ସିଂ। ସେ କହିଛନ୍ତି, ଆଜିକାଲି ଡାଇବେଟିସ ଏବଂ କୋଲେଷ୍ଟ୍ରଲ ଏକ ସାଧାରଣ ରୋଗରେ ପରିଣତ ହଇଗଲାଣି। ଡାଇବେଟିସ ଏବଂ କୋଲେଷ୍ଟ୍ରଲର ନିରାକରଣ ପାଇଁ ଲୋକେ ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି। ହେଲେ ଏହି ରୋଗକୁ ନିୟନ୍ତ୍ରଣ କରିବାର […]

  • Sunday, 11 July 2021
12111111
ମୁସ୍‌ଲମାନ ଏଠାର ନାଗରିକ ଥିଲେ ଏବଂ ରହିବେ-ରାଜ୍ୟସଭାରେ କହିଲେ ଅମିତ୍‌ ଶାହ

ନୂଆଦିଲ୍ଲୀ:ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌ ପାସ ହେବା ପରେ ବୁଧବାର ରାଜ୍ୟ ସଭାରେ ଆଗତ କରାଯାଇଛି। ଏହି ବିଲ୍‌କୁ ନେଇ ବିରୋଧାଭାବ ପ୍ରକାଶ ପାଉଥିବାବେଳେ ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଉପରେ ମନ୍ତବ୍ୟ ରଖିଛନ୍ତି। ସେ  କହିଛନ୍ତି, ମୁସ୍‌ଲମାନମାନେ ଏଠିକାର ନାଗରିକ ଥିଲେ ଏବଂ ରହିବେ। ସେମାନଙ୍କୁ ଏଠାରୁ କେହି ବାହାର କରିପାରିବେ ନାହିଁ। ବୁଧବାର ରାଜ୍ୟସଭାରେ ଏହି ବିଲ୍‌କୁ ନେଇ ଆଲୋଚନା ଜାରି ରହିଛି। ତେବେ ରାଜ୍ୟସଭାର ଗଣିତକୁ ଦେଖିଲେ ବିଲ୍‌ ସପକ୍ଷରେ […]

  • Sunday, 11 July 2021
nobel
ଭାରତର ପାରମ୍ପରିକ ପୋଷାକ ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍‌ ଓ ତାଙ୍କ ପତ୍ନୀ

ନୂଆଦିଲ୍ଲୀ: ଇଣ୍ଡିଆନ-ଆମେରିକାନ ଅର୍ଥନୀତିଜ୍ଞ ଅଭିଜିତ୍‌ ବିୟକ ବାନାର୍ଜୀ ଅର୍ଥନୀତି କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ନୋବେଲ୍ ପୁରସ୍କାର ଗ୍ରହଣ କରିଛନ୍ତି। ସ୍ୱିଡେନରେ ଏହି ନୋବେଲ ପୁରସ୍କାର ଗ୍ରହଣ କରିବାବେଳେ ତାଙ୍କ ସହ ଥିଲା ତାଙ୍କର ପତ୍ନୀ ଏସ୍‌ଥର ଡଫ୍ଲୋ ଏବଂ ସହକର୍ମୀ ମାଇକେଲ କ୍ରେମର୍‌। ତିନିଜଣ “experimental approach to alleviating global poverty” ଉପରେ ଗବେଷଣା କରିଥିଲେ ଯେଉଁଥିପାଇଁ ତିନିଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ତେବେ ସବୁଠାରୁ ବଡ କଥା ହେଉଛି ଏତେ ବଡ଼ […]

  • Sunday, 11 July 2021
53535636
ଏମିତି ଥିଲା ମୋଦିଙ୍କ ଲେଖା, ପାଇଲେ ‘ଗୋଲ୍‌ଡେନ ଟ୍ୱିଟ୍‌’ ମାନ୍ୟତା

