• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

15432
ପ୍ରଦୂଷଣରୁ ମୁକ୍ତି ପାଇଁ ଏମିତି ପରାମର୍ଶ ଦେଲେ ମନ୍ତ୍ରୀ

ଲକ୍ଷ୍ନୌ: ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସଙ୍ଗିନ୍‌ ହେବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ, ହରିଆଣା ଏବଂ ପଞ୍ଜାବ ଆଦି ରାଜ୍ୟ ସହ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ତେବେ ଏହାର ସମାଧାନ ପାଇଁ ୩୦୦ ଟିମ୍‌ ବର୍ତ୍ତମାନ କାର୍ଯ୍ୟକରୁଥିବାବେଳେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଅଜବ ପରାମର୍ଶ ଦେଛନ୍ତି। ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ରଙ୍କ ଶରଣ ପଶିବାକୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୁନିଲ ଭରାଲା ନାମକ ଏହି ମନ୍ତ୍ରୀ କହିଛନ୍ତି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ […]

  • Saturday, 10 July 2021
12123
ପାଖରେ ୩ ଟଙ୍କା ଥିଲା, ହେଲେ ୪୦ ହଜାର ଟଙ୍କା ପାଇବା ପରେ.....

ପୁଣେ: ଟଙ୍କା ପାଇଁ କେଉଁଠି ହଟାକଟା, ମାର୍‌ପିଟ୍‌। ଆଉ କେଉଁଠି ଅଭାବି ମଣିଷଟିଏ ଟଙ୍କା ରାସ୍ତାରୁ ପାଇଲେ ବି ନେବାକୁ ଚାହୁଁନି। ଯାଚିଲେ ବି ଗ୍ରହଣ କରୁନି। ଭୋକିଲା ପେଟ ତା’ର ଟଙ୍କାର ପ୍ରଲୋଭନରେ ସଚ୍ଚୋଟତାକୁ ଭୁଲି ଯାଇନି। ଏମିତି ଜଣେ ନିଆରା ସଚ୍ଚୋଟ ବ୍ୟକ୍ତିଙ୍କୁ ଚିହ୍ନନ୍ତୁ, ଯାହା ପାଖରେ ୭ ଟଙ୍କା ନ ଥିଲା ବସ୍ ଭଡ଼ା ଦେଇ ଘରକୁ ଫେରିବା ପାଇଁ। ହେଲେ, ଆଖି ଆଗରେ ୪୦ ହଜାର ଟଙ୍କା ପାଇଲେ ବି ଲୋଭର […]

  • Saturday, 10 July 2021
Untitled-1
ବାଜି ନେଇଗଲା ଜୀବନ

ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ। ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ। ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ ସର୍ତ୍ତ ରହିଥିଲା। ହେଲେ ଏହି ବାଜିର ପରିଣାମ କିଛି ଅଲଗା ହୋଇଛି। ଜଣେ ସାଙ୍ଗର ୪୨ ଅଣ୍ଡା ଖାଇବା ପରେ ଚିକିତ୍ସାଧୀନ ଅବସ୍ଥାରେ […]

  • Saturday, 10 July 2021
11111
ପାକିସ୍ତାନ ଯିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ମାଗିଲେ ଅନୁମତି ସିଦ୍ଧୁ

ନୂଆଦିଲ୍ଲୀ: ପାକିସ୍ତାନର ଐତିହାସିକ କରତାରପୁର କରିଡର ନଭେମ୍ୱର ୯ରେ ଉଦଘାଟନ ହେବ। ଏହି ଅବସରରେ ଯୋଗଦେବା ପାଇଁ ପାକିସ୍ତାନ ସରକାର ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି। ଏହାପରେ ନିମନ୍ତ୍ରଣ ପାଇ ପାକିସ୍ତାନ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସିଦ୍ଧୁ। ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁମତି ମାଗିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ସିଦ୍ଧୁ ଚିଠି ଲେଖି କହିଛନ୍ତି, ‘୯ ନେଭମ୍ୱରରେ ଶ୍ରୀ […]

