ଶ୍ରୀନଗର: ଜାମ୍ମୁ କାଶ୍ମୀରର ସୋପୋରରେ CRPF ଟିମ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ବୀରଗତି ପ୍ରାପ୍ତ ହୋଇଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ଖବର ଅନୁଯାୟୀ, CRPF 179 ବାଟାଲିୟନକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆକ୍ରମଣ କରିଥିଲେ। ଖବର ଅନୁଯାୟୀ, ବୁଧବାର ସକାଳେ ଏକ CRPF ଟିମ୍ ପାଟ୍ରୋଲିଂ କରିବାକୁ ବାହାରିଥିଲା। […]
ନୂଆଦିଲ୍ଲୀ: ଗତ ମାସରେ କ୍ରମାଗତ ଭାବେ ୨୧ ଦିନ ଧରି ଡିଜେଲ-ପେଟ୍ରୋଲ ମୂଲ୍ୟ ବୃଦ୍ଧି ପାଉଥିବା ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହାର ପ୍ରଭାବ ହେଉ ବା ଅନ୍ୟ ଯେ କୌଣସି କାରଣରୁ ହେଉ, ସରକାରୀ ତୈଳ ଳ କମ୍ପାନୀଗୁଡିକ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହାର ମୂଲ୍ୟ ପରିବର୍ତ୍ତନ କରିନାହାଁନ୍ତି। ଆଜିର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ଗତ ସୋମବାର ଦିନ ଡିଜେଲ ୧୩ ପଇସା ମହଙ୍ଗା ହୋଇଥିଲା, ପେଟ୍ରୋଲର ମୂଲ୍ୟ ୫ […]