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ବିଜେପିର ବିଜୟ ପରେ ସେ କରିଥିବା ଟ୍ୱିଟ୍‌ ବର୍ଷର ସବୁଠାରୁ ଅଧିକ ଲାଇକ୍‌ ପାଇଥିବା ଏବଂ ଅଧିକ ରିଟ୍ୱିଟ୍‌ ପାଇଥିବା ଟ୍ୱିଟ୍‌ର ମାନ୍ୟତା ପାଇଛି। ଟ୍ୱିଟର ୨୦୧୯ ମସିହାର ‘ଗୋଲ୍ଡେନ୍‌ ଟ୍ୱିଟ୍‌’ କହୁଥିବା ମୋଦିଙ୍କ ଟ୍ୱିଟ୍‌ ୨୦୧୯ ମସିହା ମେ’ ୨୩ରେ ପୋଷ୍ଟ ହୋଇଥିଲା। ଏଥିରେ ଲେଖାଥିଲା, “ସବ୍‌କା ସାଥ + ସବ୍‌କା ବିକାଶ + ସବ୍‌କା ବିଶ୍ୱାସ= […]

  • Sunday, 11 July 2021
imran
ସିଏବିକୁ ନେଇ ଆପତ୍ତି ଉଠାଇଲେ ଇମ୍ରାନ୍‌

ଇସଲାମାବାଦ: ଲୋକସଭାରେ ପାରିତ ହୋଇଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ନେଇ ଆପତ୍ତି ଉଠାଇଛି ପାକିସ୍ତାନ। ଭାରତ ସରକାର ଅଣ ମୁସଲିମ ଶରଣାର୍ଥୀଙ୍କୁ ନିଜ ଦେଶର ନାଗରିକତା ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଭାରତର ଲୋକସଭାରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲକୁ ଆମେ ତୀବ୍ର ନିନ୍ଦା କରୁଛୁ। ଏଭଳି ବିଲ୍‌ […]

  • Sunday, 11 July 2021
11111
୩୮ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଅଧାବାଟରୁ ନିଖୋଜ

ସାଣ୍ଟିଆଗୋ: ୩୮ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସ୍‌କୁ ଯାଉଥିବା ଚିଲି ବାୟୁସେନାର ଏକ ପରିବହନ ବିମାନ ଅଧା ରାସ୍ତାରୁ ନିଖୋଜ ହୋଇଯାଇଛି। ସି-୧୩୦ ହର୍କୁଲେସ ୧୭ ଜଣ କ୍ରୁ ସଦସ୍ୟ ଓ ୨୧ ଜଣ ଯାତ୍ରୀଙ୍କୁ ନେଇ ଆଣ୍ଟାର୍କଟିକା ସ୍ଥିତ ବେସକୁ ଯାଉଥିଲା। ସେଠାରେ ତେଲ ପାଇପ ଲାଇନ ଏବଂ ଅନ୍ୟ ସରଞ୍ଜାମ ଯାଞ୍ଚ କରିବାର ଥିଲା। ବିମାନଟି ପୁଣ୍ଟା ଆରେନାସ ସ୍ଥିତ ସନ୍ଧ୍ୟା ୪.୫୫ରେ ଉଡ଼ାଣ ଭରିଥିଲା। ତେବେ ୬.୧୩ରେ ବିମାନ ସହ […]

  • Sunday, 11 July 2021
amit
ରାଜ୍ୟ ସଭାରେ ପାସ୍‌ ହେବ ତ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ:  ବିବାଦୀୟ ନାଗରିକତା ସଂଶୋଧନ ବିଲ(ସିଏବି)କୁ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ କରାଯିବ। ରାଜ୍ୟସଭାରେ ଏନଡିଏର ସଂଖ୍ୟା ଗରଷ୍ଠତା ନ ଥିବାରୁ ଏହା କିପରି ପାସ୍ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଆସନ୍ତାକାଲି ଦିନ ୨ଟାରୁ ରାଜ୍ୟସଭାରେ ଏହା ଉପରେ ବିତର୍କ ହେବ। ବିତର୍କ ପାଇଁ ୬ ଘଣ୍ଟାର ସମୟ ଦିଆଯାଇଛି। ଲୋକସଭାରେ ଜେଡିୟୁ, ଶିବସେନା, ବିଜେଡି ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କିଛି ଦଳ ସିଏବିକୁ ସମର୍ଥନ କରିବାରୁ  ବିଲକୁ ପାସ କରାଇବାରେ କିଛି […]