  • Saturday, 10 July 2021
12221
ମୋବାଇଲ ଦେଖି ଯାଉ ଯାଉ ରେଳଧାରଣା ଉପରେ ପଡ଼ିଗଲେ,ସାମ୍ନାରୁ ଆସୁଥିଲା ଟ୍ରେନ୍‌

ସ୍ପେନ୍‌: ମୋବାଇଲ ଫୋନ ଯେମିତି ଆଜିକାଲି ଜୀବନର ଏକ ଅନିବାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି। ଗାଡ଼ି ଚଲାଇବାବେଳେ, ଗାଡ଼ିକୁ ଅପେକ୍ଷା କରିବାବେଳେ, ଖାଇଲା ବେଳେ, ବସିଲା ବେଳେ ଏପରିକି ଚାଲିଲାବେଳେ ମଧ୍ୟ ହାତରେ ଫୋନ୍‌ । ଏହି ମୋବାଇଲ୍ ପ୍ରେମୀଙ୍କ ପାଇଁ ଖବରଟିଏ। ସବୁବେଳେ ହାତରେ ମୋବାଇଲ କିପରି ଜୀବନଘାତକ ହୋଇପାରେ ଜାଣନ୍ତୁ। ସ୍ପେନ୍‌ର ମାଡ୍ରିଡ୍‌ ଅଞ୍ଚଳର ଘଟଣା। ରେଳ ଷ୍ଟେଶନରେ ଜଣେ ମହିଳା ଫୋନ ଦେଖି ଦେଖି ଯାଉଥିଲେ। ଅନ୍ୟମନସ୍କତା ଯୋଗୁ ଧାରଣା ଉପରେ ପଡ଼ିଗଲେ। […]

  • Saturday, 10 July 2021
pm modi
ଆସନ୍ତାକାଲି ଶେଷ ପର୍ଯ୍ୟାୟ ମତଦାନ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରାଣସୀ ଆସନ

ନୂଆଦିଲ୍ଲୀ: ଆସନ୍ତାକାଲି ସାଧାରଣ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ଲାଗି ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏ, ହିମାଚଳ ପ୍ରଦେଶର ୪ଟି, ଝାଡ଼ଖଣ୍ଡର ୩ଟି ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେବ। ୫୯ଟି ଲୋକସଭା ଆସନର ୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପ୍ରାୟ […]

  • Saturday, 10 July 2021
4
ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ଦିନିଆ ଥାଇଲାଣ୍ଡ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସଆନ-ଭାରତ, ପୂର୍ବ ଏସିଆ ଏବଂ ଆରସିଇପି ସମ୍ମିଳନୀରେ ଯୋଗ ଦେବେ। ଆଜି ଥାଇଲାଣ୍ଡରେ ପହଞ୍ଚିବା ପରେ ସେଠିକାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଗୁରୁ ନାନକ ଦେବଙ୍କ ୫୫୦ ଜୟନ୍ତୀ ଅବସରରେ ସ୍ମାରକ କଏନର ଉନ୍ମୋଚନ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୋଦି ଏହି […]

  • Saturday, 10 July 2021
123454321
ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ଭୁବନେଶ୍ୱର:ଜିଓର ଦୀପାବଳି ଅଫରରେ ଗ୍ରାହକଙ୍କୁ ମାତ୍ର ୬୯୯ ଟଙ୍କାରେ ଜିଓ ଫୋନ ଉପଲବ୍ଧ କରାଉଥିଲା । ଏବେ ଏହି ଅବଧିକୁ କମ୍ପାନୀ ବଢାଇ ଦେଇଛି। ଜିଓ ଫୋନର ରେକର୍ଡ ବିକ୍ରିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବ ଅଫରର ଅବଧିକୁ ନଭେମ୍ୱର ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ନିୟୁତାଧିକ ୨ଜି ଗ୍ରାହକଙ୍କୁ ଏକ ଡିଜିଟାଲ ଦୁନଆରେ ପ୍ରବେଶ କରାଇବା ଲକ୍ଷ୍ୟ ନେଇ ରାଲାଏନ୍ସ ଜିଓ ଏହି ଅଫର […]