  • Sunday, 11 July 2021
arabinda
ପ୍ରେମ କଲା ବୋଲି.....ଝିଅକୁ ହାଣି ଦେଲେ ବାପା

ଥାନେ:ମହାରାଷ୍ଟ୍ରର ଠାଣେ ଜିଲ୍ଲା କଲ୍ୟାଣ ରେଲୱେ ଷ୍ଟେଶନ ନିକଟରେ ରବିବାର ସକାଳେ ଏକ ବ୍ୟାଗରୁ ମହିଳାଙ୍କର ମୁଣ୍ଡ ବିହିନ ଶବ ମିଳିଥିଲା। ଏବେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହା ଏକ ଅନର କିଲିଂ ବୋଲି ପୋଲିସ ଅନୁମାନ କରୁଛି। ପୋଲିସର କହିବା ଅନୁଯାୟୀ, ଟିଟ୍‌ବାଲା ଅଞ୍ଚଳ ନିବାସୀ ଅରବିନ୍ଦ ତିୱାରୀ (୪୭) ତାଙ୍କ ବଡ଼ ଝିଅ ପ୍ରିନ୍ସି(୨୨)କୁ ହତ୍ୟା କରିଛନ୍ତି। ଆଉ ହତ୍ୟାର କାରଣ ହେଉଛି ପ୍ରେମ। ତାଙ୍କର ଝିଅ ଜଣେ ଅନ୍ୟ ସଂପ୍ରଦାୟର ଝିଅକୁ […]

  • Sunday, 11 July 2021
tiger
ଇନ୍ଦ୍ରାବତୀ ଟାଇଗର ରିଜର୍ଭରେ ବାଘ ଶିକାର

ରାୟପୁର:ଛତିଶଗଡ ବସ୍ତରର ଇନ୍ଦ୍ରାବତୀ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ପୁଣି କମିଲା। ଏହି ରିଜର୍ବରୁ ଆଉ ଏକ ବାଘକୁ ୯ ଜଣ ମିଶି ମାରି ଦେଇଛନ୍ତି।  ଏହି ୯ଜଣଙ୍କ ମଧ୍ୟରେ ଅଛନ୍ତି ପୋଲିସ କର୍ମଚାରୀ, ସାମ୍ବାଦିକ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରି ଦାୟିତ୍ୱସମ୍ପନ୍ନ ବ୍ୟକ୍ତି। ତିନି ବଷର ଏହି ବାଘକୁ ଦୀପାବଳି ସମୟରେ ବାଘ ଶିକାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ କାଙ୍କେର ବନ ମଣ୍ଡଳରେ କିଛି ଲୋକ ଏକ ବାଘ ଚମଡା […]

  • Sunday, 11 July 2021
313125131
ସଂସଦରେ ନାଗରିକତା ସଂଶୋଧନ ବିଲ୍; କଂଗ୍ରେସକୁ ଟାର୍ଗେଟ କରି ବର୍ଷିଲେ ଶାହ

ନୂଆଦିଲ୍ଲୀ: ରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ୍‌ ଆଣିବା ପ୍ରସ୍ତାବକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା।  ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଧେୟକ ପାଇଁ ପ୍ରସ୍ତାବ ଆଗତ କରିବା ବେଳେ ବିରୋଧୀ ସାଂସଦମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଶାହଙ୍କୁ ପଚାରିଥିଲେ। ଜବାବରେ ଶାହ କହିଥିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ହେଲେ କେହି କକ୍ଷ ତ୍ୟାଗ କରନ୍ତୁ ନାହିଁ। ଯେତେବେଳେ ଗୃହରେ ମୁଁ ଏହି ପ୍ରସଙ୍ଗରେ ଆଲୋଚନା କରିବି […]

  • Sunday, 11 July 2021
1111
ମିସ୍‌ ୟୁନିଭର୍ସ ହେଲେ ଦକ୍ଷିଣ ଆଫ୍ରିକା ସୁନ୍ଦରୀ ଜୋଜିବିନ୍ ଟୁଞ୍ଜି

ନୂଆଦିଲ୍ଲୀ: ଜୋଜିବିନି ଟୁଞ୍ଜି ପିନ୍ଧିଲେ ମିସ୍‌ ୟୁନିଭର୍ସ-୨୦୧୯ ମୁକୁଟ। ଦକ୍ଷିଣ ଆଫ୍ରିକାର ଏହି ୨୬ ବର୍ଷିୟ ସୁନ୍ଦରୀ ଟୁଞ୍ଜି ତାଙ୍କର ସୁଇମ୍‌ ସୁଟ୍‌, ଇଭିନିଙ୍ଗ ଗାଉନ ରାଉଣ୍ଡରେ ସମସ୍ତଙ୍କ ମନ ମୋହି ନେଇଥିଲେ। ସେତିକି ନୁହେଁ, ସାମାଜିକ ସମସ୍ୟା ଏବଂ ଅନ୍ୟାନ୍ୟ ପ୍ରଶ୍ନର ସୁନ୍ଦର ଉତ୍ତର ଦେଇ ଜଜ୍‌ଙ୍କୁ ମଧ୍ୟ ପ୍ରଭାବିତ କରି ଦେଇଥିଲେ। ଆମେରିକାର ଆଟଲାଣ୍ଟାଠାରେ ଆୟାଜିତ ଏକ ରଙ୍ଗାରଙ୍ଗ ସମାରୋହରେ ୯୦ଟି ଦେଶର ସୁନ୍ଦରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ଅନେକ ରାଉଣ୍ଡ ପରେ ଆଫ୍ରିକୀୟ […]

  • Sunday, 11 July 2021
facebook
୪ ବର୍ଷରେ ହଜିଥିଲା, ୧୨ ବର୍ଷରେ ବାପା-ମା’ଙ୍କୁ ଫେରି ପାଇଲା

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର ଏକ ଝିଅ ୧୨ ବର୍ଷ ପରେ ନିଜ ପରିବାରକୁ ଫେରି ପାଇଛି। ଝିଅଟିକୁ ଯେତେବେଳେ ୪ ବର୍ଷ ହୋଇଥିଲା, ସେତେବେଳେ ସେ ନିଖୋଜ ହୋଇଯାଇଥିଲା। ଫେସ୍‌ବୁକ୍‌ ଜରିଆରେ ସେ ଆଜି ତା’ ପରିବାରକୁ ଫେରି ପାଇଛି। ଝିଅଟିର ନାଁ ଭବାନୀ। ଆନ୍ଧ୍ରର ବାମ୍‌ସୀ କୃଷ୍ଣ ନାମକ ଜଣେ ବ୍ୟକ୍ତିଙ୍କ ଘରେ ସେ କାମ କରିବାକୁ ଆସିଥିଲା। ଦିନେ କଥା ପ୍ରସଙ୍ଗରେ ଝିଅଟି କହିଲା ଯେ  ୪ ବର୍ଷ ବୟସରେ ବାପା-ମା’ଙ୍କଠାରୁ ଅଲଗା ହୋଇ ଯାଇଥିଲା। […]

  • Sunday, 11 July 2021
Capture
କର୍ଣ୍ଣାଟକ ଉପ ନିର୍ବାଚନ: ୧୧ ଆସନରେ ବିଜେପି ଆଗରେ

ବେଙ୍ଗାଲୁରୁ: କର୍ଣ୍ଣାଟକର ୧୫ଟି ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଓ ଜେଡିଏସକୁ ଜବରଦସ୍ତ ଝଟକା ଲାଗିଛି। ବିଜେପି ୧୫ଟି ଆସନରୁ ଗୋଟିଏ ଆସନରେ ଜିତି ସାରିଥିବାବେଳେ ୧୦ଟି ଆସନରେ ଭୋଟ ଗଣତି ବେଳେ ଆଗୁଆ ରହିଛି। ୟେଲାପୁର ଆସିନରୁ ବିଜେପି ହାତକୁ ଯାଇଛି। ଭୋଟ ଗଣତି ବେଳେ ପଛରେ ଥିବାରୁ କଂଗ୍ରେସ ଜନମତକୁ ସମ୍ମାନ ଦେଇ ପରାଜୟ ସ୍ୱୀକାର କରିଛି। ଅନ୍ୟପଟେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ। ଭୋଟ ଗଣତିର ତିନି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ […]

  • Sunday, 11 July 2021
white-pigeon-generic_650x40
ପାକିସ୍ତାନ ସୀମାରୁ ଆସୁଛନ୍ତି ପାରା, ପରରେ ରହିଛି....