  • Saturday, 10 July 2021
Untitled-1
ଦିଲ୍ଲୀରେ ଭୟଙ୍କର ପ୍ରଦୂଷଣ

ନୂଆଦିଲ୍ଲୀ:ଭୟଙ୍କର ପ୍ରଦୂଷିତ ହୋଇପଡ଼ିଛି ରାଜଧାନୀ ଦିଲ୍ଲୀ। ଏଠି ନିଃଶ୍ୱାସ ନେବାକୁ ଡର ଲାଗୁଛି। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପବ୍ଲିକ ହେଲ୍‌ଥ ଏମର୍ଜେନ୍ସି ଜାରି କରିଛି । ନଭେମ୍ବର ୫ ଯାଏ ଏଠାରେ ସବୁପ୍ରକାର ନିର୍ମାଣ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇବାକୁ ବାରଣ କରାଯାଇଥିଲା। ହେଲେ ଏହି ବାରଣକୁ କେହି ମାନି ନ ଥିଲେ। ଦୀପାବଳି ପରଠାରୁ ଏଠାରେ ପ୍ରଦୂଷଣର ମାତ୍ରା ବଢି ଯାଇଛି। ଆଜି ସକାଳେ ଦିଲ୍ଲୀ ଓ […]

  • Saturday, 10 July 2021
65458
ବାଘ ଲଗାଇଲା ସୁନା ଦାନ୍ତ

ବର୍ଲିନ: ବାଘର ସୁନା ଦାନ୍ତ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା ! ହେଲେ କଥାଟା ବିଲକୁଲ୍ ସତ।  ଜର୍ମାନୀର ମେସବାଈଲର୍ ସହରରେ ଥିବା ଏକ ଚିଡ଼ିଆଖାନାରେ ଥିବା ରୟାଲ୍ ବେଙ୍ଗଲ ଟାଇଗର୍‌ କାରା ଲଗାଇଛି ସୁନା । କାରାର ଦାନ୍ତ କୌଣସି କାରଣରୁ ଭାଙ୍ଗି ଯାଇଥିଲା।  ସାମ୍ନା ଦାନ୍ତଟି ଭାଙ୍ଗିଯିବାରୁ ଶିକାର ଓ ଖାଇବାରେ କାରା ବେଶ ଅସୁବିଧା ଭୋଗୁଥିଲା। ତେବେ ଡେନ୍‌ମାର୍କର ଏକ ଡାକ୍ତରୀ ଟିମ୍ ବାଘର ଅପରେସନ୍ କରିବା ସହ ସୁନାର ଦାନ୍ତ ଲଗାଇଥିଲେ। […]

  • Saturday, 10 July 2021
234
ଦାନ୍ତୁରୀ କହି ତିନି ତଲାକ ଦେଲେ ସ୍ୱାମୀ

ହାଇଦ୍ରାବାଦ: ତିନି ତଲାକ ଦଣ୍ଡନୀୟ ଅପରାଧ ବୋଲି କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏହାପରେ ପତ୍ନୀ ଅସୁନ୍ଦର ବୋଲି  ସ୍ୱାମୀ  ତିନି ତଲାକ ଦେଇଥିବା ଦେଖିବାକୁ ମିଳିଛି। ଘଟଣା ଘଟିଛି ହାଇଦ୍ରାବାଦରେ। ଗତକାଲି (ଅକ୍ଚୋବର ୩୧)ରେ ରୁକସାନା ନାମ୍ନୀ ଜଣେ ମହିଳାଙ୍କ ଏତଲା ଗ୍ରହଣ କରି ପୁଲିସ ତାଙ୍କ ସ୍ୱାମୀ ମୁସ୍ତଫାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରୁକସାନା ବେଗମ କହିବା ଅନଯାୟୀ, ମୁସ୍ତଫାଙ୍କ ସହ ତାଙ୍କର ବିବାହ ଚଳିତବର୍ଷ ଜୁନ୍ ୨୭ରେ ହୋଇଥିଲା। ବାହାଘର ବେଳେ […]

  • Saturday, 10 July 2021