ନୂଆଦିଲ୍ଲୀ:ପାକିସ୍ତାନସ୍ଥିତ ପଞ୍ଜାବ ପ୍ରାନ୍ତରେ ଭାରତୀୟ ସୀମାରେ ରହୁଥିବା ଲୋକମାନେ ବେଶ ପାରା ପ୍ରିୟ। ସେମାନେ ବିଭିନ୍ନ ପ୍ରଜାତିର ପାରା ପାଳିଥାନ୍ତି। ବିଶେଷ କରି ଭାରତୀୟ ସୀମା ନିକଟରେ ଥିବା ୱାଘା, ଭାନୁଚକ, ନରୋଡ, ଲୱାନବାଲା ଆଦି ଇଲାକାର ଲୋକଙ୍କର ପାରା ପାଳିବା ଏକ ସଉକ୍‌। ଏମାନେ ଅନେକ ଦାମି ପାରା ରଖିଥାନ୍ତି, ଯାହାର ଦାମ ଏକ ଲକ୍ଷରୁ ଅଧିକ ହେବ । ଏମାନଙ୍କ ମଧ୍ୟରୁ ଅନେକ ପାରା ବ୍ୟବସାୟ ମଧ୍ୟ କରିଥାନ୍ତି। ତେବେ ଦୁଃଖର କଥା ଏହି […]

  • Sunday, 11 July 2021
crpf-jawan
ଆଇଡି ବିସ୍ଫୋରଣର ଶିକାର ହେଲେ ଯବାନ

ରାଞ୍ଚି: ଦୁଇ ଜଣ ଯବାନ ଆଜି ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି। ରାଞ୍ଚିଠୁ ଅଳ୍ପ ଦୂରରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। ଗତକାଲି ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସାରି ଆଜି ସକାଳେ ଯବାନ ମାନେ ଫେରୁଥିଲେ। ଏହି ସମୟରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି ଯବାନ ମାନେ। ଜଣେ ସିଆରପିଏଫ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ତମାର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପ୍ରକ୍ରିୟା ଶେଷ କରି […]

  • Sunday, 11 July 2021
fire
କାରଖାନାରେ ଅଗ୍ନିକାଣ୍ଡ: ମୃତକଙ୍କ ସଂଖ୍ୟା ୪୩ ଛୁଇଁଲା

ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍‌ସୀରୋଡର ଅନାଜ ମଣ୍ଡି ନିକଟରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖା ୪୩ରେ ପହଞ୍ଚିଲାଣି। ବର୍ତ୍ତମାନ ସୁଦ୍ଧା କାରଖାନା ଭିତରେ ୬୪ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଏଲ୍‌ଏନଜେପି ଡାକ୍ତରଖାନାରେ ୫୩ ଜଣଙ୍କୁ ଭର୍ତ୍ତି କରାଯାଇଥିଲ। ସେଥିରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଲେଡି ହାର୍ଡିଂ କଲେଜରେ୧୦ ଆହତଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ସକାଳୁ କାରଖାନା ଭିତରେ ଶ୍ରମିକମାନେ ଶୋଇଥିବାବେଳେ ଏହି […]

  • Sunday, 11 July 2021
fire accident
କାରଖାନାରେ ନିଆଁ ଲାଗି ୩୪ ଶ୍ରମିକ ମୃତ

ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍ସିରୋଡର ଅନାଜ୍‌ ମଣ୍ଡି ନିକଟରେ ଥିବା ଏକ କାରଖାନାରେ  ନିଆଁ ଲାଗି ଯାଇଛି। ଏଥିରେ ୩୪ ଶ୍ରମିକଙ୍କର ମୃତ୍ୟୃ ଘଟିଛି। ନିଆଁ ଭିତରେ ଆହୁରି ୧୦୦ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ, ରବିବାର ସକାଳୁ ସକାଳୁ କାରଖାନାରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ କାରଖାନା ଭିତରେ ଶ୍ରମିକମାନେ ଶୋଇ ଥିଲେ। ଏଲଏଏନ୍‌ଜିପି ହସ୍‌ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ୩୨ ମୃତଦେହ ପହଞ୍ଚିଛି। ଗୁରୁତର ଅବସ୍ଥାରେ […]

  • Sunday, 11 July 2021